କନକ ବ୍ୟୁରୋ : ଫେବ୍ରୁଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । କାମଚଳା ଅଧିବେଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଷୋଡଶ ବିଧାନସଭାର ଏହା ଶେଷ ଅଧିବେଶନ । ଫେବ୍ରୁଆରୀ ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ରଖିବେ ଅଭିଭାଷଣ । ଫେବ୍ରୁଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ଯେହେତୁ ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁContinue reading “ଫେବ୍ରୁଆରୀ ୫ରୁ ବିଧାନସଭା ଅଧିବେଶନ । ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ।”
Tag Archives: News
ସୁନ୍ଦରଗଡ଼ କୋଇଲା ବ୍ୟବସାୟୀଙ୍କ ଠିକଣାରେ ଘନ ଘନ ଚଢ଼ଉ । ଓଡ଼ିଶା ଓ ଛତିଶଗଡ଼ର ୧୦ଟି ସ୍ଥାନରେ ଯାଞ୍ଚ, ଶହେରୁ ଅଧିକ ଅଧିକାରୀ ଓ ସିଆରପିଏଫ ଫୋର୍ସ କରୁଛନ୍ତି ରେଡ ।
କନକ ବ୍ୟୁରୋ: ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଆଜି ବି ଚାଲିଛି ଚଢ଼ାଉ । ଛତିଶଗଡ଼ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ୍ କରାଯାଉଛି । ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ୍ ଫୋର୍ସ ସାମିଲ ହୋଇଛନ୍ତି । ଘନଶ୍ୟାମଙ୍କ ଓଡ଼ିଶା, ଛତିଶଗଡ଼, ମୁମ୍ବାଇ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କୋଇଲା ବ୍ୟବସାୟ ଓ ହୋଟେଲ ରହିଛି । ଏହାସହ ଘନଶ୍ୟାମଙ୍କ ଗୋପାଳପୁରରେ ଥିବା ଦୁଇମହଲା କୋଠା ଓ ଅଫିସ, ବିଲେଇମୁଣ୍ଡାର ଅଫିସ,Continue reading “ସୁନ୍ଦରଗଡ଼ କୋଇଲା ବ୍ୟବସାୟୀଙ୍କ ଠିକଣାରେ ଘନ ଘନ ଚଢ଼ଉ । ଓଡ଼ିଶା ଓ ଛତିଶଗଡ଼ର ୧୦ଟି ସ୍ଥାନରେ ଯାଞ୍ଚ, ଶହେରୁ ଅଧିକ ଅଧିକାରୀ ଓ ସିଆରପିଏଫ ଫୋର୍ସ କରୁଛନ୍ତି ରେଡ ।”
ନକଲି ବନ୍ଧୁକରେ ଅସଲି ଲୁଟ୍ । ୨ ଭାଇଙ୍କ ଠାରୁ ଚେନ୍ ଲୁଟିବାର ଦୃଶ୍ୟ ସିସିଟିଭିରେ କଏଦ । ମୁଖ୍ୟ ଅଭିଯୁକ୍ତ ପୁନିଆକୁ ଗିରଫ କଲା କମିଶନରେଟ୍ ପୋଲିସ ।
କନକ ବ୍ୟୁରୋ: ନକଲି ବନ୍ଧୁକରେ ଅସଲି ଲୁଟ୍ । ନକଲି ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଚେନ୍ । ୨ ଭାଇଙ୍କଠାରୁ ୨ଟି ସୁନା ଚେନ୍ ଲୁଟ୍ ଘଟଣାର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁନିଆ ସାହୁକୁ ଗିରଫ କରିଛି କମିଶନରେଟ୍ ପୋଲିସ । ପୁନିଆ ପୂର୍ବରୁ ପୋଲିସ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା । ପୁନିଆ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ପ୍ରାୟ ୨୦ରୁ ଅଧିକContinue reading “ନକଲି ବନ୍ଧୁକରେ ଅସଲି ଲୁଟ୍ । ୨ ଭାଇଙ୍କ ଠାରୁ ଚେନ୍ ଲୁଟିବାର ଦୃଶ୍ୟ ସିସିଟିଭିରେ କଏଦ । ମୁଖ୍ୟ ଅଭିଯୁକ୍ତ ପୁନିଆକୁ ଗିରଫ କଲା କମିଶନରେଟ୍ ପୋଲିସ ।”
ଭୁବନେଶ୍ୱର ୪୬ ନଂ ୱାର୍ଡରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଦଯାତ୍ରା । ଘର ଘର ବୁଲି ପଚାରି ବୁଝିଲେ ଲୋକଙ୍କ ସମସ୍ୟା ।
କନକ ବ୍ୟୁରୋ: ଭୁବନେଶ୍ୱର ୪୬ ନଂ ୱାର୍ଡରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଦଯାତ୍ରା । ଘର ଘର ବୁଲି ଲୋକଙ୍କ ଭେଟିବା ସହ ସମସ୍ୟା ବୁଝିଲେ ଭୁବନେଶ୍ୱର ସାଂସଦ । ପଦଯାତ୍ରା ପୂର୍ବରୁ ସାଂସଦ ଅପରାଜିତାଙ୍କୁ ବିରୋଧ ଆଶଙ୍କା କରି ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲା । ସୁର କ୍ଷା ଦାୟିତ୍ୱରେ ରହିଥିଲେ ୪ ଜଣ ଇନ୍ସପେକ୍ଟର ଓ ୨ ଏସିପି । କିନ୍ତୁ ଘଟଣାସ୍ଥଳରେ ସେଭଳି କିଛି ଅପ୍ରୀତିକର ଘଟଣା ଘଟିନଥିଲା ।Continue reading “ଭୁବନେଶ୍ୱର ୪୬ ନଂ ୱାର୍ଡରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଦଯାତ୍ରା । ଘର ଘର ବୁଲି ପଚାରି ବୁଝିଲେ ଲୋକଙ୍କ ସମସ୍ୟା ।”
ଜୟପୁରରୁ ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ୍ ବସ୍ । ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ।
କନକ ବ୍ୟୁରୋ: ଜୟପୁରରୁ ପୁରୀକୁ ଗଡ଼ିଛି ଜଗନ୍ନାଥ ଏକ୍ସପ୍ରେସ୍ । ଜୟପୁରରୁ ବାହାରି କୋରାପୁଟ ହୋଇ ପୁରୀରେ ପହଞ୍ଚିିବ ବସ୍ । ଆଦିବାସୀ ଅଞ୍ଚଳ କୁହାଯାଉଥିବା କୋରାପୁଟ ଜିଲ୍ଲାରେ ପୁରୀକୁ ଯିବା ପାଇଁ କୌଣସି ସିଧାସଳଖ ବସର ସୁବିଧା ନଥିଲା । ଏବେ ଏହି ବସ୍ ଗଡ଼ିବା ପରେ ଅଞ୍ଚଳବାସୀ ଯାତାୟତର ସୁବିଧା ପାଇବେ । ଗତକାଲି ଏହି ସେବାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀକ୍ଷେତ୍ର ପୁରୀକୁ ସବୁ ଜିଲ୍ଲାରୁ ଶ୍ରଦ୍ଧାଳୁ କିପରିContinue reading “ଜୟପୁରରୁ ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ୍ ବସ୍ । ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ।”
ଆଜି ଦୁର୍ଘଟଣା ପରେ ଦୁର୍ଘଟଣା । ଅନୁଗୁଳ ଟ୍ରାଫିକ୍ ଛକରେ ଆଶାକର୍ମୀଙ୍କ ଉପରେ ଚଢିଗଲା ହାଇୱା ଟ୍ରକ୍ । ଏପଟେ ଚଣ୍ଡିଖୋଲରେ ଘର ଉପରକୁ ମାଡିଗଲା ଗ୍ୟାସ୍ ଟ୍ୟାଙ୍କର ।
କନକ ବ୍ୟୁରୋ: ଶିଶୁକୁ ସୁସ୍ଥ ଜୀବନ ଦେବା ପାଇଁ ଆସି ଚାଲିଗଲା ଆଶାକର୍ମୀଙ୍କ ଜୀବନ । ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭ ର୍ତ୍ତି କରି ଫେରୁଥିବା ବେଳେ ହେଲା ମୃତ୍ୟୁ । ଅନୁଗୁଳ ଟ୍ରାଫିକ୍ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଆଶା କର୍ମୀ ଜଣଙ୍କ ରାସ୍ତାରେ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଆଶା କର୍ମୀ ଜଣଙ୍କ ହେଉଛନ୍ତି ଆଠମଲ୍ଲିକ ମାଧପୁର କମ୍ୟୁନିଟି ହେଲ୍ଥ ସେଂଟରରେ କାମ କରୁଥିବା କୁମାରୀContinue reading “ଆଜି ଦୁର୍ଘଟଣା ପରେ ଦୁର୍ଘଟଣା । ଅନୁଗୁଳ ଟ୍ରାଫିକ୍ ଛକରେ ଆଶାକର୍ମୀଙ୍କ ଉପରେ ଚଢିଗଲା ହାଇୱା ଟ୍ରକ୍ । ଏପଟେ ଚଣ୍ଡିଖୋଲରେ ଘର ଉପରକୁ ମାଡିଗଲା ଗ୍ୟାସ୍ ଟ୍ୟାଙ୍କର ।”
ପରଦାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟର ବିହାରୀ ବାଜପୟୀଙ୍କ କାହାଣୀ, ‘ମେଁ ଅଟଲ ହୁଁ’ ସମସ୍ତଙ୍କ ମଧ୍ୟରେ ଉତ୍ସାହ । ବାଜପେୟୀ ଭୂମିକାରେ ପଙ୍କଜ ତ୍ରିପାଠୀ ।
କନକ ବ୍ୟୁରୋ: ଆଜି ପରଦାରେ ରିଲିଜ ହେବ ମେଁ ଅଟଳ ହୁଁ ସିନେମା । ଏହି ହିନ୍ଦୀ ଚଳଚ୍ଚିତ୍ରରେ ବାଜପେୟୀଙ୍କ ଭୂମିକାରେ ନଜର ଆସିଛନ୍ତି ଅଭିନେତା ପଂକଜ ତ୍ରିପାଠୀ । ରବି ଯାଦବଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ଜୀବନର ପ୍ରତ୍ୟେକ ଦିଗକୁ ଦୁଇ ଘଂଟା ମଧ୍ୟରେ ଦେଖାଇବାକୁ ଚେଷ୍ଟା କରାଯାଇଛି । ‘ମେଁ ଅଟଲ ହୁଁ’ ର କାହାଣୀ ପାକିସ୍ତାନ ପ୍ରତି ବାଜପେୟୀଙ୍କ ଆଭିମୁଖ୍ୟକୁ ନେଇ ଆରମ୍ଭ ହୋଇଛି ।Continue reading “ପରଦାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟର ବିହାରୀ ବାଜପୟୀଙ୍କ କାହାଣୀ, ‘ମେଁ ଅଟଲ ହୁଁ’ ସମସ୍ତଙ୍କ ମଧ୍ୟରେ ଉତ୍ସାହ । ବାଜପେୟୀ ଭୂମିକାରେ ପଙ୍କଜ ତ୍ରିପାଠୀ ।”
କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ଼ । ପୁତନା ଓ ସଡ଼ମଲ୍ଲଙ୍କୁ ପରାସ୍ତ ସହ ଚାଲିଛି କୃଷ୍ଣ, ବଳରାମଙ୍କ ଲୀଳା । ଆଜି କାଳୀୟ ଦଳନ ।
କନକ ବ୍ୟୁରୋ: ବିଶ୍ୱର ସର୍ବ ବୃହତ ଖୋଲା ରଙ୍ଗମଞ୍ଚର ଚତୁର୍ଥ ଦିନରେ ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀ କୃଷ୍ଣ ବଳରାମଙ୍କ ହାତରେ ନିଧନ ହୋଇଥିବା ବେଳେ ଗୋପପୁରରେ ଦେଖାଦେଇଛି ଉତ୍ସବର ମାହୋଲ । ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ କୃଷ୍ଣ ବଳରାମଙ୍କୁ ପାଖରେ ପାଇଁ ଗୋପପୁର ବାସୀ ଉତ୍ସାହୀତ ହୋଇ ପଡିଛନ୍ତି । ଏପଟେ ମହାରାଜ କଂସ ସଡମଲ୍ଲଙ୍କ ସହ ପୁତନାର ନିଧନରେ ମର୍ମାହତ ହୋଇ କାଳୀୟ ନାଗକୁContinue reading “କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ଼ । ପୁତନା ଓ ସଡ଼ମଲ୍ଲଙ୍କୁ ପରାସ୍ତ ସହ ଚାଲିଛି କୃଷ୍ଣ, ବଳରାମଙ୍କ ଲୀଳା । ଆଜି କାଳୀୟ ଦଳନ ।”
ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ । ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ କୋହଲା ପାଗ । ୩ ଦିନ ଯାଏଁ ଘନ କୁହୁଡ଼ି ଆଶଙ୍କା ।
କନକ ବ୍ୟୁରୋ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ଦେଖିବାକୁ ମିଳିଛି । ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ଗୁରୁଚାପ ବଳୟ ରହିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ କୋହଲ ପାଗ ଲାଗି ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘନ କୁହୁଡି ଅନୁଭୂତ ହେବ । ଘନ କୁହୁଡି ଯୋଗୁ ଦୃଶ୍ୟମାନ ଦୂରତା ହ୍ରାସ ପାଇବContinue reading “ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ । ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ କୋହଲା ପାଗ । ୩ ଦିନ ଯାଏଁ ଘନ କୁହୁଡ଼ି ଆଶଙ୍କା ।”
ଗୁଜୁରାଟ ବଦୋଦରା ହରନୀ ହ୍ରଦରେ ବୋଟ ଓଲଟିବା ପରେ ରାତି ସାରା ଚାଲିଲା ସର୍ଚ୍ଚ ଅପରେସନ । ଆୟୋଜକ କମିଟିର ୨ ଅଭିଯୁକ୍ତ ଗିରଫ, ପୋଲିସ ତଦନ୍ତ ଜାରି ।
କନକ ବ୍ୟୁରୋ: ଗୁଜରାଟର ବଡୋଦରା ଜିଲ୍ଲା ହରନୀ ହ୍ରଦରେ ଡଙ୍ଗା ବୁଡି ପରେ ସାରା ରାତି ଚାଲିଲା ସର୍ଚ୍ଚ ଅପରେସନ୍ । ଏନ୍ଡିଆରଏଫ୍ ଟିମ୍ ପକ୍ଷରୁ ରାତି ସାରା ଖୋଜାଖୋଜି କରାଯାଇଥିଲା । ସେପଟେ ହସ୍ପିଟାଲରେ ପହଂଚି ଆହତ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ହରନୀ ହ୍ରଦରେ ଡଙ୍ଗା ବୁଡ଼ିଯିବାରୁ ୧୬ ସ୍କୁଲ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରଛାତ୍ରୀଙ୍କ ବୟସ ୧୪ରୁ ୧୫ ବର୍ଷ ଭିତରେ ଓContinue reading “ଗୁଜୁରାଟ ବଦୋଦରା ହରନୀ ହ୍ରଦରେ ବୋଟ ଓଲଟିବା ପରେ ରାତି ସାରା ଚାଲିଲା ସର୍ଚ୍ଚ ଅପରେସନ । ଆୟୋଜକ କମିଟିର ୨ ଅଭିଯୁକ୍ତ ଗିରଫ, ପୋଲିସ ତଦନ୍ତ ଜାରି ।”