କନକ ବ୍ୟୁରୋ : ଇଲେକ୍ଟ୍ରି ଗାଡି ବା ଇଭି ବାଇକ ଚଲାଇବା ବେଳେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଦିଲ୍ଲୀ ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହା କହିଛନ୍ତି । ସେହିପରି ବୀମା କରିବା ମଧ୍ୟ ବାଧ୍ୟତାମୂଳକ ବୋଲି କୋର୍ଟ ରାୟରେ କହିଛନ୍ତି । ଯେଉଁମାନେ ଇଭି ଚଳାଇବା ବେଳେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଜରିମାନା ଲଗାଇବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୁଇ ଚକିଆ ଗାଡିContinue reading “ଇଭି ବାଇକ ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ : ନିୟମ ଅଛି କହି ଦ୍ୱନ୍ଦ୍ୱ ଦୂର କଲେ ଦିଲ୍ଲୀ ହାଇକୋର୍ଟ”
Tag Archives: News
ବାଙ୍କୀରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ : ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
କନକ ବ୍ୟୁରୋ : ବାଙ୍କୀରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ । ଫଳରେ ରତାଗଡ଼ ଜାତମୁଣ୍ଡିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ବାଙ୍କୀ ବ୍ଲକର ରତାଗଡ଼, ବାଉଁଶପୁଟ, ବନ୍ଦାଳ, ଓସ୍ତିଆ ଭଳି ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ସେପଟେ ମୁଣ୍ଡଳୀରେ ୬ ଲକ୍ଷ ୩୦ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ଉପରମୁଣ୍ଡ ହୀରାକୁଦରେ ଏବେ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନContinue reading “ବାଙ୍କୀରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ : ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ”
ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ୍ : ଆଜି ପୁଣି ୭ ଆକ୍ରାନ୍ତ ଚିହ୍ନଟ; ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୬୯
କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ୍ । ପୁଣି ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି ୧୬୯ । ରାଜ୍ୟରେ ଏହା ସର୍ବାଧିକ ବୋଲି କୁହାଯାଉଛି । ଗତ ଜାନୁଆରି ୧ରୁ ସେପଟେମ୍ବର ୧୨ ତାରିଖ ମଧ୍ୟରେ ଜିଲ୍ଲାରେ ୧୩୨ ଜଣ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଗଷ୍ଟ ୨୩ରେ ବଡ଼ଗାଁ ତୁଡ଼ାଲଗାର ସହଦେବ ତେଲି ନାମକ ଜଣେContinue reading “ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ୍ : ଆଜି ପୁଣି ୭ ଆକ୍ରାନ୍ତ ଚିହ୍ନଟ; ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୬୯”
ସୋର ନୂଆ ମେଡିକାଲ ବିଲ୍ଡିଂରୁ ଝୁଲନ୍ତା ମୃତଦେହ ଉଦ୍ଧାର : ଯୁବକଙ୍କ ମିଳିନି ପରିଚୟ, ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ
କନକ ବ୍ୟୁରୋ : ସୋର ଡାକ୍ତରଖାନା ପରିସରରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମେଡ଼ିକାଲ ପରିସର ସିଡ଼ି ପାହାଚରେ ଥିବା ଫାୟାର ରେଲିଂରେ ଝୁଲନ୍ତା ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ଘଟଣା ସ୍ଥଳରେ ସୋର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟକ୍ତି ଜଣଙ୍କ ଡାକ୍ତରଖାନାରେ ବୁଲୁଥିବାର ସୁରକ୍ଷାକର୍ମୀ ମାନେ ଦେଖିବାକୁ ପାଇଥିଲେ । ହେଲେContinue reading “ସୋର ନୂଆ ମେଡିକାଲ ବିଲ୍ଡିଂରୁ ଝୁଲନ୍ତା ମୃତଦେହ ଉଦ୍ଧାର : ଯୁବକଙ୍କ ମିଳିନି ପରିଚୟ, ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ”
ମହାନଦୀ ଜଳ ବିବାଦ : ଆଜି ଶୁଣାଣି କରିବେ ହାଇକୋର୍ଟ; କିନ୍ତୁ ଏବେ ବି ସରିନି ସିଏଫଆଇ ଚୂଡାନ୍ତ ପ୍ରକ୍ରିୟା
କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ମାମଲାର ଆଜି ଟ୍ରିବ୍ୟୁନାଲ ଶୁଣାଣି କରିବେ । କିନ୍ତୁ ଟ୍ରିବ୍ୟୁନାଲଙ୍କ ପୂର୍ବ ଆଦେଶ ଅନୁଯାୟୀ ୪ ସପ୍ତାହ ଭିତରେ କମନ ଇନଫରମେସନ ଫର୍ମାଟ୍ ବା ସିଏଫଆଇ ପ୍ରକ୍ରିୟାକୁ ଚୂଡାନ୍ତ କରିବାରେ ଏବେ ବି ଓଡିଶା ଓ ଛତିଶଗଡ ବିଫଳ । ଓଡିଶା ସିଏଫଆଇକୁ ଚୂଡାନ୍ତ କରିବା କାର୍ଯ୍ୟ ଅଦ୍ୟାବିଧି ହୋଇପାରିନାହିଁ । ଓଡିଶା ପକ୍ଷରୁ ସିଏଫଆଇକୁ ଚୂଡାନ୍ତ ସିଏଫଆଇରେ ସାମିଲ ହେବାକୁ ଥିବା ମୋଟ୍ ୬୮ଟି ପ୍ରସଙ୍ଗରୁ ୪୯ଟିContinue reading “ମହାନଦୀ ଜଳ ବିବାଦ : ଆଜି ଶୁଣାଣି କରିବେ ହାଇକୋର୍ଟ; କିନ୍ତୁ ଏବେ ବି ସରିନି ସିଏଫଆଇ ଚୂଡାନ୍ତ ପ୍ରକ୍ରିୟା”
ଭୟଙ୍କର ଆମେରିକାର ଏହି ପ୍ରଜାତି କୁକୁର । ପ୍ରଧାନମନ୍ତ୍ରୀ ଋଷି ସୁନକ କଲେ ବ୍ୟାନ୍
କନକ ବ୍ୟୁରୋ: ଆମେରିକୀୟ ବୁଲି ଡଗ୍ସ ଆମେରିକା ସମାଜ ପାଇଁ ବିପଦ । ବିଶେଷ କରି ଏହା ଶିଶୁଙ୍କ ପାଇଁ ଭୟଙ୍କର ପ୍ରମାଣିତ ବି ହୋଇଛି । ତେଣୁ ଏହି ପ୍ରଜାତିର କୁକୁରକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ବ୍ୟାନ୍ କରିଛନ୍ତି । ଦେଶରେ ହୋଇଥିବା କୁକୁରଙ୍କ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଋଷି ସୁନକ୍ । ଯେଉଁଥିରେ ଅଧିକାଂଶ ଆକ୍ରମଣ ଏହି ପ୍ରଜାତିର କୁକୁର ଦ୍ୱାରା ହୋଇଥିବା ଦେଖିବାକୁ ମିଳିଛି । ଯାହାକୁContinue reading “ଭୟଙ୍କର ଆମେରିକାର ଏହି ପ୍ରଜାତି କୁକୁର । ପ୍ରଧାନମନ୍ତ୍ରୀ ଋଷି ସୁନକ କଲେ ବ୍ୟାନ୍”
କଟକର ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର : ଗୋଡରେ ବାଜିଛି ଗୁଳି, ଏସସିବିରେ ଭର୍ତ୍ତି
କନକ ବ୍ୟୁରୋ : କଟକର ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର । ସଦର ଥାନା ଅଞ୍ଚଳରେ ଗତକାଲି ପୋଲିସ ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଥିଲା । ଅପରାଧୀ ମନୋଜର ଗୋଡରେ ଗୁଳି ବାଜିଛି । ଏହାପରେ ତାକୁ ଏସସିବିରେ ଭର୍ତ୍ତି କରାଯାଇଛି । କନ୍ଦରପୁରରେ ଗୁଳି କରି ଲୁଟ୍ ଘଟଣାରେ ଫେରାର ଥିଲା ମନୋଜ । ୨୦୧୮ ମସିହାରେ ମଧ୍ୟ ତାକୁ ସଦର ଥାନା ପୁଲିସ ଏନ୍କାଉଣ୍ଟର କରିଥିଲା । ସେ କନ୍ଦରପୁର ଅଞ୍ଚଳର ଜଣେ ସୁନାContinue reading “କଟକର ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର : ଗୋଡରେ ବାଜିଛି ଗୁଳି, ଏସସିବିରେ ଭର୍ତ୍ତି”
ମତ୍ସ୍ୟଜୀବୀଙ୍କଠାରୁ ଲାଞ୍ଚ ନେଇ ଧରାପଡିଲେ ଫରେଷ୍ଟର : ପାରିକୁଦ ସେକ୍ସନ ଫରେଷ୍ଟର ଅଜୟ କୁମାର ମହାରଣା
କନକ ବ୍ୟୁରୋ : ମତ୍ସ୍ୟଜୀବୀଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ ଫରେଷ୍ଟର । ପାରିକୁଦା ସେକ୍ସନ ଫରେଷ୍ଟର ଅଜୟ କୁମାର ମହାରଣା ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ ଜବତ ହୋଇଥିବା ମାଛଜାଲ ଛାଡିବା ପାଇଁ ଲାଞ୍ଚ ନେଉଥିଲେ ଫରେଷ୍ଟର ଅଜୟ କୁମାର । ମତ୍ସ୍ୟଜୀବୀଙ୍କ ଜାଲ ଛାଡିବାକୁ ଲାଞ୍ଚ ମାଗିଥିଲେ ଏହି ବନବିଭାଗର ଅଧିକାରୀ । ଏନେଇ ନିଜେ ମତ୍ସ୍ୟଜୀବୀ ଭିଜିଲାନ୍ସକୁ ଟୋଲ-ଫ୍ରି ନମ୍ବରରେ କଲContinue reading “ମତ୍ସ୍ୟଜୀବୀଙ୍କଠାରୁ ଲାଞ୍ଚ ନେଇ ଧରାପଡିଲେ ଫରେଷ୍ଟର : ପାରିକୁଦ ସେକ୍ସନ ଫରେଷ୍ଟର ଅଜୟ କୁମାର ମହାରଣା”
ପରିବାରର ୪ ପୁଅ ଝିଅ ଆଇଏଏସ୍, ଆଇପିଏସ୍ ; ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ମିଶ୍ରା ଫ୍ୟାମିଲି
କନକ ବ୍ୟୁରୋ: ଉତ୍ତରପ୍ରଦେଶ ପ୍ରତାପଗଡ ଜିଲ୍ଲା ଲାଲଗଂଜର ମିଶ୍ରା ପରିବାର, ୪ ପୁଅ ଝିଅ ପ୍ରଶାସନିକ ଅଧିକାରୀ । ଜଣେ ଝିଅ ଆଇପିଏସ୍ ହୋଇଥିବାବେଳେ ଅନ୍ୟ ୩ ପୁଅ ଝିଅ ଆଇଏଏସ୍ ଅଧିକାରୀ । ଆପଣ ଅନେକ ଆଇଏଏସ୍ଓ ଆଇପିଏସ୍ ଅଫିସରଙ୍କ କାହାଣୀ ତ ଶୁଣିଥିବେ ହେଲେ ଏ ପରିବାରର ସଫଳତାର ଯାତ୍ରା ସବୁଠୁ ଅଲଗା ଓ ପ୍ରେରଣାଦାୟୀ । ପରୀକ୍ଷା ଭିତରେ UPSC ପରୀକ୍ଷା ସବୁଠୁ ଟଫ୍ । ଅନେକ ଆଇଏଏସ୍ କିମ୍ବା ଆଇପିଏସ୍ ହେବାContinue reading “ପରିବାରର ୪ ପୁଅ ଝିଅ ଆଇଏଏସ୍, ଆଇପିଏସ୍ ; ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ମିଶ୍ରା ଫ୍ୟାମିଲି”
ବିଶ୍ୱକର୍ମାରୁ ଆରମ୍ଭ ହେବ ବିଶ୍ୱକର୍ମା ଯୋଜନା : ସୂଚନା ଦେଲେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ
କନକ ବ୍ୟୁରୋ : ବିଶ୍ୱକର୍ମା ପୂଜା ଅବସରରେ ପ୍ରାଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଆରମ୍ଭ କରିବେ କେନ୍ଦ୍ର ସରକାର । ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ତଥା ବିଶ୍ୱକର୍ମା ପୂଜା ଅବସରରେ ଏହି କେନ୍ଦ୍ରୀୟ ଯୋଜନା ଆରମ୍ଭ ହେବ । ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ । ଏହି ଯୋଜନାରେ ପାରମ୍ପରିକ କାରିଗର, କୌଳିକ ବୃତିଧାରୀ ଓ ଶିଳ୍ପୀକାରଙ୍କ ୧୮ଟି ବର୍ଗଙ୍କୁ ସାମିଲ କରାଯିବ । ଓଡିଶାରେContinue reading “ବିଶ୍ୱକର୍ମାରୁ ଆରମ୍ଭ ହେବ ବିଶ୍ୱକର୍ମା ଯୋଜନା : ସୂଚନା ଦେଲେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ”