କନକ ବ୍ୟୁରୋ : ବିବାହ ପଞ୍ଜିକରଣ ଜାରି କରିପାରିବେ ନାହିଁ ନୋଟାରି । ନୋଟାରି ଆଇନ ୧୯୫୨ ଅନୁସାରେ ନୋଟାରିଙ୍କ କୌଣସି କ୍ଷମତା ନାହିଁ । ତେଣୁ ଏଭଳି କାମରୁ ନୋଟାରି ନିବୃତ ରହିବା ଉଚିତ୍ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏକ ପାରିବାରିକ ମାମଲାର ଶୁଣାଣି କରି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଓ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି । ମାମଲାର ଶୁଣାଣି ସମୟରେContinue reading “ନୋଟାରିରେ ହୋଇପାରିବନି ବିବାହ ପଞ୍ଜିକରଣ : ପାରିବାରିକ ବିବାଦ ମାମଲାର ଶୁଣାଣି କରି ରାୟ ପ୍ରକାଶ କଲେ ହାଇକୋର୍ଟ”
Tag Archives: News
ଏସୀୟ କ୍ରୀଡ଼ା-୨୦୨୩ : ଭାଗନେବେ ଉଭୟ କିଟ୍ ଓ କିସର ୧୪ ଜଣ କ୍ରୀଡାବିତ୍
କନକ ବ୍ୟୁରୋ : ଆରମ୍ଭ ହେବାକୁ ଯାଉଥିବା ଏସୀୟ କ୍ରୀଡ଼ା-୨୦୨୩ରେ ଉଭୟ କିଟ୍ ଓ କିସର ୧୪ଜଣ କ୍ରୀଡ଼ାବିତ୍ ଭାରତର ପ୍ରତିନିଧିତ୍ୱ କରିବେ । ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଏସୀୟ କ୍ରୀଡ଼ା ୨୦୨୩ରେ ବିଭିନ୍ନ ବିଭାଗରେ ଏମାନେ ଭାରତର ପ୍ରତିନିଧିତ୍ୱ କରିବେ । ଦେଶର ଗୋଟିଏ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ କ୍ରୀଡ଼ାବିତ୍ ଏସୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରିବାରେ କିଟ୍ ଓ କିସ୍ ହେଉଛିContinue reading “ଏସୀୟ କ୍ରୀଡ଼ା-୨୦୨୩ : ଭାଗନେବେ ଉଭୟ କିଟ୍ ଓ କିସର ୧୪ ଜଣ କ୍ରୀଡାବିତ୍”
ଫାଇଭ-ଟି ହାଇସ୍କୁଲର ଏ କି ଚିତ୍ର ? ସାଇକେଲ ଷ୍ଟାଣ୍ଡରେ ପାଠ ପଢୁଛନ୍ତି ପିଲା
କନକ ବ୍ୟୁରୋ : ଫାଇଭ-ଟି ହାଇସ୍କୁଲର ସାଇକଲ ଷ୍ଟାଣ୍ଡରେ ପାଠ ପଢୁଛନ୍ତି ପିଲା । ଢେଙ୍କାନାଳ ନଡିଆଳି ଗାଁର । ବାଣୀ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଆସିଛି କିଛି ଏଭଳି ଚିତ୍ର । ବିଦ୍ୟାଳୟଟି ଫାଇଭ-ଟିର ମାନ୍ୟତା ପାଇଛି । ବିଦ୍ୟାଳୟର ବାହାର ବେଶ ଚିକ୍କଣ । କିନ୍ତୁ ଭିତର ସ୍ଥିତି ଅତି ଦୟନୀୟ । ସାଇକଲ ଷ୍ଟାଣ୍ଡରେ ପିଲାମାନେ ପାଠ ପଢୁଛନ୍ତି । ମାତ୍ର ୪ ଜଣ ଶିକ୍ଷକରେ ପ୍ରଥମରୁ ଦଶମ ଯାଏଁ ପିଲା ପାଠContinue reading “ଫାଇଭ-ଟି ହାଇସ୍କୁଲର ଏ କି ଚିତ୍ର ? ସାଇକେଲ ଷ୍ଟାଣ୍ଡରେ ପାଠ ପଢୁଛନ୍ତି ପିଲା”
କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି : ରାଜ୍ୟ ପୂର୍ତ୍ତ ଓ ଆରଡି ବିଭାଗ ଅଧିନରେ ଥିବା ସବୁ ଟୋଲଗେଟ ହେବ ଉଚ୍ଛେଦ
କନକ ବ୍ୟୁରୋ : ଚ୍ଛେଦ ହେବ ଟୋଲଗେଟ । ରାଜ୍ୟ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ମୋଟ ୩୫ଟି ଟୋଲଗେଟ ଉଚ୍ଛଦ ନିଷ୍ପତ୍ତିକୁ ମିଳିଛି ରାଜ୍ୟ କ୍ୟାବିନେଟର ମଞ୍ଜୁରୀ । ସେହିପରି ଗ୍ରାମାଞ୍ଚଳକୁ ପରିବହନ ସେବା ଯୋଗାଇ ଦେବା ଲକ୍ଷ୍ୟରେ ହୋଇଥିବା ଲକ୍ଷ୍ମୀ ଯୋଜନାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ୧୦ଟି ବିଭାଗର ମୋଟ ୧୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର ବାଜିଛି । ରାଜ୍ୟରେ ଖରିପ ଓ ରବି ରୁତୁରେContinue reading “କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି : ରାଜ୍ୟ ପୂର୍ତ୍ତ ଓ ଆରଡି ବିଭାଗ ଅଧିନରେ ଥିବା ସବୁ ଟୋଲଗେଟ ହେବ ଉଚ୍ଛେଦ”
ଏସିଆ କପରେ ବାଂଲାଦେଶ ଠାରୁ ହାରିଲା ଭାରତ : ଆସନ୍ତାକାଲି ଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଟିମ୍ ଇଣ୍ଡିଆ
କନକ ବ୍ୟୁରୋ : ଶୁବମନ ଗିଲ୍ଙ୍କ ଲଢୁଆ ଶତକୀୟ ପାଳି ସତ୍ତ୍ବେ ଏସିଆ କପରେ ବାଂଲାଦେଶ ଠାରୁ ହାରିଲା ଭାରତ । ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୨୬୬ ରନ୍ର ଲକ୍ଷ୍ୟକୁ ପିଛା କରି ଭାରତ ଗୋଟିଏ ବଲ୍ ପୂର୍ବରୁ ୨୫୯ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା । ଏହାଫଳରେ ଲଗାତର ଦୁଇଟି ମ୍ୟାଚ୍ ହାରିଥିବା ବାଂଲାଦେଶ ସାନ୍ତ୍ବନାମୂଳକ ବିଜୟ ପାଇଁ ଏସିଆ କପ୍ ଅଭିଯାନ ଶେଷ କରିଛି । ଭାରତ ଏହି ମ୍ୟାଚ୍ରେ ପରାସ୍ତ ହୋଇଥିଲେ ମଧ୍ୟContinue reading “ଏସିଆ କପରେ ବାଂଲାଦେଶ ଠାରୁ ହାରିଲା ଭାରତ : ଆସନ୍ତାକାଲି ଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଟିମ୍ ଇଣ୍ଡିଆ”
ବଦଳିଯିବ ବାଦାମବାଡ଼ି ବସଷ୍ଟାଣ୍ଡର ପରିଚୟ : ଆଜି ଉଦଘାଟିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ; ପୁରୀକୁ ଗଡ଼ିବ ପ୍ରଥମ ବସ
କନକ ବ୍ୟୁରୋ : ଆଲୋକ ମାଳାରେ ସଜେଇ ହୋଇଛି କଟକ ନେତାଜୀ ବସ ଟର୍ମିନାଲ । ଆଜି ଅପରାହ୍ଣରେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନୀ ଉତ୍ସବ ପାଇଁ ବସ ଟର୍ମିନାଲ ପରିସରରେ ସବୁ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଉଦଘାଟନୀ ଉତ୍ସବକୁ ଆଖିରେ ରଖି ପ୍ରସ୍ତୁତି କାର୍ଯ୍ୟକୁ ବୁଲି ଦେଖିଛନ୍ତି କଟକ ମେୟର, ଡିସିପି ଓ ସିଡିଏ ଅଧ୍ୟକ୍ଷ । ମୋଟ ୧୬ ଏକର ଜମିରେContinue reading “ବଦଳିଯିବ ବାଦାମବାଡ଼ି ବସଷ୍ଟାଣ୍ଡର ପରିଚୟ : ଆଜି ଉଦଘାଟିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ; ପୁରୀକୁ ଗଡ଼ିବ ପ୍ରଥମ ବସ”
ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ସମାପ୍ତ, ରାହୁଲ ନବୀନ ହେଲେ ଇଡିର କାର୍ଯ୍ୟବାହୀ ନିର୍ଦ୍ଦେଶକ
କନକ ବ୍ୟୁରୋ : ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ଆଜି ସମାପ୍ତ ହୋଇଛି । ଏବେ ଇଡିର ବିଶେଷ ନିର୍ଦ୍ଦେଶକ ରାହୁଲ ନବୀନଙ୍କୁ ଇଡିର କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଅଧିକାରୀକ ଆଦେଶରେ ଶୁକ୍ରବାର ଦିନ କୁହାଯାଇଛି କି ଆଇଆରଏସ ଅଧିକାରୀ ରାହୁଲ ନବୀନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରଭାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ସଂଜୟ କୁମାର ମିଶ୍ର ପାଖାପାଖି ୪ବର୍ଷ ୧୦ ମାସ ଧରିContinue reading “ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ସମାପ୍ତ, ରାହୁଲ ନବୀନ ହେଲେ ଇଡିର କାର୍ଯ୍ୟବାହୀ ନିର୍ଦ୍ଦେଶକ”
ଭାରତୀୟ ଟମ୍ ପାଇଁ ସଂକଟମୋଚକ ସାଜିଲେ ଶୁଭମନ ଗିଲ, ୧୩୩ ବଲ ଖେଳି କଲେ ୧୨୧ ରନ୍
କନକ ବ୍ୟୁରୋ : ଏସିଆ କପର ସୁପର ୪ମୁକାବିଲାରେ ଭାରତ ଆଜି ବାଂଲାଦେଶ ସହ ଖେଳୁଛି । ଏହି ମୁକାବିଲାରେ ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ବାଂଲାଦେଶ ଟିମ୍ ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୨୬୬ ରନର ଟାର୍ଗେଟ ଦେଇଛି । ଭାରତ ତରଫରୁ ଶୁଭମନ୍ ଗିଲ ୧୩୩ଟି ବଲ ଖେଳି ୧୨୧ ରନ କରି ଆଉଟ ହୋଇଛନ୍ତି । ଏହା ମଧ୍ୟରେ ୮ଟି ଚୌକା ଓContinue reading “ଭାରତୀୟ ଟମ୍ ପାଇଁ ସଂକଟମୋଚକ ସାଜିଲେ ଶୁଭମନ ଗିଲ, ୧୩୩ ବଲ ଖେଳି କଲେ ୧୨୧ ରନ୍”
ବିହାର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ଅଭିଭାଷଣ । ଧାର୍ମିକ ପୁସ୍ତକକୁ ବିଷ ସହିତ ତୁଳନା
କନକ ବ୍ୟୁରୋ : ବିହାରର ଶିକ୍ଷାମନ୍ତ୍ରୀ ପ୍ରଫେସର ଚନ୍ଦ୍ରଶେଖର ଆଜାଦ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ସେ ହିନ୍ଦୁ ଧର୍ମର ଧାର୍ମିକ ପୁସ୍ତକ ରାମଚରିତମାନଙ୍କୁ ପୋଟାସିୟମ୍ ସିଆନାଇଡ୍ ସହିତ ତୁଳନା କରିଛନ୍ତି । ପୋଟାସିୟମ ସିଆନିଆଇଡ ହେଉଛି ଏପରି ଏକ ବିଷ ଯାହାକୁ ଜିଭରେ ଲଗାଇବା ମାତ୍ରେ ମଣିଷର ମୃତ୍ୟୁ ହୋଇଯାଏ । ଆଉ ହିନ୍ଦୁଙ୍କ ଧର୍ମଗ୍ରନ୍ଥକୁ ବିହାର ଶିକ୍ଷାମନ୍ତ୍ରୀ ବିଷ ସହିତ ତୁଳନା କରିବା ପୁଣିଥରେ ବିହାର ରାଜନୀତିକୁ ସରଗରମ କରିଛି ।Continue reading “ବିହାର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ଅଭିଭାଷଣ । ଧାର୍ମିକ ପୁସ୍ତକକୁ ବିଷ ସହିତ ତୁଳନା”
କଣ୍ଠଶିଳ୍ପୀ ଉବର୍ଷି ରଡାଦିଆଙ୍କ ଉପରେ ଟଙ୍କା ବର୍ଷା । ଗୁଜରାଟରେ ଲୋକ ସଂଗୀତ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ଖୁସି ହୋଇ କଲେ ୫୦୦ ଟଙ୍କିଆ ନୋଟ୍ ବର୍ଷା
କନକ ବ୍ୟୁରୋ : କଣ୍ଠଶୀଳ୍ପୀ ଉପରେ ଟଙ୍କା ବର୍ଷା । ଖଣ୍ଡେ କି ପାଂଚ ଖଣ୍ଡ ନୁହେଁ । ହଜାର ହଜାର ଖଣ୍ଡ ନୋଟ୍ ବର୍ଷା ହୋଇଛି । ଆଉ ଏହା ୧୦ ଅବା ୨୦ ଟଙ୍କିଆ ନୋଟ୍ ନୁହେଁ, ପୁରା ୫୦୦ ଟଙ୍କିଆ ନୋଟ୍ । କଣ୍ଠଶୀଳ୍ପି ହେଉଛନ୍ତି ଗୁଜରାଟର ପରିଚିତ ଲୋକ ସଙ୍ଗିତକାର ଉର୍ବଷି ରାଡାଦିଆ । ଏକ କାର୍ଯ୍ୟକ୍ରମରେ ଗୀତ ଗାଉଥିବା ବେଳେ ମଂଚ ଉପରକୁ ଏଭଳି ଟଙ୍କା ବର୍ଷା କରିଛନ୍ତି ପ୍ରସଂଶକContinue reading ” କଣ୍ଠଶିଳ୍ପୀ ଉବର୍ଷି ରଡାଦିଆଙ୍କ ଉପରେ ଟଙ୍କା ବର୍ଷା । ଗୁଜରାଟରେ ଲୋକ ସଂଗୀତ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ଖୁସି ହୋଇ କଲେ ୫୦୦ ଟଙ୍କିଆ ନୋଟ୍ ବର୍ଷା”