ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡିହେଲା ନୂଆ ଫର୍ଦ୍ଦ । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡିହୋଇଛି ନୂଆ ଫର୍ଦ୍ଦ । ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କରିଥିବା ବେଳେ ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏହି ପରିକ୍ରମା ପ୍ରକଳ୍ପ ନେଇ ପୁରପଲ୍ଲୀ ମଧ୍ୟ ଉତ୍ସବ ମୁଖର ହୋଇଉଠିଛି । ଭଜନ କୀର୍ତ୍ତନ ସହ ଘଂଟଘଂଟାରେ ପ୍ରକମ୍ପିତ ହେଉଛି ପରିବେଶ । ଏନେଇ କେନ୍ଦ୍ରାପଡାର ଗରଦପୁର ଓContinue reading “ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡିହେଲା ନୂଆ ଫର୍ଦ୍ଦ । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”

ମଲ୍ଲିକାଅର୍ଜୁନ ଖଡଗେଙ୍କ ଉପସ୍ଥିତିରେ ହାତ ଧରିବେ ଗିରିଧର, ହେମା ଓ ଶିଶିର ଗମାଙ୍ଗ, ବିଦ୍ଧିବଧ ଭାବେ କଂଗ୍ରେସର ମିଶିବେ ପୂର୍ବତନ ସାଂସଦ ସଂଜୟ ଭୋଇ

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପୂର୍ବରୁ ଗମାଙ୍ଗ ପରିବାରର ଘର ବାହୁଡା । କଂଗ୍ରେସକୁ ଫେରିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ କୋରାପୁଟ ସାଂସଦ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ ଏବଂ ପୂର୍ବତନ ବରଗଡ ସାଂସଦ ସଂଜୟ ଭୋଇ । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓଡିଶା ପ୍ରଭାରୀ ଡ. ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସକୁ ପ୍ରତ୍ୟାବର୍ତନ କରିଛନ୍ତି ଏହି ବରିଷ୍ଠ ନେତା । ଗତ ଶନିବାର ନୂଆଦିଲ୍ଲୀ ଏଆଇସିସି ମୁଖ୍ୟContinue reading “ମଲ୍ଲିକାଅର୍ଜୁନ ଖଡଗେଙ୍କ ଉପସ୍ଥିତିରେ ହାତ ଧରିବେ ଗିରିଧର, ହେମା ଓ ଶିଶିର ଗମାଙ୍ଗ, ବିଦ୍ଧିବଧ ଭାବେ କଂଗ୍ରେସର ମିଶିବେ ପୂର୍ବତନ ସାଂସଦ ସଂଜୟ ଭୋଇ”

‘ଏକ ସୱାଲ’ ତରଫରୁ ଜାରି ରହିଛି ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ । ମୋଟର ସାଇକେଲରେ ସାରା ଦେଶ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ

କନକ ବ୍ୟୁରୋ : ସ୍ୱାସ୍ଥ୍ୟରେ ସମସ୍ୟା ଦେଖା ଦେଲେ ଆମେ ଡାକ୍ତର ପାଖକୁ ଯାଉ ହେଲେ ଯେବେ ଆମ ମାନସିକ ସ୍ୱାସ୍ଥ୍ୟରେ ଅବନତି ଦେଖା ଦିଏ, ଏକଥା ଅନ୍ୟକୁ ଜଣାଇବା ପାଇଁ ଅମେ କୁଣ୍ଠାବୋଧ କରୁ । ଜୀବନର ବିଭିନ୍ନ ପାହାଚରେ ଅମେ ଅନେକ ସମସ୍ୟାର ସମ୍ମୁଖୀନ ହେଉ, ଏ ସମସ୍ୟା ମଧ୍ୟ ଠିକ ସେହି ଭଳି । ଏଥି ପାଇଁ ଅସହଜ ମନେ କରିବାର କୌଣସି କାରଣ ନାହିଁ   । ମିଳିତ ସହଯୋଗରେ ଏହାର ସମାଧାନContinue reading “‘ଏକ ସୱାଲ’ ତରଫରୁ ଜାରି ରହିଛି ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ । ମୋଟର ସାଇକେଲରେ ସାରା ଦେଶ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ”

ବ୍ୟବହାର ହେଉନଥିବା ଦୋକାନ ଘରକୁ ନେଇ ବିଏମସିର କଠୋର ଆଭିମୁଖ୍ୟ । ମାଲିକ ପଦକ୍ଷେପ ନନେଲେ ହଟିବ ଦୋକାନ

କନକ ବ୍ୟୁରୋ : ରାସ୍ତା କଡ଼ରେ ବ୍ୟବହାର ନ ହୋଇ ପଡ଼ିରହିଥିବା ଭଙ୍ଗା ଦଦରା କ୍ୟାବିନ୍, କାଠ ଷ୍ଟ୍ରକଚରକୁ ଉଠାଇ ନେବ ବିଏମସି । ରାସ୍ତା କଡ଼ରେ ରହି ଜାଗା ମାଡ଼ିବସିବା ସହ ସହରକୁ ଅସୁନ୍ଦର କରୁଛି । ପରେ ଏହା ମଦୁଆଙ୍କ ଆଡ଼ା ପାଲଟୁଛି । ଏସବୁକୁ ହଟାଇ ଏହି ପରିତ୍ୟକ୍ତ ବା ଖାଲି ଜାଗାକୁ ବିଏମସି ପ୍ଲେସ ମେକିଂ ଯୋଜନାରେ ବ୍ୟବହାରଯୋଗ୍ୟ କରିବ । ବିଏମସି ଏହି ସବୁ ପରିତ୍ୟକ୍ତ କ୍ୟାବିନରେ ନୋଟିସ୍ ଲଗାଇବାContinue reading “ବ୍ୟବହାର ହେଉନଥିବା ଦୋକାନ ଘରକୁ ନେଇ ବିଏମସିର କଠୋର ଆଭିମୁଖ୍ୟ । ମାଲିକ ପଦକ୍ଷେପ ନନେଲେ ହଟିବ ଦୋକାନ”

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ଜଳିଲା ବିଶାଳ ଧୂପକାଠି । ୫୦ କିଲୋମିଟର ପର୍ଯ୍ୟନ୍ତ ଭରି ଦେଉଛି ବାସ୍ନା

କନକ ବ୍ୟୁରୋ : ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟ ନିକଟତର ହେବା ସହ ପ୍ରତିଦିନ କିଛି ନା କିଛି ଭବ୍ୟ ଆୟୋଜନ ବିଷୟରେ ଶୁଣିବାକୁ ମିଳୁଛି । ବିଭିନ୍ନ ସ୍ଥାନରୁ ଆସୁଛି ଅନେକ ଉପହାର । ନବବଧୂ ପରି ସଜେଇ ହୋଇ ସାରିଲାଣି ଅଯୋଧ୍ୟା ନଗରୀ । ଏବେ ସମସ୍ତଙ୍କ ପ୍ରତୀକ୍ଷା ରହିଛି ପ୍ରତିଷ୍ଠା ଦିବସକୁ । ଏହି ଅବସରରେ ଶ୍ରୀରାମ ଜନ୍ମଭୂୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମହନ୍ତ ନୃତ୍ୟ ଗୋପାଳ ଦାସ ୧୦୮ ଫୁଟContinue reading “ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ଜଳିଲା ବିଶାଳ ଧୂପକାଠି । ୫୦ କିଲୋମିଟର ପର୍ଯ୍ୟନ୍ତ ଭରି ଦେଉଛି ବାସ୍ନା”

ରାମମୟ ଅଯୋଧ୍ୟା ତ ହନୁମାନମୟ ସିନେମା ହଲ୍ । ଜାଣନ୍ତୁ ଏତେ କମ୍ ବଜେଟର ସିନେମା କିଭଳି ପ୍ରେକ୍ଷାଳୟରେ ଜିଣୁଛି ଦର୍ଶକଙ୍କ ହୃଦୟ

କନକ ବ୍ୟୁରୋ : ତେଲୁଗୁ ଅଭିନେତା ତେଜ୍ ସଜାଙ୍କ ଫିଲ୍ମ ହନୁମାନ ଦର୍ଶକଙ୍କ ଦ୍ୱାରା ବେଶ ଆଦ୍ରୁତ ହୋଇଛି । ଶୁକ୍ରବାର ଦିନ ଏହି ଚଳଚିତ୍ର ସିନେମା ପରଦାରେ ମୁକ୍ତି ଲାଭ କରିଥିଲା । ଏହି ଚଳଚିତ୍ରର ବଜେଟ୍ ବହୁତ ଅଧୀକ ନୁହଁ କି ଏଥିରେ କୌଣସି ବଡ ବଡ ସୁପରଷ୍ଟାର ମଧ୍ୟ ନାହାନ୍ତି । କିନ୍ତୁ ପ୍ରଥମ ପୋଷ୍ଟରରୁ ଲୋକମାନଙ୍କ ଆଗ୍ରହ ସୃଷ୍ଟି କରିଥିବା ଏହି ଚଳଚିତ୍ର ସିନେମା ହଲରେ ଯେଉଁଭଳି ପରିବେଶ ସୃଷ୍ଟି କରିଛିContinue reading “ରାମମୟ ଅଯୋଧ୍ୟା ତ ହନୁମାନମୟ ସିନେମା ହଲ୍ । ଜାଣନ୍ତୁ ଏତେ କମ୍ ବଜେଟର ସିନେମା କିଭଳି ପ୍ରେକ୍ଷାଳୟରେ ଜିଣୁଛି ଦର୍ଶକଙ୍କ ହୃଦୟ”

ଶାଶୁ ଓ ବୋହୂ ଲଢେଇ ପହଞ୍ଚିଲା  ସୁପ୍ରିମକୋର୍ଟରେ : ପ୍ରଧାନ ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ ଏହି ମାମଲା ଜାଣି ।

ଶାଶୁ ବୋହୁ ମଧ୍ୟରେ ଝଗଡା କିଛି ନୂଆ କଥା ନୁହେଁ । ହେଲେ ଯଦି  ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚେ ତେବେ ? ଆଜ୍ଞା ହଁ ଏହିପରି ଏକ ମାମଲା ଯାଇ ପହଞ୍ଚିଛି ପାକିସ୍ତାନର ସୁପ୍ରିମକୋର୍ଟରେ । ଯେଉଁଠାରେ ଶାଶୁ ଏବଂ ବୋହୂ ମଧ୍ୟରେ ୧୦ ତୋଳା ସୁନାକୁ ନେଇ ଏହି ବିବାଦ ଲାଗିଛି । କିଛି ପ୍ରସଙ୍ଗରେ ଶାଶୁ ଏବଂ ବୋହୂ ମଧ୍ୟରେ ଝଗଡା ପ୍ରାୟ ସାଧାରଣ କଥା । ପ୍ରାୟତଃ ସୁନା, ରୂପା କିମ୍ବାContinue reading “ଶାଶୁ ଓ ବୋହୂ ଲଢେଇ ପହଞ୍ଚିଲା  ସୁପ୍ରିମକୋର୍ଟରେ : ପ୍ରଧାନ ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ ଏହି ମାମଲା ଜାଣି ।”

କାନାଡା ଯାଉଥିବା ଭାରତୀୟ ଛାତ୍ରଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଜାଣନ୍ତୁ ଏହାକୁ ନେଇ କ’ଣ କହିଲେ କାନାଡା ମନ୍ତ୍ରୀ

କନକ ବ୍ୟୁରୋ : କାନାଡା ପାଠ ପଢିବାକୁ ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଗତ ୩ମାସ ମଧ୍ୟରେ ୮୬ ପ୍ରତିଶତ କମିଛି । ଗତବର୍ଷ ଜୁନ୍ ମାସରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ପରେ ଉଭୟ ଦେଶ ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି । ଏହି କାରଣରୁ ଅନେକ ଛାତ୍ରଛାତ୍ରୀ ଏବେ କାନାଡା ଯିବାକୁ ରାଜି ହେଉ ନାହାଁନ୍ତି । ଏହା କହିଛନ୍ତି କି କାନାଡାର ଇମିଗ୍ରେସନ ମନ୍ତ୍ରୀ । ଗତବର୍ଷ ଜୁଲାଇContinue reading “କାନାଡା ଯାଉଥିବା ଭାରତୀୟ ଛାତ୍ରଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଜାଣନ୍ତୁ ଏହାକୁ ନେଇ କ’ଣ କହିଲେ କାନାଡା ମନ୍ତ୍ରୀ”

ରତ୍ନଭଣ୍ଡାର ଚାବି ହଜିବା ଘଟଣା: ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କୋର୍ଟରେ ମାମଲା

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ତଦନ୍ତ କମିସନ ରିପୋର୍ଟକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ରିପୋର୍ଟ ସାର୍ବଜନୀନ ପାଇଁ ସରକାରଙ୍କ ଆଭିମୁଖ୍ୟ ନେଇ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ। ଆସନ୍ତା ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟବ୍ୟାପି ହଇଚଇ ସୃଷ୍ଟି ହୋଇଥିଲା। ରତ୍ନଭଣ୍ଡାରରୁ ବହୁ ମୂଲ୍ୟ ସାମଗ୍ରୀ ଚୋରି ହୋଇ ଯାଇଥିବାContinue reading “ରତ୍ନଭଣ୍ଡାର ଚାବି ହଜିବା ଘଟଣା: ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କୋର୍ଟରେ ମାମଲା”

ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି, ଅନ୍ତରୀଣ ସୁରକ୍ଷା ଫେବୃଆରୀ ୧ ଯାଏଁ ବଳବତ୍ତର

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ପୁଣି ଆଶ୍ୱସ୍ତି ମିଳିଛି। ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ୨୦୨୪, ଫେବ୍ରୁଆରି ୧ ତାରିଖ ପର୍ୟ୍ୟନ୍ତ ବଢିଛି। ସାଲେପୁର ଜେଏମଏଫସି ଅଦାଲତଙ୍କ ୨୦୨୩, ସେପ୍ଟେମ୍ବର ୨୫ର ନିର୍ଦ୍ଦେଶ ବିରୋଧରେ ପ୍ରତାପ ଜେନା ଦାୟର କରିଥିବା ଆବେଦନ (କ୍ରିମିନାଲ ରିଭିଜନ)ର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା। ତାଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷା ଆସନ୍ତା ଫେବ୍ରୁଆରି ପହିଲା ଯାଏଁContinue reading “ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି, ଅନ୍ତରୀଣ ସୁରକ୍ଷା ଫେବୃଆରୀ ୧ ଯାଏଁ ବଳବତ୍ତର”

Design a site like this with WordPress.com
Get started