ସେନା ଶକ୍ତିରେ ଏବେ ବି ରାଜ୍ କରୁଛି ଆମେରିକା । ଚାଇନା ଓ ଋଷିଆକୁ ଅନେକ କ୍ଷେତ୍ରରେ ଦେଉଛି ଟକ୍କର

କନକ ବ୍ୟୁରୋ : ସାରା ବିଶ୍ୱରେ ଥିବା ଦେଶମାନଙ୍କର ସେନା ଶକ୍ତି ରାଙ୍କିଙ୍ଗ୍ ପ୍ରସ୍ତୁତ କରୁଥିବା ସଂସ୍ଥା ଗ୍ଲୋବାଲ ଫାୟାରପାୱାର ଚଳିତ ବର୍ଷ ନୂଆ ସୂଚୀ ଜାରି କରିଛି । ଏହି ର୍ୟାଙ୍କିଙ୍ଗରେ ଆମେରିକା ପ୍ରଥମ ସ୍ଥାନରେ ରହିଛି ଓ ଭାରତ ଚତୁର୍ଥ ସ୍ଥାନରେ । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କ୍ରମାଗତ ଭାବେ ଋଷ ଓ ଚୀନ ରହିଛି । ଏହି ସୂଚୀ ପ୍ରସ୍ତୁତ କରିବାକୁ ଗ୍ଲୋବାଲ ଫାୟାରପାୱାର ଭିନ୍ନ ଭିନ୍ନ ବିନ୍ଦୁ ଉପରେ ଫୋକସContinue reading “ସେନା ଶକ୍ତିରେ ଏବେ ବି ରାଜ୍ କରୁଛି ଆମେରିକା । ଚାଇନା ଓ ଋଷିଆକୁ ଅନେକ କ୍ଷେତ୍ରରେ ଦେଉଛି ଟକ୍କର”

କ୍ରମାଗତ ଭାବରେ ବାର୍ଦ୍ଧକ୍ୟ ଆଡକୁ ଗତି କରୁଛି ଚୀନ୍‌ର ଜନସଂଖ୍ୟା । ଜିନପିଙ୍ଗଙ୍କ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ କୋଭିଡ୍ ସୃଷ୍ଟି କରିଥିବା ପରିସ୍ଥିତିରୁ ଆମେ କହିପାରିବା ଯେ ସାଧାରଣ ଜୀବନ ଏପର୍ଯ୍ୟନ୍ତ ସୁସ୍ଥ ହୋଇପାରି ନାହିଁ । ବିଶ୍ୱର ସର୍ବ ଜନବହୁଳ ଦେଶ ମଧ୍ୟରେ ଗଣାଯାଉଥିବା ଚୀନ୍, କୋଭିଡ ପରେ ଏହାର ଜନସଂଖ୍ୟା ଉପରେ ବହୁତ ପ୍ରଭାବ ପକାଇଥିଲା । ଗତ କିଛି ବର୍ଷ ମଧ୍ୟରେ କରୋନା କାରଣରୁ ବିଶ୍ୱରେ ଯେଉଁଭଳି ପରିବର୍ତ୍ତନ ହୋଇଛି, ଲୋକଙ୍କ ଜୀବନ ଉପରେ ଏହାର ପ୍ରଭାବ ଏବେ ବି ଅଛି ।Continue reading “କ୍ରମାଗତ ଭାବରେ ବାର୍ଦ୍ଧକ୍ୟ ଆଡକୁ ଗତି କରୁଛି ଚୀନ୍‌ର ଜନସଂଖ୍ୟା । ଜିନପିଙ୍ଗଙ୍କ ସମସ୍ୟା”

କାଳିଆ ପ୍ରେମରେ ଭିଜୁଛି ସାରା ଓଡ଼ିଶା । । ଲୋକାର୍ପଣ ଉତ୍ସବ ଦେଖିବାକୁ ସବୁ ପଞ୍ଚାୟତରେ ଏଲଇଡି ବ୍ୟବସ୍ଥା । ଶ୍ରୀକ୍ଷେତ୍ରରେ ପରିବେଶିତ ହେବ ‘ଆହେ ନୀଳ ଶଇଳ’ ।

କନକ ବ୍ୟୁରୋ: ଆଜି କାଳିଆ ପ୍ରେମରେ ଭିଜୁଛି ସାରା ଓଡିଶା । ଗାଁଠୁ ସହର ସବୁରି ମନରେ ଶ୍ରୀଜଗନ୍ନାଥ ଚେତନା । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପାଇଁ ହରିବୋଲ ସଂକୀର୍ତ୍ତନରେ ବଡଦାଣ୍ଡ ଉଛୁଳୁଥିବାବେଳେ ଭକ୍ତଙ୍କ ଭାବରେ ଭିଜିଛି ଶ୍ରୀକ୍ଷେତ୍ର । ସମସ୍ତେ ଯେପରି ମହାପ୍ରଭୁ୍ଙ୍କ ଆଖିରେ ଆଖି ମିଶାଇ ଏକୀଭୂତ ହୋଇଛନ୍ତି । ନିଜର ସତ୍ତାକୁ ଭୁଲି ନିଜକୁ ବିଶ୍ୱ ନିୟନ୍ତାଙ୍କ ପାଖରେ ସମର୍ପଣ କରିଛନ୍ତି । ଏହି ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତ ଯେତିକି ଭାବମୟ ହୋଇଛନ୍ତିContinue reading “କାଳିଆ ପ୍ରେମରେ ଭିଜୁଛି ସାରା ଓଡ଼ିଶା । । ଲୋକାର୍ପଣ ଉତ୍ସବ ଦେଖିବାକୁ ସବୁ ପଞ୍ଚାୟତରେ ଏଲଇଡି ବ୍ୟବସ୍ଥା । ଶ୍ରୀକ୍ଷେତ୍ରରେ ପରିବେଶିତ ହେବ ‘ଆହେ ନୀଳ ଶଇଳ’ ।”

ଭାରତ ସହ ବିବାଦ ପରେ ମାଲଦ୍ୱୀପ ବର୍ତ୍ତମାନ ଡ୍ରୋନ୍ କିଣୁଛି :  ତୁର୍କୀ ସହିତ ବଡ ପ୍ରତିରକ୍ଷା ଚୁକ୍ତି

ଭାରତ ସହ ବିବାଦ ଏବଂ ଚୀନ୍‌ରୁ ଫେରିବା ପରେ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ମନୋଭାବ କ୍ରମାଗତ ଭାବେ ବଦଳୁଥିବା ଦେଖାଯାଉଛି । ଏହି ସମୟରେ ତୁର୍କୀରୁ ଡ୍ରୋନ୍ କିଣିବା ପାଇଁ ମାଲଦ୍ୱୀପ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହାପୂର୍ବରୁ ମାଲଦ୍ୱୀପର ରାଷ୍ଟ୍ରପତି ଚୀନ୍ ସହିତ ୨୦ ଟି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଭାରତ ସହିତ ବିବାଦ ପରେ ମାଲଦ୍ୱୀପ ବର୍ତ୍ତମାନ ପ୍ରତିରକ୍ଷା କାରବାରରେ ବ୍ୟସ୍ତ ଅଛି । ବର୍ତ୍ତମାନ ମାଲଦ୍ୱୀପ କିଛି ସାମରିକContinue reading “ଭାରତ ସହ ବିବାଦ ପରେ ମାଲଦ୍ୱୀପ ବର୍ତ୍ତମାନ ଡ୍ରୋନ୍ କିଣୁଛି :  ତୁର୍କୀ ସହିତ ବଡ ପ୍ରତିରକ୍ଷା ଚୁକ୍ତି”

ବ୍ୟବହାର ହେଉନଥିବା ଦୋକାନକୁ ନେଇ କଠୋର ହେଲା ବିଏମସି । ବ୍ୟବହାର ନହେଲେ ହଟିବ ଦୋକାନ । ସତ୍ୟନଗରରେ ଲାଗିଲା ନୋଟିସ୍ ।

କନକ ବ୍ୟୁରୋ: ରାସ୍ତା କଡ଼ରେ ବ୍ୟବହାର ନହୋଇ ପଡ଼ିରହିଥିବା ଭଙ୍ଗା ଦଦରା କ୍ୟାବିନ୍, କାଠ ଷ୍ଟ୍ରକଚରକୁ ଉଠାଇ ନେବ ବିଏମସି । ରାସ୍ତା କଡ଼ରେ ରହି ଜାଗା ମାଡ଼ିବସିବା ସହ ସହରକୁ ଅସୁନ୍ଦର କରୁଛି । ପରେ ଏହା ମଦୁଆଙ୍କ ଆଡ଼ା ପାଲଟୁଛି । ଏସବୁକୁ ହଟାଇ ଏହି ପରିତ୍ୟକ୍ତ ବା ଖାଲି ଜାଗାକୁ ବିଏମସି ପ୍ଲେସ ମେକିଂ ଯୋଜନାରେ ବ୍ୟବହାରଯୋଗ୍ୟ କରିବ । ବିଏମସି ଏହି ସବୁ ପରିତ୍ୟକ୍ତ କ୍ୟାବିନରେ ନୋଟିସ୍ ଲଗାଇବା ଆରମ୍ଭ କରିଛିContinue reading “ବ୍ୟବହାର ହେଉନଥିବା ଦୋକାନକୁ ନେଇ କଠୋର ହେଲା ବିଏମସି । ବ୍ୟବହାର ନହେଲେ ହଟିବ ଦୋକାନ । ସତ୍ୟନଗରରେ ଲାଗିଲା ନୋଟିସ୍ ।”

ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡି ହେଲା ନୂଆ ଫର୍ଦ୍ଦ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଜପତିଙ୍କ ଉପସ୍ଥିତିରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ର ଐହିହ୍ୟରେ ଯୋଡି ହେଲା ନୂଆ ଫର୍ଦ୍ଦ । ଲୋକାର୍ପଣ ପୂର୍ବରୁ ବରଣୀୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ପଂଚ କସାୟନରେ ପରିକ୍ରମା ପ୍ରକଳ୍ପ ଫଳକ ଏବଂ ପଥକୁ ଶୋଧ କରାଯାଇଥିଲା । ଏହର ପୂର୍ବରୁ ଦିନ ୧୨ଟାରେ ବେଦପାଠ ପୂର୍ବକ ଶ୍ରୀନଅରରୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞସ୍ଥଳକୁContinue reading “ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡି ହେଲା ନୂଆ ଫର୍ଦ୍ଦ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ”

ଚିକେନ୍ ଭୋଜିି ନଦେବାରୁ ପାରାଙ୍କୁ ମାରିଦେଲେ । ସାଙ୍ଗଙ୍କ ନାଁରେ ମମଲା ଦାଏର କଲେ ପକ୍ଷୀ ପ୍ରେମୀ ।

କନକ ବ୍ୟୁରୋ: ଚିକେନ୍ ଭୋଜି ନଦେବାରୁ ପୋଶା ପାରାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପାରାଦୀପ ଆଦର୍ଶ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ପାରାଦୀପ ତାରିଣୀଗଡାରେ ରହୁଥିବା ଅମର ବାରିକ ଭଡ଼ାରେ ରହୁଥିବା ବେଳେ ଏକ ସେଲୁନ୍ କରି ଚଳନ୍ତି ।  ସେ ଜଣେ ପକ୍ଷୀ ପ୍ରେମୀ । ସଉକରେ ପାରା ରଖିଥିବା ବେଳେ ତାଙ୍କ ସାଙ୍ଗମାନେContinue reading “ଚିକେନ୍ ଭୋଜିି ନଦେବାରୁ ପାରାଙ୍କୁ ମାରିଦେଲେ । ସାଙ୍ଗଙ୍କ ନାଁରେ ମମଲା ଦାଏର କଲେ ପକ୍ଷୀ ପ୍ରେମୀ ।”

ବିଡିଓଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ ।

କନକ ବ୍ୟୁରୋ: ବିଡିଓଙ୍କ ଘରକୁ ବି ଛାଡିଲେନି ଲୁଟେରା । ରାତି ଅଧରେ କପ୍ତିପଦା ବିଡିଓ ସିଦେ୍ଧଶ୍ୱର ନାଏକଙ୍କ ଘରେ କଳାକନା ବୁଲାଇଲେ ଚୋର । ବିଡିଓ ତାଙ୍କ ପରିବାର ସହ ଭୁବନେଶ୍ୱର ଆସିଥିବାବେଳେ ଏହାକୁ ଠାକ କରିଥିଲେ ଲୁଟେରା । ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୋରୀ କରିଥିଲେ । ଲକ୍ଷାଧିକ ଟଙ୍କାସହ ନଗଦ ଟଙ୍କା ଓ ଦାମୀ ସାମଗ୍ରୀ ସବୁ ଲୁଟି ନେଇଛନ୍ତି ଲୁଟେରା । ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।Continue reading “ବିଡିଓଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ ।”

ଇରାନ ଯେଉଁ ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରିଛି ସେହି ସଂଗଠନ ହିଁ ଭାରତୀୟ କୁଲଭୂଷଣ ଯାଦବଙ୍କୁ ଅପହରଣ କରିଥିଲା ।

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଅଲ-ଅଦାଲ ଇରାନର ଚାବାହରରୁ ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କୁ ଅପହରଣ କରି ନେଇଥିଲେ । ପାକିସ୍ତାନ ଏଜେନ୍ସିମାନେ ଗୁପ୍ତଚର ମାମଲାରେ ଯାଦବଙ୍କୁ ଜଡ଼ିତ କରି ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଜୈସ-ଅଲ- ଅଦାଲ ପାକିସ୍ତାନ ସୀମାରେ ଆତଙ୍କବାଦୀ ଘଟଣା ଘଟାଇଥାଏ । ଇରାନ ମଙ୍ଗଳବାର ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଅଲ-ଅଦାଲ ବିରୋଧରେ ଏୟାର ଷ୍ଟ୍ରାଇକ କରିଥିଲା । ଜୈସ-ଅଲ-ଅଦାଲ ସୀମାରେ ଆତଙ୍କବାଦୀ ଘଟଣା ଘଟାଇଥାଏ । ଏହା ହେଉଛି ସେହି ସଂଗଠନ ଯିଏ ଭାରତୀୟContinue reading “ଇରାନ ଯେଉଁ ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରିଛି ସେହି ସଂଗଠନ ହିଁ ଭାରତୀୟ କୁଲଭୂଷଣ ଯାଦବଙ୍କୁ ଅପହରଣ କରିଥିଲା ।”

କେହି ଦଳ ଛାଡିଦେଲେ କାହାକୁ ଫରକ ପଡିବନି… ଆଇପିଏଲ ଆରମ୍ଭ ପୂର୍ବରୁ ମହମ୍ମଦ ସାମି ଦେଲେ ବଡ ବୟାନ ।

କନକ ବ୍ୟୁରୋ : ଆଇପିଏଲ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଫ୍ରାଞ୍ଚାଇଜ । ନିଲାମୀ ଶେଷ ହେବା ପୂର୍ବରୁ ଫ୍ରାଞ୍ଚାଇଜ ଗୁଡିକ ମଧ୍ୟରେ ହୋଇଥିବା ଟ୍ରେଡକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଖାସକରି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ହୋଇଥିବା ଟ୍ରେଡ ସମସ୍ତଙ୍କୁ ଚକିତ କରିଥିଲା । କାରଣ ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ହାର୍ଦ୍ଦିକଙ୍କୁ ଦଳରେ ପୁଣିଥରେ ସାମିଲ କରିବା ସହ ଅଧିନାୟକContinue reading “କେହି ଦଳ ଛାଡିଦେଲେ କାହାକୁ ଫରକ ପଡିବନି… ଆଇପିଏଲ ଆରମ୍ଭ ପୂର୍ବରୁ ମହମ୍ମଦ ସାମି ଦେଲେ ବଡ ବୟାନ ।”

Design a site like this with WordPress.com
Get started