କନକ ବ୍ୟୁରୋ : ସନାତନ ଧର୍ମକୁ ନେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ବିବାଦ ଥମିନାହିଁ । ସାରା ଦେଶରେ ପ୍ରତିବାଦ ଓ ବିରୋଧ ବଢିଛି । ଏହି ସମୟରେ ଜାତିକୁ ନେଇ ପୁଣି ବିବାଦୀୟ ବୟାନ ରଖି ନିଆଁରେ ଘିଅ ଢାଳିଛନ୍ତି ଉଦୟନିଧି । ଉଦୟନିଧି କହିଛନ୍ତି. ନୂଆ ସଂସଦ ଭବନ ଉଦଘାଟନ ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାନଯିବା ଜାତିବାଦର ତାଜା ଉଦାହରଣ । ଜାତିବାଦକୁ ନେଇ ରହିଥିବା ଭେଦଭାବରContinue reading “ବୋଲ ମାନୁନି ଜୁନିୟର ଷ୍ଟାଲିନଙ୍କ ପାଟି । ଧର୍ମ ପରେ ଜାତିକୁ ନେଇ ବିବାଦୀୟ ବୟାନ”
Tag Archives: News
ନବୀନ ନିବାସରେ ୩ ଘଂଟାର ଗୁପ୍ତ ବୈଠକ । ପର୍ଯ୍ୟବେକ୍ଷକଙ୍କୁ କ’ଣ ଦିଆଗଲା ନିର୍ଦ୍ଦେଶ?
କନକ ବ୍ୟୁରୋ : ସୋମବାର ନବୀନ ନିବାସରେ ବସିଥିବା ବିଜେଡି ପର୍ଯ୍ୟବେକ୍ଷକଙ୍କ ବୈଠକକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ଯଦିଓ ବୈଠକ ଶେଷ ହେବା ପରେ ଦଳର ଉପସଭାପତି ବାହାରି ଗଣମାଧ୍ୟମକୁ ସୂଚନା ଦେଇଥିଲେ । କିନ୍ତୁ କମ୍ କହି, ଅଧିକ ଚାପି ଦେଇଥିବା ଚର୍ଚ୍ଚା ମଧ୍ୟ ହେଉଛି । କୁହାଯାଉଛି ରାଜ୍ୟରେ ଆଗୁଆ ନିର୍ବାଚନ ହେବନାହିଁ ବୋଲି ବିଜେଡି ସୁପ୍ରିମୋ ନେତାମାନଙ୍କୁ ସ୍ପଷ୍ଟ କରିଦେଇଛନ୍ତି । ଅର୍ଥାତ ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେଲେ, ଚିରାଚରିତContinue reading “ନବୀନ ନିବାସରେ ୩ ଘଂଟାର ଗୁପ୍ତ ବୈଠକ । ପର୍ଯ୍ୟବେକ୍ଷକଙ୍କୁ କ’ଣ ଦିଆଗଲା ନିର୍ଦ୍ଦେଶ?”
କ’ଣ ରହିବ ଦେଶର ନାମ ? କେବଳ ଭାରତ ନା ଉଭୟ ଭାରତ ଓ ଇଣ୍ଡିଆ
କନକ ବ୍ୟୁରୋ : ଆମ ଦେଶର ନାଁ କଣ ହେବା ଉଚିତ, ଭାରତ ନାଁ ଇଣ୍ଡିଅ. ଏହାକୁ ନେଇ ପୁଣି ଥରେ ବିତର୍କ ମୁଣ୍ଡ ଟେକିଥିବାବେଳେ ନିଜକୁ ଭାରତବାସୀ କହିବାକୁ ଆହ୍ୱାନ ଦେଇଛନ୍ତି ଆର୍ଯ୍ୟ ସମାଜର ଆଚାର୍ଯ୍ୟ । ଭୁବନେଶ୍ୱର ଆର୍ଯ୍ୟ ସମାଜ ପରିସରରେ ଚାଲିଥିବା ସାମୁହିକ ବେଦ ପାଠ ଓ ଯଜ୍ଞ ମଣ୍ଡପରୁ ଆଚାର୍ଯ୍ୟ ଏହି ଆହ୍ୱାନ ଦେଇଛନ୍ତି । କେବଳ ଆର୍ଯ୍ୟ ସମାଜ ନୁହେଁ ବିଭିନ୍ନ ହିନ୍ଦୁ ସଂଗଠନ ଓ ସାଧୁ ସନ୍ଥ ଦେଶରContinue reading “କ’ଣ ରହିବ ଦେଶର ନାମ ? କେବଳ ଭାରତ ନା ଉଭୟ ଭାରତ ଓ ଇଣ୍ଡିଆ”
ଜଙ୍ଗଲ ପ୍ରେମରେ ଗାଁ । ଲଣ୍ଡା ପାହାଡକୁ ସବୁଜିମା କଲେ ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ସାଗରପାଲି ଗ୍ରାମବାସୀ
କନକ ବ୍ୟୁରୋ : ଆଜି କା ଦିନରେ ଲୋକେ ଜଙ୍ଗଲ ନଷ୍ଟ କରିବାରେ ଲାଗିଛନ୍ତି । ଜଙ୍ଗଲ ସଫା କରି ଗଢି ଉଠୁଛି ଗାଁ ଓ ସହର । କଂକ୍ରିଟ ଜଙ୍ଗଲରେ ପରିଣତ ହେବାରେ ଲାଗିଛି ଏ ପୃଥିବୀ । ଗଛ କଟା ଚାଲିଛି ଆଉ ଯାହାର ପ୍ରଭାବରେ ଅହେତୁକ ଭାବରେ ବଢିବାରେ ଲାଗିଛି ତାପମାତ୍ରା, ବର୍ଷା ଲୁଚକାଳି ଖେଳୁଥିବା ବେଳେ ଖରା ଗରମରେ ସନ୍ତୁଳି ହେଉଛନ୍ତି ଲୋକେ । ଏହାରି ଭିତରେ ସମାଜକୁ ଏକ ବଡContinue reading “ଜଙ୍ଗଲ ପ୍ରେମରେ ଗାଁ । ଲଣ୍ଡା ପାହାଡକୁ ସବୁଜିମା କଲେ ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ସାଗରପାଲି ଗ୍ରାମବାସୀ”
ପରିଣତ ବୟସରେ ମିଳୁନି ବାର୍ଦ୍ଧକ୍ୟ ଭତା । ୮ ମାସ ଧରି ପେନସନ୍ ନପାଇବାରୁ ଜିଲ୍ଲାପାଳଙ୍କୁ ଭେଟିଲେ ରାୟଗଡାର ୧୪ ହିତାଧିକାରୀ
କନକ ବ୍ୟୁରୋ : ପରିଣତ ବୟସରେ ସରକାରଙ୍କ ଦ୍ୱାରା ମିଳୁଥିବା ଆର୍ôଥକ ସହାୟତା ଏକ ମାତ୍ର ଭରସା ହୋଇଥିବା ବେଳେ ୮ ମାସ ହେଲା ବାର୍ଦ୍ଧକ୍ୟ ଭତା ମିଳିନାହିଁ । ଭତା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହିତାଧୂକାରୀ । ରାୟଗଡା କୋଲନରାବ୍ଳକର ଖେଡାପଡା ଏବଂ ଡୁମୁରିଗୁଡା ପଂଚାୟତର ହିତାଧିକାରୀ ପଂଚାୟତ ସ୍ତରୀୟ ଅଧିକାରୀଙ୍କୁ ଜଣାଇବା ସହ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ଭତା ପାଇଁ ଦୌଡି ଦୌଡି ନୟାନ୍ତ ହେବା ପରେ ୧୪Continue reading “ପରିଣତ ବୟସରେ ମିଳୁନି ବାର୍ଦ୍ଧକ୍ୟ ଭତା । ୮ ମାସ ଧରି ପେନସନ୍ ନପାଇବାରୁ ଜିଲ୍ଲାପାଳଙ୍କୁ ଭେଟିଲେ ରାୟଗଡାର ୧୪ ହିତାଧିକାରୀ”
ତଳେ କୁମ୍ଭୀର, ଉପରେ ଜୀବନ । ବାଉଁଶ ଭରସାରେ ଭିତରକନିକାର ଶାଖା ନଦୀ ପାରି ହେଉଛନ୍ତି କୁନି କୁନି ପିଲା
କନକ ବ୍ୟୁରୋ : ଭେକ୍ଟା ଗାଁକୁ ଦୁଇ ଭାଗ କରିଛି ଭିତରକନିକାର ଏକ ଶାଖା ନଦୀ । ନଦୀ ଏପଟେ ଘର, ସେପଟେ ବିଦ୍ୟାଳୟ ରହିଛି । ତେଣୁ କୁମ୍ଭୀରପୂର୍ଣ୍ଣ ନଦୀରେ ୨ଟି ବାଉଁଶରେ ତିଆରି ପୋଲ ଦେଇ ବିଦ୍ୟାଳୟକୁ ଯାଉଛନ୍ତି ୫୦ରୁ ଅଧିକ ପିଲା । ଉତ୍ତର ଭେକ୍ଟା ଗାଁରେ ରହୁଥିବା ଛାତ୍ରଛାତ୍ରୀ ଦକ୍ଷିଣ ଭେକ୍ଟା ବିଦ୍ୟାଳୟକୁ ଯାଉଛନ୍ତି । ବାଉଁଶକୁ ଧରିବା ପାଇଁ ଯେଉଁ ପିଲାଙ୍କ ହାତ ପାଏନି, ସେମାନେ ଆଣ୍ଠେଇ ଆଣ୍ଠେଇ ଯିବାContinue reading “ତଳେ କୁମ୍ଭୀର, ଉପରେ ଜୀବନ । ବାଉଁଶ ଭରସାରେ ଭିତରକନିକାର ଶାଖା ନଦୀ ପାରି ହେଉଛନ୍ତି କୁନି କୁନି ପିଲା”
ଗାଁ ଗାଁରେ ବ୍ୟାପୁଛି ବାସନ୍ଦ ବ୍ୟାଧି । ଗଂଜାମରେ ୧୦୦ ପରିବାରକୁ ବାସନ୍ଦ କରିଛି କୁଳ ସମାଜ
କନକ ବ୍ୟୁରୋ : ଗଞ୍ଜାମ ଗୋଳନ୍ଥରା ଥାନା ଅର୍ନ୍ତଗତ ଭାଲିଆଗଡ଼ ଗାଁରେ ୬୦ ପରିବାର ବାସନ୍ଦ ଦୁଃଖ ଭୋଗୁଛନ୍ତି । ୨୦୧୮ ମସିହାରେ ୨ଟି ପରିବାରକୁ ଜରିମାନା କରିଥିଲେ କୁଳ ସମାଜ । ସେହି ପରିବାର ଜରିମାନା ନଦେବାରୁ କୁଳରୁ ବାସନ୍ଦ କରାଯାଇଥିଲା । ପରେ ଅନ୍ୟ ଜାତିରେ ବିବାହ ଓ ବାସନ୍ଦ ପରିବାର ସହ କଥା ହେବାରୁ ୬୦ଟି ପରିବାରକୁ ବାସନ୍ଦ କରିଛି କୁଳ ସମାଜ । ଭାଲିଆଗଡ଼ ଗାଁ ଭଳି ଅନ୍ୟ ୧୬ଟି ଗାଁରେContinue reading “ଗାଁ ଗାଁରେ ବ୍ୟାପୁଛି ବାସନ୍ଦ ବ୍ୟାଧି । ଗଂଜାମରେ ୧୦୦ ପରିବାରକୁ ବାସନ୍ଦ କରିଛି କୁଳ ସମାଜ”
କୁମ୍ଭୀର ମୁହଁରୁ ବଂଚିଗଲା ଜୀବନ । ମାର୍ଶାଘାଇ ଲୁଣା ନଦୀରେ ଗାଧଉଥିବା ବେଳେ ଆକ୍ରମଣ କରିଥିଲା କୁମ୍ଭୀର
କନକ ବ୍ୟୁରୋ : ମାର୍ଶାଘାଇ ବ୍ଲକ କଶୋଟିବାଲି ଗାଁରେ କୁ୍ମ୍ଭୀର ଆତଙ୍କ । ଗାଁ ନିକଟ ଲୁଣା ନଦୀରେ କୁମ୍ଭୀର ଚଳପ୍ରଚଳ ଦେଖି ଆତଙ୍କିତ ଗ୍ରାମବାସୀ । ଗାଁର କୈଳାଶ ବେହେରା ନଦୀରେ ଗାଧଉଥିବା ବେଳେ ଆକ୍ରମଣ କରିବାକୁ ମାଡି ଆସିଥିଲା ୮ ଫୁଟର କୁମ୍ଭୀର । ସ୍ୱଭାଗ୍ୟ ବଶତଃ କୁମ୍ଭୀରକୁ ଦେଖି ପାଣିରୁ ବାହାରି ଆସିବାରୁ ବଂଚି ଯାଇଛି ତାଙ୍କ ଜୀବନ । ଆଉ କନକ ନ୍ୟୁଜରେ ସେହି ସମୟର ଆତଙ୍କ ବାବଦରେ କହିଛନ୍ତି କୈଳାସContinue reading “କୁମ୍ଭୀର ମୁହଁରୁ ବଂଚିଗଲା ଜୀବନ । ମାର୍ଶାଘାଇ ଲୁଣା ନଦୀରେ ଗାଧଉଥିବା ବେଳେ ଆକ୍ରମଣ କରିଥିଲା କୁମ୍ଭୀର”
ବାଲିଅନ୍ତା ଛାତ୍ର ବୁଡିଯାଇ ନିଖୋଜ ଘଟଣା । ଦୀର୍ଘ ୨୭ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ
କନକ ବ୍ୟୁରୋ : ବାଲିଅନ୍ତା ଅଲାରପୁର ଅଂଚଳରେ ଛାତ୍ର ବୁଡ଼ିଯାଇ ନିଖୋଜ ଘଟଣା । ଦୀର୍ଘ ୨୭ ଘଂଟା ପରେ ମିଳିଲା ଜୟଦେବ ପ୍ରସାଦଙ୍କ ମୃତଦେହ । ଛାତ୍ରଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମଙ୍ଗଳବାର ଭୋଜି କରିବାକୁ ଯାଇ କହି ବାଲିଅନ୍ତା ଚାଲିଯାଇଥିଲେ ସାଂଗମାନେ । ସେଠାରେ ଥିବା କେନାଲରେ ଥିବା ଗାଧୋଇବାକୁ ଯାଇ ଭାସିଯାଇଥିଲେ ଜୟଦେବ । The post ବାଲିଅନ୍ତା ଛାତ୍ର ବୁଡିଯାଇ ନିଖୋଜ ଘଟଣା । ଦୀର୍ଘ ୨୭Continue reading “ବାଲିଅନ୍ତା ଛାତ୍ର ବୁଡିଯାଇ ନିଖୋଜ ଘଟଣା । ଦୀର୍ଘ ୨୭ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ”
ଆବୁଧାବିରୁ ଆସି ଦିଲ୍ଲୀରେ ନିଖୋଜ ଖୋର୍ଦ୍ଧା ବାଲୁଗାଁର ରଞ୍ଜନ ସ୍ୱାଇଁ । ସାଙ୍ଗରେ ଆସିଥିବା ସହକର୍ମୀ କହିଲେ, ଦିଲ୍ଲୀରେ ହୋଇଥିଲା ଶେଷ ସାକ୍ଷାତକାର
କନକ ବ୍ୟୁରୋ : ଆବୁଧାବି ଯାଇଥିବା ଖୋର୍ଦ୍ଧା ବାଲୁଗାଁ ଅଂଚଳର ଶ୍ରମିକ ନିଖୋଜ । ଏନେଇ ବାଲୁଗାଁ ଥାନା ଓ ସହ-ଶ୍ରମଅଧିକାରୀ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବାଲୁଗାଁ ବେଲପଡ଼ା ଅଂଚଳର ରଞ୍ଜନ ସ୍ୱାଇଁ ଅଗଷ୍ଟ ୧୮ତାରିଖ ଦିନ ଆବୁଧାବିରୁ ଘରକୁ ଫେରୁଥିବା ବେଳେ ଦିଲ୍ଲୀରୁ ନିଖୋଜ ହୋଇଯାଇଛନ୍ତି । ଏହାରି ଭିତରେ ୧୮ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ନାହିଁ । ରଞ୍ଜନ କାମ କରୁଥିବାContinue reading “ଆବୁଧାବିରୁ ଆସି ଦିଲ୍ଲୀରେ ନିଖୋଜ ଖୋର୍ଦ୍ଧା ବାଲୁଗାଁର ରଞ୍ଜନ ସ୍ୱାଇଁ । ସାଙ୍ଗରେ ଆସିଥିବା ସହକର୍ମୀ କହିଲେ, ଦିଲ୍ଲୀରେ ହୋଇଥିଲା ଶେଷ ସାକ୍ଷାତକାର”