ନୂଆ ନୁହେଁ ‘ଇଣ୍ଡିଆ’-‘ଭାରତ’ ବିବାଦ । ବ୍ରିଟିଶ ଶାସନ ଅମଳରୁ ରହିଛି ଦ୍ୱନ୍ଦ

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କାର୍ଡରେ ପ୍ରେସିଡେଂଟ ଅଫ ଭାରତ ଲେଖାଯାଇଥିବା ସାମ୍ନାକୁ ଆସିବା ପରେ ବିବାଦ ବଢିବାରେ ଲାଗିଛି । ଦେଶର ନାଁ ଇଣ୍ଡିଆ ପରିବର୍ତେ କେବଳ ଭାରତ ରଖାଯିବା ନେଇ ଚର୍ଚ୍ଚା ହେଉଛି । ହେଲେ ଆମ ଦେଶର ଯେତେବେଳେ ସମ୍ବିଧାନ ପ୍ରଣୟନ ହୋଇଥିଲା ସେତେବେଳେ ଭାରତ ବୋଲି କିଛି ନାମ ନଥିଲା । ୧୯୪୮ ମସିହା ନଭେମ୍ବର ୪ ତାରିଖରେ ଡ୍ରାଫ୍ଟିଂ କମିଟିର ଅଧ୍ୟକ୍ଷ ବି.ଆର ଆମ୍ବେଦକର ଦେଶର ନୂଆ ସମ୍ବିଧାନରContinue reading “ନୂଆ ନୁହେଁ ‘ଇଣ୍ଡିଆ’-‘ଭାରତ’ ବିବାଦ । ବ୍ରିଟିଶ ଶାସନ ଅମଳରୁ ରହିଛି ଦ୍ୱନ୍ଦ”

ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ଦିଲ୍ଲୀ । ଜଳ, ସ୍ଥଳ, ଆକାଶପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା

କନକ ବ୍ୟୁରୋ : ଜି-୨୦ ଶିଖର ସମ୍ମିଳନୀ ପାଇଁ ରାଜଧାନୀରେ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ଜଳ, ସ୍ଥଳ ଓ ଆକାଶ । ସବୁଠି ରହିଛି ସୁରକ୍ଷାକର୍ମୀଙ୍କ କଡ଼ା ନଜର । ବିଦେଶରୁ ଆସିବେ ରାଷ୍ଟ୍ରନେତା । ତେଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ରେଳଷ୍ଟେସନ, ବିମାନବନ୍ଦରଓ ବସଷ୍ଟପ୍ ସହ ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀContinue reading “ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ଦିଲ୍ଲୀ । ଜଳ, ସ୍ଥଳ, ଆକାଶପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା”

ଚନ୍ଦ୍ରପୃଷ୍ଠରରେ ବିକ୍ରମର ଫଟୋ ଉଠାଇଲା ଆମେରିକା ସ୍ପେଶ ଏଜେନ୍ସି । ଦକ୍ଷିଣ ମେରୁରରେ ଲ୍ୟାଣ୍ଡର ବିକ୍ରମ ଅବତରଣ ସମୟର ଫଟୋ କଏଦ

କନକ ବ୍ୟୁରୋ : ଆମେରିକା ସ୍ପେଶ ଏଜେନ୍ସି ନାସା ଭାରତର ଚନ୍ଦ୍ରାଯାନ ଥ୍ରୀର ବିକ୍ରମ ଲ୍ୟାଣ୍ଡର ଫଟୋ ଉତୋଳନ କରିଛି । ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫଟୋ ଟୁଇଟ କରି ସୂଚନା ଦେଇଛି ନାସା । ଏହି ଫଟୋ ସେହି ସମୟରେ ଯେତେବେଳେ ବିକ୍ରମ ସଫଳତା ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା । ଏହି ଫଟୋକୁ ନାସାର ଲୁନାର ରେକାନାସିଏନ୍ସ ଅର୍ବିଟର ବା ଏଲଆରଓ ଉଠାଇଛି । The post ଚନ୍ଦ୍ରପୃଷ୍ଠରରେ ବିକ୍ରମରContinue reading “ଚନ୍ଦ୍ରପୃଷ୍ଠରରେ ବିକ୍ରମର ଫଟୋ ଉଠାଇଲା ଆମେରିକା ସ୍ପେଶ ଏଜେନ୍ସି । ଦକ୍ଷିଣ ମେରୁରରେ ଲ୍ୟାଣ୍ଡର ବିକ୍ରମ ଅବତରଣ ସମୟର ଫଟୋ କଏଦ”

ଧର୍ମ ପରେ ଜାତିକୁ ନେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ । କହିଲେ, ନୂଆ ସଂସଦ ଭବନ ଉଦଘାଟନକୁ ରାଷ୍ଟ୍ରପତିଙ୍କୁ ନଡାକିବା ଜାତିବାଦର ତାଜା ଉଦାହରଣ

କନକ ବ୍ୟୁରୋ : ପୁଣି ବିବାଦରେ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ । ସନାତନ ଧର୍ମକୁ ନେଇ ଉଦୟନିଧି ରଖିଥିବା ବୟାନକୁ ନେଇ ବିବାଦ ଥମି ନଥିବା ବେଳେ ଜାତିକୁ ନେଇ ଏବେ ପୁଣି ଏକ ବୟାନ ରଖିଛନ୍ତି । ନୂଆ ସଂସଦ ଭବନ ଉଦଘାଟନ ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କୁ ନିମନ୍ତ୍ରଣ କରାନଯିବା ଜାତିବାଦର ତାଜା ଉଦାହରଣ । ଜାତିବାଦକୁ ନେଇଥିବା ଭେଦଭାବର ଉଦାହରଣ ଭାବେ ଏହି ଘଟଣାକୁ ଉପସ୍ଥାପନ କରିବା ସହ ଦ୍ରୋଣାଚାର୍ଯ୍ୟ ଓContinue reading “ଧର୍ମ ପରେ ଜାତିକୁ ନେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ । କହିଲେ, ନୂଆ ସଂସଦ ଭବନ ଉଦଘାଟନକୁ ରାଷ୍ଟ୍ରପତିଙ୍କୁ ନଡାକିବା ଜାତିବାଦର ତାଜା ଉଦାହରଣ”

ଗଣେଶ ପୂଜାରୁ ହେବ ନୂଆ ସଂସଦ ଭବନ ଶୁଭାରମ୍ଭ । ୧୮ ତାରିଖରେ ପୁରୁଣା ସଂସଦ ଭବନରେ ଚାଲିବ ସ୍ୱତନ୍ତ୍ର ଅଧିବେଶନ

କନକ ବ୍ୟୁରୋ : ଗଣେଶ ପୂଜାରୁ କାର୍ଯ୍ୟକ୍ଷମ ହେବ ନୂଆ ସଂସଦ ଭବନ । ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ୧୮ ତାରିଖରେ ପୁରୁଣା ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ହେବ । ଏହା ପରେ ୧୯ ତାରିଖରୁ ୨୨ ତାରିଖ ପଯ୍ୟନ୍ତ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବଶେନ ଚାଲିବ । ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହେବା ପରେ ପୁରୁଣା ବିଲଡିଂକୁ ମ୍ୟୁଜିୟମ୍ ଅଫ୍ ଡେମୋକ୍ରେସିContinue reading “ଗଣେଶ ପୂଜାରୁ ହେବ ନୂଆ ସଂସଦ ଭବନ ଶୁଭାରମ୍ଭ । ୧୮ ତାରିଖରେ ପୁରୁଣା ସଂସଦ ଭବନରେ ଚାଲିବ ସ୍ୱତନ୍ତ୍ର ଅଧିବେଶନ”

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ଘରେ ବସିଲା ବୈଠକ

କନକ ବ୍ୟୁରୋ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଗଠନ ହୋଇଥିବା କମିଟିର ଅଧ୍ୟକ୍ଷ ହେଉଛନ୍ତି କୋବିନ୍ଦ । କମିଟିରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ୭ ସଦସ୍ୟ ରହିଛନ୍ତି । ବୈଠକରେ କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି । କମିଟିରେ ଅମିତ୍ ଶାହଙ୍କ ବ୍ୟତୀତ ହରିଶContinue reading “ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ଘରେ ବସିଲା ବୈଠକ”

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା । ତଦନ୍ତ କମିଶନଙ୍କ ରିପୋର୍ଟକୁ କାହିଁକି ସାର୍ବଜନୀନ କରୁ ନାହାଁନ୍ତି ରାଜ୍ୟ ସରକାର?

କନକ ବ୍ୟୁରୋ : ହିଂସାକାଣ୍ଡକୁ ଏହାରି ଭିତରେ ୧୫ ବର୍ଷ ବିତିଯାଇଛି । କିନ୍ତୁ ସେଦିନ ଘଟିଥିବା ଘଟଣା, ଓଡ଼ିଶା ଇତିହାସରେ ଏକ କଳାଦାଗ ଛାଡ଼ିଯାଇଛି । ଅଶାନ୍ତ ଥିଲା ରାଜ୍ୟ । ସ୍ଥାନେ ସ୍ଥାନେ ଜଳୁଥିଲା ପ୍ରତିବାଦର ନିଆଁ   । ଜଲେଶପଟ୍ଟା ଆଶ୍ରମ, ଅଚନାକ୍ ଅଶାନ୍ତ ହେଇାଯାଇଥିଲା । ଯେତେବେଳେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କ ୪ ଜଣ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଶାନ୍ତି ପ୍ରିୟ ରାଜ୍ୟ ଓଡ଼ିଶା ମୁଣ୍ଡରେContinue reading “ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା । ତଦନ୍ତ କମିଶନଙ୍କ ରିପୋର୍ଟକୁ କାହିଁକି ସାର୍ବଜନୀନ କରୁ ନାହାଁନ୍ତି ରାଜ୍ୟ ସରକାର?”

କଂଗ୍ରେସରୁ ନିର୍ବାଚନ ଲଢିବେନି ମନ୍ମଥ । ଅକ୍ଟୋବରରେ ଲଢିବା ନେଇ କରିବେ ଖୁଲାସା

କନକ ବ୍ୟୁରୋ : ବାପା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘୋଷଣାର ବିପରୀତ କଂଗ୍ରେସରୁ ନିର୍ବାଚନ ଲଢିବେନି ବୋଲି ନିଷ୍ପତି ନେଇଛନ୍ତି ମନ୍ମଥ ରାଉତରାୟ । ମନ୍ମଥ କହିଛନ୍ତି, ତାଙ୍କର ଏକ ଟିମ ଜଟଣୀରେ ସର୍ଭେ କରିଥିଲା । ଆଉ ରିପୋର୍ଟ ଅନୁସାରେ ଜଟଣୀବାସୀ ତାଙ୍କୁ କଂଗ୍ରେସରୁ ଦେଖିବାକୁ ଚାହିୁଁନାହାନ୍ତି । ସେ କେଉଁ ଦଳରେ ଯୋଗଦେଇ ଟିକେଟ ନେବେ ତାହା ଅକ୍ଟୋବରରେ ଘୋଷଣା କରିବେ । ଏ ନେଇ ବଡ ଦଳର ବଡ ନେତାଙ୍କContinue reading “କଂଗ୍ରେସରୁ ନିର୍ବାଚନ ଲଢିବେନି ମନ୍ମଥ । ଅକ୍ଟୋବରରେ ଲଢିବା ନେଇ କରିବେ ଖୁଲାସା”

ସାଙ୍ଗଙ୍କ ସହ ଭୋଜି ହେଲା କାଳ । ଅକାଳରେ ଚାଲିଗଲା ଛାତ୍ରଙ୍କ ଜୀବନ

କନକ ବ୍ୟୁରୋ : ଝାରପଡା ଅଂଚଳରେ ରହୁଥିବା ଜୟଦେବ ମଙ୍ଗଳବାର ଦିନ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯିବେ ବୋଲି ଘର ଲୋକଙ୍କୁ ଅନୁମତି ମାଗିଥିଲେ । ଘର ନିକଟରେ ଭୋଜି ହେଉଥିବାରୁ ଘର ଲୋକ ମଧ୍ୟ ଭୋଜିରେ ଯୋଗ ଦେବା ପାଇଁ ଅନୁମତି ଦେଇ ଦେଇଥିଲେ । ଖୁସିହୋଇ ଭୋଜିରେ ଯୋଗ ଦେବାପାଇଁ ସାଙ୍ଗ ମାନଙ୍କ ସହ ବାହାରି ଯାଇଥିଲେ ଜୟଦେବ । ହେଲେ ସେ ଜାଣିନଥିଲେ ଏହି ଭୋଜି ତାଙ୍କ ଜୀବନର ଶେଷContinue reading “ସାଙ୍ଗଙ୍କ ସହ ଭୋଜି ହେଲା କାଳ । ଅକାଳରେ ଚାଲିଗଲା ଛାତ୍ରଙ୍କ ଜୀବନ”

କମୁଛି ଚାକିରି, ବଢୁଛି ବେକାରି! ନିଯୁକ୍ତି କ୍ଷେତ୍ରରେ ଭୁବନେଶ୍ୱରର ଦୁର୍ବଳ ପ୍ରଦର୍ଶନ

କନକ ବ୍ୟୁରୋ : ନିଯୁକ୍ତି କ୍ଷେତ୍ରରେ ଛୋଟ ସହରଗୁଡିକର ଅବଦାନ ଅଧିକ ଥିବା ବେଳେ ଚିନ୍ତା ବଢ଼ାଇଛି ନିଯୁକ୍ତି ସୂଚନା ଦେଉଥିବା ପ୍ଲାଟଫର୍ମ ‘ନୌକ୍ରି’ର ତଥ୍ୟ । କେଉଁଠି କେତେ ନିଯୁକ୍ତି.. ମହୀଶୂର +୫୧% ଗାନ୍ଧୀନଗର +୩୪% ଜାମସେଦପୁର +୩୦% ଭୁବନେଶ୍ୱର -୪% ହାଇଦ୍ରାବାଦ -୬% ରାୟପୁର -୯% ଅଗଷ୍ଟ ୨୦୨୨ରୁ ଅଗଷ୍ଟ ୨୦୨୩ ଭିତରେ ଦେଶର ସହରଗୁଡ଼ିକୁ ନେଇ ନିଯୁକ୍ତିର ତୁଳନାତ୍ମକ ଚିତ୍ର ଦେଇଛି ‘ନୌକ୍ରି’ । ବର୍ଷକ ଭିତରେ ଭୁବନେଶ୍ୱରରେ ୮ରୁ ୧୨ ବର୍ଷContinue reading “କମୁଛି ଚାକିରି, ବଢୁଛି ବେକାରି! ନିଯୁକ୍ତି କ୍ଷେତ୍ରରେ ଭୁବନେଶ୍ୱରର ଦୁର୍ବଳ ପ୍ରଦର୍ଶନ”

Design a site like this with WordPress.com
Get started