ଇଣ୍ଡିଆ-ଭାରତକୁ ନେଇ ବିବାଦ ଜାରି : ଜାଣନ୍ତୁ କେଉଁ ୭ ଦେଶର ହୋଇଛି ନାମ ପରିବର୍ତ୍ତନ ?

କନକ ବ୍ୟୁରୋ : ଆମ ଦେଶର ନାମ କେବଳ ଭାରତ ରଖିବାକୁ ନେଇ ଚର୍ଚ୍ଚା ହେଉଛି । ନାମ ପରିବର୍ତନକୁ ନେଇ ଭିନ୍ନ ଭିନ୍ନ ବୟାନ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏଭଳି ଅନେକ ଦେଶ ଅଛନ୍ତି ଯେଉଁମାନେ ସେମାନଙ୍କର ନାମ ପରବର୍ତ୍ତନ କରିଛନ୍ତି । ୭ ଟି ପରିଚିତ ଦେଶ ଯେଉଁମାନେ ବିଭିନ୍ନ କାରଣ ଯୋଗୁଁ ସେମାନଙ୍କ ନାମ ପରବର୍ତ୍ତନ କରିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅଛି ଶ୍ରୀଲଙ୍କା, ଥାଇଲାଣ୍ଡ, ବାଂଲାଦେଶ, ମିଆଁମାର ।Continue reading “ଇଣ୍ଡିଆ-ଭାରତକୁ ନେଇ ବିବାଦ ଜାରି : ଜାଣନ୍ତୁ କେଉଁ ୭ ଦେଶର ହୋଇଛି ନାମ ପରିବର୍ତ୍ତନ ?”

ବାଙ୍କୀ ବାଁଆରା ଅଞ୍ଚଳରେ ୭ ଟିକିଆ ହାତୀ ପଲଙ୍କ ଆତଙ୍କ : ହେକ୍ଟର ହେକ୍ଟର ଧାନ ଫସଲ ଦଳି କରିଦେଲା ନଷ୍ଟ

କନକ ବ୍ୟୁରୋ : ହାତୀ ଦଳି ଦେଲା ଧାନ ଫସଲ । ବାଙ୍କୀ ଡମପଡ଼ା ବ୍ଲକ ବାଁଆରା ଅଞ୍ଚଳରେ ବ୍ୟାପକ ଧାନ ଫସଲ ହାତୀ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ଚନ୍ଦକା ଅଞ୍ଚଳରୁ ୭ଟିକିଆ ହାତୀପଲ ଆସି ହେକ୍ଟର ହେକ୍ଟର ଧାନ ଫସଲ ଦଳି ନଷ୍ଟ କରିଛନ୍ତି । ଏହି ଅଞ୍ଚଳରେ ବାରମ୍ବାର ହାତୀ ଜନବସତିମୁହାଁ ହେଉଥିବା ବେଳେ ଫସଲ ନଷ୍ଟ ହେଉଥିବା ଅଭିଯୋଗ ଆଣିଛନ୍ତି ଅନେକ ଚାଷୀ । ସେପଟେ ବନବିଭାଗContinue reading “ବାଙ୍କୀ ବାଁଆରା ଅଞ୍ଚଳରେ ୭ ଟିକିଆ ହାତୀ ପଲଙ୍କ ଆତଙ୍କ : ହେକ୍ଟର ହେକ୍ଟର ଧାନ ଫସଲ ଦଳି କରିଦେଲା ନଷ୍ଟ”

ରାଜଧାନୀର ଅନ୍ଧାର ବସ୍ତି : ୬ ଦିନ ହେବ ଲାଇନ୍ ନାହିଁ; ଗରମରେ ଲୋକ ରହିବା ସହ ପାଣି ପାଇଁ ହେଉଛନ୍ତି ହଇରାଣ

କନକ ବ୍ୟୁରୋ : ରାଜଧାନୀର ଅନ୍ଧାର ବସ୍ତି । କଳିଙ୍ଗ ଷ୍ଟୁଡିଓ ଛକକୁ ଲାଗି ରହିଛି ଓଁକାର ବସ୍ତି । ଏହି ବସ୍ତିିରେ ଦୀର୍ଘ ୬ ଦିନ ହେବ ଲାଇନ୍ ନାହିଁ । ୬ ଦିନ ତଳେ ବର୍ଷାରେ ଟ୍ରାନସଫର୍ମର ପୋଡ଼ି ଯାଇଥିଲା । ତାପରେ ବାରମ୍ବାର ଅଭିଯୋଗ ପରେ ବି ଏହି ବସ୍ତିରେ ଲାଇନ ଆସିପାରି ନାହିଁ । ବସ୍ତିରେ ୩୦ରୁ ଅଧିକ ପରିବାର ରହୁଛନ୍ତି । ଲାଇନ ନଥିବାରୁ ଗରମରେ ଲୋକ ରହିବା ସହContinue reading “ରାଜଧାନୀର ଅନ୍ଧାର ବସ୍ତି : ୬ ଦିନ ହେବ ଲାଇନ୍ ନାହିଁ; ଗରମରେ ଲୋକ ରହିବା ସହ ପାଣି ପାଇଁ ହେଉଛନ୍ତି ହଇରାଣ”

ନୂଆ ସଂସଦ ଗୃହରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଅଧିବେଶନ । ଗଣେଷ ଚତୁର୍ଥୀରେ ହେବ ଉଦଘାଟନ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ସେପ୍ଟେମ୍ବର ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏକ ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ସୂଚନା ମୁତାବକ ଗଣେଷ ଚତୁର୍ଥୀରେ ସଂସଦର ନୂତନ ଗୃହ ଉଦଘାଟନ ହେବା ସହ ଏହି ନୂଆ ଗୃହରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ୧୮ ତାରିଖର ବୈଠକ ପୁରୁଣା ସଂସଦ ଗୃହରେ ଅନୁଷ୍ଠିତ ହେବ । ମାତ୍ର ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ୪ଟି କାର୍ଯ୍ୟContinue reading “ନୂଆ ସଂସଦ ଗୃହରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଅଧିବେଶନ । ଗଣେଷ ଚତୁର୍ଥୀରେ ହେବ ଉଦଘାଟନ”

ସଂସଦରେ ବିଶେଷ ଅଧିବେଶନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧୀ । ଏହି ୯ଟି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି

କନକ ବ୍ୟୁରୋ : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେତୃତ୍ୱରେ ଚାଲିଥିବା ସରକାର ଡାକିଥିବା ସ୍ୱତନ୍ତ୍ର ଅଧିବେଶନକୁ ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠି ମାଧ୍ୟମରେ ସେ ସ୍ୱତନ୍ତ୍ର ଅଧିବେଶନରେ ୯ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଛନ୍ତି । କହିରଖୁ କି ସୋନିଆ ଗାନ୍ଧୀ ଏହି ଚଠି ଲେଖିବା ଆଗରୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ମଙ୍ଗଳବାର ଦିନ କେନ୍ଦ୍ର ସରକାର ବିଶେଷ ଅଧିବେଶନର ଏଜେଣ୍ଡା କଣContinue reading “ସଂସଦରେ ବିଶେଷ ଅଧିବେଶନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧୀ । ଏହି ୯ଟି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି”

ହରିଶ ସାଲଭେଙ୍କ ବିବାହ ଉତ୍ସବରେ ଲଳିତ ମୋଦୀ : ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀଦଳ ନେତା

କନକ ବ୍ୟୁରୋ : ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେଙ୍କ ବିବାହ ଉତ୍ସବରେ ଲଳିତ ମୋଦୀ ସାମିଲ ହେବାକୁ ନେଇ ଆରମ୍ଭ ହୋଇଛି ବିବାଦ । ରାଜନୈତିକ ମହଲରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତାମାନେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ମନି ଲଣ୍ଡରିଂ ମାମଲା ଏବଂ ଟିକସ ଫାଙ୍କି ଅଭିଯୋଗରେ ଲଳିତ ମୋଦୀଙ୍କ ବିରୋଧରେ ତଦନ୍ତ ଚାଲିଛି । ୨୦୧୦ରୁ ସେ ଭାରତ ଛାଡି ଲଣ୍ଡନରେ ରହୁଛନ୍ତିContinue reading “ହରିଶ ସାଲଭେଙ୍କ ବିବାହ ଉତ୍ସବରେ ଲଳିତ ମୋଦୀ : ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀଦଳ ନେତା”

ଲଗାଣ ବର୍ଷାରେ ଭୁଶୁଡ଼ିଲା ୪୦ ବର୍ଷର ପୁରୁଣା ପୋଲ : ବାଲେଶ୍ୱରର ନୀଳଗିିରିରେ ଘଟିଛି ଘଟଣା

କନକ ବ୍ୟୁରୋ : ଲଗାତାର ବର୍ଷା କାରଣରୁ ଭୁଶୁଡ଼ିଲା ଚାଳିଶ ବର୍ଷର ପୁରୁଣା ପୋଲ । ୨୫ ଖଣ୍ଡ ଗାଁର ଯାତାୟତ ବାଧାପ୍ରାପ୍ତ । ନୀଳଗିରି ବ୍ଲକ ବେଗୁନିଆ ପଞ୍ଚାୟତ ସୋନ ନଦୀର ଶାଖା ଯୋଡ ଉପରେ ପ୍ରସ୍ତୁତ ହୋଇଥିବା ପୋଲ ଲଗାତାର ବର୍ଷା କାରଣରୁ ଭୁଶୁଡ଼ି ପଡିଛି । ଯାହା ଦ୍ବାରା ସ୍କୁଲ ପିଲାଙ୍କ ଯାତାୟତ ,ଆମ୍ବୁଲାନ୍ସ ଯୋଗଯୋଗ ସମସ୍ତ ଜରୁରୀକାଳୀନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ମୁଖ୍ୟ ହାଟ ବଜାର ଗୁଡିକରୁ ୨୫Continue reading “ଲଗାଣ ବର୍ଷାରେ ଭୁଶୁଡ଼ିଲା ୪୦ ବର୍ଷର ପୁରୁଣା ପୋଲ : ବାଲେଶ୍ୱରର ନୀଳଗିିରିରେ ଘଟିଛି ଘଟଣା”

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ : ପ୍ରଥମ ବୈଠକ ଡାକିଲେ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ

କନକ ବ୍ୟୁରୋ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । ପ୍ରଥମ ବୈଠକ ଡାକିଲେ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ । ଅପରାହ୍ଣ ୩ଟାରେ ୭ଜଣିଆ ସଦସ୍ୟଙ୍କ ସହ କରିବେ ଆଲୋଚନା । କିନ୍ତୁ ଏଥିରେ ଅଧିରଂଜନ ଚୌଧୁରୀ ସାମିଲ ହେବେନି । ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କାର୍ଡରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖାଯାଇଥିବା ସାମ୍ନାକୁ ଆସିବା ପରେ ବିବାଦ ବଢିବାରେ ଲାଗିଛି । ଦେଶର ନାଁ ଇଣ୍ଡିଆ ପରିବର୍ତ୍ତେ କେବଳ ଭାରତ ରଖାଯିବା ନେଇ ଚର୍ଚ୍ଚା ହେଉଛିContinue reading “ଗୋଟିଏ ଦେଶ, ଗୋଟିଏ ନିର୍ବାଚନ : ପ୍ରଥମ ବୈଠକ ଡାକିଲେ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ”

କଟକରେ ଫୁଟିଲା ଗୁଳି : ଗୁଳିକରି ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟିନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ : କଟକରେ ଫୁଟିଲା ଗୁଳି । ମତଗଜପୁର ଷ୍ଟେସନ ନିକଟରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ କରି ରୂପା ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏକ ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଥିବା ଜଣାପଡ଼ିଛି । ୪ ଦୁର୍ବୃତ୍ତ ରୂପା ଅଳଙ୍କାର ଭର୍ତ୍ତି ବ୍ୟାଗ୍ ନେଇ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । The post କଟକରେ ଫୁଟିଲା ଗୁଳିContinue reading “କଟକରେ ଫୁଟିଲା ଗୁଳି : ଗୁଳିକରି ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟିନେଲେ ଦୁର୍ବୃତ୍ତ”

ନିଯୁକ୍ତି ପ୍ରଦର୍ଶନରେ ଦୁର୍ବଳ ଭୁବନେଶ୍ୱର : ୮ରୁ ୧୨ ବର୍ଷ ଅଭିଜ୍ଞତା ଥିବା ମଧ୍ୟମସ୍ତରରେ ନିଯୁକ୍ତି ୪% ହ୍ରାସ

କନକ ବ୍ୟୁରୋ : ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ କରାଯାଉଛି ନିଯୁକ୍ତି ମେଳା । କେନ୍ଦ୍ର ସରକାର ନିଯୁକ୍ତି ମେଳା ମାଧ୍ୟମରେ ଚାକିରି ଦେଉଛନ୍ତି । ରାଜ୍ୟ ସରକାର ମଧ୍ୟ ନୂଆ ନିଯୁକ୍ତି ଦେଉଛନ୍ତି । ହେଲେ ରାଜଧାନୀ ଭୁବନେଶ୍ୱରରେ ନିଯୁକ୍ତି କମିବା ଚିନ୍ତାର ବିଷୟ ହୋଇଛି । ନିଯୁକ୍ତି ସୂଚନା ପ୍ରଦାନ କରୁଥିବା ପ୍ଲାଟଫର୍ମ ‘ନୌକ୍ରି’ର ତଥ୍ୟ ଅନୁସାରେ ୨୦୨୨ ଅଗଷ୍ଟରୁ ୨୦୨୩ ଅଗଷ୍ଟ ଭିତରେ ଭୁବନେଶ୍ୱରରେ ୮ରୁ ୧୨ ବର୍ଷ ଅଭିଜ୍ଞତାContinue reading “ନିଯୁକ୍ତି ପ୍ରଦର୍ଶନରେ ଦୁର୍ବଳ ଭୁବନେଶ୍ୱର : ୮ରୁ ୧୨ ବର୍ଷ ଅଭିଜ୍ଞତା ଥିବା ମଧ୍ୟମସ୍ତରରେ ନିଯୁକ୍ତି ୪% ହ୍ରାସ”

Design a site like this with WordPress.com
Get started