ସନାତନ ଧର୍ମକୁ ନେଇ ଦିଆଯାଇଥିବା ବୟାନ ଉପରେ କଡା ଜବାବ ରଖନ୍ତୁ । କିନ୍ତୁ ଭାରତ ଓ ଇଣ୍ଡିଆ ନାଁକୁ ନେଇ ଚୁପ୍ ରୁହନ୍ତୁ, ଜାଣନ୍ତୁ ନିଜ ମନ୍ତ୍ରୀଙ୍କୁ କଣ ପରାମର୍ଶ ଦେଇଛନ୍ତି ମୋଦୀ ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନିଜ ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକ ପରେ ମନ୍ତ୍ରୀଙ୍କୁ ବଡ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ମୋଦୀ କହିଛନ୍ତି, ସନାତନ ଧର୍ମ ଉପରେ ଉଦୟନିଧି ଷ୍ଟାଲିନ ଦେଇଥିବା ବୟାନ ଉପରେ ସମସ୍ତେ ଜବାବ ଦିଅନ୍ତୁ । ଏହାସହ ଭାରତ ଓ ଇଣ୍ଡିଆ ନାଁକୁ ନେଇ ଉପୁଜିଥିବା ବିବାଦକୁ ନେଇ କୌଣସି ବୟାନବାଜି ନ କରିବାକୁ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ମାନଙ୍କୁContinue reading “ସନାତନ ଧର୍ମକୁ ନେଇ ଦିଆଯାଇଥିବା ବୟାନ ଉପରେ କଡା ଜବାବ ରଖନ୍ତୁ । କିନ୍ତୁ ଭାରତ ଓ ଇଣ୍ଡିଆ ନାଁକୁ ନେଇ ଚୁପ୍ ରୁହନ୍ତୁ, ଜାଣନ୍ତୁ ନିଜ ମନ୍ତ୍ରୀଙ୍କୁ କଣ ପରାମର୍ଶ ଦେଇଛନ୍ତି ମୋଦୀ ।”

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ଘରେ ବସିଲା ବୈଠକ

କନକ ବ୍ୟୁରୋ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଗଠନ ହୋଇଥିବା କମିଟିର ଅଧ୍ୟକ୍ଷ ହେଉଛନ୍ତି କୋବିନ୍ଦ । କମିଟିରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ୭ ସଦସ୍ୟ ରହିଛନ୍ତି । ବୈଠକରେ କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି । କମିଟିରେ ଅମିତ୍ ଶାହଙ୍କ ବ୍ୟତୀତ ହରିଶContinue reading “ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ଘରେ ବସିଲା ବୈଠକ”

ତୃଣମୂଳସ୍ତରରେ କେମିତି କାର୍ଯ୍ୟକାରୀ ହେବ ରୁଦ୍ଧଦ୍ୱାର ବୈଠକର ନିଷ୍ପତି । ନବୀନ ନିବାସରୁ ମନ୍ତ୍ରଣା ନେଇ ପ୍ରଶିକ୍ଷଣ ଓ ପଦଯାତ୍ରା ଜରିଆରେ ଲୋକଙ୍କୁ ପାଖକୁ ଯିବେ ବିଜେଡି ନେତା

କନକ ବ୍ୟୁରୋ : ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ୩୦ ଜିଲ୍ଲା ଗସ୍ତ ପରେ ଏବେ ବିଜେଡି ନେତାଙ୍କର ଭୂମିକା ଉପରେ ରହିଛି ସାରା ଓଡ଼ିଶାର ନଜର । ନବୀନ ନିବାସରେ ବିଜେଡି ପର୍ଯ୍ୟବେକ୍ଷକ ବୈଠକ ପରେ ପ୍ରସ୍ତୁତ ହୋଇଛି ଦଳୀୟ ରଣନୀତି । ପଦଯାତ୍ରା ଓ ପ୍ରଶିକ୍ଷଣ ପାଇଁ ପ୍ରସ୍ତୁତ ଅଛନ୍ତି ଦଳୀୟ ନେତା । ନିର୍ଦ୍ଧାରିତ ସମୟ ସୂଚୀ ଅନୁସାରେ, ନିର୍ବାଚନ ମଣ୍ଡଳ ଉପରେ ଫୋକସ କରିବେ ଦଳୀୟ ବିଧାୟକ । ତେବେ ପ୍ରଶ୍ନContinue reading “ତୃଣମୂଳସ୍ତରରେ କେମିତି କାର୍ଯ୍ୟକାରୀ ହେବ ରୁଦ୍ଧଦ୍ୱାର ବୈଠକର ନିଷ୍ପତି । ନବୀନ ନିବାସରୁ ମନ୍ତ୍ରଣା ନେଇ ପ୍ରଶିକ୍ଷଣ ଓ ପଦଯାତ୍ରା ଜରିଆରେ ଲୋକଙ୍କୁ ପାଖକୁ ଯିବେ ବିଜେଡି ନେତା”

ଉତ୍ତର କୋରିଆକୁ ପୁଣିଥରେ ଆମେରିକାର ଚେତାବନୀ

ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଆମେରିକା ଉତ୍ତର କୋରିଆକୁ ପୁଣି ଧମକ ଦେଇଛି । ଆମେରିକା ଉତ୍ତର କୋରିଆକୁ ଧମକ ଦେଇ କହିଛି ଯେ ଯଦି ରୁଷିଆକୁ ଅସ୍ତ୍ରଶସ୍ତ୍ରରେ ଯୋଗେ ତେବେ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ। ଆମେରିକା ସୂତ୍ର ଅନୁସାରେ ଯେ ଅସ୍ତ୍ରଶସ୍ତ୍ର ଯୋଗାଣ ସମ୍ବନ୍ଧରେ ଉତ୍ତର କୋରିଆ ଏବଂ ରୁଷ ମଧ୍ୟରେ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ଅଛି । ଆଜିକାଲି ଉତ୍ତର କୋରିଆ ଉପରେ ଆମେରିକା ମଧ୍ୟରେContinue reading “ଉତ୍ତର କୋରିଆକୁ ପୁଣିଥରେ ଆମେରିକାର ଚେତାବନୀ”

‘ଇଣ୍ଡିଆ ନା ଭାରତ’ ତେଜିଲା ରାଜନୀତି । ଜି-୨୦ ନିମନ୍ତ୍ରଣ ପତ୍ରକୁ ନେଇ ବଢିଲା ଚର୍ଚ୍ଚା ବିରୋଧୀ ମେଣ୍ଟ କହିଲା ଇଣ୍ଡିଆ ନାମକୁ ନେଇ ଭୟଭିତ ବିଜେପି

କନକ ବ୍ୟୁରୋ : ଭାରତ ନାଁ ଇଣ୍ଡିଆ । ଏହି ପ୍ରସଙ୍ଗ ଏବେ ଜାତୀୟ ରାଜନୀତିକୁ ବେଶ୍ ସରଗରମ କରିଛି । ବ୍ରିଟିଶ ଅମଳରୁ ଦେଶର ନାମ ଇଣ୍ଡିଆକୁ ବଦଳାଇବାକୁ ସ୍ୱତନ୍ତ୍ର ଅଧିବେଶନରେ ବିଲ୍ ଆଗତ ହୋଇପାରେ ବୋଲି ଆଶା କରାଯାଉଛି । ଏହି କଥା ପ୍ରଘଟ ହେବା ପରେ ଏହାକୁ ନେଇ ସରକାରଙ୍କ ଠାରୁ ବିରୋଧୀ ଦଳ ପର୍ଯ୍ୟନ୍ତ ସମସ୍ତେ ଆଗକୁ ଆସିଛନ୍ତି । ଆଉ ଏହାରି ମଧ୍ୟରେ ରାଷ୍ଟ୍ରପତିଙ୍କ ଲେଟର ପ୍ୟାଡରେ ପ୍ରେସିଡେଣ୍ଟ ଅଫ୍Continue reading “‘ଇଣ୍ଡିଆ ନା ଭାରତ’ ତେଜିଲା ରାଜନୀତି । ଜି-୨୦ ନିମନ୍ତ୍ରଣ ପତ୍ରକୁ ନେଇ ବଢିଲା ଚର୍ଚ୍ଚା ବିରୋଧୀ ମେଣ୍ଟ କହିଲା ଇଣ୍ଡିଆ ନାମକୁ ନେଇ ଭୟଭିତ ବିଜେପି”

INDIA ବନାମ BHARAT ବିବାଦ ମଧ୍ୟରେ ଶଶି ଥରୁରଙ୍କ ବଡ ବିବୃତ୍ତି

“ଇଣ୍ଡିଆ ବନାମ ଭାରତ” ବିବାଦ ମଧ୍ୟରେ ଶଶି ଥରୁରଙ୍କ ବଡ ବିବୃତ୍ତି ଇଣ୍ଡିଆ କିମ୍ବା ଭାରତ ନାମ ସମ୍ବନ୍ଧରେ ରାଜନୈତିକ ଦଳଗୁଡିକ ଦୁଇ ଭାଗରେ ବିଭକ୍ତ ହେଇଯାଇଛନ୍ତି । ଗୋଟିଏ ପକ୍ଷ  ଭାରତ ନାମକୁ ସମର୍ଥନ କରୁଥିବାବେଳେ ଅନ୍ୟ ପକ୍ଷ ଏହାକୁ ସମ୍ବିଧାନ ବିରୋଧି ବୋଲି କହୁଛନ୍ତି । ତେବେ ବର୍ତ୍ତମାନ ଶଶି ଥରୁର ମଧ୍ୟ ଏହି ବିବାଦରେ ନିଜର ମତ ରଖିଛନ୍ତି ।  ବିରୋଧୀ ଦଳକୁ ମେଣ୍ଟ ନାମ ପରିବର୍ତ୍ତନ କରିବାକୁ ସେ ପରାମର୍ଶ ଦେଇଛନ୍ତିContinue reading “INDIA ବନାମ BHARAT ବିବାଦ ମଧ୍ୟରେ ଶଶି ଥରୁରଙ୍କ ବଡ ବିବୃତ୍ତି”

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ରିପୋର୍ଟକୁ ନେଇ ସରକାରଙ୍କୁ ଘେରିଲା ବିଜେପି । କହିଲା, ସାର୍ବଜନୀନ କରାଯାଉ ତଦନ୍ତ ରିପୋର୍ଟ

କନକ ବ୍ୟୁରୋ : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ତଦନ୍ତ କମିଶନଙ୍କ ରିପୋର୍ଟକୁ କାହିଁକି ସାର୍ବଜନୀନ କରୁ ନାହାଁନ୍ତି ରାଜ୍ୟ ସରକାର ବୋଲି ପ୍ରଶ୍ନ ଉଠାଇଛି ବିଜେପି । ତଦନ୍ତ ରିପୋର୍ଟକୁ ବିଧାନସଭାରେ କାହିଁକି ଉପସ୍ଥାପନ କରାଯାଉନାହିଁ? ଏଥିରେ ରାଜ୍ୟ ସରକାରଙ୍କ କ’ଣ ବ୍ୟାକ୍ ଡୋର୍ ଏଜେଣ୍ଡା ରହିଛି କି ବୋଲି ଦଳ ପ୍ରଶ୍ନ କରିଛି । ଏହା ସହ ତୁରନ୍ତ ତଦନ୍ତContinue reading “ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ରିପୋର୍ଟକୁ ନେଇ ସରକାରଙ୍କୁ ଘେରିଲା ବିଜେପି । କହିଲା, ସାର୍ବଜନୀନ କରାଯାଉ ତଦନ୍ତ ରିପୋର୍ଟ”

ସମ୍ବିଧାନର ପ୍ରଥମ ଧାରା; ଇଣ୍ଡିଆ କି ଭାରତ, କେଉଁ ନାମ ହେବ ଦେଶର ଚେହେରା?

କନକ ବ୍ୟୁରୋ : ଏବେ ଦେଶର ଦୁଇ ନା କୁ ନେଇ ଆରମ୍ଭ ହୋଇଛି ବିବାଦ । ଭାରତ ନାଟି ଆମ ଦେଶର ପରମ୍ପରାକୁ ଦର୍ଶାଉଥିବା ବେଳେ ଇଣ୍ଡିଆ ନାରେ ଆମ ଆମକୁ ଦେଶ ବିଦେଶ ଜାଣନ୍ତି । ଏତେ ଦିନ ଧରି ଦୁଇଟି ନା ରେ ଦେଶ ଚାଲୁଥିବା ବେଳେ ଏବେ କେଉଁ ନା ଟିକୁ ପ୍ରାଧାନ୍ୟ ଦିଆଯିବ ଏ ନେଇ ସରଗରମ ରାଜନୀତି । ରାଷ୍ଟ୍ରପତିଙ୍କ ତରଫରୁ ଜି ୨୦ ସମ୍ମୀଳନି ଅବସରରେ ଆୟୋଜନContinue reading “ସମ୍ବିଧାନର ପ୍ରଥମ ଧାରା; ଇଣ୍ଡିଆ କି ଭାରତ, କେଉଁ ନାମ ହେବ ଦେଶର ଚେହେରା?”

ବୋଲ ମାନୁନି ଜୁନିୟର ଷ୍ଟାଲିନଙ୍କ ମୁହଁ । ଧର୍ମ ପରେ ଜାତିକୁ ନେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ

କନକ ବ୍ୟୁରୋ : ପୁଣି ବିବାଦରେ ଡିଏମ୍କେ ନେତା ଉଦୟନିଧି ଷ୍ଟାଲିନ୍ । ସନାତନ ଧର୍ମକୁ ନେଇ ଉଦୟନିଧି ରଖିଥିବା ବୟାନକୁ ନେଇ ବିବାଦ ଥମି ନଥିବା ବେଳେ ଜାତିକୁ ନେଇ ଏବେ ପୁଣି ଏକ ବୟାନ ରଖିଛନ୍ତି । ନୂଆ ସଂସଦ ଭବନ ଉଦଘାଟନ ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କୁ ନିମନ୍ତ୍ରଣ କରାନଯିବା ଜାତିବାଦର ତାଜା ଉଦାହରଣ । ଜାତିବାଦକୁ  ନେଇଥିବା ଭେଦଭାବର ଉଦାହରଣ ଭାବେ ଏହି ଘଟଣାକୁ ଉପସ୍ଥାପନ କରିବା ସହ ଦ୍ରୋଣାଚାର୍ଯ୍ୟ ଓContinue reading “ବୋଲ ମାନୁନି ଜୁନିୟର ଷ୍ଟାଲିନଙ୍କ ମୁହଁ । ଧର୍ମ ପରେ ଜାତିକୁ ନେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ”

ପଡୋଶୀ ଦେଶମାନଙ୍କ ସହାୟତାରେ ଚୀନକୁ ଘେରିବାକୁ ଯାଉଛି ଭାରତ

ପଡୋଶୀ ଦେଶମାନଙ୍କ ସହାୟତାରେ ଚୀନକୁ ଘେରିବାକୁ ଚେଷ୍ଟା କରୁଛି ଭାରତ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ASEAN ସମ୍ମିଳନୀରେ ଭାଗନେବାକୁ ଇଣ୍ଡୋନେସିଆ ଗସ୍ତରେ ଯିବେ । ମୋଦିଙ୍କ ଏହି ଗସ୍ତ G-20 ସମ୍ମିଳନୀର ଠିକ ୩ ଦିନପୂର୍ବରୁ ହେବାକୁ ଯାଉଛି । ମୋଦିଙ୍କ ଏହି ଗସ୍ତ ପୂର୍ବରୁ ଏବେ ଏକ ଚର୍ଚ୍ଚା ଜୋର ଧରିଛି ଯେ ଚୀନର ପଡୋଶୀ ଦେଶମାନଙ୍କ ସହାୟତାରେ ଭାରତ ଚିନକୁ ଘେରିବାକୁ ଚେଷ୍ଟା କରୁଛି । ମୋଦିଙ୍କ ଏହି ଗସ୍ତ କାହିଁକିContinue reading “ପଡୋଶୀ ଦେଶମାନଙ୍କ ସହାୟତାରେ ଚୀନକୁ ଘେରିବାକୁ ଯାଉଛି ଭାରତ”

Design a site like this with WordPress.com
Get started