ପାକିସ୍ତାନରେ ପହଞ୍ଚିଲା ଇଣ୍ଡିଆ ଓ ଭାରତ ନାଁ ଚର୍ଚ୍ଚା । ପାକିସ୍ତାନ ଗଣମାଧ୍ୟମ କହିଲା, ମୋଦୀ ସରକାର… ।

କନକ ବ୍ୟୁରୋ : ଇଣ୍ଡିଆ ଓ ଭାରତ ନାଁକୁ ନେଇ ଏବେ ଦେଶରେ ଜୋରଦାର ଚର୍ଚ୍ଚା । ଜି-୨୦ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ଦେଶରେ ନୁହେଁ ପଡୋଶୀ ଦେଶରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପାକିସ୍ତାନ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଖୁବଶୀଘ୍ର ମୋଦୀ ସରକାର ଇଣ୍ଡିଆ ନାଁ ବଦଳାଇ ଭାରତ ରଖିପାରନ୍ତି । ଏଥିପାଇଁ ମୋଦୀContinue reading “ପାକିସ୍ତାନରେ ପହଞ୍ଚିଲା ଇଣ୍ଡିଆ ଓ ଭାରତ ନାଁ ଚର୍ଚ୍ଚା । ପାକିସ୍ତାନ ଗଣମାଧ୍ୟମ କହିଲା, ମୋଦୀ ସରକାର… ।”

୨୦୧୮ରେ ଆରବିଆଇ ଓ ସରକାରଙ୍କ ମଧ୍ୟରେ କାହିଁକି ହୋଇଥିଲା ବିବାଦ ? ନିଜ ପୁସ୍ତକରେ ବଡ ଖୁଲାସା କଲେ ବିରଳ ଆଚାର୍ଯ୍ୟ

କନକ ବ୍ୟୁରୋ : ୨୦୧୮ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବଡ଼ ବିବାଦ ହୋଇଥିଲା । ଏବେ ଏନେଇ ନିଜ ପୁସ୍ତକରେ ବଡ଼ ଖୁଲାସା କରିଛନ୍ତି ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ । ନିଜ ପୁସ୍ତକ ‘କ୍ୱେଷ୍ଟ ଅଫ୍ ରିଷ୍ଟୋରିଂ ଫାଇନାନ୍ସିଆଲ ଷ୍ଟାବିଲିଟି ଇନ୍ ଇଣ୍ଡିଆ’ରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସରକାର ବ୍ୟୟ ଅଟକଳ ବଢ଼ାଇବାକୁ ଚାହୁଁଥିଲେ । ସେଥିପାଇଁContinue reading “୨୦୧୮ରେ ଆରବିଆଇ ଓ ସରକାରଙ୍କ ମଧ୍ୟରେ କାହିଁକି ହୋଇଥିଲା ବିବାଦ ? ନିଜ ପୁସ୍ତକରେ ବଡ ଖୁଲାସା କଲେ ବିରଳ ଆଚାର୍ଯ୍ୟ”

କମ୍ପ୍ୟୁଟର ଅପରେଟର କାମ କରିବାକୁ ଯାଇ ଓଡ଼ିଆ ଯୁବକ ବନ୍ଦୀ : ପୁଅକୁ ମୁକୁଳାଇବାକୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ପରିବାରର ଗୁହାରୀ

କନକ ବ୍ୟୁରୋ : କମ୍ପ୍ୟୁଟର ଅପରେଟର କାମ କରିବାକୁ ଯାଇ କମ୍ବୋଡିଆରେ ବନ୍ଦୀ ହେଲେ ଗଞ୍ଜାମ ରଙ୍ଗେଲଲୁଣ୍ଡାର ଦୀନବନ୍ଧୁ । ଭିଏତନାମରେ ଚାକିରି ଦେବା ନାଁରେ କମ୍ବୋଡିଆରେ ବିକିଦେଲେ ଏଜେଣ୍ଟ । ୨୫ଶହ ଡଲାର ଦେଲେ ଛାଡ଼ିବେ କହୁଛନ୍ତି ଏଜେଣ୍ଟ । ଏବେ କୋଠରୀରେ ବନ୍ଦୀ ଭାବରେ ଜୀବନ ବିତାଉଛନ୍ତି ଦୀନବନ୍ଧୁ । ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ୱନାଥପୁରର ଦୀନବନ୍ଧୁ ସାହୁ । କମ୍ପ୍ୟୁଟର ଅପରେଟର ଭାବେ କାମ କରିବାକୁ ବିଦେଶ ଯିବା ପାଇଁ ଗୁଜରାଟର ଏକ କମ୍ପାନୀContinue reading “କମ୍ପ୍ୟୁଟର ଅପରେଟର କାମ କରିବାକୁ ଯାଇ ଓଡ଼ିଆ ଯୁବକ ବନ୍ଦୀ : ପୁଅକୁ ମୁକୁଳାଇବାକୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ପରିବାରର ଗୁହାରୀ”

କାନ୍ଧରେ ବନ୍ଧୁକ, ହାତରେ ଷ୍ଟ୍ରେଚର : ଘାଟି ତଳୁ ଷ୍ଟ୍ରେଚରରେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଲେ ବିଏସଏଫ ଯବାନ

କନକ ବ୍ୟୁରୋ : କାନ୍ଧରେ ବନ୍ଧୁକ, ହାତରେ ଷ୍ଟ୍ରେଚର । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଆସିଛି ବିଏସଏଫ୍ ଯବାନଙ୍କ କର୍ତ୍ତବ୍ୟ ପରାୟଣର ଚିତ୍ର । ସ୍ୱାଭିମାନ ଅଞ୍ଚଳ ସ୍ଥିତ ହନ୍ତାଳଗୁଡା ଘାଟିରେ ଏକ ଟ୍ରାକ୍ଟର ଓଲଟି ପଡ଼ିଥିଲା । ଖବର ପାଇ ତୁରନ୍ତ ହନ୍ତାଳଗୁଡ଼ା ବିଏସଏଫ୍ କ୍ୟାମ୍ପର ଯବାନମାନେ ସେଠାରେ ପହଞ୍ଚିଥିଲେ । ଯବାନମାନେ ଦୁଇ ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ ବିଏସଏଫ୍ ଯବାନ । ଘାଟି ତଳୁ ଷ୍ଟ୍ରେଚରରେ ବୋହି ଆଣି ଆମ୍ବୁଲାନ୍ସ ଯୋଗେContinue reading “କାନ୍ଧରେ ବନ୍ଧୁକ, ହାତରେ ଷ୍ଟ୍ରେଚର : ଘାଟି ତଳୁ ଷ୍ଟ୍ରେଚରରେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଲେ ବିଏସଏଫ ଯବାନ”

ଗାଧୋଇବାକୁ ଯାଇ ଭାସିଗଲେ ୧୭ ବର୍ଷର ବାଳକ : ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି

କନକ ବ୍ୟୁରୋ : ଗାଧୋଇବାକୁ ଯାଇ ଭାସିଗଲେ ୧୭ ବର୍ଷର ବାଳକ । ଭୁବନେଶ୍ୱର ବାଲିଅନ୍ତା ରଙ୍ଗବଜାର ନିକଟ ନଦୀରେ ଅଘଟଣ । ଉଦ୍ଧାର ପାଇଁ ଜାରି ରହିଛି ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ । ନିଖୋଜ ଥିବା ବାଳକର ଘର ଝାରପଡ଼ା ଅଞ୍ଚଳରେ । ଗତକାଲି ୪ଜଣ ପିଲା ରଙ୍ଗବଜାର ନିକଟ ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଜଣେ ବାଳକଙ୍କ ନଦୀରେ ଗୋଡ଼ ଖସି ଯାଇଥିଲା । The post ଗାଧୋଇବାକୁ ଯାଇContinue reading “ଗାଧୋଇବାକୁ ଯାଇ ଭାସିଗଲେ ୧୭ ବର୍ଷର ବାଳକ : ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି”

ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ! କିନ୍ତୁ ଏହା ଚୂଡାନ୍ତ ନୁହେଁ, ଜାଣନ୍ତୁ ଘୋଷିତ ଦଳରେ କାହାକୁ ମିଳିଛି ସ୍ଥାନ?

କନକ ବ୍ୟୁରୋ : ଦିନିକିଆ ବିଶ୍ୱକପ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କରିଛି ଅଷ୍ଟ୍ରେଲିଆ । ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳର ମଙ୍ଗ ଧରିବେ ପାଟ କମିନ୍ସ । ତେବେ ବିଶ୍ୱକପ ପାଇଁ ଏହା ଅଷ୍ଟ୍ରେଲିଆର ଚୂଡାନ୍ତ ଦଳ ନୁହେଁ । ଚଳିତ ମାସ ଶେଷ ସୁଦ୍ଧା ଚୂଡାନ୍ତ ବିଶ୍ୱକପ ଦଳ ଘୋଷଣା କରିବ ଅଷ୍ଟ୍ରେଲିଆ । ତେବେ ଅଷ୍ଟ୍ରେଲିଆ ପକ୍ଷରୁ ଏବେ ଘୋଷିତ ହୋଇଥିବା ଦଳରେ ଷ୍ଟିଭ ସ୍ମିଥ, ମିସେଲContinue reading “ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ! କିନ୍ତୁ ଏହା ଚୂଡାନ୍ତ ନୁହେଁ, ଜାଣନ୍ତୁ ଘୋଷିତ ଦଳରେ କାହାକୁ ମିଳିଛି ସ୍ଥାନ?”

ବହୁ ପୁରୁଣା ଇଣ୍ଡିଆ-ଭାରତ ବିବାଦ : ଦେଶରେ ସମ୍ବିଧାନରେ ପ୍ରଥମେ ନଥିଲା ଭାରତ ନାଁ; ବିବାଦର ବର୍ଷକ ପରେ ଇଣ୍ଡିଆ ସହ ଯୋଡ଼ା ଯାଇଥିଲା ଭାରତ

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କାର୍ଡରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖାଯାଇଥିବା ସାମ୍ନାକୁ ଆସିବା ପରେ ବିବାଦ ବଢିବାରେ ଲାଗିଛି । ଦେଶର ନାଁ ଇଣ୍ଡିଆ ପରିବର୍ତ୍ତେ କେବଳ ଭାରତ ରଖାଯିବା ନେଇ ଚର୍ଚ୍ଚା ହେଉଛି । ହେଲେ ଆମ ଦେଶର ଯେତେବେଳେ ସମ୍ବିଧାନ ପ୍ରଣୟନ ହୋଇଥିଲା ସେତେବେଳେ ଭାରତ ବୋଲି କିଛି ନାମ ନଥିଲା । ୧୯୪୮ ମସିହା ନଭେମ୍ବର ୪ ତାରିଖର ଡ୍ରାଫ୍ଟିଂ କମିଟିର ଅଧ୍ୟକ୍ଷ ବି.ଆର ଆମ୍ବେଦକର ଦେଶର ନୂଆ ସମ୍ବିଧାନରContinue reading “ବହୁ ପୁରୁଣା ଇଣ୍ଡିଆ-ଭାରତ ବିବାଦ : ଦେଶରେ ସମ୍ବିଧାନରେ ପ୍ରଥମେ ନଥିଲା ଭାରତ ନାଁ; ବିବାଦର ବର୍ଷକ ପରେ ଇଣ୍ଡିଆ ସହ ଯୋଡ଼ା ଯାଇଥିଲା ଭାରତ”

ଜି-୨୦ ସମ୍ମିଳନୀକୁ ଜିନପିଙ୍ଗ-ପୁଟିନ୍ ନ ଆସିବା ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲେ ଏସ-ଜୟଶଙ୍କର; କହିଲେ, ‘କିଏ ଆସିବ, ନଆସିବ, ଗୁରୁତ୍ୱପୂର୍ଣ୍ଣ ନୁହଁ’

କନକ ବ୍ୟୁରୋ : ଚଳିତ ଜି-୨୦ ବୈଠକରେ ଯୋଗଦେବେ ନାହିଁ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ଆସିବେ ନାହିଁ । ଜିନ୍ପିଙ୍ଗ ଓ ପୁଟିନ୍ ଜି-୨୦ ବୈଠକରେ ସାମିଲ ନହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । କହିଛନ୍ତି, କିଏ ଆସିବ, କିଏ ନଆସିବ, ତାହା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ । ଦେଶର ପ୍ରତିନିଧିତ୍ୱ କିଏ କରିବ, ତାହା ସେମାନଙ୍କ ନିଷ୍ପତ୍ତି ।Continue reading “ଜି-୨୦ ସମ୍ମିଳନୀକୁ ଜିନପିଙ୍ଗ-ପୁଟିନ୍ ନ ଆସିବା ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲେ ଏସ-ଜୟଶଙ୍କର; କହିଲେ, ‘କିଏ ଆସିବ, ନଆସିବ, ଗୁରୁତ୍ୱପୂର୍ଣ୍ଣ ନୁହଁ’”

ସୁନ୍ଦରଗଡ଼ ସଦର ବ୍ଲକ ଅଞ୍ଚଳରେ ୪ଟିକିଆ ଦନ୍ତା ହାତୀଙ୍କ ଉପଦ୍ରବ : ଫସଲ ନଷ୍ଟ କରିବା ସହ ଭାଙ୍ଗୁଛନ୍ତି ଘରଦ୍ୱାର

କନକ ବ୍ୟୁରୋ : ସୁନ୍ଦରଗଡ଼ ସଦର ବ୍ଲକ ଅଞ୍ଚଳରେ ମାତିଛନ୍ତି ହାତୀ । ଏକ ମାସରୁ ଅଧିକ ହେବ ୪ ଟିକିଆ ହାତୀ ପଲ ସଦର ବ୍ଲକର କିଞ୍ଜିମା, ମହୁଲ ଜୋର, ଘଣ୍ଟିବୁଡ଼ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ୪ଟି ହାତୀ ଦିନ ବେଳା ନିକଟସ୍ଥ ଜଙ୍ଗଲକୁ ଯିବା ସହିତ ସଂଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି । ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଜଙ୍ଗଲContinue reading “ସୁନ୍ଦରଗଡ଼ ସଦର ବ୍ଲକ ଅଞ୍ଚଳରେ ୪ଟିକିଆ ଦନ୍ତା ହାତୀଙ୍କ ଉପଦ୍ରବ : ଫସଲ ନଷ୍ଟ କରିବା ସହ ଭାଙ୍ଗୁଛନ୍ତି ଘରଦ୍ୱାର”

ଜି-୨୦ ସମ୍ମିଳନୀ ପୂର୍ବରୁ ବିଦେଶ ଗସ୍ତରେ ରାହୁଲ ଗାନ୍ଧୀ । ୟୁରୋପରେ ପ୍ରବାସୀ ଭାରତୀୟଙ୍କ ସହ କରିବେ ବୈଠକ

କନକ ବ୍ୟୁରୋ : ଆଗାମୀ ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏଁ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଏହି ସମ୍ମିଳନୀରେ ବିଶ୍ୱର ନାମୀଦାମୀ ଦେଶ ଯୋଗ ଦେବେ । ଅତିଥୀମାନଙ୍କୁ ସ୍ୱାଗତ କରିବା ପାଇଁ ଦିଲ୍ଲୀରେ ସମସ୍ତପ୍ରକାର ପ୍ରସ୍ତୁତି ସରିଛି । ଦେଶ ଏକ ବଡ ସମ୍ମିଳନୀକୁ ନେଇ ଉତ୍ସାହିତ ଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୭ଦିନିଆ ବିଦେଶ ଗସ୍ତରେ ଅଛନ୍ତି । ଗତକାଲିଠୁ ଏକ ସପ୍ତାହ ଯାଏଁ ୟୁରୋପContinue reading “ଜି-୨୦ ସମ୍ମିଳନୀ ପୂର୍ବରୁ ବିଦେଶ ଗସ୍ତରେ ରାହୁଲ ଗାନ୍ଧୀ । ୟୁରୋପରେ ପ୍ରବାସୀ ଭାରତୀୟଙ୍କ ସହ କରିବେ ବୈଠକ”

Design a site like this with WordPress.com
Get started