କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର ପୁରୀ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ମହାଯଜ୍ଞର ଆରମ୍ଭ ହୋଇଥିବା ବେଳେ ଶ୍ରୋତୀୟ ବ୍ରାହ୍ମଣ ମାନଙ୍କ ବେଦପାଠ ଓ ପୂଜାର୍ଚ୍ଚନାରେ ପ୍ରକମ୍ପିତ ହେଉଛି ଚତୂର୍ଦ୍ଦିଗ । ଶ୍ରୀମନ୍ଦିର ଚାରିଦ୍ୱାରେ ବେଦପାଠ ସାଙ୍ଗକୁ ନାମ ସଂକୀର୍ତନରେ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକତାର ମାହୋଲ । ୬୦ ଜଣ ବିଦ୍ୟାର୍ଥୀ ଏହି ବେଦ ପାଠ କରୁଛନ୍ତି । ସିଂହଦ୍ୱାରରେ ଋକ ବେଦ,Continue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ଶ୍ରୋତୀୟ ବ୍ରାହ୍ମଣ ମାନଙ୍କ ଯଜ୍ଞ, ବେଦପାଠ ଓ ପୂଜାର୍ଚ୍ଚନାରେ ଆଧ୍ୟତ୍ମିକତାର ମାହୋଲ ସୃଷ୍ଟି”
Tag Archives: News
ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ମାତ୍ର ୬ଦିନ, ଉତ୍ସବମୁଖର ଅଯୋଧ୍ୟା ନଗରୀ । ଆଜିଠୁ ଆରମ୍ଭ ହେବ ପ୍ରାକ ପ୍ରତିଷ୍ଠା ରୀତିନୀତି
କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆଉ ମାତ୍ର ୬ଦିନ । ଆଜିଠୁ ବିଜ୍ଞ ପଣ୍ଡିତଙ୍କ ମନ୍ତ୍ରଧ୍ୱନି ଏବଂ ପୂଜାର୍ଚ୍ଚନା ମଧ୍ୟରେ ପ୍ରାଣ ପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହେବ । ୧୮ତାରିଖରେ ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ପ୍ରତିମୂର୍ତି, ୨୨ତାରିଖରେ କରାଯିବ ପ୍ରାଣ ପ୍ରତିଷ୍ଠା । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟବୋର୍ଡର ମହାସଚିବ ଚମ୍ପତରାୟ ସାମ୍ବାଦିକ ସମ୍ମିଳନୀରେ ୬ଦିନ ଧରି ଚାଲିବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ନେଇ ସୂଚନା ଦେଇଛନ୍ତିContinue reading “ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ମାତ୍ର ୬ଦିନ, ଉତ୍ସବମୁଖର ଅଯୋଧ୍ୟା ନଗରୀ । ଆଜିଠୁ ଆରମ୍ଭ ହେବ ପ୍ରାକ ପ୍ରତିଷ୍ଠା ରୀତିନୀତି”
ବହୁପ୍ରତିକ୍ଷିତ ବଲିଉଡ ସିନେମା ଫାଇଟରର ପ୍ରଥମ ଟ୍ରେଲର ରିଲିଜ: ଦର୍ଶକଙ୍କ ମନ ଜିତିଲା କଳାକାରଙ୍କ ଡାଇଲଗ ଓ ଲୁକ
କନକ ବ୍ୟୁରୋ: ବହୁପ୍ରତିକ୍ଷିତ ବଲିଉଡ ସିନେମା ଫାଇଟରର ପ୍ରଥମ ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଥିବା ଡାଇଲଗ ଓ ଆକର୍ଷଣୀୟ ଦୃୃଶ୍ୟ ଦର୍ଶକଙ୍କ ମନ ଜିତିପାରିଛି । ପ୍ରଥମ ଥର ପାଇଁ ବଲିଉଡ ହାଟଥ୍ରୋବ ହ୍ରତିକ ରୋଶନ ଓ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ଏକାଠି ଅଭିନୟ କରୁଛନ୍ତି । ବାୟୁସେନାଧିକାରୀ ଭୂମିକାରେ ଉଭୟଙ୍କ ରହିଛି ଦମଦାର ଅଭିନୟ । ଜାନୁଆରୀ ୨୫ରେ ଫାଇଟର ହେବ ରିଲିଜ । ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡContinue reading “ବହୁପ୍ରତିକ୍ଷିତ ବଲିଉଡ ସିନେମା ଫାଇଟରର ପ୍ରଥମ ଟ୍ରେଲର ରିଲିଜ: ଦର୍ଶକଙ୍କ ମନ ଜିତିଲା କଳାକାରଙ୍କ ଡାଇଲଗ ଓ ଲୁକ”
ବିଳମ୍ବ ହେଲା ବିମାନ ଉଡ଼ାଣ, ରାଗିଗଲେ ଯାତ୍ରୀ: ସିଟରୁ ଉଠି ପାଇଲଟଙ୍କୁ ମାରିଲେ ମାଡ଼
କନକ ବ୍ୟୁରୋ: କୁହୁଡ଼ି ଯୋଗୁଁ ବିମାନ ଉଡାଣରେ ବିଳମ୍ବ ହେଉଥିବା ନେଇ ଘୋଷଣା କରୁଥିଲେ ପାଇଲଟ । ହଠାତ ନିଜ ସିଟରୁ ଉଠି ଆସି ପାଇଲଟଙ୍କ ଉପରେ ବର୍ଷିଥିଲେ ଜଣେ ଯାତ୍ରୀ ।ବିମାନରେ ଅଧଘଂଟାରୁ ଅଧିକ ସମୟ ବସିବା ପରେ ବିମାନ ଉଡାଣରେ ଡେରି ନେଇ ଘୋଷଣା କରିବାକୁ ପାସେଞ୍ଜର ଚାମ୍ବରକୁ ଆସିଥିଲେ ପାଇଲଟ । ଅଧଘଂଟାରୁ ଅଧିକ ସମୟ ଧରି ବିମାନରେ ବସି ବସି ବିରକ୍ତ ହୋଇଥିବା ଜଣେ ଯାତ୍ରୀ ପୁଣି ଡେରିରେ ଉଡାଣ ଖବରContinue reading “ବିଳମ୍ବ ହେଲା ବିମାନ ଉଡ଼ାଣ, ରାଗିଗଲେ ଯାତ୍ରୀ: ସିଟରୁ ଉଠି ପାଇଲଟଙ୍କୁ ମାରିଲେ ମାଡ଼”
ମାଳଦ୍ୱୀପ ମୁହଁରେ ଚୀନ କଥା: ମାର୍ଚ୍ଚ ୧୫ ସୁଦ୍ଧା ନିଜ ଦେଶରୁ ସେନା ହଟାଇବା ପାଇଁ ଭାରତକୁ କହିଲା ମାଳଦ୍ୱୀପ
କନକ ବ୍ୟୁରୋ: କିଛି ଦିନ ହେବ ଭାରତ-ମାଳଦ୍ୱୀପ ମଧ୍ୟରେ ଚାଲିିଛି ବିବାଦ । ପର୍ଯଟନ କ୍ଷେତ୍ରକୁ ନେଇ ଉଠିଥିବା ବିବାଦ ଦୁଇ ଦେଶର ସର୍ମ୍ପକକୁ ପ୍ରଭାବିତ କରିଛି । ଏହି ପ୍ରସଙ୍ଗକୁ ନେଇ ପ୍ରଥମଥର ପାଇଁ ବୟାନ ରଖିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ମାଳଦ୍ୱୀପ ସମ୍ବନ୍ଧିତ ଏକ ପ୍ରଶ୍ନର ଉତର ଦେଇ ଜୟଶଙ୍କର କହିଛନ୍ତି—-ସବୁବେଳେ ସବୁ ଦେଶ ଭାରତର ବିଚାରଧାରାକୁ ସମର୍ଥନ କରିବେ, ସହମତି ପ୍ରକାଶ କରିବେContinue reading “ମାଳଦ୍ୱୀପ ମୁହଁରେ ଚୀନ କଥା: ମାର୍ଚ୍ଚ ୧୫ ସୁଦ୍ଧା ନିଜ ଦେଶରୁ ସେନା ହଟାଇବା ପାଇଁ ଭାରତକୁ କହିଲା ମାଳଦ୍ୱୀପ”
ଏପଟେ ଯୋଡ଼ୁଛି କଂଗ୍ରେସ, ସେପଟେ ଭାଙ୍ଗୁଛି ଦଳ: ୫ବର୍ଷରେ ହାତ ଛାଡିଲେଣି ୧୧ରୁ ଅଧିକ ବରିଷ୍ଠ ନେତା
କନକ ବ୍ୟୁରୋ: ଆସୁଛି ସାଧାରଣ ନିର୍ବାଚନ । କେମିତି କ୍ଷମତା ହାତ ମୁଠାକୁ ଆସିବ ସେନେଇ ତତ୍ପର ରାଜନୈତିକ ଦଳଗୁଡିକ । ଯେଉଁ ଭାରତ ଯୋଡ ଯାତ୍ରା ବଳରେ କର୍ଣ୍ଣାଟକ ଓ ହିମାଚଳରେ ସରକାର ଗଡିଥିଲା ଏବେ ତାର ୨ୟ ସଂସ୍କରଣ ଭାବେ ଭାରତଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିଛି କଂଗ୍ରେସ । ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଦଳ ନୂଆ ରଣନୀତି ଆପଣାଇଛି । ୨୫୫ ଲୋକସଭା ଆସନ ଯେଉଁ ଅଂଚଳରେ ରହିଛି ସେହି ରୁଟContinue reading “ଏପଟେ ଯୋଡ଼ୁଛି କଂଗ୍ରେସ, ସେପଟେ ଭାଙ୍ଗୁଛି ଦଳ: ୫ବର୍ଷରେ ହାତ ଛାଡିଲେଣି ୧୧ରୁ ଅଧିକ ବରିଷ୍ଠ ନେତା”
ମହିଳା ଭୋଟ ଉପରେ ବିଜେପି ଫୋକସ୍: ବିଜେପି କରିବ ବିଶାଳ ମହିଳା ସମାବେଶ
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଏବେ ସାରା ଦେଶରେ ସଫେଇ ଅଭିଯାନ କରୁଛନ୍ତି ବିଜେପି ନେତା, ମନ୍ତ୍ରୀ ଓ କର୍ମକର୍ତା । ନିଜ ନିଜ ନିର୍ବାଚନ ମଣ୍ଡଳି ବୁଲି ସେଠାକାର ପ୍ରସିଦ୍ଧ ମନ୍ଦିରଗୁଡିକର ସଫେଇ କାମ ନିଜେ କରୁଛନ୍ତି । ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦେଶର ସବୁ ମନ୍ଦିର ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୋଦୀ । ଆଉ ଏହାକୁ ପାଳନ କରିବାକୁ ଯାଇ, ହାତରେ ଛାଡୁ-ପୋଛା ଧରି ସଫେଇ କାମରେContinue reading “ମହିଳା ଭୋଟ ଉପରେ ବିଜେପି ଫୋକସ୍: ବିଜେପି କରିବ ବିଶାଳ ମହିଳା ସମାବେଶ”
ବରଗଡ଼ ପାଲଟିଲା ମଥୁରା ନଗରୀ, ଅମ୍ବାପଲ୍ଲୀ ହେଲା ଗୋପପୁର: ଆଜିଠୁ ଆରମ୍ଭ ହେଲା ବରଗଡ ଧନୁଯାତ୍ରା
କନକ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା । ଉଦଘାଟିତ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଂଗମଂଚରେ ମଂଚସ୍ଥ ହେବ ନାଟ୍ୟାଭିନୟ । ଦୀର୍ଘ ୧୧ ଦିନ ଧରି ଗଣତନ୍ତ୍ର ବଦଳରେ ଚାଲିବ ପ୍ରତିକାତ୍ମକ ରାଜତନ୍ତ୍ର । ଯାତ୍ରା ପାଇଁ ପ୍ରସ୍ତୁତ ରହିଛି ଉଭୟ ମଥୁରାପୁର ଏବଂ ଗୋପପୁର । ଧନୁଯାତ୍ର ପାଇଁ ୨୧ରୁ ଅଧିକ କଳାକାର ଦଳ ବରଗଡ଼ରେ ପହଂଚି ସାରିଛନ୍ତି । ଆଉ ଏଥର ଧନୁଯାତ୍ରContinue reading “ବରଗଡ଼ ପାଲଟିଲା ମଥୁରା ନଗରୀ, ଅମ୍ବାପଲ୍ଲୀ ହେଲା ଗୋପପୁର: ଆଜିଠୁ ଆରମ୍ଭ ହେଲା ବରଗଡ ଧନୁଯାତ୍ରା”
ସରକାରୀ ନିୟମକୁ ଖୋଲା ଉଲ୍ଲଙ୍ଘନ: ମଣ୍ଡି ବଦଳରେ ମିଲକୁ ଆସୁଛି ଧାନ
କନକ ବ୍ୟୁରୋ: ମଣ୍ଡି ବଦଳରେ ସିଧାସଳଖ ମିଲକୁ ଯାଉଛି ଚାଷୀର ଧାନ । ସରକାରୀ ନିୟମର ଉଲ୍ଲଂଘନ କରି ଚାଷୀର ଧାନକୁ ମିଲକୁ ନେବାକୁ ଉସୁକାଉଛନ୍ତି ମଣ୍ଡିରେ କାମ କରୁଥିବା କର୍ମଚାରୀ । ମିଲର ଓ ମଣ୍ଡି କର୍ମଚାରୀଙ୍କ ଭିତରେ କେଉଁ ମଧୁଚନ୍ଦ୍ରିକା ରହିଛି, ଯେ ମଣ୍ଡିରେ ଧାନ ଓହ୍ଲାଇ ବଦଳରେ ବିନା ପାସ୍ରେ ମିଲକୁ ଯାଉଛି ଧାନ । କେମିତି ଚାଲିଛି ଧାନ କିଣା ବଲାଙ୍ଗୀର ଜିଲ୍ଲାରେ ସ୍ଥିତି ପରଖିଥିଲା କନକ ନ୍ୟୁଜ ଟିମ୍ ।Continue reading “ସରକାରୀ ନିୟମକୁ ଖୋଲା ଉଲ୍ଲଙ୍ଘନ: ମଣ୍ଡି ବଦଳରେ ମିଲକୁ ଆସୁଛି ଧାନ”
ବାତ୍ୟାର ସଠିକ୍ ଆକଳନ କରେ ଆଇଏମଡି: ଭାରତୀୟ ପାଣିପାଗ ବିଭାଗକୁ ୧୫୦ ବର୍ଷ
କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗକୁ ପୂରିଛି ଦେଢ ଶହ ବର୍ଷ । ୧୫୦ ବର୍ଷ ପୂର୍ତି ଅବସରରେ ନୂଆ ଅଭିଯାନ ଆରମ୍ଭ କରିଛି ଆଇଏମ୍ଡି । ପଂଚାୟତ ସ୍ତରରେ ପାଣିପାଗ ସୂଚନା ପ୍ରଦାନ କରିବାକୁ ଆରମ୍ଭ ହୋଇଛି, ହର ହର ମୌସମ, ହର ଘର ମୌସମ କାର୍ଯ୍ୟକ୍ରମ । ଏହା ଦ୍ୱାରା ଓଡ଼ିଆ ସମେତ ୧୨ଟି ଭାଷାରେ ପଂଚାୟତସ୍ତରରୁ ମିଳିବ ପାଣିପାଗର ପ୍ରାକ୍ ସୂଚନା । ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ।Continue reading “ବାତ୍ୟାର ସଠିକ୍ ଆକଳନ କରେ ଆଇଏମଡି: ଭାରତୀୟ ପାଣିପାଗ ବିଭାଗକୁ ୧୫୦ ବର୍ଷ”