କନକ ବ୍ୟୁରୋ: ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । ହେଲେ ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହୃତ ମାଂଜା ସୂତା ଯେ କେତେ ମାରାତ୍ମକ, ତାହା ସମସ୍ତଙ୍କୁ ଜଣା । ଆଉ କମିଶନରେଟ୍ ପୁଲିସ ପକ୍ଷରୁ ମାଂଜା ସୂତା ବ୍ୟବହାର ନେଇ ବାରମ୍ବାର ସଚେତନ କରାଯାଉଥିଲେ ବି କିଛି ଅମାନିଆ ମାନିବାକୁ ଅରାଜି । ଆଉ ଏହାର ପରିଣାମ ସ୍ୱରୂପ ଅନେକେ ଆହତ ମଧ୍ୟ ହେଉଛନ୍ତି । ମାଂଜା ସୂତା ଲାଗି କଟକରେ ଦୁଇ ଜଣContinue reading “ସଚେତନତା ସତ୍ତେ୍ୱ ମାନିଲେନି: ମନଇଚ୍ଛା ଉଡ଼ାଇଲେ ଗୁଡ଼ି, ମାଞ୍ଜା ସୂତା ଲାଗି ୨ ଆହତ”
Tag Archives: News
ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ସଫେଇ କରୁଛନ୍ତି ବିଜେପି ନେତା: ଦେବଗଡର ଗୋପାଳଜୀ ମନ୍ଦିରରେ ସଫେଇ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କନକ ବ୍ୟୁରୋ: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ସେତିକି ସରଗରମ୍ ହେବାରେ ଲାଗିଛି ରାଜ୍ୟ ରାଜନୀତି । ଆଉ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରତ୍ୟେକ ଦଳ ଆରମ୍ଭ କରିଦେଇଛନ୍ତି ଅଙ୍କ କଷା । ଏହାରି ଭିତରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି କରିଛି ନୂଆ ରଣନୀତି । ବିଜେପି ଫୋକସ୍ରେ ମହିଳା, ଯୁବ ଓ ନୂଆ ଭୋଟର । ମହିଳା ଭୋଟରଙ୍କ ସଂଖ୍ୟା ବଢାଇବା ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ ।Continue reading “ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ସଫେଇ କରୁଛନ୍ତି ବିଜେପି ନେତା: ଦେବଗଡର ଗୋପାଳଜୀ ମନ୍ଦିରରେ ସଫେଇ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ”
ପରିକ୍ରମା ପ୍ରକଳ୍ପକୁ ନେଇ ତେଜିଲା ରାଜନୀତି: ବିରୋଧୀଙ୍କ ସମାଲୋଚନା, ସାମିଲ ହେବାକୁ ବିଜେଡିର ଆହ୍ୱାନ
କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଦଳମତ ନିର୍ବିଶେଷରେ ରାଜ୍ୟର ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତାଙ୍କୁ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ୧୭ତାରିଖ ଲୋକାର୍ପଣ ଉତ୍ସବରେ ବିରୋଧୀ ବିଜେପି ଓ କଂଗ୍ରେସର ନେତା ଯୋଗ ଦେବେ କି ନାହିଁ, ସେ ନେଇ ବିବାଦ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେContinue reading “ପରିକ୍ରମା ପ୍ରକଳ୍ପକୁ ନେଇ ତେଜିଲା ରାଜନୀତି: ବିରୋଧୀଙ୍କ ସମାଲୋଚନା, ସାମିଲ ହେବାକୁ ବିଜେଡିର ଆହ୍ୱାନ”
ଉତ୍ସବମୁଖର ଶ୍ରୀକ୍ଷେତ୍ର: ଅଖଣ୍ଡ ଦୀପ ସହ ଆରମ୍ଭ ହେଲା ଯଜ୍ଞ
କନକ ବ୍ୟୁରୋ: ଜଗନ୍ନାଥଙ୍କ ପାଇଁ ଚାଲିଛି ଯଜ୍ଞ । ବେଦ, ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଚାରି ଦ୍ୱାରରେ ବେଦପାଠ କରୁଛନ୍ତି ୬୦ଜଣ ବିଦ୍ୟାର୍ଥୀ । ଦିନକ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଉଦ୍ଘାଟନ ଉତ୍ସବ । ଏହାକୁ ଭବ୍ୟ, ଆକର୍ଷଣୀୟ ଆଉ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର ଓ ପୁରୀ ଶ୍ରମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । କଡା ସୁରକ୍ଷା ବଳୟ ଭିତରେ ରହିଛି ଶ୍ରୀକ୍ଷେତ୍ର । ଏବେContinue reading “ଉତ୍ସବମୁଖର ଶ୍ରୀକ୍ଷେତ୍ର: ଅଖଣ୍ଡ ଦୀପ ସହ ଆରମ୍ଭ ହେଲା ଯଜ୍ଞ”
ଫେବୃଆରୀ ୮ ରେ ହିଁ ହେବ ନିର୍ବାଚନ : ପାକିସ୍ତାନ ନିର୍ବାଚନ ଆୟୋଗର ବଡ ନିଷ୍ପତି ।
ଫେବୃଆରୀ ୮ ରେ ସାଧାରଣ ନିର୍ବାଚନକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିବା ପାକିସ୍ତାନର ନିର୍ବାଚନ ଆୟୋଗ ସୋମବାର ସିନେଟ୍ ଦେଇଥିବା ଏହି ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଛି । ଆୟୋଗ କହିଛନ୍ତି ଯେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ପୂର୍ବ ନିର୍ଦ୍ଧାରିତ ନିର୍ବାଚନକୁ ସ୍ଥଗିତ ରଖିବା ଉପଯୁକ୍ତ ହେବ ନାହିଁ । ପାକିସ୍ତାନର ନିର୍ବାଚନ ଆୟୋଗ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୮ ର ସାଧାରଣ ନିର୍ବାଚନକୁ ସ୍ଥଗିତ ରଖିବାକୁ ଅନୁରୋଧ କରାଯାଇଥିବା ସିନେଟର ପ୍ରସ୍ତାବକୁContinue reading “ଫେବୃଆରୀ ୮ ରେ ହିଁ ହେବ ନିର୍ବାଚନ : ପାକିସ୍ତାନ ନିର୍ବାଚନ ଆୟୋଗର ବଡ ନିଷ୍ପତି ।”
ସଜେଇ ହୋଇଛି ଲଣ୍ଡା ପାହାଡ଼ । ପାହାଡ଼ ଉପରେ ଚାଲିଛି ଜଳକ୍ରୀଡ଼ା ।
କନକ ବ୍ୟୁରୋ: ବିଲୁପ୍ତ ପ୍ରଜାତି ବନ୍ୟଜନ୍ତୁ ସାଙ୍ଗକୁ ଜଳକ୍ରୀଡା ପାଇଁ ସଜେଇ ହୋଇଛି ଲଣ୍ଡା ପାହାଡ଼ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପାହାଡର ମନରୋମ ଦୃଶ୍ୟ । କେହି ବି ଦିନେ ଚିନ୍ତା କରିନଥିଲେ ଦିନେ ଏହି ଲଣ୍ଡା ପାହାଡ଼ ସାତ ରଙ୍ଗରେ ସଜେଇ ହୋଇ ସମସ୍ତଙ୍କୁ ଆକର୍ଷିତ କରିବ । । ସଜେଇ ହୋଇଛି ଲଣ୍ଡା ପାହାଡ଼ । ପାହାଡ଼ ଉପରେ ଚାଲିଛି ଜଳକ୍ରୀଡ଼ା । କୋରାପୁଟ ଜିଲ୍ଳା ବୋରିଗୁମ୍ମା ବ୍ଳକର ଜାତୀୟ ରାଜପଥ କଡ଼ରେContinue reading “ସଜେଇ ହୋଇଛି ଲଣ୍ଡା ପାହାଡ଼ । ପାହାଡ଼ ଉପରେ ଚାଲିଛି ଜଳକ୍ରୀଡ଼ା ।”
ବନ୍ଦ ହେବା ସ୍ଥିତିରେ କୋଣାର୍କ ସୂତାକଳ । କପା ଅମଳ କରି ଦୋ-ଛକିରେ ଚାଷୀ । ରୋଜଗାର ହରାଇ ଦୁର୍ଦିନରେ କାଳ କାଟୁଛନ୍ତି କର୍ମଚାରୀ
କନକ ବ୍ୟୁରୋ: ଆରମ୍ଭ ହେବା ଆଗରୁ ସଂପୂର୍ଣ୍ଣ ବନ୍ଦ ଅବସ୍ଥାରେ କୋଣାର୍କ ସୂତାକଳ । ସରକାରଙ୍କ ଉଦାସୀନତା ଯୋଗୁଁ ଦୀର୍ଘ ୩୯ ବର୍ଷ ପରେ ବି ଅନ୍ଧାରରେ ରହିଛି କଳାହାଣ୍ଡି ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ କାରଖାନା । ସୂତାକଳ ବନ୍ଦ ହେବା ସ୍ଥିତିରେ ପହଞ୍ଚିଥିବା ବେଳେ ଦୋ-ଛକିରେ ପଡିଛନ୍ତି କପାଚାଷୀ । କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ ରହିଛି କୋଣାର୍କ ସୂତାକଳ । ୧୯୮୪ ମସିହାରେ ତତକାଳୀନ୍ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାର ଶୁଭ ଦେଇଥିଲେ ।Continue reading “ବନ୍ଦ ହେବା ସ୍ଥିତିରେ କୋଣାର୍କ ସୂତାକଳ । କପା ଅମଳ କରି ଦୋ-ଛକିରେ ଚାଷୀ । ରୋଜଗାର ହରାଇ ଦୁର୍ଦିନରେ କାଳ କାଟୁଛନ୍ତି କର୍ମଚାରୀ”
ଉପାନ୍ତ ଅଞ୍ଚଳର ସମ୍ଭ୍ରାନ୍ତ ହସ୍ପିଟାଲ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଛି ଜାତୀୟ ସ୍ତରର ଏନକ୍ୱାସ୍ ମାନ୍ୟତା
କନକ ବ୍ୟୁରୋ: ପଛୁଆ ଜିଲ୍ଲାର ଆଗୁଆ ଡାକ୍ତରଖାନା । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଲା ଜାତୀୟ ସ୍ତରର ଏନକ୍ୱାଶ ମାନ୍ୟତା । ଡାକ୍ତରଖାନର ପ୍ରସୂତି ବିଭାଗକୁ ମିଳିଛି କେନ୍ଦ୍ରର ଲକ୍ଷ୍ୟ ପ୍ରମାଣପତ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ଏକମାତ୍ର ଡାକ୍ତରଖାନା ଭାବେ ମାଲକାନଗିରି ଡିଏଚଏଚକୁ ଏହି ଜାତୀୟ ଗୁଣବତ୍ତା ମାନ୍ୟତା ମିଳିଥିବା ଘୋଷଣା କରାଯାଇଛି । ଏହାପରେ ଜିଲ୍ଲାବାସୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ କହିଲେContinue reading “ଉପାନ୍ତ ଅଞ୍ଚଳର ସମ୍ଭ୍ରାନ୍ତ ହସ୍ପିଟାଲ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଛି ଜାତୀୟ ସ୍ତରର ଏନକ୍ୱାସ୍ ମାନ୍ୟତା”
ଉଚ୍ଚ ଶିକ୍ଷିତ ଯୁବକଙ୍କ ଗାଁ ପ୍ରେମ: ଆଂଚଳିକ ସମସ୍ୟା ସମାଧାନ ପାଇଁ ସୋସିଆଲ ମିଡିଆକୁ କରିଛନ୍ତି ଅସ୍ତ୍ର
କନକ ବ୍ୟୁରୋ: ସୋସିଆଲ୍ ମିଡ଼ିଆ ଯୁଗରେ ପଛରେ ପଡ଼ିନି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା । ଜି.ଉଦୟଗିରି ଅଂଚଳର ଜଣେ ଉଚ୍ଚଶିକ୍ଷିତ ଯୁବକ ଏବେ ସୋସିଆଲ୍ ମିଡ଼ିଆ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଉଛନ୍ତି ଜଣେ ଉଚ୍ଚ ଶିକ୍ଷିତ ଯୁବକ । ଜି ଉଦୟଗିରି ବ୍ଳକ୍ କଳିଙ୍ଗା ପଂଚାୟତର ଆମନ୍ ଚନ୍ଦ୍ର ନାୟକ ଟ୍ୱିଟ୍ କରି ପ୍ରଶଂସା ସାଉଁଟୁଛନ୍ତି । ଅମନ୍ ଚନ୍ଦ୍ର ନାୟକ । ବିଟେକ ପରେ ଏମ୍ବିଏ ଡିଗ୍ରୀ ହାସଲ କରିଛନ୍ତି । କିନ୍ତୁContinue reading “ଉଚ୍ଚ ଶିକ୍ଷିତ ଯୁବକଙ୍କ ଗାଁ ପ୍ରେମ: ଆଂଚଳିକ ସମସ୍ୟା ସମାଧାନ ପାଇଁ ସୋସିଆଲ ମିଡିଆକୁ କରିଛନ୍ତି ଅସ୍ତ୍ର”
ଘରର ସଂଜ୍ଞା କାହା ପାଇଁ କେମିତି? ଶୀତ ତାପ ନିୟନ୍ତ୍ରିତ ବହୁତଳ କୋଠାରେ ହେଉଛି ଯୋଜନା, ହେଲେ ଆଠଗଡର କୁଟିଳାଙ୍କ ପରିବାର ପାଇଁ ପାଲଟିଛି ପ୍ରହସନ
କନକ ବ୍ୟୁରୋ: ଆବାସ ଘର ଖଣ୍ଡେ ପାଇଁ ବିତିଗଲା ୩୦ବର୍ଷ । ବ୍ଲକକୁ ଦଉଡ଼ି ଦଉଡ଼ି ହତାସ ହୋଇ ପଡ଼ିଛନ୍ତି କୁଟିଳା ଜେନାମଣି । ପଲିଥିନ ତଳେ ରହୁଛନ୍ତି ୬ ପ୍ରାଣି କୁଟୁମ୍ବ । ହନ୍ତସନ୍ତ ହେଉଛି ଜୀବନ । ମୁଣ୍ଡ ଉପରେ ଛାତ ନଥିବା ବେଳେ ରାସନକାର୍ଡ଼ରେ ୨୦କେଜି ଚାଉଳ ମିଳୁଛି । ବାସ୍ ସେତିକିରେ ମାସେ ଚଳୁଛନ୍ତି କୁଟିଳାଙ୍କ ପରିବାର । ଆବାସ ଯୋଜନା ଏଠି ଯୋଜନ ଦୂରରେ.. ଛାତ ଛାଡନ୍ତୁ ଏମାନଙ୍କ ଭାଗ୍ୟରେContinue reading “ଘରର ସଂଜ୍ଞା କାହା ପାଇଁ କେମିତି? ଶୀତ ତାପ ନିୟନ୍ତ୍ରିତ ବହୁତଳ କୋଠାରେ ହେଉଛି ଯୋଜନା, ହେଲେ ଆଠଗଡର କୁଟିଳାଙ୍କ ପରିବାର ପାଇଁ ପାଲଟିଛି ପ୍ରହସନ”