କନକ ନ୍ୟୁଜ୍: ୪ ଟି ରାଜ୍ୟର ଲୋକସଭା ଆସନ ପାଇଁ ହୋଇଥିବା ଭୋଟ ଗଣତି ଚାଲିଛି । ସବୁଠି ପାଖାପାଖି ବିଜେପି ଓ କଂଗ୍ରେସ ମଧ୍ୟରେ ଛକାପଂଝା ଚାଲିଥିବା ଦେଖିବାକୁ ମିଳୁଛି । ଏବେଯାଏଁ ହୋଇଥିବା ଭୋଟ ଗଣତି ଅନୁସାରେ ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି କଡା ଟକ୍କର । ସେହିପରି ମଧ୍ୟପ୍ରଦେଶରେ ବିଜେପି ଆଗୁଆ ଚାଲିଛି । ଛତିଶଗଡରେ କିନ୍ତୁ କଂଗ୍ରେସ ଆଗୁଆ ରହିଛି । ଅନ୍ୟପଟେ ତେଲେଙ୍ଗାନାରେ ବିଆରଏସର କାର ପଛରେContinue reading “ଏଯାଏଁ ଭୋଟ ଗଣତିରେ ରାଜସ୍ଥାନରେ କଡା ଟକ୍କର । ମଧ୍ୟପ୍ରଦେଶରେ ବିଜେପି ଆଗରେ, ଛତିଶଗଡରେ କଂଗ୍ରେସ ଆଗୁଆ । ତେଲେଙ୍ଗାନାରେ ପଛରେ ଆସୁଛି କାର୍”
Author Archives: Raghaba
ସାଲେପୁରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନକାଉଣ୍ଟର । ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି । ସୁଶାନ୍ତ ନାଁରେ ରହିଛି ୫୦ରୁ ଅଧିକ ଅପରାଧିକ ମାମଲା ।
କନକ ବ୍ୟୁରୋ: ଜଗତସିଂପୁର ତିର୍ତ୍ତୋଲ ଅଞ୍ଚଳର କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ପୋଲିସ ଏନକାଉଣ୍ଟର କରିଛି । ଶନିବାର ବିଳମ୍ବିତ ରାତିରେ ତାକୁ ନିଶ୍ଚିତକୋଇଲି ଥାନା ପକ୍ଷରୁ ଅସୁରେଶ୍ଵର ଖେଳ ପଡିଆ ଠାରେ ଏନକାଉଣ୍ଟର କରାଯାଇଛି।ସୁଶାନ୍ତ ନା ରେ ବିଭିନ୍ନ ଜିଲ୍ଲା ର ଏକାଧିକ ଥାନାରେ ୫୦ ଉର୍ଦ୍ଧ୍ୱ ମାମଲା ରହିଛି।ତେବେ ସୁଶାନ୍ତ ର ଗୋଡ଼ରେ ଗୁଳି ବାଜିବା ପରେ ତାକୁ ଏବେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। The post ସାଲେପୁରରେ କୁଖ୍ୟାତ ଅପରାଧୀContinue reading “ସାଲେପୁରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନକାଉଣ୍ଟର । ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି । ସୁଶାନ୍ତ ନାଁରେ ରହିଛି ୫୦ରୁ ଅଧିକ ଅପରାଧିକ ମାମଲା ।”
ଘର ଭିତରେ ଭାଲୁ । ଗାଁ ଲୋକଙ୍କ ଘରେ ପଶିଯାଉଛି ଭାଲୁ । ଧର୍ମଗଡ଼ ବଡ଼ଘୁମର ଗାଁ ଚାଉଲିଆ ପଡ଼ାରେ ଆତଙ୍କ ।
କନକ ବ୍ୟୁରୋ: ଘର ଭିତରେ ଭାଲୁ । ଫଳରେ ଗାଁ ଲୋକ ଭୟଭୀତ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ଘୁମର ଗାଁ ଚାଉଲିଆ ପଡ଼ାରେ ଭାଲୁ ଆତଙ୍କ । କାରଣ ଭାଲୁ ଲୋକଙ୍କ ଘରେ ପଶିଯାଇଛି । ଲୋକଙ୍କ ଘର ଭିତରେ ପଶିଯାଉଛି ଭାଲୁ । ଫଳରେ ଗାଁ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି । ଶୁକ୍ରବାର ଭାଲୁ ମେହରପଡ଼ାରେ ଜଣଙ୍କ ଘରେ ପଶିଥିଲା । ପୁଣି ଶନିବାର ମଧ୍ୟ ଗାଁ ମୁହାଁ ହୋଇଥିଲା ଭାଲୁContinue reading “ଘର ଭିତରେ ଭାଲୁ । ଗାଁ ଲୋକଙ୍କ ଘରେ ପଶିଯାଉଛି ଭାଲୁ । ଧର୍ମଗଡ଼ ବଡ଼ଘୁମର ଗାଁ ଚାଉଲିଆ ପଡ଼ାରେ ଆତଙ୍କ ।”
ଆସିଲା ରାମମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ରର ଫଟୋ । ସାରା ଦେଶରୁ ୬ ହଜାର ଲୋକଙ୍କୁ କରାଯିବ ନିମନ୍ତ୍ରଣ । ସୋସିଆଲ ମିଡିଆରେ ନିମନ୍ତ୍ରଣ ପତ୍ରର ଫଟୋ ଭାଇରାଲ ।
କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପବିତ୍ର ଭୂମି ପୂଜନ ସମାରୋହ ଅଗଷ୍ଟ ୫ତାରିଖରେ ଅନୁଷ୍ଠିତ ହେବ। ଆଉ ଏଥିପାଇଁ ନିମନ୍ତ୍ରଣ କାର୍ଡର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଗାଢ ହଳଦିଆ ରଙ୍ଗର ଏହି ନିମନ୍ତ୍ରଣ କାର୍ଡକୁ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ପ୍ରାୟ ୨୦୦ ନିମନ୍ତ୍ରିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କାର୍ଡ ପଠାଯିବ। ସାରା ଦେଶରୁ ପାଖାପାଖି ୬ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯିବାର ସୂଚନା ରହିଛି । ପ୍ରଧାନମନ୍ତ୍ରୀContinue reading “ଆସିଲା ରାମମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ରର ଫଟୋ । ସାରା ଦେଶରୁ ୬ ହଜାର ଲୋକଙ୍କୁ କରାଯିବ ନିମନ୍ତ୍ରଣ । ସୋସିଆଲ ମିଡିଆରେ ନିମନ୍ତ୍ରଣ ପତ୍ରର ଫଟୋ ଭାଇରାଲ ।”
ଫିଲିଫାଇନ୍ସରେ ବଡ ଧରଣର ଭୂକମ୍ପ । ରିକ୍ଟର ସ୍କେଲରେ ୭.୫ ତୀବ୍ରତାର ଝଟକା । ଫିଲିପାଇନ୍ସ ଓ ଜାପାନ ଉପକୂଳରେ ସୁନାମୀ ଆଶଙ୍କା ନେଇ ଆଲର୍ଟ ।
କନକ ବ୍ୟୁରୋ: ଦକ୍ଷିଣ ଫିଲିପାଇନ୍ସର ‘ମିଣ୍ଡାନାଓ’ରେ ବଡ଼ ଧରଣର ଭୂକମ୍ପ ଝଟକା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ରେକର୍ଡ କରାଯାଇଛି । କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଭୂକମ୍ପ ପ୍ରଭାବରେ ଫିଲିପାଇନ୍ସ ଉପକୂଳ ଓ ଦକ୍ଷିଣ-ପଶ୍ଚିମ ଜାପାନ ଉପକୂଳରେ ସୁନାମୀ ଆସିବା ଆଶଙ୍କା କରାଯାଉଛି । ଏ ନେଇ ହାଇଆଲର୍ଟ କରାଯାଇଛି । ଗଭୀର ସମୁଦ୍ରରେ ରହିଥିବା ଜାହାଜଗୁଡିକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେହିଠାରେ ରହିବାକୁ କୁହାଯାଇଛି । ଉପକୂଳ ନିକଟରେContinue reading “ଫିଲିଫାଇନ୍ସରେ ବଡ ଧରଣର ଭୂକମ୍ପ । ରିକ୍ଟର ସ୍କେଲରେ ୭.୫ ତୀବ୍ରତାର ଝଟକା । ଫିଲିପାଇନ୍ସ ଓ ଜାପାନ ଉପକୂଳରେ ସୁନାମୀ ଆଶଙ୍କା ନେଇ ଆଲର୍ଟ ।”
ସମୁଦ୍ରରେ ଦାନା ବାନ୍ଧୁଛି ବାତ୍ୟା । ଆଜି ନେଇପାରେ ବାତ୍ୟାର ରୂପ । ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ପଟ ଦେଇ ଅତିକ୍ରମ ଆଶଙ୍କା । ଓଡ଼ିଶାରେ ବର୍ଷା ସମ୍ଭାବନା ।
କନକ ବ୍ୟୁରୋ: ବଙ୍ଗୋପସାଗରରେ ଦାନାବନ୍ଧୁଛି ବାତ୍ୟା ।ସୃଷ୍ଟ ଲଘୁଚାପ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେବା ପରେ ପଶ୍ଚିମ ଓ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ଆହୁରି ଘନିଭୂତ ହୋଇ ଆଜି ବାତ୍ୟାର ରୂପ ନେଇପାରେ । ଏହା ଆସନ୍ତାକାଲି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ତତ୍ସଂଲଗ୍ନ ଉତର ତାମିଲନାଡୁ ଉପକୂଳ ମୁହାଁ ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଏହା ପରେ ଦକ୍ଷିଣ ଆନ୍ଧ୍ର ଉପକୂଳର ସମାନ୍ତରାଳ ଭାବେ ଉତରContinue reading “ସମୁଦ୍ରରେ ଦାନା ବାନ୍ଧୁଛି ବାତ୍ୟା । ଆଜି ନେଇପାରେ ବାତ୍ୟାର ରୂପ । ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ପଟ ଦେଇ ଅତିକ୍ରମ ଆଶଙ୍କା । ଓଡ଼ିଶାରେ ବର୍ଷା ସମ୍ଭାବନା ।”
ତେଲେଙ୍ଗାନାରେ ବିଆରଏସକୁ ପରାଜିତ କରିବ କଂଗ୍ରେସ ! ଏଗଜିଟ୍ ପୋଲ ରିପୋର୍ଟ ପରେ ହତାସ କେସିଆର
କନକ ବ୍ୟୁରୋ : ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ସରିଛି । ବାକି ରହିଛି ଫଳାଫଳ । ଫଳାଫଳ ଆସିବା ପୂର୍ବରୁ ଏଗଜିଟ୍ ପୋଲ ରିପୋର୍ଟ ସମସ୍ତଙ୍କ ନିଦ ହଜାଇ ଦେଇଛି । ଯଦି ଏଗଜିଟ୍ ପୋଲ ରିପୋର୍ଟ ସତ୍ୟ ହୁଏ ତେବେ ତେଲେଙ୍ଗାନାରେ ବିଆରଏସ ବା ଭାରତ ରାଷ୍ଟ୍ରସମିତି କ୍ଷମତଚ୍ୟୁତ ହେବାକୁ ଯାଉଛି । ଯଦି ଏଗଜିଟ୍ ପୋଲ ରିପୋର୍ଟକୁ ଦେଖିବା ତେବେ ମୋଟ ୧୧୯ ଆସନ: ଇଣ୍ଡିଆ ଟୁଡେ ସର୍ଭେContinue reading “ତେଲେଙ୍ଗାନାରେ ବିଆରଏସକୁ ପରାଜିତ କରିବ କଂଗ୍ରେସ ! ଏଗଜିଟ୍ ପୋଲ ରିପୋର୍ଟ ପରେ ହତାସ କେସିଆର”
ଆଜି ୪ ରାଜ୍ୟର ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । କେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ।
କନକ ବ୍ୟୁରୋ: ଆଜି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ । ବିଧାନସଭା ଫଳାଫଳ କଂଗ୍ରେସ ଓ ବିଜେପି ପାଇଁ ଏସିଡ ଟେଷ୍ଟ ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ-ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି । ତେଲେଙ୍ଗାନାରେ ଦୁଇ ଦୁଇ ଥରର ଶାସକ ଦଳ ବିଆରଏସକୁ କଡା ଟକ୍କର ଦେଉଛି କଂଗ୍ରେସ । ସକାଳ ୭ଟାରୁ ୪ ରାଜ୍ୟର ବିଧାନସଭା ପାଇଁ ଭୋଟଗଣତି ଆରମ୍ଭ ହେବ ।Continue reading “ଆଜି ୪ ରାଜ୍ୟର ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । କେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ।”
ଆଜିି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କ’ଣ ରହିଛି ଜନତାଙ୍କ ମୁଡ୍, ସାରା ଦେଶର ନଜର ।
କନକ ବ୍ୟୁରୋ: ୨୪ ପୂର୍ବର ସେମିଫାଇନାଲ । ଆଜି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ । ବିଧାନସଭା ଫଳାଫଳ କଂଗ୍ରେସ ଓ ବିଜେପି ପାଇଁ ଏସିଡ ଟେଷ୍ଟ ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ-ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି । ତେଲେଙ୍ଗାନାରେ ଦୁଇ ଦୁଇ ଥରର ଶାସକ ଦଳ ବିଆରଏସକୁ କଡା ଟକ୍କର ଦେଉଛି କଂଗ୍ରେସ । ସକାଳ ୭ଟାରୁ ୪ ରାଜ୍ୟର ବିଧାନସଭା ପାଇଁContinue reading “ଆଜିି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କ’ଣ ରହିଛି ଜନତାଙ୍କ ମୁଡ୍, ସାରା ଦେଶର ନଜର ।”
ଛତିଶଗଡରେ କିଏ ଗଢିବ ସରକାର । ଫେରିବେ ରମଣ ସିଂ ନା ପଦ ବଜାୟ ରଖିବେ ଭୂପେଶ ବଘେଲ?
କନକ ବ୍ୟୁରୋ : ଛତିଶଗଡ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏବେ ଫଳାଫଳକୁ ଅପେକ୍ଷା । କିଏ ବିଜେପି ସରକାର ଗଢିବ ବୋଲି ଆଶା ବାନ୍ଧି ବସିଛି ତ କଂଗ୍ରେସ ଶିବିରକୁ ମିଠାର ପ୍ୟାକେଟ ପହଂଚିଗଲାଣି । ତେବେ ଆସନ୍ତୁ ଜାଣିବା ଏଗଜିଟ ପୋଲ ରିପୋର୍ଟ କଣ ଥିଲା । ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ ଛତିଶଗଡରେ କଂଗ୍ରେସକୁ ୪୦-୫୦ ଓ ବିଜେପିକୁ ୩୬-୪୬ ଆସନ ମିଳିପାରେ । ଜନ୍ କି ବାତର ରିପୋର୍ଟ ମୁତାବକContinue reading “ଛତିଶଗଡରେ କିଏ ଗଢିବ ସରକାର । ଫେରିବେ ରମଣ ସିଂ ନା ପଦ ବଜାୟ ରଖିବେ ଭୂପେଶ ବଘେଲ?”