କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ ଟିକସରେ କୌଣସି ପରିବର୍ତ୍ତନ ପ୍ରସ୍ତାବ ଦେଇନାହାନ୍ତି। ଆମଦାନୀ ଶୁଳ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ପାଇଁ ପ୍ରଚଳିତ ଟିକସ ହାରକୁ ବଜାୟ ରଖିବାକୁ ସୀତାରମଣ ପ୍ରସ୍ତାବ ଦେଇଛନ୍ତି। ଏବେ ଏହି ବଜେଟ୍ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବଜେଟ୍ ବିକଶିତ ଭାରତ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି । ମୋଦୀContinue reading “‘ବିକଶିତ ଦେଶ ବନାଇବାର ଗ୍ୟାରେଣ୍ଟି…’ ବଜେଟ୍ ଉପରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ ।”
Author Archives: Raghaba
ବିଦ୍ୟୁତ ଚାଳିତ ଯାନ ପାଇଁ ବଜେଟରେ ରହିଛି ସ୍ୱତନ୍ତ୍ର ସୁବିଧା । ବିଦ୍ୟୁତ୍ ଚାଳିତ ଯାନର ଚାଜିିଂ ପାଇଁ ମଜବୁତ ଭିତ୍ତିଭୂମୀ ସହ …
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ସରକାରର ଦ୍ୱିତୀୟ ପାଳିର ଆଜି ଶେଷ ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ଏହି କ୍ରମରେ ଅର୍ଥମନ୍ତ୍ରୀ ଅନେକଗୁଡିଏ ଘୋଷଣା କରିଛନ୍ତି । ତାହା ମଧ୍ୟରେ ଇଲେକ୍ଟ୍ରିକ୍ ଗାଡିକୁ ନେଇ ବିକଶିତ ଇକୋ ସିଷ୍ଟମ ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି କି, ଆମ ସରକାର ଦେଶରେ ମଜବୁତ ଇଲେକ୍ଟ୍ରିକ୍ ଭେଇକିଲ ଇକୋସିଷ୍ଟମ ବିକଶିତContinue reading “ବିଦ୍ୟୁତ ଚାଳିତ ଯାନ ପାଇଁ ବଜେଟରେ ରହିଛି ସ୍ୱତନ୍ତ୍ର ସୁବିଧା । ବିଦ୍ୟୁତ୍ ଚାଳିତ ଯାନର ଚାଜିିଂ ପାଇଁ ମଜବୁତ ଭିତ୍ତିଭୂମୀ ସହ …”
ଡିଫେନ୍ସ ବଜେଟକୁ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା । ଜାଣନ୍ତୁ ଗତ ବଜେଟ୍ ତୁଳନାରେ ଚଳିତ ବଜେଟରେ ସାମରିକ ବ୍ୟୟ ଅଟକଳ କେତେ ପ୍ରତିଶତ ବୃଦ୍ଧି
କନକ ବ୍ୟୁରୋ : ଚଳିତ ସରକାରଙ୍କର ଶେଷ ବଜେଟ ଆଜି ଉପସ୍ଥାପିତ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବିଶେଷ କରି ଡିଫେନ୍ସ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି କି, ଆମ ସରକାର ଡିପ୍-ଟେକ ଟେକ୍ନୋଲୋଜୀ ନେଇ ଆସିବୁ । ଏହା ଦେଶର ଅତ୍ମନିର୍ଭରଶୀଳତା ବୃଦ୍ଧି କରିବ । ଡିପ୍-ଟେକ୍ ଟେକ୍ନୋଲୋଜୀ ଅର୍ଥାତ ବାୟୋଟେକ, କ୍ୱାଣ୍ଟମ୍, କମ୍ପ୍ୟୁଟରିଂ, ଏଆଇ ରୋବଟିକ୍ସ, ଆଡଭାନ୍ସ ମେଟେରିଅଲ, ଗ୍ରୀନ ଏନର୍ଜୀ, ଏରୋସ୍ପେଶ ଭଳିContinue reading “ଡିଫେନ୍ସ ବଜେଟକୁ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା । ଜାଣନ୍ତୁ ଗତ ବଜେଟ୍ ତୁଳନାରେ ଚଳିତ ବଜେଟରେ ସାମରିକ ବ୍ୟୟ ଅଟକଳ କେତେ ପ୍ରତିଶତ ବୃଦ୍ଧି”
ଉପସ୍ଥାପନ ହେଲା ଅନ୍ତରୀଣ ବଜେଟ୍: ପଢନ୍ତୁ, କେଉଁ ଯୋଜନା ପାଇଁ ଘୋଷଣା ହେଲା କେତେ ଟଙ୍କା
କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ନୂଆ ସଂସଦ ଭବନରେ ମୋଦୀ ସରକାର ୨.୦ର ଶେଷ ବଜେଟ ଉପସ୍ଥାପନ କରିଛନ୍ତି । ନିର୍ମଳା ସୀତାରମଣ ନିଜ କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ କରିଛନ୍ତି । ଏହା ଅନ୍ତରୀଣ ବଜେଟ, ହେଲେ ସାଧାରଣ ଲୋକ ଏହି ବଜେଟ ଉପରେ ଅଧିକ ଆଶା ରଖିଥିଲେ । ମହିଳା, ଯୁବକ ଓ ଚାଷୀଙ୍କ ଉପରେ ଏହି ବଜେଟ ଅଧିକ ଗୁରୁତ୍ୱ ଦେଇଛି । ୫୭ ମିନିଟରେ ଅର୍ଥମନ୍ତ୍ରୀ ଦେଶର ଅର୍ଥ ବ୍ୟବସ୍ଥାକୁ ଜନତାଙ୍କContinue reading “ଉପସ୍ଥାପନ ହେଲା ଅନ୍ତରୀଣ ବଜେଟ୍: ପଢନ୍ତୁ, କେଉଁ ଯୋଜନା ପାଇଁ ଘୋଷଣା ହେଲା କେତେ ଟଙ୍କା”
ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିପାରେ ମୁଇଜୁ ସରକାର : ବିରୋଧୀ କେତେ ଶକ୍ତିଶାଳୀ ତାହା ଜାଣନ୍ତୁ
ଭାରତକୁ ବିରୋଧ କରିବା ବର୍ତ୍ତମାନ ମାଲଦ୍ୱୀପ ମହମ୍ମଦ ମୁଇଜୁ ସରକାରଙ୍କୁ ପ୍ରତ୍ୟେକ ଦିଗରୁ ଭାରୀ ପଡ଼ିଲାଣି । ଅର୍ଥନୈତିକ ସାମ୍ମୁଖ୍ୟରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବା ପରେ ବର୍ତ୍ତମାନ ମହମ୍ମଦ ମୁଇଜୁଙ୍କ ନିଜ ସରକାର ଉପରେ ସଙ୍କଟ ଦେଖାଦେଇଛି । ଚୀନ୍ର ସମର୍ଥନ ସେମାନଙ୍କୁ ଭାରତ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସାହାଯ୍ୟ କରିପାରେ କିନ୍ତୁ ଘରୋଇ ମାଟିରେ ଏସବୁକୁ ସାମ୍ନା କରିବା ତାଙ୍କ ପାଇଁ ସହଜ ହେବ ନାହିଁ । ମାଲଦ୍ୱୀପର ମହମ୍ମଦContinue reading “ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିପାରେ ମୁଇଜୁ ସରକାର : ବିରୋଧୀ କେତେ ଶକ୍ତିଶାଳୀ ତାହା ଜାଣନ୍ତୁ”
ବଜେଟରେ ୪୨ ଥର ଟ୍ୟାକ୍ସ ଶବ୍ଦ ଉଚାରଣ କଲେ ଅର୍ଥମନ୍ତ୍ରୀ । ହେଲେ କରାଦାତାଙ୍କୁ ଦେଲେ ନାହିଁ ଖୁସି ଖବର
କନକ ବ୍ୟୁରୋ : ନିର୍ବାଚନୀ ବର୍ଷରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ଶେଷ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟରେ ସରକାର କିଛି ବଡ ଘୋଷଣା କରିଛନ୍ତି ନା କରଦାତାଙ୍କୁ କିଛି ଖୁସି ଖବର ଦେଇଛନ୍ତି । ଚଳିତ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୪୨ ଥର ଟ୍ୟାକ୍ସ ଶବ୍ଦ ଉଚାରଣ କରିଛନ୍ତି । ହେଲେ ମଧ୍ୟବିତ୍ତଙ୍କ କର ଛାଡ କଥା କେବେ ବି କହିନାହାଁନ୍ତି । ଏହାସହ କର ଛାଡ ନେଇContinue reading “ବଜେଟରେ ୪୨ ଥର ଟ୍ୟାକ୍ସ ଶବ୍ଦ ଉଚାରଣ କଲେ ଅର୍ଥମନ୍ତ୍ରୀ । ହେଲେ କରାଦାତାଙ୍କୁ ଦେଲେ ନାହିଁ ଖୁସି ଖବର”
ବଜେଟର ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ : ପଢନ୍ତୁ ଅନ୍ତରୀଣ ବଜେଟରେ କାହାକୁ ଦିଆଗଲା ଗୁରୁତ୍ୱ
କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ନୂଆ ସଂସଦ ଭବନରେ ମୋଦୀ ସରକାର ୨.୦ର ଶେଷ ବଜେଟ ଉପସ୍ଥାପନ କରିଛନ୍ତି । ନିର୍ମଳା ସୀତାରମଣ ନିଜ କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ କରିଛନ୍ତି । ଏହା ଅନ୍ତରୀଣ ବଜେଟ, ହେଲେ ସାଧାରଣ ଲୋକ ଏହି ବଜେଟ ଉପରେ ଅଧିକ ଆଶା ରଖିଥିଲେ । ମହିଳା, ଯୁବକ ଓ ଚାଷୀଙ୍କ ଉପରେ ଏହି ବଜେଟ ଅଧିକ ଗୁରୁତ୍ୱ ଦେଇଛି । ୫୭ ମିନିଟରେ ଅର୍ଥମନ୍ତ୍ରୀ ଦେଶର ଅର୍ଥ ବ୍ୟବସ୍ଥାକୁ ଜନତାଙ୍କContinue reading “ବଜେଟର ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ : ପଢନ୍ତୁ ଅନ୍ତରୀଣ ବଜେଟରେ କାହାକୁ ଦିଆଗଲା ଗୁରୁତ୍ୱ”
ଟିକସ ହାର ଅପରିବର୍ତ୍ତିତ, ଆୟକର ୨୦୨୪-୨୫ ପାଇଁ ନୂଆ ଟାକ୍ସ ସ୍ଲାବ
କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟରେ ଟିକସ ହାରରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଆମଦାନୀ ଶୁଳ୍କ ସମେତ ପ୍ରତ୍ୟକ୍ଷ ତଥା ପରୋକ୍ଷ ଟିକସ ହାର ଅପରିବର୍ତ୍ତିତ ରଖିଛନ୍ତି। ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ତାଙ୍କ ମଧ୍ୟବର୍ତ୍ତୀ ବଜେଟରେ ଟିକସଦାତାଙ୍କୁ କିଛି ରିହାତି ପ୍ରଦାନ କରିଛନ୍ତି। ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି: ଅନେକ କ୍ଷୁଦ୍ର, ଯାଞ୍ଚ ହୋଇନଥିବା, କିମ୍ବା ବିବାଦୀୟ ପ୍ରତ୍ୟକ୍ଷ ଟିକସ ଦାବି ରହିଛି, ସେମାନଙ୍କ ମଧ୍ୟରୁ ଅନେକContinue reading “ଟିକସ ହାର ଅପରିବର୍ତ୍ତିତ, ଆୟକର ୨୦୨୪-୨୫ ପାଇଁ ନୂଆ ଟାକ୍ସ ସ୍ଲାବ”
ଆସିଲା ଅନ୍ତରୀଣ ବଜେଟ୍ । କେଉଁ ମନ୍ତ୍ରାଳୟକୁ ମିଳିଲା କେତେ ଟଙ୍କା? ପଢନ୍ତୁ, ସମ୍ପୂର୍ଣ୍ଣ ତଥ୍ୟ….
କନକ ବ୍ୟୁରୋ: ଆସିଲା ଅନ୍ତରୀଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଉପସ୍ଥାପନ ବେଳେ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଂଶସା କରିବା ସହିତ ଆଗାମୀ ଜୁଲାଇ ମାସରେ ତାଙ୍କ ସରକାର ପୂର୍ଣ୍ଣ ବଜେଟ୍ ସହିତ ବିକଶିତ ଭାରତର ରୋଡମ୍ୟାପ୍ ପ୍ରସ୍ତୁତ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଖାଲି ସେତିକି ନୁହେଁ, ଏଥର ବଜେଟରେ ଆୟକର ସ୍ଲାବରେContinue reading “ଆସିଲା ଅନ୍ତରୀଣ ବଜେଟ୍ । କେଉଁ ମନ୍ତ୍ରାଳୟକୁ ମିଳିଲା କେତେ ଟଙ୍କା? ପଢନ୍ତୁ, ସମ୍ପୂର୍ଣ୍ଣ ତଥ୍ୟ….”
ଡ୍ରୋନ୍ ବଦଳାଇବ ମହିଳାଙ୍କ ଭାଗ୍ୟ । ପାଇଲଟ୍ ମହିଳାଙ୍କୁ ମାସିକ ମିଳିବ ୧୫,୦୦୦ ଟଙ୍କା: ମହିଳାଙ୍କୁ ସଶକ୍ତ କରିବାକୁ ସରକାରଙ୍କ ବିଶେଷ ଯୋଜନା
କନକ ବ୍ୟୁରୋ: ସରକାର ଦେଶରେ ମହିଳା ବିକାଶ ପାଇଁ ଏକାଧିକ ଯୋଜନା ହାତକୁ ନେଇଛନ୍ତି ଏହି କ୍ରମରେ ଆସୁଛି ଲକ୍ଷପତି ଦିଦି ଯୋଜନା, ଯାହା ଅଧିନରେ ଆସନ୍ତା ୫ ବର୍ଷରେ ଦେଶର ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ବନାଇବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଯୋଜନା ବିଶେଷ କରି ଗ୍ରାମୀଣ ମହିଳାଙ୍କୁ ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ ଓ ସମୃଦ୍ଧ କରିବାକୁ ହୋଇଛି । ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ଦକ୍ଷତା ପ୍ରଶିକ୍ଷଣContinue reading “ଡ୍ରୋନ୍ ବଦଳାଇବ ମହିଳାଙ୍କ ଭାଗ୍ୟ । ପାଇଲଟ୍ ମହିଳାଙ୍କୁ ମାସିକ ମିଳିବ ୧୫,୦୦୦ ଟଙ୍କା: ମହିଳାଙ୍କୁ ସଶକ୍ତ କରିବାକୁ ସରକାରଙ୍କ ବିଶେଷ ଯୋଜନା”