କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ଯାଏ ତିଷ୍ଠିରହିବ ତ ଇଣ୍ଡିଆ ମେଂଟ? ୫ରାଜ୍ୟର ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ମେଂଟରେ ଏବେଠୁ ଫାଟ ଜଳ ଜଳ ହୋଇ ଦେଖିବାକୁ ମିଳିଲାଣି । ୧୪ଜଣ ନ୍ୟୁଜ ଆଙ୍କରଙ୍କୁ ବୟକଟ ନେଇ ଇଣ୍ଡିଆ ମେଂଟର ନିଷ୍ପତିକୁ ମାନିବ ନାହିଁ ବୋଲି ଘୋଷଣା କରିଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି । ଏହି ୧୪ଜଣ ନ୍ୟୁଜ ଆଙ୍କରଙ୍କ ସହ କାମ କରିବା ସହିତ ସମସ୍ତ ନ୍ୟୁଜ ଚ୍ୟାନେଲକୁ ନିଜରContinue reading “ପାଖଉଛି ଲୋକସଭା ନିର୍ବାଚନ, ବଢ଼ୁଛି ଇଣ୍ଡିଆ ମେଂଟରେ ଫାଟ । ମିଡିଆ ବୟକଟ ନିଷ୍ପତି ମାନିବାକୁ ସମାଜବାର୍ଦି ପାଟି ନାରାଜ”
Author Archives: Raghaba
ଚର୍ଚ୍ଚାରେ ଧର୍ମଶାଳା ବିଜେଡି ରାଜନୀତି । ଗୋଟେ ପଟେ ପ୍ରଣବ ବଳବନ୍ତରାୟଙ୍କ ପ୍ରଶିକ୍ଷଣ ଶିବିର । ଅନ୍ୟପଟେ ଶ୍ରୀକାନ୍ତ ସାହୁଙ୍କ ଶ୍ରମିକ ସମାବେଶ
କନକ ବ୍ୟୁରୋ: ବିଜେଡିର ଦୁର୍ଗ କୁହାଯାଉଥିବା ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଜେଡି ରାଜନୀତି ପୁଣି ଥରେ ଚର୍ଚ୍ଚାକୁ ଆସିଛି । ୨୦୨୪ରେ ଧର୍ମଶାଳାରୁ ବିଜେଡିର କିଏ ପ୍ରାର୍ଥୀ ହେବେ ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ପ୍ରଣବ ବଳବନ୍ତରାୟଙ୍କ ପ୍ରଶିକ୍ଷଣ ଶିବିର ଶ୍ରୀକାନ୍ତ ସାହୁଙ୍କ ଶ୍ରମିକ ସମାବେଶ ଗୋଟିଏ ପଟେ ବର୍ତ୍ତମାନର ବିଧାୟକ ପ୍ରଣବ ବଳବନ୍ତରାୟ ବିଜେଡିର ପ୍ରଶିକ୍ଷଣ ଆୟୋଜନ ଚଳାଇଛନ୍ତି । ଶିବିରରେ ନେତା ଓ କର୍ମୀଙ୍କ ପ୍ରଶିକ୍ଷଣ ଦିଆଯାଉଛି ।Continue reading “ଚର୍ଚ୍ଚାରେ ଧର୍ମଶାଳା ବିଜେଡି ରାଜନୀତି । ଗୋଟେ ପଟେ ପ୍ରଣବ ବଳବନ୍ତରାୟଙ୍କ ପ୍ରଶିକ୍ଷଣ ଶିବିର । ଅନ୍ୟପଟେ ଶ୍ରୀକାନ୍ତ ସାହୁଙ୍କ ଶ୍ରମିକ ସମାବେଶ”
ଡିପଫେକ୍ ଭିଡିଓକୁ ନେଇ ଆକ୍ସନ ମୁଡରେ କେନ୍ଦ୍ର ସରକାର । ସୋସିଆଲ ମିଡିଆ କମ୍ପାନୀଙ୍କୁ ନୋଟିସ, ଡିପଫେକ ଭିଡିଓ ଚିହ୍ନି ହଟାଇବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ : ଯେବେଠୁ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ ଭିଡିଓ ଭାଇରାଲ ହୋଇଛି ସେବେଠୁ ଏହି ନକଲି ଭିଡିଓକୁ ନେଇ ଜୋର ଚର୍ଚ୍ଚା ଚାଲିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଡିପଫେକ ଭିଡିଓକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ପୁଲିସ ସେବା ସମ୍ମିଳନୀରେ ଯୋଗ ଦେଇ ରାଷ୍ଟ୍ରପତି ନକଲି ଭିଡିଓ ପ୍ରତି ସତର୍କ ରହିବାକୁ ପରାର୍ମଶ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ନୂଆ ବୈଷୟିକ ଜ୍ଞାନକୌଶଳ ପାଇଁ ସୋସିଆଲContinue reading “ଡିପଫେକ୍ ଭିଡିଓକୁ ନେଇ ଆକ୍ସନ ମୁଡରେ କେନ୍ଦ୍ର ସରକାର । ସୋସିଆଲ ମିଡିଆ କମ୍ପାନୀଙ୍କୁ ନୋଟିସ, ଡିପଫେକ ଭିଡିଓ ଚିହ୍ନି ହଟାଇବାକୁ ନିର୍ଦ୍ଦେଶ”
ରାଜଧାନୀରେ ଅଙ୍ଗ ଚୋରି ଅଭିଯୋଗ । ମର ଶରୀରରୁ କିଡନୀ କାଢି ନିଆଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ ।
କନକ ବ୍ୟୁରୋ: ଭୁବନେଶ୍ୱରର କେଳୁ ଚରଣ ରାଉରାୟ । ନିଖୋଜ ହେବାର ୬ଦିନ ଦିନ ପରେ ନିଆଳି ଓଲଟପୁରର ଏକ ବିଲ ଭିତରୁ ତାଙ୍କ ମୃତ ଦେହ ମିଳିବା, ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କିନ୍ତୁ ମୃତ ଦେହ ମିଳିବା ପରେ, କେଳୁ ଚରଣଙ୍କ ପରିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି । ପେଟରେ କଟା ଦାଗ ଥିବାରୁ ତାଙ୍କ କିଡନୀ କାଢ଼ି ନିଆଯାଇଥିବା ଓ ଆଖିକୁ ବାହାର କରି ନିଆଯାଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟContinue reading “ରାଜଧାନୀରେ ଅଙ୍ଗ ଚୋରି ଅଭିଯୋଗ । ମର ଶରୀରରୁ କିଡନୀ କାଢି ନିଆଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ ।”
ଉତରାଖଣ୍ଡ ଉତରକାଶୀ ଟନେଲରେ ଫସିରହିଛି ୪୧ଜଣ ଶ୍ରମିକଙ୍କ ଜୀବନ । ଉଦ୍ଧାରପାଇଁ ଅପରେସନ ଜିନ୍ଦେଗୀର ପ୍ଲାନ ବି ଆରମ୍ଭ
କନକ ବ୍ୟୁରୋ : ସମୟ ଗଡୁଛି, ଆଶଙ୍କା ବଢ଼ୁଛି । ସାତ ଦିନ ଧରି ଟନେଲରେ ଫସିରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ଲାନ୍-ବି । କେମିତି ଶ୍ରମିକଙ୍କୁ କରାଯିବ ଉଦ୍ଧାର ସେନେଇ ରାଜ୍ୟ ସରକାର ବିଶେଷଜ୍ଞ ଟିମଙ୍କ ସହ ବୈଠକ କରିବା ପରେ ପ୍ଲାନ ବି ଆରମ୍ଭ ହୋଇଛି । ‘ଅପରେସନ ଜିନ୍ଦେଗୀ’ର ପ୍ଲାନ ବି -ଟନେଲ ଉପରଭାଗ କଟାଯାଇ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯାଇପାରେ -ଅଷ୍ଟ୍ରେଲିଆରୁ ବିଶେଷଜ୍ଞ ଉତରକାଶୀରେ ପହଂଚିଛନ୍ତିContinue reading “ଉତରାଖଣ୍ଡ ଉତରକାଶୀ ଟନେଲରେ ଫସିରହିଛି ୪୧ଜଣ ଶ୍ରମିକଙ୍କ ଜୀବନ । ଉଦ୍ଧାରପାଇଁ ଅପରେସନ ଜିନ୍ଦେଗୀର ପ୍ଲାନ ବି ଆରମ୍ଭ”
କିଛି ଘଂଟା ପରେ ଦୁଲୁକିବ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ପହଁଚିିଲେଣି ଅତିଥି, ଦର୍ଶକଙ୍କ ପାଇଁ ଚାଲିଲା ସ୍ୱତନ୍ତ୍ର ଟ୍ରେନ
କନକ ବ୍ୟୁରୋ : ଚାରିବର୍ଷର ଅପେକ୍ଷା ଏବେ ଶେଷ ପାହଚରେ । ରବିବାର ହେବ ବିଗ ଫାଇଟ । ଭାରତ ମାଟିରେ କଙ୍ଗାରୁଙ୍କୁ ଚକମା ଦେବାକୁ ରୋହିତ ବାହୀନୀ ଏକଦମ ପ୍ରସ୍ତୁତ । ପଡିଆ ପ୍ରସ୍ତୁତ, ଖେଳାଳୀ ମଧ୍ୟ ପ୍ରସ୍ତୁତ । ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା । ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ । ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ବିଶ୍ୱକପ ୨୦୨୩ ମହାଯୁଦ୍ଧର ସାକ୍ଷୀ ରହିବ । ମ୍ୟାଚ ପୂର୍ବରୁ ଚଳଚଂଚଳContinue reading “କିଛି ଘଂଟା ପରେ ଦୁଲୁକିବ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ପହଁଚିିଲେଣି ଅତିଥି, ଦର୍ଶକଙ୍କ ପାଇଁ ଚାଲିଲା ସ୍ୱତନ୍ତ୍ର ଟ୍ରେନ”
ଶୀଘ୍ର ଖୋଲ ରତ୍ନଭଣ୍ଡାର । ଶ୍ରୀଜିଉଙ୍କ ଦର୍ଶନ ପରେ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ବିଜୟ ମହାପାତ୍ର କହିଲେ, ରାଜ୍ୟ ସରକାର ସ୍ପଷ୍ଟ ନିଷ୍ପତି ନେବା ଆବଶ୍ୟକ
କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିବାକୁ ତେଜିଲା ଦାବି । ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଏ ନେଇ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ରତ୍ନଭଣ୍ଡାର ଓଡିଆ ଲୋକଙ୍କ ଭାବାବେଗ ସହ ଜଡିତ, ତେଣୁ ତୁରନ୍ତ ଏହାକୁ ଖୋଲାଯାଉ । ଆଉ ଧର୍ମେନ୍ଦ୍ରଙ୍କ ଏହି ଦାବି ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ‘ଶୀଘ୍ର ଖୋଲାଯାଉ ରତ୍ନଭଣ୍ଡାର’ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କContinue reading “ଶୀଘ୍ର ଖୋଲ ରତ୍ନଭଣ୍ଡାର । ଶ୍ରୀଜିଉଙ୍କ ଦର୍ଶନ ପରେ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ବିଜୟ ମହାପାତ୍ର କହିଲେ, ରାଜ୍ୟ ସରକାର ସ୍ପଷ୍ଟ ନିଷ୍ପତି ନେବା ଆବଶ୍ୟକ”
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩୪୯ ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ । ୧୪୮.୪୫ କୋଟି ଟଙ୍କା ବିନିଯୋଗ
କନକ ବ୍ୟୁରୋ : ତ୍ଵରିତ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୩୪୯ଟି ନୂଆ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଆମ୍ବୁଲାନ୍ସ ରାଜ୍ୟର ମେଡିକାଲ ଆମ୍ବୁଲାନ୍ସ ସେବାରେ ଯୋଗ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଆହୁରି ଅନେକ ମୂଲ୍ୟବାନContinue reading “ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩୪୯ ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ । ୧୪୮.୪୫ କୋଟି ଟଙ୍କା ବିନିଯୋଗ”
ଆଦିବାସୀଙ୍କ ଜମିକୁ ଅଣ-ଆଦିବାସୀଙ୍କୁ ବିକ୍ରି ପ୍ରସଙ୍ଗ । କ୍ୟାବିନେଟ୍ ମଞ୍ଜୁରିକୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି । ଏପଟେ ମନ୍ତ୍ରୀଙ୍କ ସୂଚନାକୁ ନେଇ ରାଜନୈତିକ ବୟାନବାଜି
କନକ ବ୍ୟୁରୋ: ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀଙ୍କୁ ବିକ୍ରି କରିପାରିବା ନିଷ୍ପତିକୁ ସରକାର ସ୍ଥଗିତ ରଖିଥିଲେ ବି ଏହା ଅନୁସୂଚିତ ଜନଜାତିର ଲୋକଙ୍କୁ ସନ୍ତୁଷ୍ଟ କରାଇପାରିନି । ନିଷ୍ପତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଆଦିବାସୀ । ରାଉରକେଲାରେ ରାଜ୍ୟ ପେସା ଗ୍ରାମସଭା କୋଅର୍ଡିନେସନ କମିଟି ସୁନ୍ଦରଗଡ ୟୁନିଟର ଡାକରାରେ ଏକାଠି ହୋଇ ସରକାରଙ୍କ ନିଷ୍ପତିକୁ ବିରୋଧ କରିଛନ୍ତି ଶହ ଶହ ଆଦିବାସୀ । କ୍ୟାବିନେଟ୍ ନିଷ୍ପତି ପ୍ରତ୍ୟାହାର ଦାବିରେ ଉପଜିଲ୍ଲାପାଳଙ୍କ ଜରିଆରେContinue reading “ଆଦିବାସୀଙ୍କ ଜମିକୁ ଅଣ-ଆଦିବାସୀଙ୍କୁ ବିକ୍ରି ପ୍ରସଙ୍ଗ । କ୍ୟାବିନେଟ୍ ମଞ୍ଜୁରିକୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି । ଏପଟେ ମନ୍ତ୍ରୀଙ୍କ ସୂଚନାକୁ ନେଇ ରାଜନୈତିକ ବୟାନବାଜି”
କେମିତି ଟନେଲ ଭିତରୁ ବାହାରିବେ ଶ୍ରମିକ ? ୭ ଦିନ ବିତିଲାଣି, ହେଲେ ମିଳୁନି ସଫଳତା । ପ୍ଲାନ ବି’ ଉପରେ ଏକ୍ସପର୍ଟଙ୍କ ଗୁରୁତ୍ୱ । ଅଷ୍ଟ୍ରେଲିଆରୁ ଆସିଲେ ବିଶେଷଜ୍ଞ
କନକ ବ୍ୟୁରୋ: ଉତ୍ତରାଖଣ୍ଡ ଉତ୍ତରକାଶୀର ମୃତ୍ୟୁ ଟନେଲରେ ୭ଦିନ ହେଲା ଶ୍ରମିକ ଫସିରହିଛନ୍ତି । ପ୍ରଥମେ ୪୦ ଶ୍ରମିକ ଫସିଥିବା କୁହାଯାଉଥିଲା, ଏବେ କିନ୍ତୁ ୪୧ ଶ୍ରମିକ ଟନେଲ ଭିତରେ ସଂଘର୍ଷ କରୁଥିବା ଜଣାପଡିିଛି । ତେବେ ଯୁଦ୍ଧକାଳୀନ ଭିତିରେ ସପ୍ତାହେ ଧରି ଶ୍ରମିକଙ୍କୁ ଉଦ୍ଧାର ଉଦ୍ୟମ କରାଯାଉଥିଲେ ବି ସଫଳତା ମିଳିନାହିଁ । ସୁଡଙ୍ଗରୁ ଉଦ୍ଧାର ପାଇବେ ଶ୍ରମିକ! ଆରମ୍ଭ ହେଲା ‘ଅପରେସନ ଜିନ୍ଦେଗୀ’ ପ୍ଲାନ-ବି ଯୋଜନା ଦିନ ଗଡିିବା ସହ ଫସିଥିବା ଶ୍ରମିକଙ୍କ ସୁରକ୍ଷାକୁContinue reading “କେମିତି ଟନେଲ ଭିତରୁ ବାହାରିବେ ଶ୍ରମିକ ? ୭ ଦିନ ବିତିଲାଣି, ହେଲେ ମିଳୁନି ସଫଳତା । ପ୍ଲାନ ବି’ ଉପରେ ଏକ୍ସପର୍ଟଙ୍କ ଗୁରୁତ୍ୱ । ଅଷ୍ଟ୍ରେଲିଆରୁ ଆସିଲେ ବିଶେଷଜ୍ଞ”