ଆଉଜଣେ ଜଣାଶୁଣା ଭାରତ ବିରୋଧୀକୁ ପାକିସ୍ଥାନରେ ହତ୍ୟା : ମାସୁଦ ଅଜହରର ଅତି ନିକଟତର ଥିଲା

ପାକିସ୍ତାନର କରାଚିରେ ଆଉଜଣେ ଭାରତ ବିରୋଧୀ  ଧାର୍ମିକ ନେତା ମୌlଲାନା ରହୀମୁଲ୍ଲା ତାରିକକୁ ପାକିସ୍ଥାନର ଓରଙ୍ଗି ଟାଉନ ଅଞ୍ଚଳରେ ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ତାରିକ ରହୀମୁଲ୍ଲା ଭାରତ ବିରୋଧୀ ଭାବେ ଜଣାଶୁଣା । ସେ ସର୍ବଦା ଧାର୍ମିକ ସଭା ମାନଙ୍କରେ ଭାରତ ବିରୋଧରେ ବିଷେଦଗାର କରିଥାଏ । ସେ ଆତଙ୍କବାଦୀ ସଂଗଠନ ଜୈସ-ଏ –ମହମ୍ମଦ ଚିଫ  ମାସୁଦ ଅଜହରର ଅତି ନିକଟତର ଥିଲା । ଗତ କିଛି ମାସ ଧାରୀ ପାକିସ୍ଥାନContinue reading “ଆଉଜଣେ ଜଣାଶୁଣା ଭାରତ ବିରୋଧୀକୁ ପାକିସ୍ଥାନରେ ହତ୍ୟା : ମାସୁଦ ଅଜହରର ଅତି ନିକଟତର ଥିଲା”

ଆପାର୍ଟମେଣ୍ଟରେ ଲାଗିଲା ନିଆଁ । ୬ଜଣ ମୃତ

କନକ ବ୍ୟୁରୋ : ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଥିବା ବେଳେ ଘଟଣାରେ ୬ଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡର ଭୟାବହତା ଏତେ ମାତ୍ରାରେ ରହିଥିଲା ଯେ ଆପାର୍ଟମେଣ୍ଟ ଭିତରୁ ଲୋକମାନେ ବାହାରିବା କଷ୍ଟକର ହୋଇପଡ଼ିଥିଲା । ଫଳରେ ୬ଜଣଙ୍କର ଜୀବନ ଚାଲିଯାଇଛି । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ରହିଥିବା ଜଣାପଡ଼ିଛିContinue reading “ଆପାର୍ଟମେଣ୍ଟରେ ଲାଗିଲା ନିଆଁ । ୬ଜଣ ମୃତ”

ରାଉରକେଲା କୋଏଲନଗରରେ ଭୟଙ୍କର ଅଗ୍ନିକାଣ୍ଡ । ଦୀପ ନିଆଁରୁ ଜଳିଗଲା ୨ ମହଲା କୋଠା

କନକ ବ୍ୟୁରୋ : ରାଉରକେଲା କୋଏଲ ନଗରରେ ଭୟଙ୍କର ଅଗ୍ନିକାଣ୍ଡ । ଦୁଇ ମହଲା କୋଠାରେ ଲାଗିଲା ନିଆଁ । ଘରର ସବୁ ଆସବାବପତ୍ର ପୋଡି ପାଉଁଶ । ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ଘରେ ନିଆଁ ଲାଗିଥିବାବେଳେ ସେଠାରେ ଜଣେ ଶିଶୁ ଓ ମାଆ ଫସି ରହିଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଉଭୟ ମାଆ ଓ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ଏହାସହ ନିଆଁକୁContinue reading “ରାଉରକେଲା କୋଏଲନଗରରେ ଭୟଙ୍କର ଅଗ୍ନିକାଣ୍ଡ । ଦୀପ ନିଆଁରୁ ଜଳିଗଲା ୨ ମହଲା କୋଠା”

ଲିଙ୍ଗରାଜ ମନ୍ଦିର ଆଗରେ ବଡ ଦୁର୍ଘଟଣା । ଗତକାଲି ବଡବଡୁଆ ଡାକି ଫେରିଲା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ଉପରେ ଚଢିଗଲା କାର୍

କନକ ବ୍ୟୁରୋ : ଲିଙ୍ଗରାଜ ସମ୍ମୁଖ ଉତର ଦ୍ୱାର ନିକଟରେ ଅଘଟଣ । ଗତକାଲି ବଡ ବଡୁଆ ଡାକିବାକୁ ଆସିଥିବା ସ୍ୱାମୀ – ସ୍ତ୍ରୀଙ୍କ ଉପରେ ଚଢିଗଲା କାର । ଘଟଣା ସ୍ଥଳରେ ସ୍ତ୍ରୀ ମୃତ । ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି । ମୃତ ମହିଳା ହେଲେ ଜଣଙ୍କ ହେଲେ ସୁଲୋଚନା ମହାନ୍ତି । ଗୁରୁତର ସ୍ୱାମୀ ଜୁରିନାଥ ବେବର୍ତା । ସ୍ୱାମୀ – ସ୍ତ୍ରୀ ଦିଗପହଣ୍ଡିରୁ ବଡବଡୁଆ ଡାକିବାକୁ ଲିଙ୍ଗରାଜ ମନ୍ଦିର ଆସିଥିଲେContinue reading “ଲିଙ୍ଗରାଜ ମନ୍ଦିର ଆଗରେ ବଡ ଦୁର୍ଘଟଣା । ଗତକାଲି ବଡବଡୁଆ ଡାକି ଫେରିଲା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ଉପରେ ଚଢିଗଲା କାର୍”

ଭୀଷଣ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର । ଧାନରେ ଲାଗିଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଗୋରୁ । କୃଷ୍ଣପ୍ରସାଦରୁ ଆସିଲା ଛାତିଥରା ଘଟଣା ।

କନକ ବ୍ୟୁରୋ : ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତି ହୋଇଗଲା ନଷ୍ଟ । କୃଷ୍ଣପ୍ରସାଦ ବ୍ଲକ ବାଲିପାଟପୁର ଗାଁରେ ଘଟିଛି ଏହି ଅଘଟଣ । ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ନିଆଁ ଲାଗି ସବୁ କିଛି ପୋଡି ପାଉଁଶ ହୋଇଯାଇଛି । ୬ ବଖରା ଘରେ ଅମଳ ହୋଇଥିବା ୪୦ ବସ୍ତା ଧାନ ସମେତ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଛି । ବିଳମ୍ବିତ ରାତିରେContinue reading “ଭୀଷଣ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର । ଧାନରେ ଲାଗିଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଗୋରୁ । କୃଷ୍ଣପ୍ରସାଦରୁ ଆସିଲା ଛାତିଥରା ଘଟଣା ।”

ରୋହିତ ବାହିନୀର ରେକର୍ଡ । ଗୋଟିଏ ବର୍ଷରେ ସର୍ବାଧିକ ୩୫୦ରୁ ଅଧିକ ସ୍କୋର, ସର୍ବାଧିକ ଛକା ।

କନକ ବ୍ୟୁରୋ : ନେଦରଲାଣ୍ଡସ ବିପକ୍ଷରେ ବିଜୟ ସହ ଟିମ୍ ଇଣ୍ଡିଆ ଅନେକ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଚଳିତ ବିଶ୍ୱକପର ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସ ବିପକ୍ଷରେ ୪୧୦ ରନର ବିଶାଳ ସ୍କୋର କରିଥିଲା ଭାରତୀୟ ଦଳ । ଏହି ମ୍ୟାଚରେ ଭାରତର ଟପ୍ ଅର୍ଡର ବ୍ୟାଟରଙ୍କ ଦମଦାର ବ୍ୟାଟିଂ ଦେଖିଥିଲା ପୂରା ଦେଶ । ରୋହିତ, ଗିଲ, କୋହଲି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଶ୍ରେୟସ ଓ ରାହୁଲ ଶତକୀୟ ପାଳିContinue reading “ରୋହିତ ବାହିନୀର ରେକର୍ଡ । ଗୋଟିଏ ବର୍ଷରେ ସର୍ବାଧିକ ୩୫୦ରୁ ଅଧିକ ସ୍କୋର, ସର୍ବାଧିକ ଛକା ।”

ଆଞ୍ଚଳିକ ବିଭେଦ ବଢାଉଛି କଳାକାରଙ୍କ କଳି । ବଲାଙ୍ଗୀର, ପାଟଣାଗଡରେ ଯାତ୍ରାକୁ କୋଶଳ ମୁକ୍ତି ମୋର୍ଚ୍ଚାର ବିରୋଧ

କନକ ବ୍ୟୁରୋ : କଳାକାରଙ୍କ କଳିରେ ବଳି ପଡୁଛି ଯାତ୍ରା । ପୁଣି କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଯାତ୍ରାକୁ ବିରୋଧ କରାଯାଇଛି । ବଲାଙ୍ଗୀର ସଇଁତଳା ଥାନା ତିଣ୍ଡାପାଲିରେ ଯାତ୍ରା ଚାଲିଥିବା ବେଳେ ଜୋରଦାର ବିରୋଧ କରାଯାଇଥିଲା । ତିଣ୍ଡାପାଲିରେ ୪ ଦିନ ଧରି ଏହି ଯାତ୍ରା ଚାଲିବାକୁ ଥିବା ବେଳେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ଯାତ୍ରାର ପ୍ରଥମ ଦିନରୁ କୋଶଳ ସେନା ବିରୋଧ କରିଥିଲା । ଯାତ୍ରାContinue reading “ଆଞ୍ଚଳିକ ବିଭେଦ ବଢାଉଛି କଳାକାରଙ୍କ କଳି । ବଲାଙ୍ଗୀର, ପାଟଣାଗଡରେ ଯାତ୍ରାକୁ କୋଶଳ ମୁକ୍ତି ମୋର୍ଚ୍ଚାର ବିରୋଧ”

ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ୪୮ ଘଣ୍ଟାରେ ନେଇପାରେ ଅବପାତର ରୂପ

କନକ ବ୍ୟୁରୋ : ଆଜି ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ପରବର୍ତୀ ୪୮ ଘଂଟା ମଧ୍ୟରେ ନେବ ଅବପାତର ରୂପ । ପରେ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୁତ ହେବା ନେଇ ପାଗ ଅନୁକୁଳ ରହିଛି । ତେବେ ଏହାର ପ୍ରଭାବରେ ୧୫ରୁ ଭିଜିବ ଓଡ଼ିଶା । ସେହିଭଳି ଦକ୍ଷିଣ ଉପକୂଳ ଓଡ଼ିଶରେ ପାଗ ମେଘୁଆ ରହିବା ସହିତ କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷContinue reading “ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ୪୮ ଘଣ୍ଟାରେ ନେଇପାରେ ଅବପାତର ରୂପ”

ଉତରାଖଣ୍ଡ ଉତରକାଶୀରେ ଟନେଲ ଦୁର୍ଘଟଣାରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଭୁଷିଡିଥିବା ଟନେଲ ଭିତରେ ସମସ୍ତ ଶ୍ରମିକ ସୁରକ୍ଷିତ

କନକ ବ୍ୟୁରୋ : ଉତରାଖଣ୍ଡ, ଉତରକାଶୀରେ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଫସି ରହିଛନ୍ତି ଓଡିଆ ଶ୍ରମିକ । ଓଡିଆ ଶ୍ରମିକ ଫସି ରହିଥିବା ସୂଚନା ଦେଲେ ଉତରକାଶୀ ଏସପି । ରବିବାର ଟନେଲ କାର୍ଯ୍ୟ ଚାଲୁଥିବା ବେଳେ ଭୁଷୁଡି ପଡିଥିଲା ନିର୍ମାଣଧିନ ଟନେଲ । ଏଥିରେ ୪୦ରୁ ଅଧିକ ଶ୍ରମିକ ଫସିରହିଥିବା ଜଣାପଡିଛି । ତେବେ ଏମାନଙ୍କ ମଧ୍ୟରେ କିଛି ଓଡିଆ ଶ୍ରମିକ ରହିଛନ୍ତି । ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ମାଟି ଓContinue reading “ଉତରାଖଣ୍ଡ ଉତରକାଶୀରେ ଟନେଲ ଦୁର୍ଘଟଣାରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଭୁଷିଡିଥିବା ଟନେଲ ଭିତରେ ସମସ୍ତ ଶ୍ରମିକ ସୁରକ୍ଷିତ”

ଦୀପାବଳିରେ ବାଣ ଯୋଗୁ ବଡ ଅଘଟଣ । ଗୁହାଳେ ନିଆଁ ଲାଗି ୩ଗୋରୁ ସମ୍ପୁର୍ଣ୍ଣ ଦଗ୍ଧ

କନକ ବ୍ୟୁରୋ : ଦୀପାବଳିରେ ବାଣ ଯୋଗୁ ବିଭିନ୍ନ ସ୍ଥାନରେ ଘଟିଛି ଅଘଟଣ । ବାଲିପାଟଣାର ବିଭିନ୍ନ ସ୍ଥାନରେ ନିଆଁ ଲାଗି ଦୁର୍ଘଟଣା ଘଟିଛି । ସେହିଭଳି ବାଲିଅନ୍ତା ବ୍ଳକ ପ୍ରତାପୁରୁଦ୍ରପୁର ପାରିବାସୁ ଦେବପୁର ମଲ୍ଲିକ ସାହିରେ ବାଣରୁ ନିଆଁ ଲାଗି ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ବାଣରୁ ନିଆଁ ଆସି ଗୁହାଳ ଘରେ ଲାଗି ଘରଟି ସମ୍ପୁର୍ଣ୍ଣ ଜଳି ପାଉଁଶ ହୋଇଯାଇଥିବା ବେଳେ ସେଥିରେ ଥିବା ଗୋରୁ ୩ଟି ସମ୍ପୁର୍ଣ୍ଣ ଦଗ୍ଧ ହୋଇଯାଇଛନ୍ତିContinue reading “ଦୀପାବଳିରେ ବାଣ ଯୋଗୁ ବଡ ଅଘଟଣ । ଗୁହାଳେ ନିଆଁ ଲାଗି ୩ଗୋରୁ ସମ୍ପୁର୍ଣ୍ଣ ଦଗ୍ଧ”

Design a site like this with WordPress.com
Get started