କନକ ବ୍ୟୁରୋ: ରିଲାଏନ୍ସ କମ୍ପାନୀ ଆଜିର ତାର ୪୪ତମ ବାର୍ଷିକ ବୈଠକ ଆୟୋଜନ କରୁଛି । ଏହି ଅବସରରେ ମୁକେଶ ଅମ୍ବାନୀ କିଛି ବଡ ଘୋଷଣା କରିଛନ୍ତି । ଗୁଗୁଲ ଓ ଜିଓ ମିଳିତ ଭାବେ ଏକ ସ୍ମାର୍ଟ ଫୋନ ଲଞ୍ଚ କରିଛନ୍ତି । ଯାହାର ନାଁ ହେଉଛି ଜିଓ ଫୋନ ନେକ୍ସଟ । ଏହି ଫୋନ ଦୁନିଆର ସବୁଠାରୁ ଶସ୍ତା ଫୋନ ବୋଲି ସେ ଦାବି କରିଛନ୍ତି । ଜିଓ ଫୋନ ନେକ୍ସଟ ଏକ ଫିଚରContinue reading “ଜିଓ-ଗୁଗୁଲ ଲଞ୍ଚ କରିବେ ସ୍ମାର୍ଟ ଫୋନ ‘ଜିଓ ଫୋନ ନେକ୍ସଟ’ । ସେପ୍ଟେମ୍ବର ୧୦ରେ ବଜାରରେ ହେବ ଉପଲବ୍ଧ । ସେପଟେ ୫ଜି ସେବା ପାଇଁ ରିଲାଏନ୍ସ ପ୍ରସ୍ତୁତ”
Author Archives: Raghaba
୧୧ ଜିଲ୍ଲାରେ ନାହାନ୍ତି ସନ୍ଧାନୀ ପୋଲିସ କୁକୁର । ମାତ୍ର ୨୫ ସନ୍ଧାନୀ କୁକୁରରେ କାମ ଚଳାଉଛି ପୋଲିସ ବିଭାଗ ।
କନକ ବ୍ୟୁରୋ : ଫେରାର ଅପରାଧୀଙ୍କୁ ଠାବ କରିବାରେ, ପୁଲିସକୁ ବିଭିନ୍ନ ତଥ୍ୟ, ପ୍ରମାଣ ସଂଗ୍ରହରେ ସାହାଯ୍ୟ କରିବାରେ ଏମିତିକି ବିସ୍ଫୋରକ ସାମଗ୍ରୀ ଠାବ କରିବାରେ ସନ୍ଧାନୀ କୁକୁର ସବୁ ବେଳେ ପୁଲିସ ବିଭାଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛନ୍ତି। କିନ୍ତୁ ଦିନକୁ ଦିନ ରାଜ୍ୟ ପୁଲିସରେ ସନ୍ଧାନୀ କୁକୁରଙ୍କ ସଂଖ୍ୟା ହ୍ରାସ ପାଇ ଚାଲି ଥିବା ବେଳେ ଉପଯୁକ୍ତ ତାଲିମ ଅଭାବରୁ ବିସ୍ଫୋରକ, ସନ୍ଦେହଜନକ ସାମଗ୍ରୀ ଖୋଜିବା ଅଥବା ଅପରାଧୀଙ୍କୁ ଠାବ କରିବାରେ ସନ୍ଧାନୀContinue reading “୧୧ ଜିଲ୍ଲାରେ ନାହାନ୍ତି ସନ୍ଧାନୀ ପୋଲିସ କୁକୁର । ମାତ୍ର ୨୫ ସନ୍ଧାନୀ କୁକୁରରେ କାମ ଚଳାଉଛି ପୋଲିସ ବିଭାଗ ।”
ଛୋଟ ପିଲାଙ୍କ ଉପରେ ଆରମ୍ଭ ହେଲା କୋଭିଡ-୧୯ ଟିକା କୋଭାକ୍ସିନର ପରୀକ୍ଷଣ । ୨ ରୁ ୬ ବର୍ଷ ମଧ୍ୟରେ ୫ ଜଣଙ୍କୁ ଦିଆଗଲା ଟିକା
କନକ ବ୍ୟୁରୋ : ଦେଶରେ ଛୋଟ ପିଲାମାନଙ୍କ ଠାରେ କରୋନା ଟିକା ପରୀକ୍ଷଣ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ୨ ରୁ ୬ ବର୍ଷ ମଧ୍ୟରେ ୫ ଟି ପିଲାଙ୍କ ଶରୀରରେ ଏହି ଟିକା ଦିଆଯାଇଛି । କାନପୁର ଦେହାତରେ ଜଣେ ଡାକ୍ତର ବି ନିଜ ପିଲା ଦେହରେ ଏହି ଟିକା ପରୀକ୍ଷଣ କରାଇଛନ୍ତି । ପିଲାଟିକୁ ଟିକା ଦିଆଯିବା ପୂର୍ବରୁ ତାର ରକ୍ତ ନମୂନା ନିଆଯାଇଥିଲା ଓ କୋଭାକ୍ସିନ ର ନିୟମ ମୁତାବକ ପିଲାଟିକୁ ଟିକାContinue reading “ଛୋଟ ପିଲାଙ୍କ ଉପରେ ଆରମ୍ଭ ହେଲା କୋଭିଡ-୧୯ ଟିକା କୋଭାକ୍ସିନର ପରୀକ୍ଷଣ । ୨ ରୁ ୬ ବର୍ଷ ମଧ୍ୟରେ ୫ ଜଣଙ୍କୁ ଦିଆଗଲା ଟିକା”
କାଶ୍ମୀର ଉପରେ ମୋଦୀଙ୍କ ମହା ବୈଠକ । ପ୍ରଧାନମନ୍ତ୍ରୀଙ୍କ ଆବାସରେ ଉପସ୍ଥିତ ଅଛନ୍ତି ଫାରୁକ-ମେହବୁବାଙ୍କ ସମେତ ଅନ୍ୟ ନେତା ।
କନକ ବ୍ୟୁରୋ: ଜାମ୍ମୁ କାଶ୍ମୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ । କିଛି ସମୟ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଏକ ବୈଠକ ହେବାକୁ ଯାଉଛି । ଏଥିରେ ଜାମ୍ମୁ କାଶ୍ମୀରର ଅନେକ ନେତା ସାମିଲ ଅଛନ୍ତି । ଧାରା ୩୭୦ ଉଠିବା ପରେ କାଶ୍ମୀର ନେତା ମାନଙ୍କ ସହ କେନ୍ଦ୍ର ସରକାରଙ୍କ ଏହା ବଡ ବୈଠକ । ଦିନ ୩ଟାରେ ଏହି ମିଟିଂ ଆରମ୍ଭ ହେବାର ଥିଲା । ଏହି ବୈଠକକୁ ନେଇ ଫାରୁକContinue reading “କାଶ୍ମୀର ଉପରେ ମୋଦୀଙ୍କ ମହା ବୈଠକ । ପ୍ରଧାନମନ୍ତ୍ରୀଙ୍କ ଆବାସରେ ଉପସ୍ଥିତ ଅଛନ୍ତି ଫାରୁକ-ମେହବୁବାଙ୍କ ସମେତ ଅନ୍ୟ ନେତା । “
ପ୍ରେମିକା ପାଇଁ ହୃଦୟର ହିରୋଙ୍କୁ ଆଇଫୋନ୍ ମାଗିଲେ ପ୍ରେମିକ । ଏମିତି ମଜାଳିଆ ଉତ୍ତର ଦେଲେ ସୋନୁ ସୁଦ୍ ।
କନକ ବ୍ୟୁରୋ : ପ୍ରେମିକାଙ୍କ ପାଇଁ ସୋନୁଙ୍କୁ ଆଇଫୋନ୍ ମାଗିଲେ ପ୍ରେମିକ । ମଜାଳିଆ ଉତ୍ତର ଦେଲେ ହୃଦୟର ହିରୋ । ଦେଶରେ କରୋନା ମହାମାରୀ ପାଦ ଦେବା ଦିନରୁ, ମସିହା ହୋଇ ସାମ୍ନାକୁ ଆସିଛନ୍ତି ହୃଦୟର ହିରୋ ସୋନୁ ସୁଦ୍ । କେବଳ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇଆଣି ସେ ଶ୍ରମିକଙ୍କ ଭଗବାନ ସାଜିନାହାନ୍ତି, ବରଂ ଦୁଃଖି ଦରିଦ୍ରଙ୍କ ଦେବଦୂତ ସାଜି ସାହାଯ୍ୟ ଚାହୁଁଥିବା ବ୍ୟକ୍ତିଟିଏ ପାଖରେ ବିପଦବେଳର ବନ୍ଧୁ ହୋଇ ଠିଆ ହୋଇଛନ୍ତି ।Continue reading “ପ୍ରେମିକା ପାଇଁ ହୃଦୟର ହିରୋଙ୍କୁ ଆଇଫୋନ୍ ମାଗିଲେ ପ୍ରେମିକ । ଏମିତି ମଜାଳିଆ ଉତ୍ତର ଦେଲେ ସୋନୁ ସୁଦ୍ ।”
ଡ୍ରାଇଭିଂ ଲାଇସେନ୍ସ ପାଇଁ କାଟିବାକୁ ପଡିବନି ଆରଟିଓର ଚକ୍କର । ଆସନ୍ତା ଜୁଲାଇ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ ।
କନକ ବ୍ୟୁରୋ : ଲାଇସେନ୍ସ ପାଇଁ ଆଉ ଦୌଡିବାକୁ ପଡିବନି ଆରଟିଓ । ଜୁଲାଇ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଏଣିକି ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆଉ ଆପଣଙ୍କୁ ଆରଟିଓର ଚକ୍କର କାଟିବାକୁ ପଡିବନି । ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆରଟିଓ ଅଫିସ ଯାଇ ଆଉ ଆପଣଙ୍କୁ ଟେଷ୍ଟ ଦେବାକୁ ପଡିବ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ନିୟମରେ ପରିବର୍ତନ କରିଛନ୍ତି ସରକାର । ଆଉ ଏଥିରେ ଲୋକମାନେ ଅନେକମାତ୍ରାରେ ଉପକୃତContinue reading “ଡ୍ରାଇଭିଂ ଲାଇସେନ୍ସ ପାଇଁ କାଟିବାକୁ ପଡିବନି ଆରଟିଓର ଚକ୍କର । ଆସନ୍ତା ଜୁଲାଇ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ ।”
ଓମଫେଡ୍ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ : ଗୋ-ଖାଦ୍ୟ ଖର୍ଚ୍ଚ ବାବଦରେ ମିଳିବ ୬ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା
କନକ ବ୍ୟୁରୋ : ଓମଫେଡ ଦୁଗଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ। ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ଓଡିଶା ସମେତContinue reading “ଓମଫେଡ୍ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ : ଗୋ-ଖାଦ୍ୟ ଖର୍ଚ୍ଚ ବାବଦରେ ମିଳିବ ୬ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା”
ସବୁ ରାଜ୍ୟର ଶିକ୍ଷା ବୋର୍ଡକୁ ସୁପ୍ରିମ କୋର୍ଟଙ୍କ ବଡ ନିର୍ଦ୍ଦେଶ । ଜୁଲାଇ ୩୧ ତାରିଖ ସୁୁଦ୍ଧା ଘୋଷଣା କର +୨ ପରୀକ୍ଷା ଫଳ
କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟ ଶିକ୍ଷା ବୋର୍ଡ +୨ ପରୀକ୍ଷା ବାତିଲ କରିଛନ୍ତି । ସେହି ସବୁ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କି ଜୁଲାଇ ୩୧ ତାରିଖ ସୁଦ୍ଧା +୨ ପରୀକ୍ଷା ଫଳ ଫଳ ପ୍ରକାଶ କରିବାକୁ । ସୁପ୍ରିମ କୋର୍ଟ ଆହୁରି କହିଛନ୍ତି କି ଯେଉଁ ରାଜ୍ୟମାନେ ବିର୍ତମାନ ପର୍ଯ୍ୟନ୍ତ ଆନ୍ତରିକ ମୂଲ୍ୟାଙ୍କନ ଆରମ୍ଭ କରି ନାହାନ୍ତି ସେମାନଙ୍କ ପାଖରେ ମାତ୍ର ୧୦ ଦିନର ସମୟ ରହିଛି । ଏହା ପୂର୍ବରୁContinue reading “ସବୁ ରାଜ୍ୟର ଶିକ୍ଷା ବୋର୍ଡକୁ ସୁପ୍ରିମ କୋର୍ଟଙ୍କ ବଡ ନିର୍ଦ୍ଦେଶ । ଜୁଲାଇ ୩୧ ତାରିଖ ସୁୁଦ୍ଧା ଘୋଷଣା କର +୨ ପରୀକ୍ଷା ଫଳ”
ଫିଟୁଛି ନକଲି ଔଷଧ କାରବାରର ଗୁମର : ମୁଖ୍ୟ ଅଭିଯୁକ୍ତ ଶିବ ଜେନାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ
କନକ ବ୍ୟୁରୋ : ଫିଟୁଛି ନକଲି ଔଷଧ କାରବାରର ଗୁମର । ନକଲି ଔଷଧ କାରବାର ମାମଲାରେ ମୁଖ୍ୟ ଅଭିଯୁକ୍ତ ମେଡିଲଏଡ ମେଡିକାମେଣ୍ଟ ସଂସ୍ଥାର ଏମଡି ଶିବ ଜେନାଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛି । ଗତକାଲି ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ୍ । ସେମାନେ ହେଉଛନ୍ତି ସଂସ୍ଥାର ନିର୍ଦ୍ଦେଶିକା ତଥା ଶିବଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା, ମ୍ୟାନେଜର ପ୍ରୀତିରଞ୍ଜନ ପରିଡ଼ା ଓ ଗୋଡାଉନ୍ ଇନ୍ଚାର୍ଜ ସତ୍ୟପ୍ରକାଶ ମହାନ୍ତି। ଏ ସମସ୍ତଙ୍କୁ ଗିରଫContinue reading “ଫିଟୁଛି ନକଲି ଔଷଧ କାରବାରର ଗୁମର : ମୁଖ୍ୟ ଅଭିଯୁକ୍ତ ଶିବ ଜେନାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ”
ଦେଶରେ ଦିନକରେ ୫୪,୦୬୯ ନୂଆ ଆକ୍ରାନ୍ତ, ୧୩୨୧ ମୃତ୍ୟୁ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦,୮୨,୭୭୮ କୁ ବୃଦ୍ଧି
କନକ ବ୍ୟୁରୋ : ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୪,୦୬୯ ନୂଆ ସଂକ୍ରମଣ ଓ ୧୩୨୧ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୦୦,୮୨,୭୭୮ ଓ ମୃତ୍ୟୁସଂଖ୍ୟା ୩,୯୧,୯୮୧ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୬୮,୮୮୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୯୦,୬୩,୭୪୦ରେ ପହଞ୍ଚିଛି । ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୬,୯୧,୯୮୧Continue reading “ଦେଶରେ ଦିନକରେ ୫୪,୦୬୯ ନୂଆ ଆକ୍ରାନ୍ତ, ୧୩୨୧ ମୃତ୍ୟୁ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦,୮୨,୭୭୮ କୁ ବୃଦ୍ଧି”