ପଶ୍ଚିମ ଓଡିଶାରେ କୃଷି ଉପକରଣ କିଣାରେ ବଡ ଦୁର୍ନୀତି : ନକଲି କାଗଜ ପତ୍ର ଓ ଜାଲ ଇଂଜିନ ନଂବର ଦେଇ ସାଢେ ୩ କୋଟି ଟଙ୍କା ହଡପ, ଅଭିଯୁକ୍ତ ଗିରଫ 

କନକ ବ୍ୟୁରୋ : ଖାଇଗଲେ ଚାଷୀଙ୍କ ସବସିଡି ଟଙ୍କା । କୃଷି ଉପକରଣ ନାଁରେ ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ ପୁରା ସାଢେ ୩ କୋଟି ସବସିଡି ଟଙ୍କାର ହଡପ ସାରା ରାଜ୍ୟରେ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏ ଘଟଣା ଖୋଦ ଚାଷୀଙ୍କ ଭାତହାଣ୍ଡି ଜିଲ୍ଲା କୁହାଯାଉଥିବା ବରଗଡ ଜିଲ୍ଲାରେ ଘଟିଛି । ଆଉ ଏହି ବଡ ଠକେଇର ପର୍ଦ୍ଦାଫାସ କରିଛି ପୋଲିସ ବିଭାଗର ଅର୍ଥନୈତିକ ଅପରାଧ ଶାଖା । ଗରିବContinue reading “ପଶ୍ଚିମ ଓଡିଶାରେ କୃଷି ଉପକରଣ କିଣାରେ ବଡ ଦୁର୍ନୀତି : ନକଲି କାଗଜ ପତ୍ର ଓ ଜାଲ ଇଂଜିନ ନଂବର ଦେଇ ସାଢେ ୩ କୋଟି ଟଙ୍କା ହଡପ, ଅଭିଯୁକ୍ତ ଗିରଫ “

ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ ହେଲା ନ୍ୟୁଜିଲାଣ୍ଡ : ଟିମ୍ ଇଣ୍ଡିଆକୁ ୮ ୱିକେଟରେ ହରାଇ ବିଶ୍ୱ ବିଜେତା ହେଲା କିୱି ଦଳ

କନକ ବ୍ୟୁରୋ : ବର୍ଷା ବ୍ୟାଘାତ, ‌ଆଲୋକ ଅଭାବ ଏବଂ ବାରମ୍ବାର ଖେଳ ବନ୍ଦ ହେବା ସତ୍ତ୍ବେ ସଂରକ୍ଷିତ ଦିବସରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ର ଫଳାଫଳ ବାହାରିଗଲା। ଏତେସବୁ ପ୍ରତିବନ୍ଧକ ସତ୍ତ୍ବେ ଭାରତ ପରାଜୟରୁ ବଞ୍ଚି ପାରିଲାନି। ପ୍ରଥମ ଦିନରୁ ବର୍ଷା ଯୋଗୁଁ ୪ ଦିନ ମଧ୍ୟରେ ପୂରା ୨ ଦିନ ଖେଳ ଆଦୌ ସମ୍ଭବ ହୋଇନଥିଲା। ଏହା ବ୍ୟତୀତ ଅନ୍ୟ ଦୁଇ ଦିନ ମଧ୍ୟ ଅଧିକାଂଶ ସମୟ ନଷ୍ଟ ହୋଇଥିଲା। ଏହାସତ୍ତ୍ବେ ରିଜର୍ଭ ଦିବସରେContinue reading “ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ ହେଲା ନ୍ୟୁଜିଲାଣ୍ଡ : ଟିମ୍ ଇଣ୍ଡିଆକୁ ୮ ୱିକେଟରେ ହରାଇ ବିଶ୍ୱ ବିଜେତା ହେଲା କିୱି ଦଳ”

ପିଲା ପଢିବେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ : ନବମ ଓ ଦଶମ ଶ୍ରେଣୀ ମାତୃଭାଷା ପାଠ୍ୟକ୍ରମରେ ହେଲା ସାମିଲ

କନକ ବ୍ୟୁରୋ : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ…’କୁ ହାଇସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହା କାର୍ଯ୍ୟକାରୀ ହେବ। ଏ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷରୁ ଏହି ସଂଗୀତକୁ ଉଭୟ ନବମ ଓ ଦଶମ ଶ୍ରେଣୀର ପ୍ରଥମ ଭାଷା ଓଡ଼ିଆ(ଏଫ୍‌ଏଲ୍ଓ) ବହିର ପଦ୍ୟ ବିଭାଗରେ ଏକ ବିଷୟ ଭାବେ ଛାତ୍ରଛାତ୍ରୀମାନେ ପଢ଼ିବେ। ଅନ୍ୟ ବିଷୟ ଭଳି ଏଥିରୁ ପ୍ରଶ୍ନ ମଧ୍ୟ ଆସିବ।Continue reading “ପିଲା ପଢିବେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ : ନବମ ଓ ଦଶମ ଶ୍ରେଣୀ ମାତୃଭାଷା ପାଠ୍ୟକ୍ରମରେ ହେଲା ସାମିଲ”

ଟିକା କମାଉଛି କରୋନା ଜନିତ ମୃତ୍ୟୁର ଆଶଙ୍କା: ଆଇସିଏମଆର ଗବେଷଣାରୁ ଆସିଲା ତଥ୍ୟ

କନକ ବ୍ୟୁରୋ : ମହାମାରୀ କରୋନା ଭୂତାଣୁ ବିପକ୍ଷରେ ସବୁଠାରୁ ବଡ ଅସ୍ତ୍ର ସାଜିଛି କରୋନା ଟିକା । ଆଇସିଏମ୍ଆର ଏକ ତଥ୍ୟରୁ ଏହି କଥାକୁ ସ୍ପଷ୍ଟ କରିଛି । ଇଣ୍ଡିଆନ କାଉଁସିଲ୍ ଅଫ ମେଡିକାଲ ରିସର୍ଚ୍ଚ-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜିର ଏକ ଅନୁସନ୍ଧାନ ରିପୋର୍ଟ ଅନୁସାରେ କରୋନା ଟିକାର ଗୋଟିଏ ଡୋଜ୍ ମଧ୍ୟ କରୋନା ଜନିତ ମୃତ୍ୟୁକୁ ରୋକିବାରେ ଅଧିକାଂଶରେ ସକ୍ଷମ । କରୋନା ଟିକାର ଗୋଟିଏ ଡୋଜ୍ ଏଥିରୁ ହେଉଥିବା ମୃତ୍ୟୁକୁ ୮୨ ପ୍ରତିଶତContinue reading “ଟିକା କମାଉଛି କରୋନା ଜନିତ ମୃତ୍ୟୁର ଆଶଙ୍କା: ଆଇସିଏମଆର ଗବେଷଣାରୁ ଆସିଲା ତଥ୍ୟ”

ଜମ୍ମୁକାଶ୍ମୀର ସ୍ଥିତି ନେଇ ଆଜି ସର୍ବଦଳୀୟ ଆଲୋଚନା : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

କନକ ବ୍ୟୁରୋ : କାଶ୍ମୀର ସ୍ଥିତି ନେଇ ଆଜି ଦିଲ୍ଲୀରେ ବସୁଛି ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସୁଥିବା ବେଳେ ଜମ୍ମୁ-କାଶ୍ମୀରର ଅଧିକାଂଶ ପ୍ରମୁଖ ଦଳରେ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଜାମ୍ମୁ-କାଶ୍ମୀରର ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୦ ଜଣ ନେତା ଏଥିରେ ସାମିଲ ହେବେ । ପିଡିପି ନେତ୍ରୀ ମେହବୁବା ମୁଫତି, ନ୍ୟାସନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା, କଂଗ୍ରେସ ନେତା ଗୁଲାମ ନବୀContinue reading “ଜମ୍ମୁକାଶ୍ମୀର ସ୍ଥିତି ନେଇ ଆଜି ସର୍ବଦଳୀୟ ଆଲୋଚନା : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ”

ମହାପ୍ରଭୁଙ୍କ ସ୍ନାନଯାତ୍ରା : କଟକଣା ସହ ସମ୍ପାଦନ ହେଉଛି ନୀତି, ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି 

କନକ ବ୍ୟୁରୋ : ଆଜି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦିରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ତେବେ ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି, ଏବର୍ଷ ମଧ୍ୟ ସ୍ନାନଯାତ୍ରାରେ ଛେରାପହଁରା କରୁନାହାନ୍ତି ଗଜପତି । କୋଭିଡ୍ ନିୟମ ମାନି ଛେରାପହଁରା କରିବାକୁ ଆସିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖି ଜଣାଇ ଦେଇଛନ୍ତି ଗଜପତି । ପରମ୍ପରା ଅନୁଯାୟୀ ଗଜପତିଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ସେବାୟତ ଚଳିତ ବର୍ଷ ଛେରାପହଁରା ନୀତିContinue reading “ମହାପ୍ରଭୁଙ୍କ ସ୍ନାନଯାତ୍ରା : କଟକଣା ସହ ସମ୍ପାଦନ ହେଉଛି ନୀତି, ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି “

ଆଜି ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା : ସ୍ନାନବେଦୀରେ ଗଜବେଶରେ ଦର୍ଶନ ଦେବେ ବଡ଼ ଠାକୁର; ବିନା ଭକ୍ତରେ କୋଭିଡ୍ ନିୟମ ଅନୁସାରେ ଚାଲିଛି ନୀତିକାନ୍ତି, ମଧ୍ୟରାତ୍ରୀରୁ ପହଣ୍ଡି 

କନକ ବ୍ୟୁରୋ : ଆଜି ସ୍ନାନପୂର୍ଣ୍ଣିମା । ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ସ୍ନାନ ନୀତି । ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏହାପରେ ଗଜବେଶରେ ଦର୍ଶନ ଦେବେ ବଡ଼ ଠାକୁର । ତେବେ ସବୁଠୁ ଗୁରୁତ୍ୱପୁର୍ଣ୍ଣ  କଥା ହେଉଛି, ଏବର୍ଷ ମଧ୍ୟ ସ୍ନାନଯାତ୍ରାରେ ଛେରାପହଁରା କରୁନାହାନ୍ତି ଗଜପତି । କୋଭିଡ୍ ନିୟମ ମାନି ଛେରାପହଁରା କରିବାକୁ ଆସିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖି  ଜଣାଇ ଦେଇଛନ୍ତି ଗଜପତି । ପରମ୍ପରାContinue reading “ଆଜି ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା : ସ୍ନାନବେଦୀରେ ଗଜବେଶରେ ଦର୍ଶନ ଦେବେ ବଡ଼ ଠାକୁର; ବିନା ଭକ୍ତରେ କୋଭିଡ୍ ନିୟମ ଅନୁସାରେ ଚାଲିଛି ନୀତିକାନ୍ତି, ମଧ୍ୟରାତ୍ରୀରୁ ପହଣ୍ଡି “

ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ପ୍ରତିକ୍ରିୟା । ଗଲୱାନ ସଂଘର୍ଷରୁ ଚୀନକୁ ମିଳିଛି ଶିକ୍ଷା । ଚୀନ୍ ଅନୁଭବ କରିଛି, ପର୍ବତାଞ୍ଚଳ ଲଢ଼େଇରେ ସକ୍ଷମ ନୁହଁନ୍ତି ପିଏଲଏ ସେନା ।

କନକ ବ୍ୟୁରୋ: ଗଲୱାନ ସଂଘର୍ଷ ପରେ ଚୀନକୁ ଏକ ଶିକ୍ଷା ମିଳିଛି । ପିପୁଲସ୍ ଲିବେରେସନ ଆର୍ମି ବା ପିଏଲଏ ଅନୁଭବ କରିଛି ଯେ, ଏହାର ସୈନିକ ମାନେ ପର୍ବତାଞ୍ଚଳ ଲଢ଼େଇରେ ସେତେଟା ସକ୍ଷମ ନୁହଁନ୍ତି, ଆଉ ଏଥିପାଇଁ ସେମାନଙ୍କୁ ଅଧିକ ଉନ୍ନତ ମାନର ତାଲିମ ଦରକାର । ଆଉ ଏହାକୁ ନେଇ ଭାରତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତିବଦ୍ଦ ଅଧିବାସୀଙ୍କୁ ପିଏଲଏ ସେନାରେ ଅଧିକContinue reading “ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ପ୍ରତିକ୍ରିୟା । ଗଲୱାନ ସଂଘର୍ଷରୁ ଚୀନକୁ ମିଳିଛି ଶିକ୍ଷା । ଚୀନ୍ ଅନୁଭବ କରିଛି, ପର୍ବତାଞ୍ଚଳ ଲଢ଼େଇରେ ସକ୍ଷମ ନୁହଁନ୍ତି ପିଏଲଏ ସେନା ।”

ମହା ଠକଙ୍କ ଠାରୁ ଫେରୁଛି ଟଙ୍କା । ବିଜୟ ମାଲ୍ୟା, ନୀରବ ମୋଦୀ  ଏବଂ ମେହୁଲ ଚୋକସିଙ୍କ ସମ୍ପତି ବ୍ୟାଜାପ୍ତିରୁ ମିଳିଥିବା ଟଙ୍କା ବ୍ୟାଙ୍କକୁ ହସ୍ତାନ୍ତର ।

କନକ ବ୍ୟୁରୋ: ବିଜୟ ମାଲ୍ୟା, ନୀରବ ମୋଦୀ  ଏବଂ ମେହୁଲ ଚୋକସିଙ୍କ କଳା କାରନାମା କାହାକୁ ଅଛପା  ନାହିଁ । ବ୍ୟାଙ୍କକୁ ଚୂନା ଲଗାଇ ହଜାର ହଜାର କୋଟି ଲୁଟି ବିଦେଶରେ କରୁଛନ୍ତି ମଉଜ  ।  ବିଳମ୍ବରେ ହେଉ  ପଛେ  ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ  ପଞ୍ଝାରୁ ମୁକୁଳି  ପାରି ନାହାଁନ୍ତି ଏହି ମହାଠକ  ।  ଏହି  ୩  ମହାଠକଙ୍କ ୧୮  ହଜାର କୋଟି ଟଙ୍କା ଜବତ କରିଛି ଇଡି  ।  ଏଥିରୁ ୯୩୭୧  କୋଟି ଟଙ୍କା ବ୍ୟାଙ୍କକୁ ଫେରାଇଛିContinue reading “ମହା ଠକଙ୍କ ଠାରୁ ଫେରୁଛି ଟଙ୍କା । ବିଜୟ ମାଲ୍ୟା, ନୀରବ ମୋଦୀ  ଏବଂ ମେହୁଲ ଚୋକସିଙ୍କ ସମ୍ପତି ବ୍ୟାଜାପ୍ତିରୁ ମିଳିଥିବା ଟଙ୍କା ବ୍ୟାଙ୍କକୁ ହସ୍ତାନ୍ତର ।”

ଜମ୍ମୁକାଶ୍ମୀରର ସ୍ଥିତିକୁ ନେଇ ଆସନ୍ତାକାଲି ସର୍ବଦଳୀୟ ଆଲୋଚନା । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ସ୍ଥିତି ସ୍ୱାଭାବିକ କରିବାକୁ କେନ୍ଦ୍ର ସରକାର ପ୍ରୟାସ ଜୋର କରିଥିବା ବେଳେ ଏନେଇ ଗୁରୁବାର ଦିଲ୍ଲୀରେ ବସୁଛି ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସୁଥିବା ବେଳେ ଜମ୍ମୁକାଶ୍ମୀର ଅଧିକାଂଶ ପ୍ରମୁଖ ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଶେଷକରି ଗୁପକାର ଗ୍ରୁପର ନେତାମାନେ ଏନେଇ ସହମତି ଦେଇସାରିଛନ୍ତି । ପିଡିପି ନେତ୍ରୀ ମେହବୁବା ମୁଫତି, ନ୍ୟାସନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା ଓ ଅନ୍ୟ କିିଛି ଜମ୍ମୁକାଶ୍ମୀରContinue reading “ଜମ୍ମୁକାଶ୍ମୀରର ସ୍ଥିତିକୁ ନେଇ ଆସନ୍ତାକାଲି ସର୍ବଦଳୀୟ ଆଲୋଚନା । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।”

Design a site like this with WordPress.com
Get started