କନକ ବ୍ୟୁରୋ: କରୋନା ଭୂତାଣୁ ବାରମ୍ବାର ରୂପ ବଦଳାଉଛି । ଏବେ ଏହି ଭୂତାଣୁର ଆଉ ଏକ ନୂଆ ଭ୍ୟାରିୟାଂଟ ଠାବ କରିଛନ୍ତି ବୈଜ୍ଞାନିକ । ଯାହାର ନାଁ ଦିଆଯାଇଛି ଡେଲଟା ପ୍ଲସ ବା ଏୱାଇ-୧ । ବୈଜ୍ଞାନିକଙ୍କ ମତ ହେଉଛି ଏହି ଭାରିୟାଂଟ ଡେଲ୍ଟା ଭାରିୟାଂଟ ମ୍ୟୁଟେସନରୁ ସୃଷ୍ଟି ହୋଇଛି । ଦ୍ୱିତୀୟ ଲହରରେ ଆତଙ୍କ ଖେଳାଇଥିଲା ଡେଲଟା ଭ୍ୟାରିୟାଂଟ । ଦେଶରେ ଦ୍ରୁତ ଗତିରେ ମାଡି ଚାଲିବା ସହ ହଜାର ହାଜର ଲୋକଙ୍କ ଜୀବନContinue reading “ପୁଣି ରୂପ ବଦଳାଇଲା କୋଭିଡ ଭାଇରସ । ନୂଆ ଭେରିଆଂଟ ଠାବ ହୋଇଥିବା ବୈଜ୍ଞାନିକଙ୍କ ସୂଚନା । ନାଁ ରହିଛି ଡେଲଟା ପ୍ଲସ”
Author Archives: Raghaba
ମନ୍ଦିର ନହେଉଣୁ ଜମି ବିବାଦ । ବଢ଼ିବାରେ ଲାଗିଛି ରାମମନ୍ଦିରର ଜମି କିଣାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ । ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ ଦାବି କଲା ଶିବସେନା
କନକ ବ୍ୟୁରୋ: ରାମମନ୍ଦିର ଜମି କିଣାରେ ଦୁର୍ନୀତି ହୋଇଥିବା ନେଇ ଆପ୍ ଅଭିଯୋଗ ପରେ ଆରମ୍ଭ ହୋଇଥିବା ବିବାଦ ବଢ଼ିଚାଲିଛି । ବିରୋଧୀମାନେ ଏକାଠି ହୋଇ ସରକାରଙ୍କୁ ଘେରିଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି ଶିବସେନା । କଂଗ୍ରେସ ମଧ୍ୟ ତଦନ୍ତ ଦାବି କରିଛି । କଂଗ୍ରେସ କର୍ମୀ କାନପୁରରେ ବିକ୍ଷୋଭ କରିଛନ୍ତି । ସେପଟେ ପ୍ରଥମେ ଅଭିଯୋଗ ଆଣିଥିବା ଆପ୍ ନେତା ସଂଜୟ ସିଂଙ୍କ ଘରେ ଭଙ୍ଗାରୁଜାContinue reading “ମନ୍ଦିର ନହେଉଣୁ ଜମି ବିବାଦ । ବଢ଼ିବାରେ ଲାଗିଛି ରାମମନ୍ଦିରର ଜମି କିଣାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ । ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ ଦାବି କଲା ଶିବସେନା”
ନକଲି ଔଷଧର ଲମ୍ବା ଚେର । କେଉଁଠୁ ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଂଚ । ହିମାଚଳ ପ୍ରଦେଶ ଲେଖାଥିଲେ ବି ଔଷଧ କଂପାନୀର ମିଳୁନି ପ୍ରକୃତ ଠିକଣା
କନକ ବ୍ୟୁରୋ: ରାଜ୍ୟରେ ନକଲି ମେଡିସିନ କାରବାରର ଗୁମର ଖୋଲିବା ପାଇଁ ଆକ୍ସନ ମୋଡରେ ଆସିଯାଇଛି କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ଏସଟିଏଫର ସ୍ୱତନ୍ତ୍ର ଟିମ ଏ ନେଇ ତଦନ୍ତ ଆରମ୍ଭ କରିବ । ତେବେ ତଦନ୍ତ କେଉଁଠୁ ଆରମ୍ଭ ହେବ ତାହା ନିଶ୍ଚିତରୂପେ କ୍ରାଇବ୍ରାଂଚ ପାଇଁ ଏତ ଚ୍ୟାଲେଞ୍ଜ ସୃଷ୍ଟି କରିବ । ପ୍ରାଥମିକ ଭାବେ ତଦନ୍ତ କଟକ କନିକାଛକର ହୋଲସେଲ ଗୋଦାମ ଓ ଔଷଧ କାରବାର କରିଥିବା ମାଲିକ ନିକଟରୁ ହିଁ ଆରମ୍ଭ ହେବ ବୋଲିContinue reading “ନକଲି ଔଷଧର ଲମ୍ବା ଚେର । କେଉଁଠୁ ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଂଚ । ହିମାଚଳ ପ୍ରଦେଶ ଲେଖାଥିଲେ ବି ଔଷଧ କଂପାନୀର ମିଳୁନି ପ୍ରକୃତ ଠିକଣା “
କରୋନା କାଳରେ ଜେଲରୁ ପାରୋଲେରେ ଯାଇ ଫେରି ନାହାନ୍ତି ୧୫୩୬ କଏଦୀ । ୪୭ ଜଣଙ୍କର ମୃତ୍ୟୁ ।
କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କରୋନା ସଂକଟ ସମୟରେ ସଂକ୍ରମଣ ଭୟରେ ଜେଲରୁ ପାରୋଲରେ ପଠାଇ ଦିଆଯାଇଥିବା କଏଦୀ ମାନଙ୍କ ମଧ୍ୟରୁ ଅନେକ କଏଦୀ ଜେଲକୁ ନଫେରିବା ନେଇ ଏବେ ଚର୍ଚ୍ଚା ହୋଉଛି । କରୋନାର ପ୍ରଥମ ଲହର ବେଳେ ରାଜ୍ୟର ବିଭିନ୍ନ ଜେଲରୁ ୪୫୦୦ କଏଦୀଙ୍କୁ ପାରୋଲରେ ପଠାଇ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୨୨ ଜଣ ଫେରାର୍ ହୋଇଯାଇଛନ୍ତି । ସେମାନଙ୍କର କୌଣସି ପତ୍ତା ମିଳିନାହିଁ । ଏହି ରିପୋର୍ଟ ନିଜେ ମଧ୍ୟପ୍ରଦେଶ ସରକାରContinue reading “କରୋନା କାଳରେ ଜେଲରୁ ପାରୋଲେରେ ଯାଇ ଫେରି ନାହାନ୍ତି ୧୫୩୬ କଏଦୀ । ୪୭ ଜଣଙ୍କର ମୃତ୍ୟୁ ।”
କେନ୍ଦୁଝର ଚମ୍ପୁଆରେ ଅଭାବନୀୟ ଘଟଣା । କରୋନା ମୃତକଙ୍କ ମୁହଁ ଦେଖିବାକୁ ୫ ହଜାର ଟଙ୍କା ଦାବି କଲେ ଶ୍ମଶାନ କର୍ମଚାରୀ ।
କନକ ବ୍ୟୁରୋ: ଯିଏ ନିଜ ମା’କୁ ହରାଇଛି, ତାର ମାନସିକ ଅବସ୍ଥା କିଭଳି ଥିବ ଥରେ ଭାବନ୍ତୁ । ସେଭଳି ଜଣେ ଯୁବକଙ୍କୁ ଅନ୍ତିମ ସଂସ୍କାର ସମୟରେ ମା’ଙ୍କ ମୁହଁ ଦେଖିବା ପାଇଁ ୫ ହଜାର ଟଙ୍କା ଲାଂଚ ମାଗୁଛନ୍ତି ଶଶ୍ମାନ କର୍ମଚାରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ । ବଡ଼ କଥା ହେଉଛି-ଯେତେବେଳେ ଶ୍ମଶାନ କର୍ମଚାରୀ ଜାଣିଲେ ମୃତକଙ୍କ ସମ୍ପର୍କୀୟ ଲାଂଚ ମାଗିବା କଥାକୁ ମୋବାଇଲ କ୍ୟାମେରାରେContinue reading “କେନ୍ଦୁଝର ଚମ୍ପୁଆରେ ଅଭାବନୀୟ ଘଟଣା । କରୋନା ମୃତକଙ୍କ ମୁହଁ ଦେଖିବାକୁ ୫ ହଜାର ଟଙ୍କା ଦାବି କଲେ ଶ୍ମଶାନ କର୍ମଚାରୀ ।”
ରାଜ୍ୟରେ ହସ୍ପିଟାଲ ଉପରୁ କମୁଛି ଚାପ । ଖାଲି ହେଲା ୭୬ ପ୍ରତିଶତ ଜେନେରାଲ ବେଡ୍, ୪୨ ପ୍ରତିଶତ ଆଇସିୟୁ ଏବଂ ୪୪ ପ୍ରତିଶତ ଭେଂଟିିଲେଟର ବେଡ୍ ଖାଲି
କନକ ବ୍ୟୁରୋ: ତାଲାବନ୍ଦ ସମ୍ପର୍କରେ ରାଜ୍ୟ ସରକାରଙ୍କ ପରବର୍ତୀ ନିଷ୍ପତି ଆସିବା ପୂର୍ବରୁ ଓଡ଼ିଶାର ସଂକ୍ରମଣର ସ୍ଥିତିକୁ ସୁଚାଉଥିବା ଏହି ଚିତ୍ର ହୁଏତ, ସମସ୍ତଙ୍କୁ ଆଶ୍ୱସ୍ତ କରିବ । କାରଣ, ଜୁନ୍ ପହିଲାରେ ୧୪.୨% ଥିବା ଦୈନିକ ସଂକ୍ରମଣ ହାର, ଏବେ ୫.୯୯%କୁ ଖସି ଆସିଛି । ଦୀର୍ଘଦିନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ୪ ହଜାର ତଳକୁ ଖସିଛି । କେବଳ ଦୁଇଟି ଜିଲ୍ଲା ଯାଜପୁର ୨୨.୩୩% ଏବଂ ଖୋର୍ଦ୍ଧା ୧୦.୯୫%, ସଂକ୍ରମଣ ହାର ୧୦Continue reading “ରାଜ୍ୟରେ ହସ୍ପିଟାଲ ଉପରୁ କମୁଛି ଚାପ । ଖାଲି ହେଲା ୭୬ ପ୍ରତିଶତ ଜେନେରାଲ ବେଡ୍, ୪୨ ପ୍ରତିଶତ ଆଇସିୟୁ ଏବଂ ୪୪ ପ୍ରତିଶତ ଭେଂଟିିଲେଟର ବେଡ୍ ଖାଲି “
ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । କେନ୍ଦ୍ରକୁ ଯାଇ ସିଧାସଳଖ ପଂଜିକରଣ କରିପାରିବେ ୧୮ ବର୍ଷରୁ ଅଧିକ ବ୍ୟକ୍ତି
କନକ ବ୍ୟୁରୋ: ଟିକାକରଣ ନେଇ ଆଜି କେନ୍ଦ୍ର ସରକାର ବଡ ନିଷ୍ପତି ନେଇଛନ୍ତି । ଏଣିକି ୧୮ ବର୍ଷରୁ ଅଧିକ ବ୍ୟକ୍ତି ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ନିଜ ନାଁ ପଞ୍ଜିକରଣ କରିପାରିବେ । ଏହାପରେ ସେହି ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ବର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୂର୍ବରୁ ଅନଲାଇନରେ ପଞ୍ଜିକରଣ କରିବା କିମ୍ବା ଟିକା ନେବା ପାଇଁ ପୂର୍ବରୁ ଆଉ ସମୟ ନେବାକୁContinue reading “ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । କେନ୍ଦ୍ରକୁ ଯାଇ ସିଧାସଳଖ ପଂଜିକରଣ କରିପାରିବେ ୧୮ ବର୍ଷରୁ ଅଧିକ ବ୍ୟକ୍ତି”
ପ୍ରେମରେ ବ୍ରେକ୍ ଅପ୍ ପରେ ଯୁବକର ଉନ୍ମତକାଣ୍ଡ । ଝିଅର ମାମୁ ଘର ସଦସ୍ୟଙ୍କ ମୁଣ୍ଡରେ ବନ୍ଧୁକ ରଖି, ଝିଅକୁ ଡାକିବାକୁ କଲା ଦାବି । ସାଢ଼େ ୬ଘଂଟାର ଅପରେସନ୍ ପରେ ଶେଷରେ କାବୁ ହେଲା ବିକ୍ରମ ପଣ୍ଡା
କନକ ବ୍ୟୁରୋ: ବଲାଙ୍ଗିରରେ ଏମିିତି ଏକ ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଘର ଭିତରେ ଥିଲା ବନ୍ଧୁକ ଧରିଥିବା ପ୍ରେମିକ । ତା କବଜାରେ ଥିଲେ ସ୍ୱାମୀ, ସ୍ତ୍ରୀ ଓ ପୁଅ । ଆଉ ଘର ବାହାରେ ଏହି ଭଳି ଭିଡ ଜମିଥିଲା । ଘର ଭିତରେ ପ୍ରେମିକର ଦାବି ଥିଲା, ସେହି ବ୍ୟକ୍ତିଙ୍କ ଭାଣିଜୀଙ୍କୁ ଡକାଯାଉ ଏବଂ ସେ ସିଧା କଥା ହେବାକୁ ଚାହୁଁଛି । ପ୍ରଥମେ କେହି କିଛି ବୁଝିContinue reading “ପ୍ରେମରେ ବ୍ରେକ୍ ଅପ୍ ପରେ ଯୁବକର ଉନ୍ମତକାଣ୍ଡ । ଝିଅର ମାମୁ ଘର ସଦସ୍ୟଙ୍କ ମୁଣ୍ଡରେ ବନ୍ଧୁକ ରଖି, ଝିଅକୁ ଡାକିବାକୁ କଲା ଦାବି । ସାଢ଼େ ୬ଘଂଟାର ଅପରେସନ୍ ପରେ ଶେଷରେ କାବୁ ହେଲା ବିକ୍ରମ ପଣ୍ଡା”
ରାଜଧାନୀରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୮୯ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୯୮୮ ଜଣ
କନକ ବ୍ୟୁରୋ: ଭୁବନେଶ୍ୱରକୁ ଡରାଉଛି କରୋନା ଭୂତାଣୁ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩୮୯ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୫୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୩୮ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୯୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା,Continue reading “ରାଜଧାନୀରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୮୯ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୯୮୮ ଜଣ”
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଘୋଷଣା ହେଲା ଭାରତୀୟ ଦଳ । ପଢନ୍ତୁ କିଏ ଦଳରେ ସ୍ଥାନ ପାଇଲେ
କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା ହେଲା । ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ ଦଳର ଅଧିନାୟକ ରହିଛନ୍ତି ବିରାଟ କୋହଲି ଓ ଉପ ଅଧିନାୟକ ରହିଛନ୍ତି ଆଜିଙ୍କ୍ୟ ରାହାଣେ । #TeamIndia announce their 15-member squad for the #WTC21 Final pic.twitter.com/ts9fK3j89t — BCCI (@BCCI) June 15, 2021 https://platform.twitter.com/widgets.jsContinue reading “ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଘୋଷଣା ହେଲା ଭାରତୀୟ ଦଳ । ପଢନ୍ତୁ କିଏ ଦଳରେ ସ୍ଥାନ ପାଇଲେ “