ଟ୍ୱିଟର ଓ ସରକାର ବିବାଦ : ଜୁନ ୧୮ ତାରିଖରେ ସଂସଦୀୟ ସମିତି ପାଖରେ ଉପସ୍ଥିତ ହେବେ ଟ୍ୱିଟରର ଅଧିକାରୀ । ନୂଆ ଆଇଟି ନିୟମକୁ ନେଇ ହୋଇପାରେ ଚର୍ଚ୍ଚା

କନକ ବ୍ୟୁରୋ : ସଂସଦର ସୂଚନା ଓ ଟେକନିକ୍ ବିଭାଗର ସ୍ଥାୟୀ କମିଟି ମାଇକ୍ରୋବ୍ଲଗିଙ୍ଗ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ଅଧିକାରୀଙ୍କୁ ଜୁନ ୧୮ ତାରିଖରେ ହାଜର ହେବା ପାଇଁ ନୋଟିସ ଜାରି କରିଛନ୍ତି । ନୂଆ ଆଇଟି ଆଇନକୁ ନେଇ ସରକାର ଓ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଏଭଳି ନୋଟିସ୍ କରାଯାଇଛି । ଏହା ସହିତ ସଂସଦୀୟ ସମିତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛିContinue reading “ଟ୍ୱିଟର ଓ ସରକାର ବିବାଦ : ଜୁନ ୧୮ ତାରିଖରେ ସଂସଦୀୟ ସମିତି ପାଖରେ ଉପସ୍ଥିତ ହେବେ ଟ୍ୱିଟରର ଅଧିକାରୀ । ନୂଆ ଆଇଟି ନିୟମକୁ ନେଇ ହୋଇପାରେ ଚର୍ଚ୍ଚା”

ଘରେ ପଶି ଯୁବକଙ୍କ ଆତଙ୍କ ରାଜ : ଝରକାବାଟେ ପରିବାରର ୩ଜଣକୁ ଉଦ୍ଧାର କଲା ପୋଲିସ ଓ ଅଗ୍ନିଶମ ବାହିନୀ; ଅଭିଯୁକ୍ତକୁ କାବୁ କରିବାକୁ ଉଦ୍ୟମ ଜାରି

କନକ ବ୍ୟୁରୋ : ବଲାଙ୍ଗୀରରେ ବନ୍ଧୁକଧାରୀ ଯୁବକଙ୍କ କବଳରୁ ୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ପୋଲିସ ଓ ଅଗ୍ନିଶମ ବାହିନୀ । ୬ଘଂଟାର ଅପରେସନ ପରେ ବନ୍ଧକ ଥିବା ସମସ୍ତଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଓ ପୋଲିସ । ସିଢ଼ି ପକାଇ ଚଢ଼ିବା ସହ ଝରକା କାଚ ଭାଙ୍ଗି ସେହି ବାଟ ଦେଇ ରଶି ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ତେବେ ଅଭିଯୁକ୍ତ ଜଣଙ୍କ ଏବେ ବି ଘର ଭିତରେ ରହିଛି । ଆତ୍ମହତ୍ୟାContinue reading “ଘରେ ପଶି ଯୁବକଙ୍କ ଆତଙ୍କ ରାଜ : ଝରକାବାଟେ ପରିବାରର ୩ଜଣକୁ ଉଦ୍ଧାର କଲା ପୋଲିସ ଓ ଅଗ୍ନିଶମ ବାହିନୀ; ଅଭିଯୁକ୍ତକୁ କାବୁ କରିବାକୁ ଉଦ୍ୟମ ଜାରି”

ପଶ୍ଚମବଙ୍ଗ ସରକାରଙ୍କ ବଡ ଘୋଷଣା । ଜୁନ୍ ୩୦ ତାରିଖ ଯାଏ ରହିବ ଲକଡାଉନ । ଜାଣନ୍ତୁ କଣ ଖୋଲା କଣ ବନ୍ଦ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ଲକଡାଉନ ବେଳେ କିଛି କୋହଳ ନୀତି ଅବଲମ୍ବନ କରିବାକୁ ସିଧା ମନା କରିଦେଇଛନ୍ତି । ରାଜ୍ୟ ମୁଖ୍ୟ ସଚିବ ହରିକୃଷ୍ଣ ଦ୍ୱିବେଦୀ କହିଛନ୍ତି କି ଲକଡାଉନ ବେଳେ ବସ୍, ମେଟ୍ରୋ, ଲୋକାଲ ଟ୍ରେନ୍ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବContinue reading “ପଶ୍ଚମବଙ୍ଗ ସରକାରଙ୍କ ବଡ ଘୋଷଣା । ଜୁନ୍ ୩୦ ତାରିଖ ଯାଏ ରହିବ ଲକଡାଉନ । ଜାଣନ୍ତୁ କଣ ଖୋଲା କଣ ବନ୍ଦ”

ଦିଲ୍ଲୀ ହାଇକୋର୍ଟ : ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିବା ଆତଙ୍କବାଦ ନୁହେଁ ।

କନକ ବ୍ୟୁରୋ : ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଦେବଙ୍ଗନା କାଲିତା, ନତାଶା ନାରବାଲ ଓ ଜାମିଆ ଛାତ୍ର ଇଳବାଲ ତନହାକୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସେମାନଙ୍କୁ ଉତ୍ତର-ପୂର୍ବ ଦିଲ୍ଲୀ ହିଂସା ମାମଲାରେ ୟୁଏପିଏ ଆକ୍ଟ ଅଧିନରେ ଗତବର୍ଷ ଗିରଫ୍ କରାଯାଇଥିଲା । ସେମାନଙ୍କୁ ଜାମିନ ଦେବା ବେଳେ କୋର୍ଟ କହିଛନ୍ତି କି “ସରକାରଙ୍କ ନୀତି ବିରୋଧରେ ବିରୋଧ ପ୍ରଦର୍ଶନ କରିବାକୁ ଆତଙ୍କବାଦ କୁହାଯାଇପାରିବ ନାହିଁ” । ଏହାସହ ସେମାନଙ୍କୁ ଜାମିନ ଦେବାContinue reading “ଦିଲ୍ଲୀ ହାଇକୋର୍ଟ : ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିବା ଆତଙ୍କବାଦ ନୁହେଁ ।”

ସଂକ୍ରମଣ କମିବା ଭିତରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଭଲ ସୂଚନା : ହସ୍ପିଟାଲ ଉପରେ କମୁଛି ଚାପ; ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ଟେଷ୍ଟିଂ, ଟ୍ରାକିଂ ଓ ଆଇସୋଲେସନକୁ ଗୁରୁତ୍ୱ 

କନକ ବ୍ୟୁରୋ : କରୋନା ସଂକ୍ରମଣକୁ କମିବା ପରେ ହସ୍ପିଟାଲ ଉପରୁ ବି ଚାପ କମିବାରେ ଲାଗିଛି । ଏହା ଏକ ଭଲ ସଂକେତ ବୋଲି କୁହାଯାଉଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । କହିଛନ୍ତି, ହସ୍ପିଟାଲ ଉପରୁ ଧିରେ ଧିରେ ଚାପ କମୁଛି । ବେଡ ବର୍ତମାନ ପର୍ଯ୍ୟାପ୍ତ ଅଛି । ଆଇସିୟୁ ଓ ଭେଂଟିଲେଟରରେ ଏବେ ୫୬ ପ୍ରତିଶତ ରୋଗୀ ଅଛନ୍ତି । ସାଧାରଣ ବେଡରେ ୟୁଟିଲାଇଜେସନ ବହୁତContinue reading “ସଂକ୍ରମଣ କମିବା ଭିତରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଭଲ ସୂଚନା : ହସ୍ପିଟାଲ ଉପରେ କମୁଛି ଚାପ; ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ଟେଷ୍ଟିଂ, ଟ୍ରାକିଂ ଓ ଆଇସୋଲେସନକୁ ଗୁରୁତ୍ୱ “

ବଲାଙ୍ଗୀରରେ ଘରେ ପଶି ଯୁବକଙ୍କ ଆତଙ୍କରାଜ : ଭିତର ପଟୁ କବାଟ ବନ୍ଦ କରି ବନ୍ଧୁକ ମୁନରେ ପରିବାର ଲୋକକୁ ଭୟଭୀତ କରୁଛି ଦୃବୁର୍ତ

କନକ ବ୍ୟୁରୋ : ବନ୍ଧୁକ ମୁନରେ ବନ୍ଧକ । ବଲାଙ୍ଗୀର ଶାନ୍ତିପଡାରେ ବନ୍ଧୁକ ଦେଖାଇ ଘରେ ପଶି ଆତଙ୍କ ଚଳାଇଛି ଯୁବକ । ମଦନ ମୋହନ ହୋତାଙ୍କ ଘରେ ଦିବା ଲୋକରେ ଜଣେ ଯୁବକ ଘରେ ପଶି ବନ୍ଧୁକ ଦେଖାଇ ଆତଙ୍କ ଚଳାଇଛି । ଘର ଭିତରପଟୁ କବାଟ ବନ୍ଦ ରଖି ଲୋକଙ୍କୁ ଭୟଭୀତ କରୁଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ପହଁଚି ଯୁବକଙ୍କୁ ଆୟତ କରିବାକୁ ଉଦ୍ୟମ ଚଳାଇଛନ୍ତି । ଏହିContinue reading “ବଲାଙ୍ଗୀରରେ ଘରେ ପଶି ଯୁବକଙ୍କ ଆତଙ୍କରାଜ : ଭିତର ପଟୁ କବାଟ ବନ୍ଦ କରି ବନ୍ଧୁକ ମୁନରେ ପରିବାର ଲୋକକୁ ଭୟଭୀତ କରୁଛି ଦୃବୁର୍ତ”

କରୋନା ବିରୋଧରେ ୯୦.୪ ପ୍ରତିଶତ ପ୍ରଭାବୀ ନୋଭାଭ୍ୟାକ୍ସ ଟିକା । ସେରମ ଇନଷ୍ଟିଚ୍ୟୁଟରେ ଖୁବଶୀଘ୍ର ଆରମ୍ଭ ହୋଇପାରେ ଉତ୍ପାଦନ ।

କନକ ବ୍ୟୁରୋ : ଆମେରିକା କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା ନୋଭାଭ୍ୟାକ୍ସର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଆସିଛି । ଏହି ଟିକା କରୋନା ବିରୋଧ ଏଢେଇରେ ୯୦.୪ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଇଛି । ତେଣୁ ନୋଭାଭ୍ୟାକ୍ସର ମଜବୁତ ୍ଡାଟା ଆଧାରରେ ଉତ୍ପାଦନ ସହଯୋଗୀ ଭାବେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଭାଗିଦାରୀ ଉତ୍ପାଦକ ଭାବେ ଟିକା ପ୍ରସ୍ତୁତ କରିବାକୁ କହିପାରେ ! ନୋଭାଭ୍ୟାକ୍ସ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ମିଳିତ ଭାବେ ଗୋଟିଏContinue reading “କରୋନା ବିରୋଧରେ ୯୦.୪ ପ୍ରତିଶତ ପ୍ରଭାବୀ ନୋଭାଭ୍ୟାକ୍ସ ଟିକା । ସେରମ ଇନଷ୍ଟିଚ୍ୟୁଟରେ ଖୁବଶୀଘ୍ର ଆରମ୍ଭ ହୋଇପାରେ ଉତ୍ପାଦନ ।”

ଠିକ୍ ଆଜିର ଦିନରେ ଲଦାଖ୍ ସୀମାନେ ମୁହାଁମୁହିଁ ହୋଇଥିଲେ ଚୀନ୍ ଓ ଭାରତୀୟ ସେନା । ଗଲୱାନ୍ ସଂଘର୍ଷକୁ ପୁରିଲା ବର୍ଷେ, ସହିଦ ବୀର ଯବାନଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି

ଗଲଓ୍ବାନ ସଂଘର୍ଷକୁ ଆଜି ଏକ ବର୍ଷ ପୂରଣ ହୋଇଛି । ଗତ ବର୍ଷ ଏହି ସଂଘର୍ଷରେ ସହିଦ ହୋଇଥିବା ୨୦ ଜଣ ଯବାନଙ୍କୁ ଆଜି ଭାରତୀୟ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯ଼ାଇଛି । ଲେହଠାରେ ଅବସ୍ଥିତ ଯୁଦ୍ଧ ସ୍ମାରକୀରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।ସେନାର ଫାୟାର ଏଣ୍ଡ ଫୁରି କୋରର ମୁଖ୍ୟ ମେଜର ଜେନେରାଲ ଆକାଶ କୌଶିକ ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗତ ବର୍ଷ ଏପ୍ରିଲମାସରେ ଯ଼ୁଦ୍ଧାଭ୍ୟାସ କରିବା ନାଁରେ ଚୀନ ସେନାContinue reading “ଠିକ୍ ଆଜିର ଦିନରେ ଲଦାଖ୍ ସୀମାନେ ମୁହାଁମୁହିଁ ହୋଇଥିଲେ ଚୀନ୍ ଓ ଭାରତୀୟ ସେନା । ଗଲୱାନ୍ ସଂଘର୍ଷକୁ ପୁରିଲା ବର୍ଷେ, ସହିଦ ବୀର ଯବାନଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି”

ଚିନ୍ତା ବଢାଉଛି ୫ଜିଲ୍ଲା : ୫ଜିଲ୍ଲାର ସଂକ୍ରମଣ ହାର ୧୦ % ଉପରେ; ଖୋର୍ଦ୍ଧାରେ ସର୍ବାଧିକ ୧୩.୪%

କନକ ବ୍ୟୁରୋ : ରାଜ୍ୟର ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା କମିବା ସହ ସଂକ୍ରମଣ ହାର ମଧ୍ୟ କମି ଚାଲିଛି । ରାଜ୍ୟର ସଂକ୍ରମଣ ହାର ୫.୯୯ ପ୍ରତିଶତକୁ ଖସି ଆସିଛି । ଲକଡାଉନ ଅବଧି ଦିନକ ପରେ ଶେଷ ହେବାକୁ ଯାଉଥିବାବେଳେ ସଂକ୍ରମଣ ହାର କମିବା ଏକ ଭଲ ଖବର ବୋଲି କୁହାଯାଉଛି । ତେବେ ଚିନ୍ତା ବଢ଼ାଉଛନ୍ତି ଖୋର୍ଦ୍ଧା, ନୟାଗଡ, ପୁରୀ, କଟକ ଓ ଯାଜପୁର ଜିଲ୍ଲା । ଏହି ପାଂଚଟି ଜିଲ୍ଲାର ଟେଷ୍ଟContinue reading “ଚିନ୍ତା ବଢାଉଛି ୫ଜିଲ୍ଲା : ୫ଜିଲ୍ଲାର ସଂକ୍ରମଣ ହାର ୧୦ % ଉପରେ; ଖୋର୍ଦ୍ଧାରେ ସର୍ବାଧିକ ୧୩.୪%”

ଶିଶୁଙ୍କ ଶରୀରରେ କୋଭାକ୍ସିନ ଟିକାର ପରୀକ୍ଷଣ : ଆଜିଠାରୁ ଦିଲ୍ଲୀ ଏମ୍ସରେ ଆରମ୍ଭ ହେବ ୬ରୁ ୧୨ ବର୍ଷ ପିଲାଙ୍କ ଚୟନ

ଶିଶୁଙ୍କ ଶରୀରରେ କୋଭାକ୍ସିନ ଟିକାର ପରୀକ୍ଷଣ । ଆଜିଠାରୁ ଦିଲ୍ଲୀର ଏମ୍ସ ମେଡିକାଲରେ କୋଭାକ୍ସିନର କ୍ଲିନିକାଲ ପରୀକ୍ଷା ପାଇଁ ୬ ରୁ ୧୨ ବର୍ଷ ବୟସର ପିଲାମାନଙ୍କର ସ୍କ୍ରିନିଂ ଆରମ୍ଭ କରିବ । ୧୨-୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭାକ୍ସିନର ଗୋଟିଏ ମାତ୍ରା ପାଇଁ କ୍ଲିନିକାଲ୍ ପରୀକ୍ଷା ଶେଷ କରିସାରିଛି । ଭାରତର ଡ୍ରଗ୍ ରେଗୁଲେଟର, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) ଅନୁମତି ଦେବା ପରେ ୧୨-୧୮ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେContinue reading “ଶିଶୁଙ୍କ ଶରୀରରେ କୋଭାକ୍ସିନ ଟିକାର ପରୀକ୍ଷଣ : ଆଜିଠାରୁ ଦିଲ୍ଲୀ ଏମ୍ସରେ ଆରମ୍ଭ ହେବ ୬ରୁ ୧୨ ବର୍ଷ ପିଲାଙ୍କ ଚୟନ”

Design a site like this with WordPress.com
Get started