ଭୋଟ ବେଳକୁ ନେତାମାନେ ଟଙ୍କା ଦେଇ ଭୋଟ କିଣିନେଉଛନ୍ତି। ହେଲେ ଭତ୍ତା କି ରାସନକାର୍ଡ ସୁବିଧା ହିତାଧିକାରୀଙ୍କୁ ମିଳିପାରୁନି। ଏଭଳି ଦୁର୍ଦିନ ଭିତରେ ଜୀବନ କାଟୁଛନ୍ତି ମହାନଦୀବିହାର ନିକଟସ୍ଥ ଗାନ୍ଧୀପଲ୍ଲୀ ପାଖରେ ରହୁଥିବା ଶଙ୍କର ଚମ୍ପିଆନଙ୍କ ପରିବାର। ପରିବାର କହିଲେ ଶଙ୍କରଙ୍କ ମା’ ଜାନକୀ ଓ ସ୍ତ୍ରୀ ସାବିତ୍ରୀ ଜେନା। ଘର ନଥିବାରୁ ୨୦ ବର୍ଷରୁ ଅଧିକ ସମୟ ଧରି ଏମାନେ ଜରିପାଲ ଭିତରେ ଜୀବନ ବିତାଉଛନ୍ତି। ଶଙ୍କର ପୂର୍ବରୁ କୁଷ୍ଠରୋଗରେ ପୀଡ଼ିତ ଥିଲେ ବି ବିଭିନ୍ନContinue reading “ପାଲ ତଳେ ଜୀବନ କଟିଲାଣି ୨୦ ବର୍ଷ… କର୍କଟ ପିଡୀତ ଶଙ୍କରଙ୍କୁ କିଏ ହେବ ଶାହା? ଦୁର୍ଦ୍ଦିନରେ କଟୁଛି ଜୀବନ… ପାଖରେ ନାହିଁ ରାସନ କାର୍ଡ, ଭତ୍ତା ମିଳିବା କଥା ପଚାରେ କିଏ…”
Author Archives: Raghaba
ଗାଁ ଗହଳିର ୬୦% ଲୋକ ଜାଣି ନାହାନ୍ତି କେମିତି କରିବେ ପଞ୍ଜିକରଣ : ବୋଷ୍ଟନ କନସଲଟିଂ ଗ୍ରୁପ ସର୍ଭେରୁ ତଥ୍ୟ ପ୍ରକାଶ
କନକ ବ୍ୟୁରୋ : ମହାମାରୀ କରୋନାର ମୁକାବିଲା ପାଇଁ ଏକମାତ୍ର ସଞ୍ଜିବନୀ ଟିକା । ସେଥିପାଇଁ ଭାରତରେ ଚାଲିଛି ବିଶ୍ୱର ସବୁଠାରୁ ବଡ ଟିକାକରଣ ଅଭିଯାନ । ଟିକାକରଣ ପାଇଁ କୋୱିନ୍ ଭଳି ଆପରେ ପଞ୍ଜିକରଣ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଉଛି । ତେବେ ଏହି ଆପରେ ଟିକାକରଣ ପାଇଁ କେମିତି ପଞ୍ଜିକରଣ କରିବାକୁ ପଡିବ ତାହା ଦେଶର ପ୍ରାୟ ଅଧା ଲୋକଙ୍କ ଜଣାନଥିବାରୁ ବିଶ୍ୱର ଏହି ସର୍ବବୃହତ ଟିକାକରଣ ଯୋଜନା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟିContinue reading “ଗାଁ ଗହଳିର ୬୦% ଲୋକ ଜାଣି ନାହାନ୍ତି କେମିତି କରିବେ ପଞ୍ଜିକରଣ : ବୋଷ୍ଟନ କନସଲଟିଂ ଗ୍ରୁପ ସର୍ଭେରୁ ତଥ୍ୟ ପ୍ରକାଶ”
ଦେଶରେ ତଳକୁ ଖସୁଛି କରୋନା ମିଟର । କମୁଛି କରୋନା ସଂକ୍ରମଣ, କମୁଛି ମୃତ୍ୟୁ ହାର
ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୬୦,୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୭୫ ଦିନରେ ଏହା ସର୍ବନିମ୍ନ ଦୈନିକ ସଂକ୍ରମଣ । ଏହା ଫଳରେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୨ କୋଟି ୯୫Continue reading “ଦେଶରେ ତଳକୁ ଖସୁଛି କରୋନା ମିଟର । କମୁଛି କରୋନା ସଂକ୍ରମଣ, କମୁଛି ମୃତ୍ୟୁ ହାର”
ଆଜି ହେଉଛି ରଜ ସଂକ୍ରାନ୍ତି : ହେଲେ କଟକଣା ଯୋଗୁଁ ସବୁ ମନ୍ଦିର ଖାଁ ଖାଁ; ନିଜ ନିଜ ଘରେ ରହି ନିରାଡମ୍ବର ଭାବେ ରଜ ପାଳୁଛନ୍ତି ଝିଅ, ବୋହୂ
କନକ ବ୍ୟୁରୋ : ଆଜି ହେଉଛି ରଜର ଦ୍ୱିତୀୟ ଦିନ ବା ରଜ ସଂକ୍ରାନ୍ତି । କରୋନାର ୨ୟ ଲହର ଚାଲିଥବା ଯୋଗୁଁ ଏଥର ଫିକା ପଡିଛି ରଜପର୍ବ । ଗାଁ ଠୁ ସହର ସବୁଠି ଦେଖିବାକୁ ମିଳିଥାଏ ଖୁସିର ଲହର । ରଜ ଝିଅମାନଙ୍କର ଏକ ବଡପର୍ବ ହୋଇଥିଲେ ହେଁ କରୋନା ଭୟ ଯୋଗୁଁ କେହି ମେଳି ହେଉନାହାନ୍ତିି । କେବଳ ନିଜ ଘରେ ରହି ପ୍ରସ୍ତୁତ କରିଥିବା ଦୋଳିରେ ପରିବାର ଲୋକଙ୍କ ସହ ଖେଳୁଛନ୍ତିContinue reading “ଆଜି ହେଉଛି ରଜ ସଂକ୍ରାନ୍ତି : ହେଲେ କଟକଣା ଯୋଗୁଁ ସବୁ ମନ୍ଦିର ଖାଁ ଖାଁ; ନିଜ ନିଜ ଘରେ ରହି ନିରାଡମ୍ବର ଭାବେ ରଜ ପାଳୁଛନ୍ତି ଝିଅ, ବୋହୂ”
ଦୀର୍ଘଦିନ ପରେ ୪ ହଜାର ତଳକୁ ଖସିଲା ରାଜ୍ୟର ଦୈନିକ ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୩୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ, ୪୨ ମୃତ
କନକ ବ୍ୟୁରୋ : ଦୀର୍ଘ ଦିନ ପରେ ଆଜି ରାଜ୍ୟରେ ପ୍ରଥମ ଥର ପାଇଁ ୪ ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ଘଂଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୪୦୫ ନୂଆ ଆକ୍ରାନ୍ତ । ସଂଗରୋଧରୁ ୧୯୪୨ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଂଚଳରୁ ୧୪୬୩ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୫୦୦ ଓ କଟକରୁ ୨୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁContinue reading “ଦୀର୍ଘଦିନ ପରେ ୪ ହଜାର ତଳକୁ ଖସିଲା ରାଜ୍ୟର ଦୈନିକ ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୩୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ, ୪୨ ମୃତ”
ଗାଁଠୁ ବି ହିନସ୍ତା ରାଜଧାନୀବାସୀ: ପତ୍ର ହଲିଲେ ବିଦ୍ୟୁତ୍ କାଟ; କେଉଁଦିନ ୨୪ ଘଣ୍ଟା ମଧ୍ୟରେ ୧୦ ମିନିଟ୍, ୨୦ ମିନିଟ୍ କରି ୧୫ ଥର; ଆଉ କେଉଁଦିନ ଘଣ୍ଟା ଘଣ୍ଟା ଧରି ଯାଉଛି ବିଦ୍ୟୁତ୍
ନାଁକୁ ମାତ୍ର ସ୍ମାର୍ଟ ସିଟି ଭୁବନେଶ୍ବର । ରାଜଧାନୀବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇଦେବା ଲାଗି ଏକ ଦଶନ୍ଧି ହେଲା ଯୋଜନା ପରେ ଯୋଜନା ହେଉଛି । କେତେବେଳେ ଅଣ୍ଡରଗ୍ରାଉଣ୍ଡ କେବଲିଂ କଥା କୁହାଯାଉଛି ତ ଆଉ କେତେବେଳେ ସବୁ ପରିବାରକୁ ବିଦ୍ୟୁତ୍ ସେବା ଯୋଗାଇବାକୁ ପ୍ରତିଶ୍ରୁତି ଦିଆଯାଉଛି। ଏତେ ସବୁ ପରେ ବି ୨୦୨୧ରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାକୁ ସୁନିଶ୍ଚିତ କରାଯାଇ ପାରୁନାହିଁ। ଯେଉଁଥିପାଇଁ ଉପାନ୍ତ ଗାଁଠାରୁ ରାଜଧାନୀର ଅବସ୍ଥା ଏବେ ଅଧିକ ଦୟନୀୟContinue reading “ଗାଁଠୁ ବି ହିନସ୍ତା ରାଜଧାନୀବାସୀ: ପତ୍ର ହଲିଲେ ବିଦ୍ୟୁତ୍ କାଟ; କେଉଁଦିନ ୨୪ ଘଣ୍ଟା ମଧ୍ୟରେ ୧୦ ମିନିଟ୍, ୨୦ ମିନିଟ୍ କରି ୧୫ ଥର; ଆଉ କେଉଁଦିନ ଘଣ୍ଟା ଘଣ୍ଟା ଧରି ଯାଉଛି ବିଦ୍ୟୁତ୍”
ପୁଣି ରୂପ ବଦଳାଇଲା କୋଭିଡ ଭାଇରସ : ନୂଆ ଭେରିଆଂଟ ଠାବ ହୋଇଥିବା ବୈଜ୍ଞାନିକଙ୍କ ସୂଚନା; ନାଁ ରହିଛି ଡେଲଟା ପ୍ଲସ
କନକ ବ୍ୟୁରୋ : କରୋନା ଭୂତାଣୁ ବାରମ୍ବାର ରୂପ ବଦଳାଉଛି । ଏବେ ଏହି ଭୂତାଣୁର ଆଉ ଏକ ନୂଆ ଭ୍ୟାରିୟାଂଟ ଠାବ କରିଛନ୍ତି ବୈଜ୍ଞାନିକ । ଯାହାର ନାଁ ଦିଆଯାଇଛି ଡେଲଟା ପ୍ଲସ ବା ଏୱାଇ-୧ । ବୈଜ୍ଞାନିକଙ୍କ ମତ ହେଉଛି ଏହି ଭାରିୟାଂଟ ଡେଲ୍ଟା ଭାରିୟାଂଟ ମ୍ୟୁଟେସନ ହୋଇ ସୃଷ୍ଟି ହୋଇଛି । ଦ୍ୱିତୀୟ ଲହରରେ ଆତଙ୍କ ଖେଳାଇଥିଲା ଡେଲଟା ଭ୍ୟାରିୟାଂଟ । ଦେଶରେ ଦ୍ରୁତ ଗତିରେ ମାଡି ଚାଲିବା ସହ ହଜାର ହାଜରContinue reading “ପୁଣି ରୂପ ବଦଳାଇଲା କୋଭିଡ ଭାଇରସ : ନୂଆ ଭେରିଆଂଟ ଠାବ ହୋଇଥିବା ବୈଜ୍ଞାନିକଙ୍କ ସୂଚନା; ନାଁ ରହିଛି ଡେଲଟା ପ୍ଲସ”
ନକଲି ଔଷଧର କାରବାରର କିଙ୍ଗପିନ କିଏ ? କଟକକୁ କେମିତି ଆସିଲା ନକଲି ଫାବିପିରାଭିର; କ୍ରାଇମବ୍ରାଂଚ ତଦନ୍ତର ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : କଟକରୁ ଜବତ ହୋଇଥିବା ନକଲି ଔଷଧ କାରବାରର ତଦନ୍ତ କରିବ କ୍ରାଇମବ୍ରାଂଚ । ନକଲି ଔଷଧର ଚେର କେଉଁଠୁ କେଉଁ ଯାଏଁ ଲମ୍ବିଛି କ୍ରାଇମବ୍ରାଂଚ ତାହାର ଖୋଳତାଡ କରିବ । ନକଲି ଔଷଧର କାରବାରର କ୍ରାଇମବ୍ରାଂଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନକଲି ଔଷଧ କାରବାରର କିଙ୍ଗପିନ କିଏ ? କଟକକୁ କେମିତି ଆସିଲା ନକଲି ଫାବିପିରାଭିର ଟାବଲେଟ୍ ? କେଉଁଠୁ ଆସିଥିଲା ? ଓଡିଶାରେ କିଏContinue reading “ନକଲି ଔଷଧର କାରବାରର କିଙ୍ଗପିନ କିଏ ? କଟକକୁ କେମିତି ଆସିଲା ନକଲି ଫାବିପିରାଭିର; କ୍ରାଇମବ୍ରାଂଚ ତଦନ୍ତର ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ”
ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରେ ପୁଲିସର ରେଡ : ୫ରୁ ୧୦ ଗୋଧି ଉଦ୍ଧାର, ୨ଜଣଙ୍କୁ ଅଟକ ରଖି ପଚରାଉଚରା
କନକ ବ୍ୟୁରୋ : ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଂଚଳରେ ପୁଲିସର ରେଡ ବେଳ ଉଦ୍ଧାର ହୋଇଛି ୮ରୁ ୧୦ ଗୋଧୀ । ଏହିଅଂଚଳରେ ଗୋଧୀ ମାଂସ ଓ ଚମଡା ବିକ୍ରୀ ହେଉଥିବା ଖବର ପାଇଁ ପୁଲିସ ରେଡ କରଥିଲା । ଆଉ ଏହି ସମୟରେ ଜଣକ ଘରୁ ୮ରୁ ୧୦ ଗୋଧୀ ପଡିଥିବା ଦେଖିବାକୁ ମିଳିଥିଲା । ପୁଲିସକୁ ଦେଖି ୫ରୁ ୬ଜଣ ଦୌଡି ପଳାଇଥିବାବେଳେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସ୍ଥାନୀୟ ଜଣେContinue reading “ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରେ ପୁଲିସର ରେଡ : ୫ରୁ ୧୦ ଗୋଧି ଉଦ୍ଧାର, ୨ଜଣଙ୍କୁ ଅଟକ ରଖି ପଚରାଉଚରା”
ଦିଲ୍ଲୀରେ ବରିଷ୍ଠ ମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କ ଘନ ଘନ ବୈଠକ ଜାରି : ମନ୍ତ୍ରୀଙ୍କ କାର୍ଯ୍ୟର ସମୀକ୍ଷା ସହ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା
କନକ ବ୍ୟୁରୋ : ଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବରିଷ୍ଠ ମନ୍ତ୍ରୀଙ୍କ ବୈଠକ ବସିଛି । ସୋମବାର ସନ୍ଧ୍ୟାରେ ହୋଇଥିବା ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଭୂପୃଷ୍ଣ ପରିବହନ ମନ୍ତ୍ରୀ ନିତିନ ଗଡକରୀ , ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ସଦାନନ୍ଦ ଗୌଡା ଓ ଅନ୍ୟ ମନ୍ତ୍ରୀ ଉପସ୍ଥିତ ଥିଲେ । ଗତ କିଛି ଦିନ ହେଲା ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟର ମନ୍ତ୍ରୀଙ୍କୁ ଭେଟୁଛନ୍ତି । ବିଭିନ୍ନ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ମନ୍ତ୍ରୀଙ୍କ ଫିଡବ୍ୟାକContinue reading “ଦିଲ୍ଲୀରେ ବରିଷ୍ଠ ମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କ ଘନ ଘନ ବୈଠକ ଜାରି : ମନ୍ତ୍ରୀଙ୍କ କାର୍ଯ୍ୟର ସମୀକ୍ଷା ସହ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା”