କନକ ବ୍ୟୁରୋ: ସାରା ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏପରି ସ୍ଥିତିରେ ଛତିଶଗଡ ସୀମାନ୍ତବର୍ତ୍ତୀ ୧୦ଟି ଜିଲ୍ଲାରେ ସପ୍ତାହର ଶେଷ ଦୁଇ ଦିନ ସଟଡାଉନ୍ ପାଳନ କରାଯାଉଛି । ଆଜି କଳାହାଣ୍ଡି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ପାଳନ ହେଉଛି । ଯେଉଁଥିରେ ଧର୍ମଗଡ ସହରର ଦୋକାନ ବଜାର ବନ୍ଦ ରହିଛି । ପୁଲିସ ସାରା ସହରରେ ପଇଁତରା ମାରି ଅମାନିଆଙ୍କ ଉପରେ ନଜର ରଖିଛି । ଖାଲି ସେତିକି ନୁହେଁ, କରୋନା କଟକଣାକୁ କଡାକଡିContinue reading “ଛତିଶଗଡ ସୀମାନ୍ତବର୍ତ୍ତୀ ୧୦ଟି ଜିଲ୍ଲାରେ ଆଜିଠୁ ୨ ଦିନିଆ ସଟଡାଉନ୍ । ସହରାଞ୍ଚଳରେ ଦୋକାନ ବଜାର ବନ୍ଦ, ପଇଁତରା ମାରୁଛି ପୁଲିସ ।”
Author Archives: Raghaba
ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ । ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ । ବିନା ଶ୍ରଦ୍ଧାଳୁରେ ହେବ ରୁକୁଣା ରଥଯାତ୍ରା
କନକ ବ୍ୟୁରୋ : କରୋନା କଟକଣା ଭିତରେ କିଭଳି ପାଳନ ହେବ ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ପର୍ବ ରୁକୁଣା ରଥଯାତ୍ରା, ସେନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ । ବୈଠକରେ ବିନା ଶ୍ରଦ୍ଧାଳୁରେ ରଥଯାତ୍ରା ସମାପନ ନେଇ ଆଲୋଚନା ହୋଇଥିବା ଜଣାପଡିଛି । ଏହା ସହ ସ୍ୱଳ୍ପ ସେବାୟତଙ୍କୁ ମଧ୍ୟ ଏହି ରଥଯାତ୍ରାରେ ନିୟୋଜିତ କରାଯିବା ନେଇ ବି ଆଲୋଚନା ହୋଇଛି । ଅନ୍ୟପଟେ ରଥ ଟାଣିବା ବେଳେ ରଥଖଳାରୁ ମାଉସୀ ମା’Continue reading “ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ । ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ । ବିନା ଶ୍ରଦ୍ଧାଳୁରେ ହେବ ରୁକୁଣା ରଥଯାତ୍ରା”
ମମତାଙ୍କ ଉପରେ ବର୍ଷିଲେ ମୋଦି । କହିଲେ ଦିଦିଙ୍କର ଅହଙ୍କାର ବଢିଯାଇଛି, ସମସ୍ତେ ତାଙ୍କୁ ଛୋଟ ଦିଶୁଛନ୍ତି ।
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗରେ ଦୁଇଟି ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି ଜ୍ଝ ଆସନସୋଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀମାନଙ୍କର ବୈଠକମାନଙ୍କରେ ମମତା ବାନାର୍ଜୀ ସାମିଲ ହୁଅନ୍ତି ନାହିଁ । କାରଣ ମମତାଙ୍କର ଅଂହକାର ଏତେ ବଢିଯାଇଛି ଯେ ତାଙ୍କୁ ସମସ୍ତେ ତାଙ୍କ ତୁଳନାରେ ଛୋଟ ଲାଗନ୍ତି । ମମତାଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି ଯେ ନିଜ ଅଂହକାରରେ ଦିଦି ଏତେ ବଡ ହୋଇଯାଇଛନ୍ତି ଯେ ତାଙ୍କୁContinue reading “ମମତାଙ୍କ ଉପରେ ବର୍ଷିଲେ ମୋଦି । କହିଲେ ଦିଦିଙ୍କର ଅହଙ୍କାର ବଢିଯାଇଛି, ସମସ୍ତେ ତାଙ୍କୁ ଛୋଟ ଦିଶୁଛନ୍ତି ।”
ରେଳଯାତ୍ରୀଙ୍କ ପାଇଁ କଟକଣା କଡାକଡି କଲା ରେଳ ବିଭାଗ । ବିନା ମାସ୍କରେ ଯାତ୍ରାକଲେ ଗଣିବେ ଜରିମାନା
କନକ ବ୍ୟୁରୋ : ଯାତ୍ରୀଗଣ କୃପାକରି ଧ୍ୟାନ ଦିଅନ୍ତୁ । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ କଡାକଡି କରିଛନ୍ତି ରେଳ ବିଭାଗ । ଆପଣ ରେଳରେ ଯାତ୍ରା କରିବା ସମୟରେ କିମ୍ବା ପ୍ଲାଟଫର୍ମ ଭିତରେ ଯଦି ବିନା ମାସ୍କରେ ଯାତ୍ରା କରୁଥାନ୍ତି ତେବେ ଆପଣଙ୍କୁ ୫ ଶହ ଟଙ୍କା ଜରିମାନା ଦେବାକୁ ହେବ । ଅନ୍ୟପଟେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ରେଳ ଚଳାଚଳକୁ ନେଇ ରେଳ ବିଭାଗ ତାର ବୟାନ ଜାରିContinue reading “ରେଳଯାତ୍ରୀଙ୍କ ପାଇଁ କଟକଣା କଡାକଡି କଲା ରେଳ ବିଭାଗ । ବିନା ମାସ୍କରେ ଯାତ୍ରାକଲେ ଗଣିବେ ଜରିମାନା”
ସୁନ୍ଦରଗଡ଼ରେ ଶନି-ରବି ସଟଡାଉନ । ପାଟ୍ରୋଲିଂ କରୁଛି ପୋଲିସ, ଛକ ଛକରେ ହେଉଛି କଡାକଡି ଯାଞ୍ଚ ।
କନକ ବ୍ୟୁରୋ : କରୋନା ସଂକ୍ରମିତ ଶିକୁଳିକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତିକ୍ରମେ ଆଜି ଠାରୁ ଛତିଶଗଡ଼ ସୀମାରେ ଥିବା ୧୦ଟି ଜିଲ୍ଲା ସମେତ ସୁନ୍ଦରଗଡ଼ରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି। ଶନିବାର ଓ ରବିବାର ୨ ଦିନ ସଟଡାଉନ କରାଯାଇଥିବା ଵେଳେ ଆସନ୍ତା ସୋମବାର ଠାରୁ ନାଇଟ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପାଳନ କରାଯିବ । ସପ୍ତାହାନ୍ତ ସଟଡାଉନରେ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦContinue reading “ସୁନ୍ଦରଗଡ଼ରେ ଶନି-ରବି ସଟଡାଉନ । ପାଟ୍ରୋଲିଂ କରୁଛି ପୋଲିସ, ଛକ ଛକରେ ହେଉଛି କଡାକଡି ଯାଞ୍ଚ ।”
୨୪ ବର୍ଷ ପୂର୍ବେ…ଯେବେ ମହାନାୟକ ଶୋଇ ଯାଇଥିଲେ ମୃତ୍ୟୁର ଶେଯରେ । ନିସ୍ତବ୍ଧ ହୋଇ ଯାଇଥିଲା ଓଡ଼ିଶା, ଆଖିର ଲୁହ କହୁଥିଲା ମନର ଭାଷା ।
କନକ ବ୍ୟୁରୋ : ୧୭ ଏପ୍ରିଲ, ୧୯୯୭ । ଆଜିକୁ ଠିକ୍ ୨୪ ବର୍ଷ ତଳେ । ଦିଲ୍ଲୀରୁ ଯେଉଁ କଲ ଆସିଥିଲା ତାହା ପୂରା ଓଡ଼ିଶାକୁ ନିସ୍ତବ୍ଧ ଓ ନିର୍ବାକ କରିଦେଇଥିଲା । ଆଖିରୁ ଅନବରତ ଲୁହ ଝରୁଥିଲା, ଆଉ ପୂରା ଓଡ଼ିଶା କାନ୍ଦୁଥିଲା । କାରଣ ସବୁଦିନ ପାଇଁ ଆଖି ବୁଜି ସାରିଥିଲେ ବୀର କଳିଙ୍ଗ ପୁଅ ବିଜୁ ପଟ୍ଟନାୟକ । ରାଜ୍ୟବାସୀ ହରାଇ ସାରିଥିଲେ ନିଜର ପ୍ରିୟ ସାହସୀ ପୁଅକୁ । କଳିଙ୍ଗରContinue reading “୨୪ ବର୍ଷ ପୂର୍ବେ…ଯେବେ ମହାନାୟକ ଶୋଇ ଯାଇଥିଲେ ମୃତ୍ୟୁର ଶେଯରେ । ନିସ୍ତବ୍ଧ ହୋଇ ଯାଇଥିଲା ଓଡ଼ିଶା, ଆଖିର ଲୁହ କହୁଥିଲା ମନର ଭାଷା ।”
କେନ୍ଦ୍ର ସ୍ୱାସ୍ଥ୍ରମନ୍ତ୍ରୀ ହର୍ଷବର୍ଦ୍ଧନ କହିଲେ, ଦେଶରେ ଟିକାର ଅଭାବ ନାହିଁ : ଆଜି ଯାଏଁ ରାଜ୍ୟ ଗୁଡିକୁ ଦିଆଗଲାଣି ୧୪କୋଟି ୧୫ଲକ୍ଷରୁ ଅଧିକ ଡୋଜ
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଉପରମୁହାଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ଜୋରଦାର କରାଯାଇଛି । କିଛି ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି । ଯାହା ଫଳରେ ଟିକାକରଣରେ ବାଧା ସୃଷ୍ଟି ହେଉଛି । ଏପରିକି ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି । କିନ୍ତୁ ଦେଶରେ ଟିକା ଅଭାବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପୁଣି ଥରେ ଦାବି କରିଛନ୍ତି । ସେ ଏହା ସହ ଜଡିତ କିଛି ପରିସଂଖ୍ୟାନ ମଧ୍ୟContinue reading “କେନ୍ଦ୍ର ସ୍ୱାସ୍ଥ୍ରମନ୍ତ୍ରୀ ହର୍ଷବର୍ଦ୍ଧନ କହିଲେ, ଦେଶରେ ଟିକାର ଅଭାବ ନାହିଁ : ଆଜି ଯାଏଁ ରାଜ୍ୟ ଗୁଡିକୁ ଦିଆଗଲାଣି ୧୪କୋଟି ୧୫ଲକ୍ଷରୁ ଅଧିକ ଡୋଜ”
ଗରିବଙ୍କ ଭଗବାନ୍ ସୋନୁ ସୁଦ୍ କରୋନା ପଜିଟିଭ୍ । ନିଜେ ଟ୍ୱିଟ୍ କରି ଦେଲେ ସୂଚନା
କନକ ବ୍ୟୁରୋ : ବଲିଉଡ ଅଭିନେତା ସୋନୁ ସୁଦଙ୍କୁ କରୋନା । ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିବା ପରେ ସେ ଏବେ ସଙ୍ଗରୋଧରେ ଅଛନ୍ତି । ଟୁଇଟ କରି ଏହି ସୂଚନା ଦେଇଛନ୍ତି ଖୋଦ ସୋନୁ ସୁଦ । ଟୁଇଟରେ ସେ ଲେଖିଛନ୍ତି ସୋ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଉ ନିଜକୁ ସଙ୍ଗରୋଧରେ ରହିଛନ୍ତି । ହେଲେ ଚିନ୍ତା କରିବାର କାରଣ ନାହିଁ, ଏବେ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଅଧିକ ସମୟ ମିଳିବContinue reading “ଗରିବଙ୍କ ଭଗବାନ୍ ସୋନୁ ସୁଦ୍ କରୋନା ପଜିଟିଭ୍ । ନିଜେ ଟ୍ୱିଟ୍ କରି ଦେଲେ ସୂଚନା”
ନାଇଟ୍ କର୍ଫ୍ୟୁ ପୂର୍ବରୁ ଲାଗୁହେଲା ୧୪୪ ଧାରା । ଆଜି ରାତିରୁ ଟ୍ୱିନସିଟିରେ ୧୪୪ ଧାରା ଲାଗୁନେଇ ସୂଚନା
କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଟ୍ୱିନସିଟରେ ୧୪୪ ଧାରା ଲାଗୁ କରାଯାଇଛି । ରାତି ୯ ଟାରୁ ସକାଳ ୫ ଟା ଯାଏଁ ୧୪୪ ଧାରା ବାଳବତ୍ତର ରହିବ । ଆଜି ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ଏହି ସମୟରେ ବି ୧୪୪ ଧାରା ଲାଗୁ ହେବ । ଏହା କଟକ ଓ ଭୁବନେଶ୍ୱର ପାଇଁ ଲାଗୁ କରାଯାଇଥିବା ସୂଚନା ଦିଆଯାଇଛି । କହିରଖୁ କି ବଢୁଥିବା କରୋନା ସଂକ୍ରମଣକୁContinue reading “ନାଇଟ୍ କର୍ଫ୍ୟୁ ପୂର୍ବରୁ ଲାଗୁହେଲା ୧୪୪ ଧାରା । ଆଜି ରାତିରୁ ଟ୍ୱିନସିଟିରେ ୧୪୪ ଧାରା ଲାଗୁନେଇ ସୂଚନା”
ପରବର୍ତ୍ତୀ ପର୍ଯ୍ୟାୟ ମତଦାନ ପାଇଁ ମୋଦୀ ଓ ଅମିତ ଶାହଙ୍କ ଘନଘନ ପ୍ରଚାର : ଜନସମୁଦ୍ର ପାଲଟିଲା ଆସନସୋଲ ଓ ଉତ୍ତର ୨୪ପ୍ରଗଣା; ପ୍ରଶ୍ନ ରାଲିକୁ ଛୁଏଁ ନାହିଁ କି କରୋନା
କନକ ବ୍ୟୁରୋ : କରୋନାର ସଂକ୍ରମଣ ବଢି ଚାଲିଥିବାବେଳେ ଏହି ଚିତ୍ର ଆସିଛି ପଶ୍ଚିମବଙ୍ଗରୁ । ଆସାନସୋଲରେ ନିର୍ବାଚନୀ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଉତର ୨୪ ପ୍ରଗଣାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସବୁଠାରୁ ବଡକଥା ହେଲା କରୋନାକୁ ନେଇ ଲୋକ ଯେତେ ଚିନ୍ତିତ ଅଛନ୍ତି, ନିର୍ବାଚନ ପ୍ରଚାରରେ ଲୋକଙ୍କ ଗହଳି ଦେଖି ଲୋକ ତାଠୁ ଅଧିକ ବିବ୍ରତ ହେଉଛନ୍ତି ।Continue reading “ପରବର୍ତ୍ତୀ ପର୍ଯ୍ୟାୟ ମତଦାନ ପାଇଁ ମୋଦୀ ଓ ଅମିତ ଶାହଙ୍କ ଘନଘନ ପ୍ରଚାର : ଜନସମୁଦ୍ର ପାଲଟିଲା ଆସନସୋଲ ଓ ଉତ୍ତର ୨୪ପ୍ରଗଣା; ପ୍ରଶ୍ନ ରାଲିକୁ ଛୁଏଁ ନାହିଁ କି କରୋନା”