ବିଗ୍ ବି ଅମିତାଭ୍ ବଚ୍ଚନ ଅସୁସ୍ଥ । ହୋଇପାରେ ଅପରେଶନ । ବ୍ଲଗରେ ଲେଖି ଜଣାଇଲେ ବଲିଉଡ ବାଦଶାହା

କନକ ବ୍ୟୁରୋ : ବଲିଉଡ ର ମହାନାୟକ ଅମିତାଭ ବଚ୍ଚନଙ୍କ ଅଗଣିତ ପ୍ରଶଂସକ । ତାଙ୍କର ଗୋଟିଏ ଝଲକ ପାଇବାକୁ ପ୍ରଶଂସକ ମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଲାଗିଥାଏ । ଏହା ସହ ଅମିତାଭ୍ ବଚ୍ଚନ ସୋସିଆଲ ମିଡିଆରେ ବେସ୍ ସକ୍ରିୟ ରହିଥା’ନ୍ତି । ସେ ତାଙ୍କର ଅନୁଭବକୁ ବ୍ଲଗ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଂଚାଇଥାନ୍ତି । ହେଲେ ଗତକାଲି ସେ ଲେଖିଥିବା ବ୍ଳଗ ପଢିବା ପରେ ପ୍ରଶଂସକ ମାନଙ୍କୁ ଝଟକା ଲାଗିଛି । ଏହି ବ୍ଲଗରେ ସେContinue reading “ବିଗ୍ ବି ଅମିତାଭ୍ ବଚ୍ଚନ ଅସୁସ୍ଥ । ହୋଇପାରେ ଅପରେଶନ । ବ୍ଲଗରେ ଲେଖି ଜଣାଇଲେ ବଲିଉଡ ବାଦଶାହା”

ଏଣିକି ଫେସବୁକରେ କରିପାରିବେ ରାପ୍ । ଯୁବପୀଢିଙ୍କ ପାଇଁ ଫେସବୁକ ଆଣୁଛି ନୂଆ ଆପ୍ଲିକେସନ ‘ବାରସ’ ।

କନକ ବ୍ୟୁରୋ: ବଲିଉଡରେ ଧୁମ୍ ମଚାଇଥିବା ଲୋକପ୍ରିୟ ରାପର୍ ହନି ସିଂ, ବାଦସାଙ୍କ ଭଳି ରାପ କରିବାକୁ ଚାହୁଁଥିବା ଯୁବପୀଢିଙ୍କ ପାଇଁ ଫେସବୁକ୍ ଆଣୁଛି ନୂଆ ଆପ୍ଲିକେସନ୍ । ଫେସ୍‌ବୁକ୍‌ର ନିଉ ପ୍ରଡକ୍ଟ ଏକ୍ସପେରିମେଣ୍ଟେସନ୍‌(ଏନ୍‌ପିଇ) ଟିମ୍‌ ବ୍ୟବହାରକାରୀଙ୍କ ପାଇଁ ‘ବାର୍‌ସ’ ନାମକ ଏକ ନୂଆ ଆପ୍‌ ଲଞ୍ଚ୍‌ କରିଛନ୍ତି। ଯାହାକି ରାପର୍‌ମାନଙ୍କୁ ବିଟ୍‌ସ ପ୍ରଦାନ କରିବା ସହ ରାପିଂ କରି ସେୟାର୍‌ କରିବାର ସୁଯୋଗ ପ୍ରଦାନ କରିବ। ଏହି ଆପରେ ଉପଲବ୍ଧ ଥିବା ବିଟ୍ସକୁ ବ୍ୟବହାର କରିContinue reading “ଏଣିକି ଫେସବୁକରେ କରିପାରିବେ ରାପ୍ । ଯୁବପୀଢିଙ୍କ ପାଇଁ ଫେସବୁକ ଆଣୁଛି ନୂଆ ଆପ୍ଲିକେସନ ‘ବାରସ’ ।”

ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ୍ ଆଣ୍ଡ୍ ଜନସନ୍ ଟିକାକୁ ମିଳିଲା ଆମେରିକାର ଅନୁମତି । ସାଂଘାତିକ ଆକ୍ରାନ୍ତଙ୍କ କ୍ଷେତ୍ରରେ ୮୫ ପ୍ରତିଶତ ହେଉଛି ଫଳପ୍ରଦ

‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ ଉତ୍ପାଦିତ କୋଭିଡ୍‌ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଶନିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଅନୁମତି ପ୍ରଦାନ କରିଛି। ଗୋଟିଏ ଡୋଜ୍‌ବିଶିଷ୍ଟ ଏହି ଟିକା ଗୁଣସୂତ୍ର କ୍ରମ ପରିବର୍ତ୍ତିତ ଭୂତାଣୁ ସମେତ କୋଭିଡ୍‌-୧୯ଦ୍ୱାରା ସାଙ୍ଘାତିକ ଭାବେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରିବାରେ ଖୁବ୍‌ ଫଳପ୍ରଦ ବୋଲି ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ (ଏଫ୍‌ଡିଏ) କହିଛି। ଏକ ବିବୃତିରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ କହିଛନ୍ତି, ଆମେରିକୀୟଙ୍କContinue reading “ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ୍ ଆଣ୍ଡ୍ ଜନସନ୍ ଟିକାକୁ ମିଳିଲା ଆମେରିକାର ଅନୁମତି । ସାଂଘାତିକ ଆକ୍ରାନ୍ତଙ୍କ କ୍ଷେତ୍ରରେ ୮୫ ପ୍ରତିଶତ ହେଉଛି ଫଳପ୍ରଦ”

ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନର ଚିହ୍ନଟ ପାଇଁ ହେବ ଟିଆଇ ପରେଡ । ଜଳନ୍ଧର ହିଁ ବିବନ ବୋଲି ଚିହ୍ନଟ କରିବେ ପୀଡିତା ଓ ସହଯୋଗୀ ଅପରାଧି ।

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତର ବିବନର ଚିହ୍ନଟ ପାଇଁ ହେବ ଟିଆଇ ପରେଡ । ଜେଲରେ ଥିବା ବିବନର ଟିଆଇ ପରେଡ ମାଜିଷ୍ଟ୍ରେଟଙ୍କ ସାମ୍ନାରେ କରିବ ସିବିଆଇ । ପ୍ରକୃତରେ ଜଳନ୍ଧର ହିଁ ବିବନ ବୋଲି ଚିହ୍ନଟ କରିବେ ପୀଡିତା ଓ ସହଯୋଗୀ ଅପରାଧି । ଘଟଣାର ୨୨ବର୍ଷ ପରେ ବିବନକୁ ଚିହ୍ନଟ କରିବା ସବୁଠାରୁ ବଡ ଚ୍ୟାଲେଂଜ ହୋଇପାରେ । ପୀଡିତା ଟିଆଇ ପରେଡରେ ଅଭିଯୁକ୍ତ ବିବନକୁ ଚିହ୍ନଟ କରିବେContinue reading “ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନର ଚିହ୍ନଟ ପାଇଁ ହେବ ଟିଆଇ ପରେଡ । ଜଳନ୍ଧର ହିଁ ବିବନ ବୋଲି ଚିହ୍ନଟ କରିବେ ପୀଡିତା ଓ ସହଯୋଗୀ ଅପରାଧି ।”

ମହାରାଷ୍ଟ୍ରରେ ୨୮ ଜିଲ୍ଲାରେ ବଢୁଛି ସଂକ୍ରମଣ । ବିଶେଷଜ୍ଞ କହିଲେ, ସଂକ୍ରମଣ ବୃଦ୍ଧି ପଛରେ ବେଲଗାମ ସମାବେଶ । 

କନକ ବ୍ୟୁରୋ: ମହାରାଷ୍ଟ୍ରରେ ୨୮ ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ରାଜ୍ୟର ୩୬ଟି ଜିଲ୍ଲାରୁ ୨୮ଜିଲ୍ଲାରେ ଗତ ୨ସପ୍ତାହ ମଧ୍ୟରେ ସଂକ୍ରମଣ ମାମଲା ବଢିଚାଲିଛି । ଗତ ୧୦ତଳେ ମହାରାଷ୍ଟ୍ରରେ ୨୧ଟି ଜିଲ୍ଲାରେ ସକ୍ରୀୟ ମାମଲା ଅଧିକ ଥିଲା କିନ୍ତୁ ଗତ ସପ୍ତାହରେ ଆହୁରୀ ଅଧିକ ୭ଟି ଜିଲ୍ଲାରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ ବିଦର୍ଭର ଅମରାବତୀ, ଅକୋଲା, ବୁଲଧନା, ୟବତମାଲ ଏବଂ ନାଗପୁର ନୂଆ କୋଭିଡ ହଟସ୍ପଟ ହୋଇଛିContinue reading “ମହାରାଷ୍ଟ୍ରରେ ୨୮ ଜିଲ୍ଲାରେ ବଢୁଛି ସଂକ୍ରମଣ । ବିଶେଷଜ୍ଞ କହିଲେ, ସଂକ୍ରମଣ ବୃଦ୍ଧି ପଛରେ ବେଲଗାମ ସମାବେଶ । “

ବୁର୍ଲା ଭିସୁଟର ବିଭିନ୍ନ ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କତା । ୨୭ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆଖପାଖ ଅଂଚଳରେ ଜାରିହେଲା କଟକଣା ।

କନକ ବ୍ୟୁରୋ : ବୁର୍ଲା ଭିସୁଟର ବିଭିନ୍ନ ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ସତର୍କତା । ୨୭ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆଖପାଖ ଅଂଚଳରେ ଜାରିହେଲା କଟକଣା । ବନ୍ଦ ରହିବ ଦୋକାନ ବଜାର, ଯାତାୟତ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ । କେବଳ ଜରୁରୀ ସାମଗ୍ରୀ ଯୋଗାଇବ ମହାନଗର ନିଗମ । ଭିସୁଟର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ୨ ଦିନ ଭିତରେ ୩ଟି ହଷ୍ଟେଲରେ ବ୍ୟାପିଛି କରୋନାContinue reading “ବୁର୍ଲା ଭିସୁଟର ବିଭିନ୍ନ ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କତା । ୨୭ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆଖପାଖ ଅଂଚଳରେ ଜାରିହେଲା କଟକଣା ।”

ଭାରତକୁ ଆମେରିକା ସୁଝିବ ୨୧୬ବିଲିୟନ ଡଲାର । ୨୦୨୦ ସୁଦ୍ଧା ଆମେରିକାର ଋଣ ବୋଝ ୨୩ଲକ୍ଷ ୪୦ହଜାର କୋଟି

କନକ ବ୍ୟୁରୋ : ବିଶ୍ୱର ସର୍ବବୃହତ ଅର୍ଥନୀତି କୁହାଯାଉଥିବା ଆମେରିକାର ଗତ ଦୁଇ ଦଶନ୍ଧି ଧରି ଋଣ ଭାର ଦ୍ରୁତ ଗତିରେ ବଢିବାକୁ ଲାଗିଛି ।  ୨୦୨୦ ସୁଦ୍ଧା ଆମେରିକାର ଋଣ ବୋଝ ୨୩ଲକ୍ଷ ୪୦ହଜାର କୋଟି ଡଲାରରେ ପହଂଚିଛି । ଅର୍ଥାତ ପ୍ରତି ଆମେରିକୀୟ ମୁଣ୍ଡ ଉପରେ ୭୨ହଜାର ୩୦୯ଡଲାରର ଋଣ ରହିଛି । ଆମେରିକା ଭାରତରୁ ମଧ୍ୟ ଋଣ କରିଛି । ଭାରତକୁ ଆମେରିକା ୨୧୬ବିଲିଅନ ଡଲାର ଋଣ ଶୁଝିବ । ଏହାସହ ସୁପରପାୱାରContinue reading “ଭାରତକୁ ଆମେରିକା ସୁଝିବ ୨୧୬ବିଲିୟନ ଡଲାର । ୨୦୨୦ ସୁଦ୍ଧା ଆମେରିକାର ଋଣ ବୋଝ ୨୩ଲକ୍ଷ ୪୦ହଜାର କୋଟି”

ସାତକୋଶିଆ ଇକୋ-ରିଟ୍ରିଟରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୩ କଟେଜ୍, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ

କନକ ବ୍ୟୁରୋ : ଇକୋ-ରିଟ୍ରିଟରେ ଅଗ୍ନିକାଣ୍ଡ… ସାତକୋଶିଆ ଇକୋ-ରିଟ୍ରିଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଉ ଏହି ଅଗ୍ନିକାଣ୍ଡ ଭୋର ସମୟରେ ଘଟିଥିବା ସୂଚନାରୁ ଜଣାପଡିଛି । ଏଥିରେ ଜଳିଯାଇଛି ୩ କଟେଜ୍ ନରସିଂହପୁର ସାତ କୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ । ଭୋର ସମୟରେ ଘଟିଛି ଏହି ଅଗ୍ନିକାଣ୍ଡ । ନିଆଁର ପ୍ରକୋପରେ ୩ଟି କଟେଜ ସମ୍ପୁର୍ଣ୍ଣ ଜଳିଯାଇଛି । ଅଳ୍ପକେ ବର୍ତିଯାଇଛନ୍ତି କଟେଜରେ ଥିବା ପର୍ଯ୍ୟଟକ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହContinue reading “ସାତକୋଶିଆ ଇକୋ-ରିଟ୍ରିଟରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୩ କଟେଜ୍, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ”

ପେଟ୍ରୋଲ ପରେ କନ୍ଦାଉଛି ପିଆଜ ଦର । ବୌଦ୍ଧରେ ୫୦ଟଙ୍କା ଛୁଇଁଲା ପିଆଜ, କିଣିବା ପୂର୍ବରୁ ଦୁଇଥର ଭାବୁଛନ୍ତି ଲୋକେ

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ପରେ ପିଆଜ ବଜାରରେ ନିଆଁ। ଗ୍ୟାସର ବର୍ଦ୍ଧିତ ଦରର ବୋଝ ଉପରେ ଏବେ ପିଆଜ ଦର ସିଧା ରୋଷେଇ ଘରକୁ ମାଡ଼ କରିଛି। ପିଆଜ କାଟିବା ବେଳେ ନୁହେଁ, ବରଂ କିଣିବା ବେଳେ ଲୋକଙ୍କ ଆଖିରୁ ପାଣି ବାହରିବା ଭଳି ସ୍ଥିତି ଉପୁଜିଲାଣି। ରନ୍ଧା ଶାଳର ଅତି ଦରକାରୀ ଜିନିଷ କିଣିବାକୁ ଲୋକେ ଘଡ଼ିଏ ଭାବିବାକୁ ବାଧ୍ୟ ହେଉଛନ୍ତି। ଜରୁରି ନଥିଲେ କିଣୁ ନାହାନ୍ତି। ଦୁଇ କିଲୋ କିଣିବା ଲୋକେContinue reading “ପେଟ୍ରୋଲ ପରେ କନ୍ଦାଉଛି ପିଆଜ ଦର । ବୌଦ୍ଧରେ ୫୦ଟଙ୍କା ଛୁଇଁଲା ପିଆଜ, କିଣିବା ପୂର୍ବରୁ ଦୁଇଥର ଭାବୁଛନ୍ତି ଲୋକେ”

କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହୋଇଛି ଯୋଗ ଶିବିର… ବିଶିଷ୍ଟ ପ୍ରଶିକ୍ଷକଙ୍କ ଦ୍ୱାରା ଦିଆଯାଉଛି ପ୍ରଶିକ୍ଷଣ, ବିଭିନ୍ନ ବର୍ଗଲୋକ ହେଲେ ସାମିଲ 

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ଓ ମାନସିକ ଶକ୍ତି ପାଇଁ ଯୋଗ ଏକ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଏ  । ଏନେଇ ସମ୍ବାଦ ପକ୍ଷରୁ ଆଜି ଓଡିଶା ଯୋଗାଥନ୍ କାର୍ଯ୍ୟକ୍ରମ କରାଯାଉଛି । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଛନ୍ତି । ସେମାନଙ୍କୁ ଯୋଗ ଶିଖାଇବା ପାଇଁ ବିଶିଷ୍ଟ ଯୋଗଗୁରୁ ଯୋଗ ଦେଇଛନ୍ତି ।  ଏହି କାର୍ଯ୍ୟକ୍ରମକୁ ଯୋଗଗୁରୁ ସ୍ୱାମୀ ଭଗବତାନନ୍ଦ ସରସ୍ୱତୀContinue reading “କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହୋଇଛି ଯୋଗ ଶିବିର… ବିଶିଷ୍ଟ ପ୍ରଶିକ୍ଷକଙ୍କ ଦ୍ୱାରା ଦିଆଯାଉଛି ପ୍ରଶିକ୍ଷଣ, ବିଭିନ୍ନ ବର୍ଗଲୋକ ହେଲେ ସାମିଲ “

Design a site like this with WordPress.com
Get started