ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ । ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ।

କନକ ବ୍ୟୁରୋ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୫୪ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୯୧ରେ ପହଞ୍ଚିଛି। ସେ ଭିତରୁ ଏବେ ସୁଦ୍ଧା  ୩ ଲକ୍ଷ ୩୪ ହଜାର ୫୧୯ଜଣ ସୁସ୍ଥ ହୋଇ ସାରିଲେଣି ଓ ଏବେ ବି Continue reading “ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ । ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ।”

ପୁଣେରେ ପୁଣି କଡାକଡି ହେଲା କୋଭିଡ୍ ନିୟମ । ମାର୍ଚ୍ଚ ୧୪ ଯାଏଁ ସ୍କୁଲ, କଲେଜ ବନ୍ଦ । ରାତି ୧୧ରୁ ସକାଳ ୬ ନାଇଟ୍ କର୍ଫ୍ୟୁ ବଳବତ୍ତର ।

କନକ ବ୍ୟୁରୋ: ମହାରାଷ୍ଟ୍ରର ପୁଣେ ସହରରେ କରୋନାର ବଢୁଥିବା ସଂକ୍ରମଣକୁ ଦେଖି ପୁଣି କଡାକଡି ହେଲା ନିୟମ । ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର । ଏନେଇ ଆଜି ପୁଣେର ମେୟର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ରାତି ୧୧ଟାରୁ ସକାଳ ୬ଟା ଯାଏଁ ସେଠାରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସୂଚନା  ଦିଆଯାଇଛି। ଗତ କିଛି ଦିନ ଧରି ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣContinue reading “ପୁଣେରେ ପୁଣି କଡାକଡି ହେଲା କୋଭିଡ୍ ନିୟମ । ମାର୍ଚ୍ଚ ୧୪ ଯାଏଁ ସ୍କୁଲ, କଲେଜ ବନ୍ଦ । ରାତି ୧୧ରୁ ସକାଳ ୬ ନାଇଟ୍ କର୍ଫ୍ୟୁ ବଳବତ୍ତର ।”

ସାତକୋଶିଆ ଇକୋ-ରିଟ୍ରିଟରେ ନିଆଁ ଲାଗିବା ଘଟଣାରେ ପ୍ରତିକ୍ରିୟା ରଖିଲେ ସଞ୍ଜୀବ ପଣ୍ଡା ଓ ସନ୍ତୋଷ ବାଲା । କହିଲେ, ଭୋର ୫ ଟାରେ ବିସ୍ଫୋରଣ ଶବ୍ଦ ହୋଇ ଲାଗିଗଲା ନିଆଁ ।

କନକ ବ୍ୟୁରୋ: ଇକୋ-ରିଟ୍ରିଟରେ ଭୟାବହ ଅଗ୍ନିକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି , ପରିବହନ କମିଶନର ସଞ୍ଜୀବ ପଣ୍ଡା ଓ ତାଙ୍କ ପତ୍ନୀ ତଥା ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ଉଭୟ କହିଛନ୍ତି, ଭୋର ୫ଟାରେ ଏକ ବିସ୍ଫୋରଣ ଭଳି ଶବ୍ଦ ହୋଇ ନିଆଁ ଲାଗି ଯାଇଥିଲା । ସେମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଚାହୁଁ ଚାହୁଁ ନିଆଁ ଚାରିଆଡକୁ ବ୍ୟାପିଗଲା । ଅନ୍ୟମାନଙ୍କୁ ବାହାରକୁ ଡାକି ଜାଗା ଖାଲି କରିଥିଲେContinue reading “ସାତକୋଶିଆ ଇକୋ-ରିଟ୍ରିଟରେ ନିଆଁ ଲାଗିବା ଘଟଣାରେ ପ୍ରତିକ୍ରିୟା ରଖିଲେ ସଞ୍ଜୀବ ପଣ୍ଡା ଓ ସନ୍ତୋଷ ବାଲା । କହିଲେ, ଭୋର ୫ ଟାରେ ବିସ୍ଫୋରଣ ଶବ୍ଦ ହୋଇ ଲାଗିଗଲା ନିଆଁ ।”

ଅରୁଣାଚଳପ୍ରଦେଶ ହେଲା କରୋନା ମୁକ୍ତ । ଶେଷ ୩ ଆକ୍ରାନ୍ତ ସୁସ୍ଥ ହେବା ପରେ ପୁରା କରୋନା ମୁକ୍ତ ହୋଇଛି ରାଜ୍ୟ ।

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଦ୍ୱିତୀୟ ଲହର ଆରମ୍ଭ ହୋଇ ଯାଇଛି । ଏନେଇ ଦେଶରେ ୮ ରାଜ୍ୟରେ ଏବେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ମାନଙ୍କ ଠାରୁ କେନ୍ଦ୍ର ସରକାର ପୁଣି କରୋନା କଟକଣା ଜାରି କରିବାକୁ ଚିନ୍ତା କରୁଥିବା ବେଳେ ଦେଶର ଗୋଟିଏ ରାଜ୍ୟ କରୋନା ମୁକ୍ତ ହେବା ଭଳି ଏକ ଖୁସି ଖବର ଆସିଛି । ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କContinue reading “ଅରୁଣାଚଳପ୍ରଦେଶ ହେଲା କରୋନା ମୁକ୍ତ । ଶେଷ ୩ ଆକ୍ରାନ୍ତ ସୁସ୍ଥ ହେବା ପରେ ପୁରା କରୋନା ମୁକ୍ତ ହୋଇଛି ରାଜ୍ୟ ।”

ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାକୁ ବିତିଲା ମାସେ । ପ୍ରମାଣ ଥାଇ ବି ଯାଜପୁର ପୋଲିସର ହାତ ଖାଲି ।

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣାକୁ ମାସେ ବିତିଗଲାଣି, ହେଲେ ପୋଲିସ ହାତ ଖାଲି ପିଡ଼ିଛି । ମୃତ୍ୟୁ ଉପରୁ ଏବେ ବି ରହସ୍ୟ ଖୋଲିପାରୁନି ପୋଲିସ । ଏହି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଭିସେରା ରିପୋର୍ଟ ସହ ଯଥେଷ୍ଟ ପ୍ରମାଣ ଥିଲେ ମଧ୍ୟ ମୃତ୍ୟୁ ଉପରୁ ରହସ୍ୟ ଉଠି ପାରୁନି । ଯାଜପୁର ପୋଲିସର ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଝରାଫୁଲଙ୍କ ବାପା । ତଥ୍ୟ ପ୍ରମାଣContinue reading “ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାକୁ ବିତିଲା ମାସେ । ପ୍ରମାଣ ଥାଇ ବି ଯାଜପୁର ପୋଲିସର ହାତ ଖାଲି ।”

ଆସନ୍ତାକାଲିଠାରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଜାଣନ୍ତୁ କେମିତି ନେବେ ଟିକା, କେଉଁଠି କରିବେ ପଞ୍ଜିକରଣ?

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସର ବ୍ୟକ୍ତି, ୪୫ରୁ ୫୯ ବର୍ଷ ମଧ୍ୟରେ ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିବେ ସେମାନଙ୍କୁ ଟିକାକରଣ କରାଯିବ । ୨୦ ପ୍ରକାର ରୋଗକୁ ଗାଇଡଲାଇନ୍ରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନେ ଡାକ୍ତରଙ୍କଠାରୁ ପ୍ରମାଣପତ୍ର ଆଣି କୋ-ୱିନ୍ ଆପ୍ ଜରିଆରେ ନିଜର ନାମ ପଞ୍ଜିକରଣ କରିପାରିବେ । ତାପରେ ବିଭିନ୍ନ ପ୍ରକ୍ରିୟା ଶେଷContinue reading “ଆସନ୍ତାକାଲିଠାରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଜାଣନ୍ତୁ କେମିତି ନେବେ ଟିକା, କେଉଁଠି କରିବେ ପଞ୍ଜିକରଣ?”

ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଲା ହିନ୍ଦୁ ମହାସଭା । କଂଗ୍ରେସର ନାମ ବଦଳାଇ ‘ଗଡସେବାଦୀ କଂଗ୍ରେସ’ ରଖିବାକୁ ପରାମର୍ଶ ।

କନକ ବ୍ୟୁରୋ : ହିନ୍ଦୁ ମହାସଭା ନେତା ବାବୁଲାଲ ଚୌରାସିଆ କଂଗ୍ରେସରେ ଯୋଗ ଦେବା ପରେ କଂଗ୍ରେସ ଭିତରେ କନ୍ଦଳ ଆରମ୍ଭ ହୋଇଯାଇଛି । ଏହାକୁ ନେଇ ଦଳର ବରିଷ୍ଠ ନେତାମାନେ ଅସନ୍ତୁଷ ଜାହିର କରୁଥିବା ବେଳେ ହିନ୍ଦୁ ମହାସଭା ପକ୍ଷରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ଏକ ଚିଠି ଲେଖାଯାଇଛି । ଏହି ଚିଠିରେ ଉଲ୍ଲେଖ ରହିଛି କି ‘ଏବେ ସମୟ ଆସିଛି କଂଗ୍ରେସ ଦଳର ନାମ ବଦଳାଇ ଏହାକୁ ଗଡସେବାଦୀ କଂଗ୍ରେସContinue reading “ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଲା ହିନ୍ଦୁ ମହାସଭା । କଂଗ୍ରେସର ନାମ ବଦଳାଇ ‘ଗଡସେବାଦୀ କଂଗ୍ରେସ’ ରଖିବାକୁ ପରାମର୍ଶ ।”

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଶେଷ ହେଲା ଚାନ୍ଦା ଆଦାୟ ପ୍ରକ୍ରିୟା । ସଂଗ୍ରହ ହେଲା ୨ ହଜାର କୋଟି ଟଙ୍କା । 

କନକ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଶେଷ ହୋଇଛି ଚାନ୍ଦା ଆଦାୟ ପ୍ରକ୍ରିୟା । ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ମୋଟ ୨ ହଜାର କୋଟି ଟଙ୍କା ସଂଗ୍ରହ କରାଯାଇଛି । ତେବେ ଏହି ଅନୁଦାନ ଟଙ୍କାର ପରିମାଣ ଆହୁରି ବଢିବ ବୋଲି ଅନୁମାନ କରାଯାଉଛି । ଏବେ ବି ଅନେକ ଚେକ୍ ଏବଂ ଅନୁଦାନ ବ୍ୟାଙ୍କରେ ରହିଥିବାରୁ ସେଗୁଡିକ ଟ୍ରଷ୍ଟରେ ଜମା ହୋଇପାରିନି । ଜାନୁଆରୀ ମାସରୁ ରାମ ମନ୍ଦିରContinue reading “ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଶେଷ ହେଲା ଚାନ୍ଦା ଆଦାୟ ପ୍ରକ୍ରିୟା । ସଂଗ୍ରହ ହେଲା ୨ ହଜାର କୋଟି ଟଙ୍କା । “

ଡିଜିଟାଲ ପେମେଣ୍ଟ ନେଟୱର୍କ ବ୍ୟବସାୟରେ ପାଦ ଦେବ ରିଲାଏନ୍ସ । ଏନପିସିଆଇ ସହିତ କରିବ ପ୍ରତିଯୋଗିତା

ଦେଶରେ ଡିଜିଟାଲ ପେମେଣ୍ଟ୍ ନେଟୱାର୍କ ବ୍ୟବସାୟ ଆରମ୍ଭ ଦୌଡ଼ରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୁପ୍ ରହିଛି। ରିଲାଏନ୍ସ ଏଥିପାଇଁ ଆଇଟି କମ୍ପାନି ଗୁଗୁଲ୍, ଫେସ୍‌ବୁକ୍ ଏବଂ ଆର୍ଥିକ ପ୍ରଯୁକ୍ତି କମ୍ପାନି ଇନ୍‌ଫିବିମ୍‌ ସହିତ ସହଯୋଗିତା ସ୍ଥାପନ କରିଛି । ରିଲାଏନ୍ସ ଏମାନଙ୍କ ସହ ମିଶି ଜାତୀୟସ୍ତରର ଡିଜିଟାଲ ପେମେଣ୍ଟ ନେଟୱାର୍କ ସ୍ଥାପନ ଯୋଜନା ରଖିଛନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାଯାଇଛି । ଗତବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ବ୍ୟବସାୟ ପାଇଁ ନୂଆ କମ୍ପାନି ବାContinue reading “ଡିଜିଟାଲ ପେମେଣ୍ଟ ନେଟୱର୍କ ବ୍ୟବସାୟରେ ପାଦ ଦେବ ରିଲାଏନ୍ସ । ଏନପିସିଆଇ ସହିତ କରିବ ପ୍ରତିଯୋଗିତା”

ହୋଣ୍ଡା ଆକ୍ଟିଭା ଉପରେ ୪ଫୁଟର ନାଗ । ଝାରପଡ଼ା ମହାଦେବ ନଗରର ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ ।

କନକ ବ୍ୟୁରୋ : ହୋଣ୍ଡା ଆକ୍ଟିଭା ଉପରେ ୪ଫୁଟର ନାଗ । ଝାରପଡ଼ା ମହାଦେବ ନଗରରୁ ସ୍ୱରୁପ କୁମାର କରଙ୍କ ଘରର ସିଡ଼ି ତଳେ ଥିବା ଗାଡ଼ି ଉପରେ ଗୁଡ଼େଇ ହୋଇ ରହିଥିଲା ବିରାଟକାୟ ନାଗ । ଏହାକୁ ଦେଖି ସ୍ୱରୁପଙ୍କ ସମେତ ତାଙ୍କ ପୁରା ପରିବାର ଭୟଭୀତ ହୋଇପଡ଼ିଥିଲେ । ସୂଚନା ଅନୁସାରେ ଝାରପଡ଼ା ପ୍ଲଟ ନମ୍ବର ୨୬୪ ରୁହନ୍ତି ସ୍ୱରୁପ । ସଂଧ୍ୟାରେ ବାହାରକୁ ଯିବା ପାଇଁ ଗାଡ଼ି କାଢ଼ିବାକୁ ଯିବା ସମୟରେ ଗାଡ଼ିରେContinue reading “ହୋଣ୍ଡା ଆକ୍ଟିଭା ଉପରେ ୪ଫୁଟର ନାଗ । ଝାରପଡ଼ା ମହାଦେବ ନଗରର ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ ।”

Design a site like this with WordPress.com
Get started