ସରକାରଙ୍କୁ ଚାଷୀ ନେତା ରାକେଶ ଟିକାୟତଙ୍କ ଚେତାବନୀ । ଆଇନ ପ୍ରତ୍ୟାହାର ନହେଲେ , ସଂସଦ ପରିସରରେ ଚାଷୀ କରିବେ ହଳ କ୍ରାନ୍ତି ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହାରି ଭିତରେ ଆନ୍ଦୋଳନକୁ ନୂଆ ଦିଗ ଦେବାକୁ ଘୋଷଣା କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଏବେ କେନ୍ଦ୍ର ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ନକଲେ, ଆରମ୍ଭ ହେବ ହଳ କ୍ରାନ୍ତି । ଚାଷୀ ସଂସଦ ପରିସରକୁ ଯାଇ ଟ୍ରାକ୍ଟର ଚଳାଇବେ । ଏଥର ୪୦ ଲକ୍ଷ ଟ୍ରାକ୍ଟର ଏଥିରେ ସାମିଲ ହେବContinue reading “ସରକାରଙ୍କୁ ଚାଷୀ ନେତା ରାକେଶ ଟିକାୟତଙ୍କ ଚେତାବନୀ । ଆଇନ ପ୍ରତ୍ୟାହାର ନହେଲେ , ସଂସଦ ପରିସରରେ ଚାଷୀ କରିବେ ହଳ କ୍ରାନ୍ତି ।”

ଦେଶରେ ବଢୁଛି କରୋନା ସଂକ୍ରମଣ । ଚିନ୍ତା ବଢାଇଲେଣି ୧୦ ରାଜ୍ୟ । ୫ ରାଜ୍ୟରୁ ଦିଲ୍ଲୀ ଆସୁଥିଲେ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ।

କନକ ବ୍ୟୁରୋ: ଦେଶରେ ଚିନ୍ତା ବଢାଇଲାଣି କରୋନାର ଦ୍ୱିତୀୟ ଲହର । ପ୍ରାୟ ୧୬ଟି ରାଜ୍ୟରେ କରୋନାର ଏହି ଲହର ଦେଖାଦେଇଥିବା ବେଳେ, ୫ ରାଜ୍ୟରେ ସବୁଠାରୁ ଅଧିକ ହୋଇଛି ସଂକ୍ରମଣ । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଓ ପଂଜାବରେ ସଂକ୍ରମଣ ହାର ସବୁଠାରୁ ଦ୍ରୁତ ରହିଛି । ଏପରି ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ଜାରି କରିଛନ୍ତି କଡା କଟକଣା । ଯେଉଁମାନେ ଅଧିକ ସଂକ୍ରମିତ ରାଜ୍ୟରୁ ଆସୁଛନ୍ତି , ସେମାନଙ୍କ ପାଇଁ ବାଧ୍ୟତାମୂଳକContinue reading “ଦେଶରେ ବଢୁଛି କରୋନା ସଂକ୍ରମଣ । ଚିନ୍ତା ବଢାଇଲେଣି ୧୦ ରାଜ୍ୟ । ୫ ରାଜ୍ୟରୁ ଦିଲ୍ଲୀ ଆସୁଥିଲେ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ।”

ମାର୍ଚ୍ଚ ପହିଲାରୁ ହେବ ଯୁକ୍ତ ୩ ପ୍ରଥମ ବର୍ଷ କ୍ଲାସ । ଅଲନାଇନରେ ପଢିବେ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ : ଆସନ୍ତା ମାର୍ଚ୍ଚ ୧ ତାରିଖଠାରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ବିଶ୍ୱବିଦ୍ୟାଳୟ କୁଳପତି ଓ ସରକାରୀ ଏବଂ ଘରୋଇ ମହାବିଦ୍ୟାଳୟର ଅଧକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୧ ଜାନୁଆରୀ ୧୧ ତାରିଖ ଠାରୁ ଅଫ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହୋଇଯାଇଛି। ସେହିପରି ୨୦୨୧ ଫେବ୍ରୁଆରିContinue reading “ମାର୍ଚ୍ଚ ପହିଲାରୁ ହେବ ଯୁକ୍ତ ୩ ପ୍ରଥମ ବର୍ଷ କ୍ଲାସ । ଅଲନାଇନରେ ପଢିବେ ଛାତ୍ରଛାତ୍ରୀ ।”

ଆଇଆଇଏମର ୭୪ତମ ବାର୍ଷିକ ବୈଷୟିକ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ । କହିଲେ, ଇସ୍ପାତ୍ ଉତ୍ପାଦନରେ ପିଏଲ୍ଆଇ ଯୋଜନାର ଲାଭ ଉଠାନ୍ତୁ ଶିଳ୍ପସମୂହ ।

କନକ ବ୍ୟୁରୋ: ଆଇଆଇଏମର ୭୪ତମ ବାର୍ଷିକ ବୈଷୟିକ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଉଦବୋଧନ ମଧ୍ୟ ଦେଇଥିଲେ । ବିଶେଷ ଭାବରେ ଇସ୍ପାତ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିିକ ପ୍ରୋତ୍ସାହନ ଯୋଜନା(ପିଏଲଆଇ) ଭାରତ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବେଳେ ସ୍ୱଦେଶୀ ଉତ୍ପାଦନ ବୃଦ୍ଧି ପାଇଁ ଅଣାଯାଇଥିବା ଏହି ପ୍ରମୁଖ ସଂସ୍କାରର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ଶିଳ୍ପ ସମୂହଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଦେଶରେ ଏକContinue reading “ଆଇଆଇଏମର ୭୪ତମ ବାର୍ଷିକ ବୈଷୟିକ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ । କହିଲେ, ଇସ୍ପାତ୍ ଉତ୍ପାଦନରେ ପିଏଲ୍ଆଇ ଯୋଜନାର ଲାଭ ଉଠାନ୍ତୁ ଶିଳ୍ପସମୂହ ।”

କୋଟିଆ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିଲେ ବିରୋଧୀ । କହିଲେ, ଦିନକୁ ଦିନ ସଙ୍କୁଚିତ ହେଉଛି ଓଡିଶା ସୀମା ।

କନକ ବ୍ୟୁରୋ: କୋରାପୁଟ କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । କିନ୍ତୁ ଏହା ଭିତରେ ପୂର୍ବ ଯୋଜନା ମୁତାବକ କୋଟିଆରେ ନିର୍ବାଚନ ଶେଷ କରିଛି ଆନ୍ଧ୍ର । ଏହାକୁ ନେଇ ଆଜି ବିଧାନସଭାରେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗକୁ ନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ସୀମା ଅତିକ୍ରମକୁ ବରଦାସ୍ତ କରାଯିବ ନାହିଁ । ଅନ୍ୟପଟେ କୋରାପୁଟ କୋଟିଆର ବିକାଶ ପାଇଁ ଜିଲ୍ଳା ପ୍ରଶାସନ ମଧ୍ୟ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତିContinue reading “କୋଟିଆ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିଲେ ବିରୋଧୀ । କହିଲେ, ଦିନକୁ ଦିନ ସଙ୍କୁଚିତ ହେଉଛି ଓଡିଶା ସୀମା ।”

ଧନୀ ସ୍କୁଲରେ ପଢ଼ିବେ ଗରିବ ପିଲା । ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ହେବା ବାଧ୍ୟତାମୂଳକ ।

କନକ ବ୍ୟୁରୋ: ଘରୋଇ ସ୍କୁଲରେ ପଢ଼ିବେ ଗରିବ ପିଲା । ଅନଗ୍ରସର ବର୍ଗ ଓ ଆର୍ଥିକ ସ୍ତରରେ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ବ୍ୟବସ୍ଥାକୁ ଏଣିକି କଡ଼ାକଡ଼ି କରାଯିବ । ଏହି ନିୟମକୁ ଘରୋଇ ସ୍କୁଲଗୁଡିକ ପାଳନ କରୁନଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଅଧିକ ଉତ୍ତରଦାୟୀ କରିବା ପାଇଁ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ଆଡମିସନ୍ ଅନଲାଇନ୍ ମାଧ୍ୟମରେ କରାଯିବ । ଏଥିପାଇଁ ଆରଟିଇContinue reading “ଧନୀ ସ୍କୁଲରେ ପଢ଼ିବେ ଗରିବ ପିଲା । ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ହେବା ବାଧ୍ୟତାମୂଳକ ।”

ବାଇ ଲ’ ବିବାଦକୁ ନେଇ ଅଶୋକ ବନାମ ଅପରାଜିତା । ସାଂସଦଙ୍କୁ ୪ଟି ପ୍ରଶ୍ନ ପଚାରିଲେ ମନ୍ତ୍ରୀ ଅଶୋକ ପଣ୍ଡା । ଅପରାଜିତାଙ୍କ ଜବାବ, ପ୍ରଥମେ ପ୍ରଶ୍ନର ଉତ୍ତର ରଖନ୍ତୁ ମନ୍ତ୍ରୀ ।

କନକ ବ୍ୟୁରୋ: ପୁଣି ତେଜିଲା ଏକାମ୍ର କ୍ଷେତ୍ର ବାଇ-ଲ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ପୁଣି ଭୁବନେଶ୍ୱର ସାଂସଦଙ୍କୁ ଘେରିଲେ ମନ୍ତ୍ରୀ ଅଶୋକ ପଣ୍ଡା । ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି ଅଶୋକ ପଣ୍ଡା । ମନ୍ତ୍ରୀ କହିଛନ୍ତି ସଂସଦରେ ଏହି ପ୍ରସଙ୍ଗ ସାଂସଦ ଉଠାଇ ପାରିଥାନ୍ତେ । ସଂସଦ ଠାରୁ ବଡ ଫୋରମ ଆଉ କଣ ଅଛି? ସେଠାରେ ସବୁ ସାଂସଦ ନିଜ ଅଂଚଳର ସମସ୍ୟା ଉଠାଇଥାନ୍ତି । ଭୁବନେଶ୍ୱର ସାଂସଦ ଚାହିଁଥିଲେContinue reading “ବାଇ ଲ’ ବିବାଦକୁ ନେଇ ଅଶୋକ ବନାମ ଅପରାଜିତା । ସାଂସଦଙ୍କୁ ୪ଟି ପ୍ରଶ୍ନ ପଚାରିଲେ ମନ୍ତ୍ରୀ ଅଶୋକ ପଣ୍ଡା । ଅପରାଜିତାଙ୍କ ଜବାବ, ପ୍ରଥମେ ପ୍ରଶ୍ନର ଉତ୍ତର ରଖନ୍ତୁ ମନ୍ତ୍ରୀ ।”

ବ୍ରହ୍ମପରରୁ ଆସିଲା ମହିଳା ନିର୍ଯାତନାର ତିନି କାହାଣୀ । ଏସପିଙ୍କ ନିକଟରେ ଫେରାଦ ହେଲେ ଡାକ୍ତର, ଇଂଜିନିୟର ଏବଂ ସେନା କର୍ମଚାରୀଙ୍କ ପତ୍ନୀ ।

କନକ ବ୍ୟୁରୋ: ଘରର ଏରୁଣ୍ଡି ଡେଇଁ ଜଣେ ମହିଳା ସେତେବେଳେ ଅଭିଯୋଗ କରିବାକୁ ଗୋଡ଼ ବାହାରକୁ କାଢ଼ିବାକୁ ସଂକୋଚ କରେ ନାହିଁ, ଯେତେବେଳେ ନିର୍ଯାତନାର ସୀମା ଟପିଯାଏ । ଏଭଳି କିଛି ଘଟଣା ଘଟିଛି ବ୍ରହ୍ମପୁରର ତିନି ଜଣ ମହିଳାଙ୍କ ଉପରେ । ସେମାନଙ୍କର ସ୍ୱାମୀ ଉଚ୍ଚଶିକ୍ଷିତ, ଜଣେ ଡାକ୍ତର, ଜଣେ ଇଂଜିନିୟର ଏବଂ ଆଉ ଜଣେ ସେନାକର୍ମଚାରୀ । ହେଲେ ଶାଶୁଘରେ ସ୍ୱାମୀ, ଶାଶୁ, ଶ୍ୱଶୁର ସେମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରି ଏସପିଙ୍କ ଫେରାଦContinue reading “ବ୍ରହ୍ମପରରୁ ଆସିଲା ମହିଳା ନିର୍ଯାତନାର ତିନି କାହାଣୀ । ଏସପିଙ୍କ ନିକଟରେ ଫେରାଦ ହେଲେ ଡାକ୍ତର, ଇଂଜିନିୟର ଏବଂ ସେନା କର୍ମଚାରୀଙ୍କ ପତ୍ନୀ ।”

କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ମାର୍ଚ୍ଚ ପହିଲାରୁ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ । ଟଙ୍କା ଦେଇ ଘରୋଇ କେନ୍ଦ୍ରରେ ନେଇ ହେବ କୋଭିଡ୍ ଟିକା ।

କନକ ବ୍ୟୁରୋ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ଏବଂ କରୋନାର ଦ୍ୱିତୀୟ ଲହରି ଆଶଙ୍କା ଭିତରେ କେନ୍ଦ୍ର ସରକାର ଟିକାକରଣ ନେଇ ଏଭଳି ଏକ ଘୋଷଣା କରିଛନ୍ତି, ଯାହା ଭୂତାଣୁ ବିରୋଧୀ ଲଢ଼େଇକୁ ଆହୁରି ମଜବୁତ କରିବ । ମାର୍ଚ୍ଚ ୧ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଥିବା ବେଳେ ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ମାଗଣା ଟିକା । ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଥିବା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁContinue reading “କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ମାର୍ଚ୍ଚ ପହିଲାରୁ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ । ଟଙ୍କା ଦେଇ ଘରୋଇ କେନ୍ଦ୍ରରେ ନେଇ ହେବ କୋଭିଡ୍ ଟିକା ।”

ବଡ ଷ୍ଟାଡିୟମରେ ବଡ ବିପର୍ଯ୍ୟୟ । ଅକ୍ଷର ପଟେଲଙ୍କ ବୋଲିଂରେ ଇଂଲଣ୍ଡ ଧରାଶୀୟୀ । ୧୧୨ ରନରେ ଅଲଆଉଟ ହେଲା ଇଂଲଣ୍ଡ ।

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ । ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମର ପ୍ରଥମ ମ୍ୟାଚରେ ଦେଖିବାକୁ ମିଳିଛି ଭାରତର ଚମତ୍କାର ପ୍ରଦର୍ଶନ । ଅକ୍ଷର ପଟେଲଙ୍କ ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ ଦଳ । ପ୍ରଥମ ଇଂନିସରେ ୧୧୨ ରନରେ ଅଲଆଉଟ ହେଲା ଇଂଲଣ୍ଡ । ଭାରତ ପକ୍ଷରୁ ସର୍ବାଧିକ ୬ଟି ୱିକେଟ ନେଲେ ଅକ୍ଷର । ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀContinue reading “ବଡ ଷ୍ଟାଡିୟମରେ ବଡ ବିପର୍ଯ୍ୟୟ । ଅକ୍ଷର ପଟେଲଙ୍କ ବୋଲିଂରେ ଇଂଲଣ୍ଡ ଧରାଶୀୟୀ । ୧୧୨ ରନରେ ଅଲଆଉଟ ହେଲା ଇଂଲଣ୍ଡ ।”

Design a site like this with WordPress.com
Get started