କନକ ବ୍ୟୁରୋ: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ଅନ୍ତର୍ଗତ ଲଖମରା ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା, କାର୍ଯ୍ୟରେ ଗୁରୁତର ଅବହେଳା ଓ ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାର ଉଲ୍ଲଂଘନ ଅଭିଯୋଗରେ ପ୍ୟାକ୍ସ ସଂପାଦକ ଓ କିରାଣିଙ୍କୁ ନିଲମ୍ବନ କରାଯାଇଥିବାବେଳେ ଡାଟାଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛିା ଲଖମରା ପ୍ୟାକ୍ସର ସଂପାଦକ ଅମୂଲ୍ୟ ବେହେରା ଏବଂ କିରାଣି ଦିଲ୍ଲୀପ କୁମାର ସୁନାନୀଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ଡାଟାଏଣ୍ଟ୍ରି ଅପରେଟର ବୁଲୁ ଅନନ୍ତଙ୍କୁ କାର୍ଯ୍ୟରୁContinue reading “ଧାନ କିଣାରେ ଅନିୟମିତତା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ୨ ନିଲମ୍ବିତ, ଜଣେ ବହିଷ୍କୃତ ।”
Author Archives: Raghaba
ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଲା ସର୍ବଭାରତୀୟ ବ୍ୟବସାୟୀ ସଂଘ । କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପ ବିରୋଧରେ ବନ୍ଦ ଡାକରା ।
କନକ ବ୍ୟୁରୋ : ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଲା ସର୍ବଭାରତୀୟ ବ୍ୟବସାୟୀ ସଂଘ । କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଛି ବ୍ୟବସାୟୀ ସଂଘ । ତେବେ ଏହାର ପ୍ରଭାବ ଓଡିଶାରେ ମଧ୍ୟ ପଡିବ । ଏଥିରେ ଓଡିଶାର ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ଓ ଦେଶର ୮ କୋଟି ବ୍ୟବସାୟୀ ସାମିଲ ହେବେ । ଏହି ଆନ୍ଦୋଳନ ବେଳେ ଗମନାଗମନ ପ୍ରଭାବିତ ହେବନାହିଁ ବୋଲିContinue reading “ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଲା ସର୍ବଭାରତୀୟ ବ୍ୟବସାୟୀ ସଂଘ । କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପ ବିରୋଧରେ ବନ୍ଦ ଡାକରା ।”
ଶୀତଳ ଭଣ୍ଡାର ନଥିବାରୁ ଚିନ୍ତାରେ କାମାକ୍ଷାନଗର ଆଳୁଚାଷୀ । ଫସଲ ଅମଳ ପରେ କମ ଦାମରେ କରୁଛନ୍ତି ବିକ୍ରି । ସରକାର ସହାୟତା କରିବାକୁ ଅନୁରୋଧ ।
କନକ ବ୍ୟୁରୋ: ଚିନ୍ତାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ଆଳୁଚାଷୀ । ଅମଳ ପରେ ସାଇତି ରଖିବା ପାଇଁ ବ୍ୟବସ୍ଥା ନାହିଁ । ଫଳରେ ଦର ଅଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ରାଜ୍ୟରେ ଆଳୁର ଚାହିଦା ରହିଥିବା ବେଳେ ସରକାର ଏଥିପ୍ରତି ଦ୍ରୁଷ୍ଟି ଦେଉନଥିବାରୁ ଉଭୟ ଖାଉଟି ଓ ଚାଷୀ ସଙ୍କଟରେ ପଡିଛନ୍ତି। କାମାକ୍ଷାନଗର ଅଞ୍ଚଳରରେ କୁଳା, ମହୁଲପାଳ, କାଦୁଆ, ବାଲିଗୁରଡ, ବାଇଶିଙ୍ଘା, କଙ୍କଡାହାଡ, ମହାବିରୋଡ଼, ଦଶିପୁର ଆଦି ଗ୍ରାମରେ ସହ ସହ ଏକରContinue reading “ଶୀତଳ ଭଣ୍ଡାର ନଥିବାରୁ ଚିନ୍ତାରେ କାମାକ୍ଷାନଗର ଆଳୁଚାଷୀ । ଫସଲ ଅମଳ ପରେ କମ ଦାମରେ କରୁଛନ୍ତି ବିକ୍ରି । ସରକାର ସହାୟତା କରିବାକୁ ଅନୁରୋଧ ।”
ଦିବ୍ୟାଙ୍ଗ ହୋଇବି ଅପରାଜୟ ଅଜୟ । ପରିବାର ପୋଷିବା ବିଲରେ କରୁଛନ୍ତି ଚାଷକାମ । ଏବେ ବି ଛାଡି ନାହାନ୍ତି ପାଠପଢା ।
କନକ ବ୍ୟୁରୋ: ଦଇବ ଛଡାଇ ନେଲା ଗୋଡ । ଦିବ୍ୟାଙ୍ଗ ହୋଇ ଚାଲିଛି ଛାତ୍ର ଜୀବନ । ପାଠ ପଢିବାର ଇଚ୍ଛା ଓ ପରିବାରର ବୋଝ ଏମିତି ଆତ୍ମବଳ ଭରିଦେଲା ଯେ, ଗୋଟିଏ ଗୋଡରେ ଚାଷ କରି ପରିବାର ପୋଷିବା ସହ ଯୁକ୍ତ ଦୁଇ ପାଠପଢା ଜାରି ରଖିଛନ୍ତି ମାଲକାନଗିରି ଜିଲ୍ଲାର ୨୧ ବର୍ଷୀୟ ଯୁବକ । ଆଉ ବିଡମ୍ବନା, କେବଳ ୫୦୦ ଟଙ୍କା ଦିବ୍ୟାଙ୍ଗ ଭତ୍ତାକୁ ବାଦ ଦେଲେ କୌଣସି ସରକାରୀ ସୁବିଧା ପାଇ ନାହାନ୍ତିContinue reading “ଦିବ୍ୟାଙ୍ଗ ହୋଇବି ଅପରାଜୟ ଅଜୟ । ପରିବାର ପୋଷିବା ବିଲରେ କରୁଛନ୍ତି ଚାଷକାମ । ଏବେ ବି ଛାଡି ନାହାନ୍ତି ପାଠପଢା ।”
ସମ୍ବଲପୁରରେ ମହାନଦୀକୁ ଅନବରତ ବୋହୁଛି ଡ୍ରେନ୍ ପାଣି । ବ୍ୟବହାର ପାଇଁ ନାକ ଟେକିଲେଣି ସ୍ଥାନୀୟ ବାସିନ୍ଧା ।
କନକ ବ୍ୟୁରୋ: ମହାନଦୀ ପାଲଟୁଛି ମହାଡ୍ରେନ୍ । ସମ୍ବଲପୁର ସହର ଡ୍ରେନ ପାଣି ମହାନଦୀକୁ ଛଡାଯାଉଥିବାରୁ ଏହାର ପାଣିକୁ ବ୍ୟବହାର ପାଇଁ ଭୟ କରୁଛନ୍ତି ସମ୍ବଲପୁର ବାସିନ୍ଦା । ସେପଟେ ଯେଉଁ ଧାରରେ ମହାନଦୀକୁ ଡ୍ରେନ ପାଣି ଛଡାଯାଉଛି ତାହା ଦେଖିଲେ ବ୍ୟବହାରକାରୀଙ୍କ ହୋସ ଉଡିଯିବ । ଜନସଂଖ୍ୟା ବଢିବା ସହ ସମ୍ବଲପୁର ସହରର ମହାନଗରରେ ପରିଣତ ହୋଇଛି । ଲୋକ ବଢିବାରୁ ପାଣିର ଆବଶ୍ୟକତା ଓ ବ୍ୟବହାର ମଧ୍ୟ ବଢିଛି । ଆଉ ଏସବୁର ମୁଖ୍ୟContinue reading “ସମ୍ବଲପୁରରେ ମହାନଦୀକୁ ଅନବରତ ବୋହୁଛି ଡ୍ରେନ୍ ପାଣି । ବ୍ୟବହାର ପାଇଁ ନାକ ଟେକିଲେଣି ସ୍ଥାନୀୟ ବାସିନ୍ଧା ।”
କୋଟିଆକୁ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ଜିଲ୍ଳା ପ୍ରଶାସନ । ପ୍ରତ୍ୟେକ ଗାଁକୁ ପୋଷ୍ୟ ଗ୍ରାମ୍ୟ ରୂପେ ଗ୍ରହଣ କରିବେ ପ୍ରଶାସନିକ ଅଧିକାରୀ ।
କନକ ବ୍ୟୁରୋ: କୋଟିଆକୁ ନେଇ ଜିଲ୍ଳା ପ୍ରଶାସନର ବ୍ଳୁ-ପ୍ରିଂଟ । ପ୍ରତ୍ୟେକ ବିଭାଗର ଜିଲ୍ଳା ଅଧିକାରୀ କୋଟିଆ ଗ୍ରାମ ପୁଞ୍ଜର ପ୍ରତ୍ୟେକ ଗାଁକୁ ପୋଷ୍ୟଗ୍ରାମ୍ୟ ରୂପେ ଗ୍ରହଣ କରିବେ । ଏହାସହ ପ୍ରତି ସପ୍ତାହରେ ଏନେଇ କୋରାପୁଟ ଜିଲ୍ଳାପାଳଙ୍କୁ ରିପୋର୍ଟ ବି ଦିଆଯିବ । ଆନ୍ଧ୍ର-ଓଡିଶା ମଧ୍ୟରେ କୋଟିଆ ବିବାଦ ଏବେ ସୁପ୍ରିମକୋର୍ଟରେ ପଂହଚିଛି । ଆନ୍ଧ୍ରର କୋଟିଆ ଚାଲାକିକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ଓଡିଶା । ଏଠାରେ ବିକାଶର କାମକୁ ଜୋରଦାର କରିବାକୁ ଜିଲ୍ଲାContinue reading “କୋଟିଆକୁ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ଜିଲ୍ଳା ପ୍ରଶାସନ । ପ୍ରତ୍ୟେକ ଗାଁକୁ ପୋଷ୍ୟ ଗ୍ରାମ୍ୟ ରୂପେ ଗ୍ରହଣ କରିବେ ପ୍ରଶାସନିକ ଅଧିକାରୀ ।”
ବୟସ୍କଙ୍କୁ ଟିକା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ଅଧିକ ସଂଖ୍ୟକ ବୟସ୍କ ଥିବାରୁ ଟିକା କେନ୍ଦ୍ରକୁ ପ୍ରସ୍ତୁତ କରାଯିବ । ସପ୍ତାହରେ ୫ ଦିନ ହେବ ଟିକାକରଣ
କନକ ବ୍ୟୁରୋ : ବୟସ୍କଙ୍କୁ ଟିକା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ମାର୍ଚ୍ଚ ୧ରୁ ବୟସ୍କଙ୍କୁ ଟିକା ଦେବାକୁ କେନ୍ଦ୍ରର ନିଷ୍ପତ୍ତି ପରେ ପଦକ୍ଷେପ । ଅଧିକ ସଂଖ୍ୟକ ବୟସ୍କ ଥିବାରୁ ଟିକା କେନ୍ଦ୍ରକୁ ପ୍ରସ୍ତୁତ କରାଯିବ । ସପ୍ତାହରେ ୫ ଦିନ ଟିକାକରଣ ବ୍ୟବସ୍ଥା କରାଯିବ । ସବୁ ବ୍ଲକରେ ୬ରୁ ୭ଟି ଟିକାକରଣ ମୋବାଇଲ ଭ୍ୟାକ୍ସିନେସନ ଟିମ ରହିବେ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ମେଡିକାଲ କଲେଜ ହେବ ଟିକା କେନ୍ଦ୍ର । ସବContinue reading “ବୟସ୍କଙ୍କୁ ଟିକା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ଅଧିକ ସଂଖ୍ୟକ ବୟସ୍କ ଥିବାରୁ ଟିକା କେନ୍ଦ୍ରକୁ ପ୍ରସ୍ତୁତ କରାଯିବ । ସପ୍ତାହରେ ୫ ଦିନ ହେବ ଟିକାକରଣ”
ବାବାଜୀ ବେଶରେ ପିଲାଚୋରି କରୁଥିଲା ଯୁବକ । କାବୁ କରି ନିର୍ଧୁମ ଛେଚିଲେ ଗାଁ ଲୋକ ।
କନକ ବ୍ୟୁରୋ: ପିଲାଚୋରି ଅଭିଯୋଗରେ ଯୁବକଙ୍କୁ ଧରି ନିର୍ଧୁମ ଛେଚି ପୁଲିସରେ ଜିମା ଦେଲେ ଲୋକେ । ଏଭଳି ଘଟଣା ଘଟିଛି ବାଲିପାଟଣା ଥାନା ବନମାଳିପୁର ଗାଁରେ । ଖବର ଅନୁସାରେ, ଆଜି ଦିନ ପ୍ରାୟ ୧୨ଟାରେ ଗାଁର ଦୀପକ ଦାସ ସାଇକେଲ ଚଳାଉଥିଲେ । ଏହି ସମୟରେ ବାଲିଅନ୍ତ ଥାନା ସାରକଣା ଗାଁର ଶରତ ବେହେରା ବନମାଳିପୁର ଗାଁକୁ ମନ୍ଦିର ନିର୍ମାଣ ପାଇଁ ଭିକ୍ଷା ଆଦାୟ କରିବାକୁ ଆସିଥିଲେ । ସେ ଦୀପକଙ୍କୁ ଚକଲେଟ ଦେବାକୁContinue reading “ବାବାଜୀ ବେଶରେ ପିଲାଚୋରି କରୁଥିଲା ଯୁବକ । କାବୁ କରି ନିର୍ଧୁମ ଛେଚିଲେ ଗାଁ ଲୋକ ।”
ଟିକାୟତଙ୍କ ‘ସଂସଦ ମାର୍ଚ୍ଚ’ ଧମକ ପରେ ନରମିଲା କୃଷିମନ୍ତ୍ରୀଙ୍କ ସ୍ୱର । କହିଲେ ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ ଅଛନ୍ତି ସରକାର
କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଦୀର୍ଘ ୩ ମାସ ହେବ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏହା ସହ କୃଷକ ସଂଗଠନ ମାନଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟରେ ମହାପଂଚାୟତ କରାଯାଉଛି । ଏନେଇ ଚାଷୀନେତା ରାକେଶ ଟିକାୟତ କହିଛନ୍ତି କି ସରକାର ଯଦି କୃଷକ ମାନଙ୍କର ଦାବିକୁ ମାନି ନ ନିଅନ୍ତି ତାହେଲେ ଏଥର କୃଷକ ମାନେ ୪୦ ଲକ୍ଷ ଟ୍ରାକ୍ଟର ନେଇContinue reading “ଟିକାୟତଙ୍କ ‘ସଂସଦ ମାର୍ଚ୍ଚ’ ଧମକ ପରେ ନରମିଲା କୃଷିମନ୍ତ୍ରୀଙ୍କ ସ୍ୱର । କହିଲେ ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ ଅଛନ୍ତି ସରକାର”
ବାଙ୍କୀର ନାବାଳିକା ଝିଅକୁ ଆନ୍ଧ୍ରରେ ଅଟକ ରଖିଛି ଦଲାଲ । ଫେରାଇବା ପାଇଁ ଦାବି କରୁଛି ୫୦ ହଜାର ।
କନକ ବ୍ୟୁରୋ: ଆନ୍ଧ୍ରରେ ଅଟକ ଅଛି ଓଡିଆ ଝିଅ । ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରପୁର ଗାଁର ଜଣେ ୧୪ ବର୍ଷର ନାବାଳିକା ଦଲାଲ ହାବୁଡରେ ପଡି ଆନ୍ଧ୍ରପ୍ରଦେଶରେ ବନ୍ଧା ପଡିଛି । ଆଉ ଝିଅକୁ ଘରକୁ ଛାଡିବା ପାଇଁ ଦଲାଲ ଜଣକ ୫୦ ହଜାର ଦାବି କରୁଛି । ଯାହାପରେ ଏସବୁ ଅଭିଯୋଗ ନେଇ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ନାବାଳିକାଙ୍କ ପରିବାର ଲୋକେ । ଆଉ ସେଠାରୁ ନିରାଶ ହୋଇ ଫେରିଥିବା ଅଭିଯୋଗ କରିଛନ୍ତି ନାବାଳିକାରContinue reading “ବାଙ୍କୀର ନାବାଳିକା ଝିଅକୁ ଆନ୍ଧ୍ରରେ ଅଟକ ରଖିଛି ଦଲାଲ । ଫେରାଇବା ପାଇଁ ଦାବି କରୁଛି ୫୦ ହଜାର ।”