ଭାରତ ଠାରୁ ନେପାଳରେ ଶସ୍ତା ପେଟ୍ରୋଲ ଓ ଡିଜେଲ ଦର : ପଡୋଶୀ ଦେଶରେ ପେଟ୍ରୋଲ ୨୨ଟଙ୍କା ଶସ୍ତା ହୋଇଥିବାରୁ ଚୋରାରେ ହେଉଛି ସୀମା ପାର

କନକ ବ୍ୟୁରୋ : ନେପାଳରୁ ଚୋରାରରେ ଭାରତ ଆସୁଛି ପେଟ୍ରୋଲ ଓ ଡିଜେଲ । ଆମ ଦେଶରେ ପ୍ରତିଦିନ ତେଲଦର ବଢି ଚାଲିଥିବା ବେଳେ, ଭାରତ ଉପରେ ତେଲ ଚାହିଦା ପାଇଁ ନିର୍ଭରଶୀଳ ନେପାଳ ପୁଣି ଭାରତକୁ କରୁଛି ତେଲ ଚୋରାଚାଲାଣ । ବିଶେଷ କରି ଟିକସରେ ରହିଥିବା ଭିନ୍ନତା କାରଣରୁ ନେପାଳରେ ତେଲ ଶସ୍ତାରେ ମିଳୁଛି । ଆଉ ନେପାଳରୁ ସ୍ଥଳଭାଗ ଦେଇ ଟ୍ୟାଙ୍କର ଜରିଆରେ ଭାରତକୁ ପେଟ୍ରୋଲ ଓ ଡିଜେଲ ଚୋରାଚାଲାଣ ହେଉଛି ।Continue reading “ଭାରତ ଠାରୁ ନେପାଳରେ ଶସ୍ତା ପେଟ୍ରୋଲ ଓ ଡିଜେଲ ଦର : ପଡୋଶୀ ଦେଶରେ ପେଟ୍ରୋଲ ୨୨ଟଙ୍କା ଶସ୍ତା ହୋଇଥିବାରୁ ଚୋରାରେ ହେଉଛି ସୀମା ପାର”

କାୟା ମେଲାଉଛି କରୋନା । ସାଧାରଣ ଲୋକଙ୍କ ପାଇଁ କଠୋର ଗାଇଡଲାଇନ, ବିବାହ ଭୋଜିକୁ ବିନା ମାସ୍କରେ ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । 

କନକ ବ୍ୟୁରୋ : ଗତବର୍ଷ ଫେବ୍ରୁଆରୀରେ କରୋନା ମହାମାରୀ ସାରା ଦେଶରେ ବ୍ୟାପିବାରେ ଲାଗିଥିଲା । ଯେଉଁଥିପାଇଁ ମାର୍ଚ୍ଚରେ ଲକଡାଉନ୍ ଲାଗୁ କରିବାକୁ ପଡିଥିଲା । ଆଉ ଦୁଇଟି ଟୀକା ଆସିବା ପରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିଲା, କିନ୍ତୁ ମହାରାଷ୍ଟ୍ରର ଲୋକଙ୍କ ଅବହେଳା ହେତୁ କରୋନା ମାମଲାରେ ପୁଣି ବୃଦ୍ଧି ଘଟିଛି। ଯାହାକୁ ନେଇ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଏବେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ତେବେ ବର୍ତ୍ତମାନ ପୂର୍ବତନ ବିଜେପିContinue reading “କାୟା ମେଲାଉଛି କରୋନା । ସାଧାରଣ ଲୋକଙ୍କ ପାଇଁ କଠୋର ଗାଇଡଲାଇନ, ବିବାହ ଭୋଜିକୁ ବିନା ମାସ୍କରେ ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । “

ବିହାର କଟିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କର୍ପିଓ-ଟ୍ରକ ମୁହାଁମୁହିଁ ଧକ୍କା, ୬ ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ : ବିହାର କଟିହାର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥ ୩୧ କୁସେଲା ଥାନା ଅଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ସହ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଏକ ସ୍କର୍ଫିଓ ଗାଡିରେ କିଛି  ଲୋକ ବାହାଘର ପାଇଁ ପୁଅ ଦେଖିବାକୁ ଯାଉଥିବା ବେଳେ ଏହିContinue reading “ବିହାର କଟିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କର୍ପିଓ-ଟ୍ରକ ମୁହାଁମୁହିଁ ଧକ୍କା, ୬ ଜଣଙ୍କର ମୃତ୍ୟୁ”

ଅଳିଆ ଉଠାଉଥିବା ଦୁଇ ଭାଇଙ୍କ ଭିଡ଼ିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା । କହିଲେ ଏହି ଦୁଇ ଭାଇଙ୍କ ପାଇଁ ଶିକ୍ଷକ ଖୋଜି ଦିଅନ୍ତୁ, ଆମେ ସହଯୋଗ କରିବୁ ।

କନକ ବ୍ୟୁରୋ : ଭାରତୀୟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହିଥାଆନ୍ତି। ସେ ବିଭିନ୍ନ ସମୟରେ ଅନେକ ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଥାଆନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଦୁଇଜଣ ଭାଇ ଗୀତ ଗାଉଥିବାର ଏକ ଭିଡିଓ ସେୟାର କରିଛନ୍ତି। ଏହି ଦୁଇଭାଇ ଦିଲ୍ଲୀରେ ଅଳିଆ ଉଠାଇବା କାମ କରିଥାଆନ୍ତି। ଅଳିଆ ଉଠାଉଥିବା ଏହି ଦୁଇଭାଇଙ୍କ ସୁମଧୁର ସ୍ୱର ଶୁଣି ଆନନ୍ଦ ମହିନ୍ଦ୍ରା ଦିଲ୍ଲୀରେ କିଏ ଭଲ ଗୀତ ଶିକ୍ଷକ ଅଛନ୍ତିContinue reading “ଅଳିଆ ଉଠାଉଥିବା ଦୁଇ ଭାଇଙ୍କ ଭିଡ଼ିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା । କହିଲେ ଏହି ଦୁଇ ଭାଇଙ୍କ ପାଇଁ ଶିକ୍ଷକ ଖୋଜି ଦିଅନ୍ତୁ, ଆମେ ସହଯୋଗ କରିବୁ ।”

୨ଦିନ ସ୍ଥିର ରହିବା ପରେ ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର : କାଲିମେଳାରେ ସର୍ବାଧିକ ୯୭ଟଙ୍କା ୧୪ ପଇସା ପେଟ୍ରୋଲ ଲିଟର ପିଛା ଦର

କନକ ବ୍ୟୁରୋ : ୨ ଦିନ ସ୍ଥିର ରହିବା ପରେ  ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର । କାଲିମେଳାରେ ଆଜି ପେଟ୍ରୋଲ ଦର  ସର୍ବାଧିକ ୯୭ ଟଙ୍କା ୧୪ ପଇସା ଓ ଡିଜେଲ ୯୩ ଟଙ୍କା ୮୬ ପଇସାରେ ପହଂଚିଛି । ଏହା ପଛକୁ ରହିଛି ମାଲକାନଗିରିରେ ତେଲ ଦର ।  ମାଲକାନଗିରରେ ସାଧାରଣ ପେଟ୍ରୋଲ ୯୬ଟଙ୍କାରୁ ଅଧିକ ରହିଥିବା ବେଳେ ସେନଚୁରୀ ମାରିଛି ସ୍ପିଡ୍ ପେଟ୍ରୋଲ । ମାଓ ଅଧ୍ୟୁଷିତ ଏହି ଜିଲ୍ଲାରେContinue reading “୨ଦିନ ସ୍ଥିର ରହିବା ପରେ ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର : କାଲିମେଳାରେ ସର୍ବାଧିକ ୯୭ଟଙ୍କା ୧୪ ପଇସା ପେଟ୍ରୋଲ ଲିଟର ପିଛା ଦର”

ଆଜିଠାରୁ ଜେଇଇ ମେନ ପରୀକ୍ଷା : ଦେଶର ୩୩୧ ଟି ସହରରେ ହେବାକୁ ଥିବା ପରୀକ୍ଷା ୨୬ ତାରିଖ ଯାଏଁ ଚାଲିବ

କନକ ବ୍ୟୁରୋ : ଆଜି ଠାରୁ ଜେଇଇ ମେନ ପରୀକ୍ଷା । ନ୍ୟାସନାଲ ଟେଷ୍ଟି ଏଜେନ୍ସି ଦ୍ୱାରା ପରିଚାଳିତା ଏହି ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ ମାଧ୍ୟମରେ କରାଯିବ । ଦେଶର ୩୩୧ଟି ସହରରେ ହେବାକୁ ଥିବା ପରୀକ୍ଷା ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପ୍ରତିଦିନ ୨ଟି ସିଟିଂରେ ପରୀକ୍ଷା ହେବ । ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍‌ଣ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦ୍ବିତୀୟ ସିଫ୍ଟ ପରୀକ୍ଷାContinue reading “ଆଜିଠାରୁ ଜେଇଇ ମେନ ପରୀକ୍ଷା : ଦେଶର ୩୩୧ ଟି ସହରରେ ହେବାକୁ ଥିବା ପରୀକ୍ଷା ୨୬ ତାରିଖ ଯାଏଁ ଚାଲିବ”

ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଯବାନଙ୍କୁ ବଡ ସଫଳତା : ସର୍ଚ୍ଚ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ କଲେ ଯବାନ

କନକ ବ୍ୟୁରୋ : ସର୍ଚ୍ଚ ଅପରେସନ ସମୟରେ ଜବତ ହେଲା ପ୍ରେସର ବୋମା ଓ ଟିଫିନ ବୋମା | ଚିତ୍ରକୋଣ୍ଡା ସ୍ଵଭିମାନ ଅଞ୍ଚଳର ହାନ୍ତାଳଗୁଡା ନବମ ବାଟାଲିୟନ ବିଏସଏଫ ଯବାନଙ୍କୁ ମିଳିଛି ବଡ ସଫଳତା । ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଏସଏଫ ଯବାନ ସର୍ଚ୍ଚ ଅପରେସନରେ ଯିବା ସମୟରେ କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ମାଓବାଦୀଙ୍କ ଏକ ବ୍ୟାଗ ପଡିଥବାର ଦେଖିଥିଲେ ଓ ସେହି ବ୍ୟାଗକୁ ସର୍ଚ୍ଚ କରିବା ପରେ ସେଥିରୁ ୨ଟି ପ୍ରେସରContinue reading “ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଯବାନଙ୍କୁ ବଡ ସଫଳତା : ସର୍ଚ୍ଚ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ କଲେ ଯବାନ”

କଟକ ଟାଙ୍ଗୀ ଅଞ୍ଚଳ ୧୬ନମ୍ବର ଜାତୀୟ ରାଜପଥରେ ଲୁଟେରାଙ୍କ ଆତଙ୍କ : ହାରିଅନ୍ତା ନିକଟରେ ମହିଳାଙ୍କ ବେକରୁ ସୁନା ହାର ଝାମ୍ପିନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ : କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂବର ଜାତୀୟ ରାଜପଥ ହାରିଅନ୍ତା ନିକଟରେ ମହିଳାଙ୍କ ଠାରୁ ସୁନା ହାର ଝାମ୍ପିନେଲେ ଦୁର୍ବୃତ । କଳା ପଲସରରେ ଆସି ମହିଳାଙ୍କ ବେକରୁ ଲୁଟିଲେ ସୁନା । ପ୍ରତିବାଦ କରିବାକୁ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲେ ଦୁର୍ବୃତ, ଗୁଳିମାଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୁଟର ଶିକାର ହୋଇଥିବା ମହିଳା । ହାରିଅନ୍ତା ଗାଁର ଲିଙ୍ଗରାଜ ରାଉତଙ୍କ ସ୍ତ୍ରୀ ମମତା ରାଉତ ରାଜପଥରୁ ଗତକାଲି ଗାଁContinue reading “କଟକ ଟାଙ୍ଗୀ ଅଞ୍ଚଳ ୧୬ନମ୍ବର ଜାତୀୟ ରାଜପଥରେ ଲୁଟେରାଙ୍କ ଆତଙ୍କ : ହାରିଅନ୍ତା ନିକଟରେ ମହିଳାଙ୍କ ବେକରୁ ସୁନା ହାର ଝାମ୍ପିନେଲେ ଦୁର୍ବୃତ୍ତ”

ଜୀବନ ନେଇଗଲା ଜନ୍ମଦାତ୍ରୀ : ସାନ ପୁଅକୁ ମାରି ଶୋଇବା ଘରେ ପୋତି ଦେଇଥିଲା ମାଆ; ହତ୍ୟାକାଣ୍ଡର ୧୧ ଦିନ ପରେ ପଦାରେ ପଡିଲା ଖବର

କନକ ବ୍ୟୁରୋ : ପୁଅକୁ ହତ୍ୟା କରି ଘର ଭିତରେ ପୋତିଦେଇଥିଲା ମାଆ । ବିଶ୍ୱାସ ଲାଗୁନଥିଲେ ମଧ୍ୟ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଇଚ୍ଛାପୁର ପୋଖରୀ ଗାଁରେ ଘଟିଛି ଏହି ଘଟଣା । ଜନ୍ମକଲା ପୁଅକୁ ନିର୍ମମ ଭାବେ ମାଆ ନିଜ ବଡ ପୁଅ ସହ ମିଶି ହତ୍ୟା କରି ଶୋଇବା ଘରେ ଲୁଣି ଦେଇ ପୋତି ଦେଇଥିଲେ । ହତ୍ୟାକାଣ୍ଡର ୧୧ଦିନ ପରେ ଏହି ଘଟଣା ପଦାକୁ ଆସିଛି । ଖବର ପାଇContinue reading “ଜୀବନ ନେଇଗଲା ଜନ୍ମଦାତ୍ରୀ : ସାନ ପୁଅକୁ ମାରି ଶୋଇବା ଘରେ ପୋତି ଦେଇଥିଲା ମାଆ; ହତ୍ୟାକାଣ୍ଡର ୧୧ ଦିନ ପରେ ପଦାରେ ପଡିଲା ଖବର”

ସିଆରପିଏଫ ୧୯ ବାଟାଲିୟନ ପକ୍ଷରୁ ସିଭିକ ଆକ୍ସନ ପୋଗ୍ରାମ ଆୟୋଜିତ : ଗ୍ରାମବାସୀଙ୍କୁ ସୋଲାର ଲାଇଟ୍ ସହ ହିତାଧୀକାରୀଙ୍କୁ ଶ୍ରମିକ କାର୍ଡ ପ୍ରଦାନ

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର କେ ବଲାଙ୍ଗ ଠାରେ ସିଆରପିଏଫ ୧୯ ବାଟାଲିୟମ ପକ୍ଷରୁ ସିଭିକ ଆକ୍ସନ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ଏଥିରେ ଗ୍ରାମବାସୀଙ୍କୁ ସୋଲାର ଲାଇଟ, ପାନୀୟ ଜଳ ସଂରକ୍ଷଣ ପାଇଁ ସିମେଂଟ ଟାଙ୍କି, ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ କାର୍ଡ, ସ୍ୱବଲମ୍ବି ହେବା ପାଇଁ ତାଲିମ ପାଇଥିବା ଯୁବକଙ୍କ ପ୍ରମାଣପତ୍ର, ନିର୍ମାଣ ଓ ସୁରକ୍ଷା ଉପକରଣ ଦିଆଯାଇଛି । ଜାମୁଡିହି, କେ. ବଲାଙ୍ଗା, ରେଞ୍ଜେଡା, ସ୍ୱୟଂବା ଓ ଝାରବେଡା ଆଦିContinue reading “ସିଆରପିଏଫ ୧୯ ବାଟାଲିୟନ ପକ୍ଷରୁ ସିଭିକ ଆକ୍ସନ ପୋଗ୍ରାମ ଆୟୋଜିତ : ଗ୍ରାମବାସୀଙ୍କୁ ସୋଲାର ଲାଇଟ୍ ସହ ହିତାଧୀକାରୀଙ୍କୁ ଶ୍ରମିକ କାର୍ଡ ପ୍ରଦାନ”

Design a site like this with WordPress.com
Get started