ନୂଆ ଗ୍ରାହକଙ୍କ ପାଇଁ ବିଏସଏନଏଲ ଆଣିଲା ୪୭ ଟଙ୍କିଆ ପ୍ଲାନ । ଡାଟା ସହ ପାଆନ୍ତୁ ଅସୀମିତ କଲିଂ ସୁବିଧା

କନକ ବ୍ୟୁରୋ : ଜିଓ, ଭୋଡାଫୋନ୍ ଓ ଭାରତୀ ଏୟାରଟେଲକୁ ଟକ୍କର ଦେବାକୁ ଭାରତ ସଂଚାର ଲିମିଟେଡ (ବିଏସଏନଏଲ) ଶନିବାର ଦିନ ଦେଶର ସବୁଠାରୁ ଶସ୍ତା ପ୍ଲାନର ଶୁଭାରମ୍ଭ କରିଛି । କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଥିବା ଏହି ୪୭ ଟଙ୍କିଆ ପ୍ଲାନରେ ଆପଣ ଅସୀମିତ ଭଏସ୍ କଲିଂ (ବିଏସଏନଏଲ ରୁ ବିଏସଏନଏଲ) , ଡାଟା ଓ ଏସଏମଏସ ଭଳି ସୁବିଧା ରହିଛି । କହିରଖୁ କି ଦେଶରେ ମୋବାଇଲ ସେବା ପ୍ରଦାନ କରୁଥିବା ଅନ୍ୟ କମ୍ପାନୀContinue reading “ନୂଆ ଗ୍ରାହକଙ୍କ ପାଇଁ ବିଏସଏନଏଲ ଆଣିଲା ୪୭ ଟଙ୍କିଆ ପ୍ଲାନ । ଡାଟା ସହ ପାଆନ୍ତୁ ଅସୀମିତ କଲିଂ ସୁବିଧା”

ପୁଣି ଭାରତକୁ ପ୍ରଶଂସା କଲେ ଜାତିସଂଘର ମହାନିର୍ଦ୍ଦେଶକ । ଶାନ୍ତି ବାହିନୀଙ୍କ ପାଇଁ ଟିକା ପଠାଇଥିବାରୁ ଏଭଳି ପ୍ରଶଂସା ପାଇଲା ଭାରତ

କନକ ବ୍ୟୁରୋ : ଜାତିସଂଘରେ ଭାରତ ଦିନକୁ ଦିନ ନିଜର ସ୍ଥିତି ସଦୃଢ କରିବାରେ ଲାଗିଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତିସଂଘ ତରଫରୁ ଭିନ୍ନ ଭିନ୍ନ ସମୟରେ ଭାରତ ପ୍ରଶଂସିତ ହେଉଥିବା ଦେଖିବାକୁ ମିଳିଛି । ଭାରତ ଜାତିସଂଘର ଶାନ୍ତିବାହିନୀଙ୍କ ପାଇଁ ୨ ଲକ୍ଷ ୨୯ ହଜାରରୁ ଅଧିକ କରେନା ପ୍ରତିଷେଧକ ଟିକା ପଠାଇଛି । ଏନେଇ ସୂଚନା ଦେଇଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍ ତିରୁମୂର୍ତ୍ତି । ଏହାକୁ ନେଇContinue reading “ପୁଣି ଭାରତକୁ ପ୍ରଶଂସା କଲେ ଜାତିସଂଘର ମହାନିର୍ଦ୍ଦେଶକ । ଶାନ୍ତି ବାହିନୀଙ୍କ ପାଇଁ ଟିକା ପଠାଇଥିବାରୁ ଏଭଳି ପ୍ରଶଂସା ପାଇଲା ଭାରତ”

୨୪ଘଣ୍ଟାରେ ଜଳେଶପଟା ଆଶ୍ରମ ମୁଖ୍ୟଙ୍କୁ ପୁଣି ହତ୍ୟା ଧମକ : ଆଶ୍ରମକୁ ବୋମା ପକାଇ ଉଡାଇ ଦେବାକୁ ଫୋନରେ ଧମକ

କନକ ବ୍ୟୁରୋ : କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଳେଶପଟା ଓ ଚକାପାଦ ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ । ୨୪ ଘଂଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଜଣା ନମ୍ବରରୁ ଆସିଲା ଧମକପୂର୍ଣ୍ଣ ଫୋନକଲ୍ । ଆଶ୍ରମକୁ ବୋମା ପକାଇ ଉଡ଼ାଇ ଦେବାକୁ ଫୋନରେ ଧମକ । ସକାଳ ୯ଟା ସମୟରେ ଅଜଣା ନମ୍ବରରୁ ଆସିଥିଲା ଦ୍ୱିତୀୟ ଫୋନ କଲ । ଗତକାଲି ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏଭଳି ଧମକପୂର୍ଣ୍ଣ ଫୋନContinue reading “୨୪ଘଣ୍ଟାରେ ଜଳେଶପଟା ଆଶ୍ରମ ମୁଖ୍ୟଙ୍କୁ ପୁଣି ହତ୍ୟା ଧମକ : ଆଶ୍ରମକୁ ବୋମା ପକାଇ ଉଡାଇ ଦେବାକୁ ଫୋନରେ ଧମକ”

ଓପିଟିସିଏଲ ପାୱାର ଗ୍ରୀଡ ସବଷ୍ଟେସନରେ ନିଆଁ : ୧୦ଟି ଦମକଳ ଗାଡି ଦ୍ବାରା ନିଆଁ ଲିଭା କାର୍ଯ୍ୟ ଜାରି

କନକ ବ୍ୟୁରୋ : ଓପିଟିସିଏଲର କଣ୍ଟାବଣିଆ ଗ୍ରୀଡ଼ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ୭ଟା ସମୟରେ ଢେଙ୍କାନାଳର କଣ୍ଟାବଣିଆଠାରେ ଥିବା ଗ୍ରୀଡ଼ ସବଷ୍ଟେସନରେ ନିଆଁ ଲାଗିଯାଇଥିଲା । ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନଥିଲେ ବି ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ବାବଦରେ ଜଣାପଡ଼ିନଥିବାବେଳେ ୧୦ଟି ଅଗ୍ନିଶମ ଗାଡି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି । from Kanak News via <a href="https://ifttt.com/?

ଚୀନ୍ ଖେଳୁଛି ଖେଳ… ଦକ୍ଷିଣ ଚୀନ୍ ସାଗରରେ ସମରାଭ୍ୟାସ କରୁଛି ଚାଇନା । ବାୟୁସେନାକୁ ସଜାଗ୍ ରହିବାକୁ ତାଇୱାନର ନିର୍ଦ୍ଦେଶ

 ବିବାଦୀୟ ଦକ୍ଷିଣ ଚୀନ୍‌ ସାଗର ଅନ୍ତର୍ଗତ ତାଇଓ୍ଵାନ୍‌ ନିୟନ୍ତ୍ରଣାଧୀନ ଦ୍ୱୀପସମୂହ ନିକଟରେ କେତେଗୁଡ଼ିଏ ଚୀନା ଲଢୁଆ ଓ ବୋମା ନିକ୍ଷେପକାରୀ ବିମାନ ସମରାଭ୍ୟାସ ଚଳାଇବାରୁ କ୍ରମାଗତ ଦ୍ୱିତୀୟ ଦିନ ଲାଗି ତାଇଓ୍ଵାନ୍‌ ନିଜର ବାୟୁସେନାକୁ ସଜାଗ ରହିବାକୁ ନିର୍ଦେଶ ଦେଇଥିବା କଥା ତାଇପେଇ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ତାଇଓ୍ଵାନ୍‌କୁ ନିଜ ଅଞ୍ଚଳ ବୋଲି ଦାବି କରୁଥିବା ବେଜିଙ୍ଗ୍‌ ଗତ ମାସମାନଙ୍କରେ ତାଇଓ୍ଵାନ୍‌ର ବାୟୁସେନା ଚିହ୍ନିତ ଅଞ୍ଚଳର ଦକ୍ଷିଣପଶ୍ଚିମ ଭାଗ, ବିଶେଷକରି, ପ୍ରାଟାସ୍‌ ଦ୍ୱୀପସମୂହ ନିକଟବର୍ତ୍ତୀ ଅଞ୍ଚଳରେ ବାରମ୍ବାରContinue reading “ଚୀନ୍ ଖେଳୁଛି ଖେଳ… ଦକ୍ଷିଣ ଚୀନ୍ ସାଗରରେ ସମରାଭ୍ୟାସ କରୁଛି ଚାଇନା । ବାୟୁସେନାକୁ ସଜାଗ୍ ରହିବାକୁ ତାଇୱାନର ନିର୍ଦ୍ଦେଶ”

ହୋଟେଲରୁ ୧୭୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଅଟକ : ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କା

କନକ ବ୍ୟୁରୋ : ଆଠଗଡ଼ ଥାନା ରାଧାପତିପୁରସ୍ଥିତ ଏକ ହୋ‌ଟେଲ ଉପରେ ଆଜି ଭୁବନେଶ୍ବରର ସ୍ପେଶାଲ ଟାସ୍କ ଫୋର୍ସ ଟିମ୍‌ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଏସ୍‌ଟିଏଫ୍‌ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି।ସୂଚନା ଅନୁଯାୟୀ, ଆଠଗଡ଼ ରାଧାପୁରସ୍ଥିତ ଏକ ହୋଟେଲରେ ବ୍ରାଉନସୁଗାର କାରବାର ଚାଲିଥିବା ଖବର ମିଳିବା ପରେ ଭୁବନେଶ୍ବରରୁ ଏସ୍‌ଟିଏଫର ଜଣେ ଇନ୍ସପେକ୍ଟରଙ୍କ ସମେତ ୫ ଜଣିଆ ଦଳ ଗତ ସନ୍ଧ୍ୟାରେ ଚଢ଼ାଉ କରିଥିଲେ। ଉକ୍ତ ହୋଟେଲରୁContinue reading “ହୋଟେଲରୁ ୧୭୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଅଟକ : ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କା”

ନୂଆ ଷ୍ଟ୍ରେନ, ନୂଆ ଚିନ୍ତା : ଭାରତରେ ନୂଆ ଷ୍ଟ୍ରେନ ହୋଇପାରେ ଅଧିକ ସଂକ୍ରାମକ ଓ ବିପଦପୂର୍ଣ୍ଣ

କନକ ବ୍ୟୁରୋ : ଭାରତରେ କରୋନା ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ହୋଇପାରେ । କେରଳ ଓ ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ବଢିଥିବା ବେଳେ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସେ କହିଛନ୍ତି, ଭାରତରେ ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ଓ ବିପଦପୂର୍ଣ୍ଣ ହୋଇପାରେ । ନୂଆ ଷ୍ଟ୍ରେନରେ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବା ପରେ ପୁଣି ଆକ୍ରାନ୍ତ ହେବା ସମ୍ଭାବନା ରହିଛି । ସେହିପରି ଭାରତରେ ହର୍ଡଇମ୍ୟୁନିଟି ହୋଇଥିବାContinue reading “ନୂଆ ଷ୍ଟ୍ରେନ, ନୂଆ ଚିନ୍ତା : ଭାରତରେ ନୂଆ ଷ୍ଟ୍ରେନ ହୋଇପାରେ ଅଧିକ ସଂକ୍ରାମକ ଓ ବିପଦପୂର୍ଣ୍ଣ”

ଘରୁ ଉଠାଇ ଆଣି ଗାଁ ଦାଣ୍ଡରେ ଜ୍ୱାଇଁକୁ ପିଟିଲେ ଶ୍ୱଶୂର ଘର ଲୋକ : ଅଚେତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ପଟାଙ୍ଗୀ ପୋଲିସ; ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

କନକ ବ୍ୟୁରୋ : ଘରୁ ଉଠେଇ ନେଇ ଗାଁ ଦାଣ୍ଡରେ ଜ୍ୱାଇଁକୁ ବାନ୍ଧି ନିସ୍ତୁକ ପିଟିଲେ ଶ୍ୱଶୂର ଘର ଲୋକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସିମିଳିଗୁଡା ଥାନା ଅଂଚଳର ମାଳିଗୁଂଜା ଗାଁରେ । ଶ୍ୱଶୂର ଘର ଲୋକ ଜ୍ୱାଇଁ ଗାଁ ଦାଣ୍ଡରେ ଗୁଡେଇ ତୁଡେଇ ପିଟୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଚେତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରିଛି ପଟାଙ୍ଗୀ ପୁଲିସ । ସୂଚନା ଅନୁସାରେ,Continue reading “ଘରୁ ଉଠାଇ ଆଣି ଗାଁ ଦାଣ୍ଡରେ ଜ୍ୱାଇଁକୁ ପିଟିଲେ ଶ୍ୱଶୂର ଘର ଲୋକ : ଅଚେତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ପଟାଙ୍ଗୀ ପୋଲିସ; ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ”

ମଦ ପିଇବାକୁ ଡାକିନେଇ ବିଭତ୍ସ ହତ୍ୟା । ପଥରରେ ଛେଚି ଛେଚି ଯୁବକଙ୍କୁ ମାରିଦେଲେ, ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ

ମଦ ପିଇବାକୁ ଡାକି ନେଇ ଯୁବବକଙ୍କୁ ହତ୍ୟା | କୋରାପୁଟ ଜିଲ୍ଲା ଜୟପୁରର କୁମ୍ଭାର ସାହିରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଛି | ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଚନ୍ଦ୍ର ପରଜା ହୋଇଥିବାବେଳେ ତାଙ୍କ ଘରର ଜୟପୁରର ମାଳିସାହି ବୋଲି ଜଣାପଡିଛି | ତେବେ ଚନ୍ଦ୍ର ନିଜ ଶ୍ୱଶୁର ଘର ଲାଲଗୁଡାରେ ରହୁଥିଲେ | ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଚନ୍ଦ୍ର କିଛି ବ୍ୟକ୍ତିଙ୍କ ସହ ମିଶି ମଦ ପିଇବାକୁ ଯାଇଥିଲେ | ତେବେContinue reading “ମଦ ପିଇବାକୁ ଡାକିନେଇ ବିଭତ୍ସ ହତ୍ୟା । ପଥରରେ ଛେଚି ଛେଚି ଯୁବକଙ୍କୁ ମାରିଦେଲେ, ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ”

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଆଉ ୫ ମୃତଦେହ ଉଦ୍ଧାର : ହିମସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୬୭ରେ ପହଞ୍ଚିଲା

କନକ ବ୍ୟୁରୋ : ଚମୋଲିରେ ବିଶାଳ ତୁଷାରଖଣ୍ଡ ଧସିବା କାରଣରୁ ଭାଙ୍ଗି ଯାଇଥିବା ତପୋବନ ଜଳଭଣ୍ଡାରର ଭଗ୍ନାବଶେଷ ମଧ୍ୟରୁ ଆଉ ୫ଜଣଙ୍କ ଶବ ଉଦ୍ଧାର କରାଯାଇଥିବା କଥା ଆଜି ଉତ୍ତରାଖଣ୍ଡ ପୁଲିସ ମହାନିର୍ଦେଶକ ଅଶୋକ କୁମାର ସୂଚନା ଦେଇଛନ୍ତି । ଏହାକୁ ମିଶାଇ ତପୋବନ ଜଳଭଣ୍ଡାରର ଭଗ୍ନାଂଶ ମଧ୍ୟରୁ ସମୁଦାୟ ୬୭ଟି ଶବ ଉଦ୍ଧାର କରାଗଲାଣି । ଚମୋଲିରେ ପ୍ରବାହିତ ଧଉଳିଗଙ୍ଗା ନଦୀରେ ଗୋଟିଏ ଗଜ ବା ମାପଦଣ୍ଡ ବସାଇବା ଲାଗି ‘ଏନ୍‌ଡିଆର୍‌ଏଫ୍‌’ କର୍ମଚାରୀମାନେ ପର୍ବତର ପାଦଦେଶContinue reading “ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଆଉ ୫ ମୃତଦେହ ଉଦ୍ଧାର : ହିମସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୬୭ରେ ପହଞ୍ଚିଲା”

Design a site like this with WordPress.com
Get started