କନକ ବ୍ୟୁରୋ : ବନ୍ଧୁକ ମୁନରେ ଲୁଟ୍ । କାନପୁର ଥାନା ଅନ୍ତର୍ଗତ ଗୋଡିବନ୍ଧସ୍ଥିତ କାନାରା ବ୍ୟାଙ୍କ ଶାଖା କ୍ୟାସିଅରଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ପୂର୍ବାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ତିନିଜଣ ଏକ ପଲସର ଗାଡ଼ିରେ ଆସି ବ୍ୟାଙ୍କ ଭିତରେ ପଶିଥିଲେ। ଆସିଥିବା ୩ ଜଣ ବ୍ୟକ୍ତି ମୁହଁରେ ମାସ୍କବାନ୍ଧି ବ୍ୟାଙ୍କ ଭିତରକୁ ଯାଇଥିଲେ । ତୁରନ୍ତ କ୍ୟାସିଅରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ନିକଟରେ ଗ୍ରାହକ ଡିପୋଜିଟContinue reading “ବନ୍ଧୁକ ମୁନରେ ଲୁଟ୍ : କଟକ ଗୋଡ଼ିବନ୍ଧ କାନାରା ବ୍ୟାଙ୍କରେ ପଶି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ”
Author Archives: Raghaba
ବଢୁଛି ସଂକ୍ରମଣ… ବଢୁଛି ଚିନ୍ତା । ୫ଟି ରାଜ୍ୟରେ ଅଚାନକ ସଂକ୍ରମଣ ବୃଦ୍ଧି । ୨୭ ଦିନରେ ଦେଶରେ ସର୍ବାଧିକ ସଂକ୍ରମଣ ଚିହ୍ନଟ
ଦେଶରେ ଏବେ ୫ଟି ରାଜ୍ୟରେ ଅଚାନକ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଛି। କେରଳ, ମହାରାଷ୍ଟ୍ର, ପଂଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ହଠାତ୍ ବଢ଼ିବାରୁ ନୂଆ କଟକଣା ଜାରି ହୋଇଛି। ନଭେମ୍ବର ଏବଂ ଡିସେମ୍ବରରେ ଏସବୁ ରାଜ୍ୟମାନଙ୍କରେ ସଂକ୍ରମଣ କମିବାପରେ ଏବେ ପୁଣି ବଢ଼ିଛି। ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ମାମଲା ଲଗାତାର ବଢ଼ିଚାଲିଛି। ଆଜି ମହାରାଷ୍ଟ୍ରରେ ୬,୧୧୨ ନୂଆ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଦେଶରେ ଗତ ୨୭ ଦିନ ମଧ୍ୟରେ ଆଜି ସର୍ବାଧିକ ସଂକ୍ରମଣContinue reading “ବଢୁଛି ସଂକ୍ରମଣ… ବଢୁଛି ଚିନ୍ତା । ୫ଟି ରାଜ୍ୟରେ ଅଚାନକ ସଂକ୍ରମଣ ବୃଦ୍ଧି । ୨୭ ଦିନରେ ଦେଶରେ ସର୍ବାଧିକ ସଂକ୍ରମଣ ଚିହ୍ନଟ”
ରାଜ୍ୟରେ ଜାରି ରହିଛି କୋହଲା ପାଗ : ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଆଖପାଖରେ ଘୂର୍ଣ୍ଣିବଳୟ
କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି କୋହଲା ପାଗ । ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ରାଜ୍ୟର ୫ଟି ଜିଲ୍ଲାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଜି ୯ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସଂଭାବନା ରହିଛି । ଗଜପତି, ଗଂଜାମ ରାୟଗଡା, ପୁରୀ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର କିଛି ଅଂଚଳରେContinue reading “ରାଜ୍ୟରେ ଜାରି ରହିଛି କୋହଲା ପାଗ : ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଆଖପାଖରେ ଘୂର୍ଣ୍ଣିବଳୟ”
ଆଜିଠୁ କଡାକଡି ହେବ କରୋନା କଟକଣା । ଭିଡ ଜାଗା ଉପରେ ରହିବ ନଜର, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ।
କନକ ବ୍ୟୁରୋ : ଆଜି ଠାରୁ ରାଜଧାନୀରେ ପୁଣି ଥରେ କଡ଼ାକଡ଼ି ହେବାକୁ ଯାଉଛି କରୋନା କଟକଣା । ମାସ୍କ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି । ହାଟ, ମଲ୍, ଓ ବିଭିନ୍ନ ଦୋକାନଗୁଡ଼ିକୁ ଟାର୍ଗେଟ କରାଯାଇଛି । ସ୍ୱତନ୍ତ୍ର ଦଳ ଏହି ସବୁ ଭିଡ଼ ଜାଗା ଉପରେ ନଜର ରଖିବ । ଆବଶ୍ୟକ ପଡ଼ିଲେ ମାମଲା ମଧ୍ୟ ରୁଜୁ ହେବ । କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟକୁ ସଚେତନ କରାଇଛନ୍ତିContinue reading “ଆଜିଠୁ କଡାକଡି ହେବ କରୋନା କଟକଣା । ଭିଡ ଜାଗା ଉପରେ ରହିବ ନଜର, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ।”
ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ନୂଆ ଉଦଭାବନ । ତିଆରି କଲେ ବିନା ଇନ୍ଧନ ଚାଳିତ ଘାସ କଟା ମେସିନ୍ । ପେଡେଲ ମାରିଲେ କାଟିବ ଘାସ…
ପେଟ୍ରୋଲ ନା ଡିଜେଲ ନା ଅନ୍ୟ କୌଣସି ଇନ୍ଧନ। ସିଟ୍ରେ ବସି ପେଡେଲ ମାରିଲେ କଟୁଛି ଘାସ, ଅନାବନା ବୁଦା। ସ୍କୁଲ କଲେଜ ହତା ହେଉ ଅବା ଯେ କୌଣସି ସ୍ଥାନରେ ଅନାବନା ଘାସ କାଟିବାରେ ଏହି ମେସିନ୍ ତାର କରାମତି ଦେଖାଉଛି। ବିନା ଇନ୍ଧନରେ ଏଭଳି ଏକ ନିଆରା ଘାସ କଟା ମେସିନ୍କୁ ପ୍ରସ୍ତୁତ କରିଛନ୍ତି ବାସନ୍ତୀ କଲୋନି ଏସ୍.କେ. ଡିଏଭି ପଲିଟେକ୍ନିକ୍ର ମେକାନିକାଲ୍ ଛାତ୍ର। ଜଣେ କି ଦୁଇ ନୁହେଁ ୧୦ ଛାତ୍ରଛାତ୍ରୀ ଏହିContinue reading “ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ନୂଆ ଉଦଭାବନ । ତିଆରି କଲେ ବିନା ଇନ୍ଧନ ଚାଳିତ ଘାସ କଟା ମେସିନ୍ । ପେଡେଲ ମାରିଲେ କାଟିବ ଘାସ…”
ଦେଶର ସର୍ବପୁରାତନ ଦଳକୁ ଘାରିଛି ପାଣ୍ଠି ଚିନ୍ତା । ନିଜ ଜାହାଜ ନିଜେ ବଂଚାଇବାକୁ ରାଜ୍ୟ ସଂଗଠନକୁ ସନ୍ଦେଶ ଦେଲା କଂଗ୍ରେସ ।
କନକ ବ୍ୟୁରୋ: କଂଗ୍ରେସକୁ ଘାରିଛି ପାଣ୍ଠି ଚିନ୍ତା । ୨୦୧୪ରେ କଂଗ୍ରେସ କ୍ଷମତାରୁ ଯିବା ପରଠାରୁ ଖାଲି ହେବାରେ ଲାଗିଛି ଏହାର ଦଳୀୟ ପାଣ୍ଠି । ସେଥିପାଇଁ ରାଜ୍ୟ ସଂଗଠନ ଗୁଡିକୁ ପାଣ୍ଠି ସଂଗ୍ରହ ପାଇଁ ସନ୍ଦେଶ ଦେଇଛି ଏଆଇସିସି । କୁହାଯାଉଛି, ସର୍ବ ଭାରତୀୟ କଂଗ୍ରେସ କମିଟିର ବୈଠକରେ ସଂଗଠନ ସଂପର୍କରେ ଚର୍ଚ୍ଚା ହେବା ସହ ପାଣ୍ଠି ଯୋଗାଡ଼ ନେଇ ଆଲୋଚନା କରାଯାଇଥିଲା । ୨୦୧୪ରେ କଂଗ୍ରେସର ପରାଜୟ ପରେ ଦଳ ବିିଭିନ୍ନ ସମସ୍ୟାର ସମ୍ମୁଖିନContinue reading “ଦେଶର ସର୍ବପୁରାତନ ଦଳକୁ ଘାରିଛି ପାଣ୍ଠି ଚିନ୍ତା । ନିଜ ଜାହାଜ ନିଜେ ବଂଚାଇବାକୁ ରାଜ୍ୟ ସଂଗଠନକୁ ସନ୍ଦେଶ ଦେଲା କଂଗ୍ରେସ ।”
ଧାନକିଣାରେ ଅନିୟମିତତା ଅଭିଯୋଗ: ୬ ଜଣ ପ୍ୟାକ୍ସ ସଂପାଦକ ଓ ଜଣେ କ୍ଲର୍କ ନିଲମ୍ବିତ । ୩ ଜଣ କାର୍ଯ୍ୟରୁ ବହିଷ୍କୃତ ।
କନକ ବ୍ୟୁରୋ: ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା । କାର୍ଯ୍ୟରେ ଗୁରୁତର ଅବହେଳା ଓ ମାର୍ଗଦର୍ଶିକାର ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନସ୍ଥ ପ୍ୟାକ୍ସର ୬ ଜଣ ସଂପାଦକ ଓ ଜଣେ କ୍ଲର୍କ ନିଲମ୍ବିତ । ତାଙ୍କ ସହିତ ୩ ଜଣ ଭାରପ୍ରାପ୍ତ ଡାଟାଏଣ୍ଟି୍ର ଅପରେଟରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛିା ରାଜ୍ୟ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଦ୍ୱାରା ଅଭିଯୋଗର ତଦନ୍ତ ରିପୋର୍ଟ ଅନୁସାରେContinue reading “ଧାନକିଣାରେ ଅନିୟମିତତା ଅଭିଯୋଗ: ୬ ଜଣ ପ୍ୟାକ୍ସ ସଂପାଦକ ଓ ଜଣେ କ୍ଲର୍କ ନିଲମ୍ବିତ । ୩ ଜଣ କାର୍ଯ୍ୟରୁ ବହିଷ୍କୃତ ।”
ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ସୂର୍ଯ୍ୟ କୁମାର, ଇଶାନ କିଷାନ, ତେୱାତିଆଙ୍କୁ ସୁଯୋଗ ।
କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ବିସିସିଆଇ ଆଜି ଏହି ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କରିଛି । ଏହି ଦଳରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦଳକୁ କମବ୍ୟାକ୍ କରିଥିବାବେଳେ ସୂର୍ଯ୍ୟ କୁମାର ଯାଦବ, ରାହୁଲ ତେୱାତିଆ ଓ ଇଶାନ କିଷାନଙ୍କୁ ସ୍ଥାନ ମିଳିଛି । #ଇଂଲଣ୍ଡ_ବିପକ୍ଷରେ_ଟିମ_ଇଣ୍ଡିଆ#ଟି_୨୦_ଦଳ_ଘୋଷଣା ଭାରତ-ଇଂଲଣ୍ଡ ଟି-୨୦ ସିରିଜ । ଘୋଷଣା ହେଲା ଭାରତୀୟ ଦଳ । ଦେଖନ୍ତୁContinue reading “ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ସୂର୍ଯ୍ୟ କୁମାର, ଇଶାନ କିଷାନ, ତେୱାତିଆଙ୍କୁ ସୁଯୋଗ ।”
ପୁଣି ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ଗତ ୨୭ ଦିନରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧୪ ହଜାର ପାଖାପାଖି ଆକ୍ରାନ୍ତଙ୍କ ସଂଖ୍ୟା ।
କନକ ବ୍ୟୁରୋ : ଦେଶର ୫ଟି ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ କରୋନର ନୂଆ ନୂଆ ରୂପ ସାମ୍ନାକୁ ଆସିଛି । ମହାରାଷ୍ଟ୍ର, ପଂଜାବ, ମଧ୍ୟପ୍ରଦେଶ, କେରଳ ଓ ଛତିଶଗଡରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ବଢିଯାଇଛି ଚିନ୍ତା । ୨୭ଦିନ ପରେ ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ୨୩ପରଠାରୁ ଆଜି ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାର ପାଖାପାଖି ପହଂଚିଛି । ଗତ ୨୪ ଘଂଟାରେ ଦେଶରେ ୧୩ହଜାର ୯୯୩Continue reading “ପୁଣି ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ଗତ ୨୭ ଦିନରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧୪ ହଜାର ପାଖାପାଖି ଆକ୍ରାନ୍ତଙ୍କ ସଂଖ୍ୟା ।”
ସାମ୍ନାକୁ ଆସିଲା ଗତବର୍ଷ ଜୁନରେ ଗଲୱାନ ସଂଘର୍ଷର ନୂଆ ଭିଡ଼ିଓ । ଚୀନ ଗଣମାଧ୍ୟମରେ ସଇତାନ୍ ଷଡ଼ଯନ୍ତ୍ରର ସତ ।
କନକ ବ୍ୟୁରୋ : ଭାରତ ଓ ଚୀନ ସେନା ମଧ୍ୟରେ ଗଲୱାନ୍ ସଂଘର୍ଷକୁ ପ୍ରାୟ ୮ମାସ ବିତିଗଲାଣି । ପରସ୍ପରର ସହମତି ଭିତିରେ ପୂର୍ବ ଲଦାଖର ଏଲଏସି ନିକଟରୁ ଦୁଇ ଦେଶର ସେନା ପଛକୁ ହଟୁଛନ୍ତି । ଚୀନ ସେନା ଗଲୱାନ ଛାଡ଼ି ଚାଲିଯାଇଥିବା ବେଳେ ପେଙ୍ଗଙ୍ଗ ହ୍ରଦର ଫିଙ୍ଗର-୮ ପଛକୁ ହଟିଯାଇଛି । ଆଉ ଏହାରି ଭିତରେ ଗଲୱାନ ଗଣ୍ଡଗୋଳର ନୂଆ ଭିଡ଼ିଓ ଜାରି କରି ପୁଣି ପ୍ରୋପାଗଣ୍ଡା ଆରମ୍ଭ କରିଦେଇଛି ଚୀନ । ଗୋଟିଏContinue reading “ସାମ୍ନାକୁ ଆସିଲା ଗତବର୍ଷ ଜୁନରେ ଗଲୱାନ ସଂଘର୍ଷର ନୂଆ ଭିଡ଼ିଓ । ଚୀନ ଗଣମାଧ୍ୟମରେ ସଇତାନ୍ ଷଡ଼ଯନ୍ତ୍ରର ସତ ।”