କନକ ବ୍ୟୁରୋ : କୋଭିଡ ନିୟମ ଉଲ୍ଲଙ୍ଘନ ଆଶଙ୍କାରେ ଯାତ୍ରା ପାର୍ଟି ପରିବେଷଣ ଉପରେ ରୋକ ଲଗାଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଫଳରେ ବେଗୁନିଆରେ ଚାଲିଥିବା ଯାତ୍ରାପାର୍ଟି ଅଧାରୁ ବନ୍ଦ ହୋଇଯାଇଛି । ଏଠାରେ ଯାତ୍ରାପାର୍ଟି ରଙ୍ଗମହଲ ଯାତ୍ରାପାର୍ଟି ପରିବେଷଣ କରୁଥିଲା । ତେବେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଯାତ୍ରାପାର୍ଟି ପରିବେଷଣକୁ ଅନୁମତି ଦିଆନାହିଁ । from Kanak News via <a href="https://ifttt.com/?
Author Archives: Raghaba
ପୁଣି କରୋନା ବଢାଇଲା ଚିନ୍ତା : କର୍ମଚାରୀ ଓ ଯାତ୍ରୀ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଦୋକାନୀ କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ; ସକାଳୁ ସକାଳୁ ଜିଲ୍ଲାପାଳ ଦେଖିଲେ ସ୍ଥିତି
କନକ ବ୍ୟୁରୋ : କରୋନା ସଂକ୍ରମଣକୁ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ଆଜି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ବୁଲି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଜିଲ୍ଲାର ଧାର୍ମିକ ଅନୁଷ୍ଠାନ, ବଜାର ଏବଂ ବିଭିନ୍ନ ଅନୁଷ୍ଠାନରେ କଡାକଡି ଭାବେ ଲାଗୁ ହେବ କୋଭିଡ୍ ନିୟମ । ସମସ୍ତContinue reading “ପୁଣି କରୋନା ବଢାଇଲା ଚିନ୍ତା : କର୍ମଚାରୀ ଓ ଯାତ୍ରୀ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଦୋକାନୀ କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ; ସକାଳୁ ସକାଳୁ ଜିଲ୍ଲାପାଳ ଦେଖିଲେ ସ୍ଥିତି”
ଖଣ୍ଡଗିରି ମେଳାରେ ଆଉ ଏକ ଆକର୍ଷଣ ପାଲଟିଛନ୍ତି ସ୍କୁଟି ବାବା : ଗାଡି ଉପରେ ବସି ପ୍ରଭୁଙ୍କୁ କରୁଛନ୍ତି ଆରାଧନା
କନକ ବ୍ୟୁରୋ : ଖଣ୍ଡଗିରିରେ ଚାଲିଥିବା କୁମ୍ଭ ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଓ ସନ୍ନ୍ୟାସୀମାନଙ୍କର ସମାଗମ ହୋଇଛି । ବିଭିନ୍ନ ପ୍ରକାରର ବାବା ଏହି ମେଳାକୁ ଆସିଛନ୍ତି । ଯେମିତି ଭସ୍ମ ବାବା, ଧୂଳିଆ ବାବା, ରୁଦ୍ରାକ୍ଷ ବାବା, ଷ୍ଟାଣ୍ଡିଙ୍ଗ ବାବା, ଇଂଜିନିୟରିଂ ବାବା, ସମସ୍ତ ଧ୍ୱନି ଲଗାଇ ଅଲୌକିକ ଶକ୍ତିର ସନ୍ଧାନ କରୁଛନ୍ତି । କିନ୍ତୁ ମେଳାର ଆକର୍ଷଣ ସାଜିଛନ୍ତି ସ୍କୁଟି ବାବା । ତାଙ୍କ ନାମ ହେଉଛି ଲକ୍ଷ୍ମୀଧର ସାହୁContinue reading “ଖଣ୍ଡଗିରି ମେଳାରେ ଆଉ ଏକ ଆକର୍ଷଣ ପାଲଟିଛନ୍ତି ସ୍କୁଟି ବାବା : ଗାଡି ଉପରେ ବସି ପ୍ରଭୁଙ୍କୁ କରୁଛନ୍ତି ଆରାଧନା”
ରାଜଧାନୀରେ ୯୧ ଟପିଲା ପେଟ୍ରୋଲ ଦର । ଲଗାତାର ୧୨ଦିନରେ ବଢିଚାଲିଛି ପେଟ୍ରୋଲ ଦର, ସେପଟେ ପଡୋଶୀ ଦେଶରେ ତେଲ ଶସ୍ତା…
କ୍ରମାଗତଭାବେ ଗତ ୧୨ ଦିନ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଏଥିଯୋଗୁ ରାଜଧାନୀ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ପେଟ୍ରୋଲ ୯୧ ଟଙ୍କା ଏବଂ ଡିଜେଲ ୮୮ ଟଙ୍କା ଟପିଛି। ଭାରତୀୟ ତୈଳ ନିଗମ ଟାଙ୍କିରେ ଆଜି ପେଟ୍ରୋଲ ଦର ଲିଟର ପିଛା ୯୧ ଟଙ୍କା ୩୦ ପଇସା ଏବଂ ଡିଜେଲ ଦର ୮୮ ଟଙ୍କା ୨୪ ପଇସା ଛୁଇଁଛି। ଗତକାଲି ତୁଳନାରେ ଆଜି ପେଟ୍ରୋଲ ଦର ୩୯ ପଇସା ଏବଂContinue reading “ରାଜଧାନୀରେ ୯୧ ଟପିଲା ପେଟ୍ରୋଲ ଦର । ଲଗାତାର ୧୨ଦିନରେ ବଢିଚାଲିଛି ପେଟ୍ରୋଲ ଦର, ସେପଟେ ପଡୋଶୀ ଦେଶରେ ତେଲ ଶସ୍ତା…”
ତେଲ ଦର ବୃଦ୍ଧି ନେଇ ହାତ ଟେକିଦେଲେ ସରକାର : ଦର ହ୍ରାସ ପାଇଁ ସମାଧାନ ବାହାର କରନ୍ତୁ କେନ୍ଦ୍ର-ରାଜ୍ୟ
କନକ ବ୍ୟୁରୋ : ତୈଳ ଦର ବୃଦ୍ଧି ନେଇ ହାତ ଟେକିଦେଲେ ସରକାର । କେନ୍ଦ୍ରଅର୍ଥ ମନ୍ତ୍ରୀ ସୀତାରମଣ କହିଲେ, ଦର କମାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ଆଲୋଚନ କରି ବାହାର କରନ୍ତୁ ସମାଧାନର ସୂତ୍ର । ଏହାସହ ଦର କମିବା ଛଡା ଆଉ କୌଣସି ଉତ୍ତର ଲୋକଙ୍କୁ ଖୁସି କରିପାରିବ ନାହିଁ ବୋଲି କହିଛନ୍ତି ସୀତାରମଣ । ଦେଶରେ ପେଟ୍ରୋଲ ଦର ହୁ ହୁ ହୋଇ ବଢିଚାଲିଥିବା ବେବେେ କେତେକ ସ୍ଥାନରେ ପେଟ୍ରୋଲ ଲିଟରContinue reading “ତେଲ ଦର ବୃଦ୍ଧି ନେଇ ହାତ ଟେକିଦେଲେ ସରକାର : ଦର ହ୍ରାସ ପାଇଁ ସମାଧାନ ବାହାର କରନ୍ତୁ କେନ୍ଦ୍ର-ରାଜ୍ୟ “
କୁନି ହାତରେ ତିଆରି କରୁଛନ୍ତି ସ୍ୱାଦିଷ୍ଟ ଖାଦ୍ୟ । ଶହେରୁ ଅଧିକ ପ୍ରକାର ରୋଷେଇ କରି ସୃଷ୍ଟି କରିଛନ୍ତି ଏସିଆ ବୁକ୍ ଅଫ୍ ରେକର୍ଡ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ
କେହି କେହି କହନ୍ତି ରୋଷେଇ ଏକ କଳା, ତାହା ସମସ୍ତଙ୍କ ଦ୍ବାରା ହୋଇ ନଥାଏ। ଆଉ କେହି କହନ୍ତି ରୋଷେଇ କୌଣସି ରକେଟ୍ ସାଇନ୍ସ ନୁହେଁ, ଇଚ୍ଛା ଥିଲେ କିଏ ବି ଏହି କଳାକୁ ନିଜ ବଶକୁ ନେଇପାରନ୍ତି। ଏହା ଠିକ୍, ମାତ୍ର ରୋଷେଇ ପାଇଁ ନିର୍ଦ୍ଦିଷ୍ଟ କିଛି ସମୟ ତ ଦରକାର। ରୋଷେଇ ବିଦ୍ୟାରେ ପାରଙ୍ଗମ ହୋଇଗଲେ ବି କ’ଣ ଯେଉଁ ଖାଦ୍ୟ ପାଇଁ ଯେତିକି ସମୟ ଦରକାର, ତାଠାରୁ କମ୍ ସମୟରେ ଆପଣ କରିContinue reading “କୁନି ହାତରେ ତିଆରି କରୁଛନ୍ତି ସ୍ୱାଦିଷ୍ଟ ଖାଦ୍ୟ । ଶହେରୁ ଅଧିକ ପ୍ରକାର ରୋଷେଇ କରି ସୃଷ୍ଟି କରିଛନ୍ତି ଏସିଆ ବୁକ୍ ଅଫ୍ ରେକର୍ଡ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ”
ତାତିରେ ଶିଝିବ ଓଡିଶା ! ଭୁବନେଶ୍ୱର ପାଲଟିବ ସବୁଠୁ ଉତ୍ତପ୍ତ ସହର
ଆଜିଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ସୋମବାରଠାରୁ ଆକାଶ ନିର୍ମଳ ଓ ଖରାଟିଆ ପାଗ ରହିବ। ରାଜ୍ୟରେ ଖରାର ପ୍ରକୋପ ବଢ଼ିବ ଓ ଶୀତ ଫେରିବାର ସମ୍ଭାବନା କମ୍ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ କନ୍ଧମାଳ, ବରଗଡ଼, ଅନୁଗୁଳ, ଝାରସୁଗୁଡ଼ା ଓ ସମ୍ବଲପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇଯାଇଛି। ଏହାଛଡ଼ା ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ପାଗ ଶୁଖିଲା ରହିଥିବାContinue reading “ତାତିରେ ଶିଝିବ ଓଡିଶା ! ଭୁବନେଶ୍ୱର ପାଲଟିବ ସବୁଠୁ ଉତ୍ତପ୍ତ ସହର”
ଚୀନ-ଭାରତ ମଧ୍ୟରେ ଦଶମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା : ପୂର୍ବ ଲଦାଖର ସାମରିକ ଘାଟିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ନୂଆଦିଲ୍ଲୀର ଅପିଲ
କନକ ବ୍ୟୁରୋ : ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ୧୦ମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୀମାର ଚୁସୁଲ-ମୋଲଦୋ କ୍ଷେତ୍ରରେ ହୋଇଥିବା ଶୀର୍ଷ କମାଣ୍ଡରସ୍ତରୀୟ ବୈଠକରେ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ୧୬ଘଂଟା ଆଲୋଚନା ହୋଇଥିବା ସୂଚନା ମିଳିଛି । ପୂର୍ବ ଲଦାଖର ହଟସ୍ପ୍ରିଙ୍ଗ, ଗୋଗରା, ଡେସପାଙ୍ଗ ଅଂଚଳରେ ଥିବା ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ହଟାଇବାକୁ ଚୀନକୁ କହିଛି ନୂଆଦିଲ୍ଲୀ । ସେହିପରି ଡେସପାଙ୍ଗ ଅଂଚଳରେ ଭାରତୀୟ ସୈନ୍ୟଙ୍କContinue reading “ଚୀନ-ଭାରତ ମଧ୍ୟରେ ଦଶମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା : ପୂର୍ବ ଲଦାଖର ସାମରିକ ଘାଟିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ନୂଆଦିଲ୍ଲୀର ଅପିଲ”
ସରପଂଚ ଉପ-ନିର୍ବାଚନ ପୂର୍ବରୁ ପିପିଲିରେ ହିଂସା : ବ୍ଲକ୍ ବିଜେଡି ମହିଳା ସଭାପତିଙ୍କ ଉପରେ ଆକ୍ରମଣ ଅଭିଯୋଗ, ଥାନାରେ ଏତଲା
କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପୂର୍ବରୁ ରାଜନୈତିକ ଉଷ୍ମତା । ସଭା ଭିତରେ ପିପିଲି ବ୍ଲକ ବିଜେଡି ମହିଳା ସଭାପତିଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଏ ନେଇ ସଂପୃକ୍ତ ମହିଳା ସଭାପତି ଜୋତ୍ସ୍ୟାରାଣୀ ପୃଷ୍ଟି ଥାନାରେ ଏତଲା ଦେଇଛନ୍ତି । ପିପିଲି ନୂଆଶାସନ ପଂଚାୟତର ସରପଂଚ ଉପନିର୍ବାଚନ ଆସନ୍ତା ୨୪ ତାରିଖରେ ହେବ । ଏହା ପୂର୍ବରୁ ବ୍ଲକ ବିଜେଡି ମହିଳା ସଭାପତି ପୃଷ୍ଟି ଚଉଦମାଣ ଗାଁରେ ମହିଳା ସମିତିର ବୈଠକ କରୁଥିଲେ ।Continue reading “ସରପଂଚ ଉପ-ନିର୍ବାଚନ ପୂର୍ବରୁ ପିପିଲିରେ ହିଂସା : ବ୍ଲକ୍ ବିଜେଡି ମହିଳା ସଭାପତିଙ୍କ ଉପରେ ଆକ୍ରମଣ ଅଭିଯୋଗ, ଥାନାରେ ଏତଲା”
ଗଞ୍ଜାମକୁ ଫେରିଲା କଟକଣା : କରୋନା ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି
କନକ ବ୍ୟୁରୋ : କିଛିମାସରେ ବ୍ୟବଧାନ ପରେ ଗଞ୍ଜାମକୁ ଫେରିଛି କଟକଣା। ଜିଲ୍ଲାରେ ନିୟନ୍ତ୍ରଣରେ ରହିଥିଲେ ହେଁ ଦେଶର ମହରାଷ୍ଟ୍ର ସମେତ ବିଭିନ୍ନ ସ୍ଥାନରେ କରୋନା ପୁଣି କାୟା ମେଲିଥିବାରୁ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୁପ ଏହି ପଦକ୍ଷେପ ନିଆଯାଇଛି। ରାଜ୍ୟସରକାର ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ବତନ୍ତ୍ର ନିୟମବାଳୀ ଜାରି କରାଯାଇଛି। ଏଥିରେ କୁହାଯାଇଛି.. – ଧାର୍ମିକ ଅନୁଷ୍ଠାନ, ବଜାର ଏବଂ ବିଭିନ୍ନ ଅନୁଷ୍ଠାନରେ କଡାକଡି ଭାବେ ଲାଗୁ ହେବ କୋଭିଡ୍ ନିୟମContinue reading “ଗଞ୍ଜାମକୁ ଫେରିଲା କଟକଣା : କରୋନା ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି”