ତୈଳ ଦରବୃଦ୍ଧି ନେଇ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ନିର୍ମଳା ସିତାରମଣ । କେମିତି କମିବ ଦର ଦେଲେ ଉପଦେଶ

କନକ ବ୍ୟୁରୋ : ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦରକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା  ସିତାରମଣ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ଏଭଳି ଭାବେ ତୈଳଦର ବୃଦ୍ଧି ହେବା ଦେଶ ପାଇଁ ଏକ ଚିନ୍ତାଜନକ ବିଷୟ । ଏହି ସମସ୍ୟାର ସମାଧାନ ପାଇଁ କେବଳ ଦର ହ୍ରାସ କରିବା ବ୍ୟତିତ ଅନ୍ୟ କିଛି କରି ଲୋକମାନଙ୍କୁ ସନ୍ତୁଷ୍ଟ କରାଯାଇ ପାରିବ ନାହିଁ । ଉଭୟ ରାଜ୍ୟ ଓ କେନ୍ଦ୍ରContinue reading “ତୈଳ ଦରବୃଦ୍ଧି ନେଇ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ନିର୍ମଳା ସିତାରମଣ । କେମିତି କମିବ ଦର ଦେଲେ ଉପଦେଶ”

ଆମେରିକାରେ ଜଳ ସଂକଟକୁ ସାମ୍ନା କରୁଛନ୍ତି ଦେଢ କୋଟି ଲୋକ । ବରଫ ତରଳାଇ ବ୍ୟବହାର କରୁଛନ୍ତି ଜଳ

କନକ ବ୍ୟୁରୋ : ଦିନେ ନା ଦିନେ ବିଶ୍ୱରେ ଜଳ ସଂକଟ ଦେଖା ଦେବ । ହେଲେ ତାହା ପୂର୍ବରୁ ଆମେରିକା ଭଳି ଦେଶରେ ଲୋକମାନେ ଯେ ଜଳ ଅଭାବରୁ ବରଫକୁ ତରଳାଇ ବ୍ୟବହାର କରିବେ ତାହା ଭାବିବା ଅସମ୍ଭବ ଥିଲା । ହେଲେ ଏବେ ସେହି ପରିସ୍ଥିତି ଦେଖା ଦେଇଛି । ଆମେରିକାର ଦେଢ କୋଟି ଲୋକ ଜଳ ଅଭାବରୁ ବରଫ ତରଳାଇ ତାହାକୁ ବ୍ୟବହାର କରୂୁଛନ୍ତି । ଆମେରିକାର ଟେକ୍ସାସରେ ଚଳିତ ମାସ ଫେବୃଆରୀContinue reading “ଆମେରିକାରେ ଜଳ ସଂକଟକୁ ସାମ୍ନା କରୁଛନ୍ତି ଦେଢ କୋଟି ଲୋକ । ବରଫ ତରଳାଇ ବ୍ୟବହାର କରୁଛନ୍ତି ଜଳ”

ଚାଷୀ ନେତାଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ପରିସରରେ ବସିବ ବୈଠକ । ସାମିଲ ହେବେ ଚାଷୀ ନେତା । ବିଧାନସଭାରେ ହେବ ମଧ୍ୟାହ୍ନ ଭୋଜନ ।

କନକ ବ୍ୟୁରୋ : ଦୀର୍ଘ ୮୭ ଦିନ ହେବ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଏବେ ନୂଆ ରୂପ ନେବାକୁ ଯାଉଛି । ଏହି ଆନ୍ଦୋଳନକୁ ଆରମ୍ଭରୁ ସମର୍ଥନ କରୁଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା କାଲି (ରବିବାର) ଚାଷୀ ନେତାମାନଙ୍କ ସହିତ ବୈଠକ କରିବେ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ଏନେଇ ଚାଷୀ ନେତା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ବିଧାନସଭା ପରିସରରେ ଏକ ବୈଠକ କରିବେContinue reading “ଚାଷୀ ନେତାଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ପରିସରରେ ବସିବ ବୈଠକ । ସାମିଲ ହେବେ ଚାଷୀ ନେତା । ବିଧାନସଭାରେ ହେବ ମଧ୍ୟାହ୍ନ ଭୋଜନ ।”

ସାମ୍ନାକୁ ଆସିଲା ଗଲୱାନ ସଂଘର୍ଷର ନୂଆ ଭିଡ଼ିଓ । ଚୀନ ଗଣମାଧ୍ୟମରେ ସଇତାନ୍ ଷଡ଼ଯନ୍ତ୍ରର ସତ ।

କନକ ବ୍ୟୁରୋ: ଭାରତ ଓ ଚୀନ ସେନା ମଧ୍ୟରେ ଗଲୱାନ୍ ସଂଘର୍ଷକୁ ପ୍ରାୟ ୮ମାସ ବିତିଗଲାଣି । ପରସ୍ପରର ସହମତି ଭିତିରେ ପୂର୍ବ ଲଦାଖର ଏଲଏସି ନିକଟରୁ ଦୁଇ ଦେଶର ସେନା ପଛକୁ ହଟୁଛନ୍ତି । ଚୀନ ସେନା ଗଲୱାନ ଛାଡ଼ି ଚାଲିଯାଇଥିବା ବେଳେ ପେଙ୍ଗଙ୍ଗ ହ୍ରଦର ଫିଙ୍ଗର-୮ ପଛକୁ ହଟିଯାଇଛି । ଆଉ ଏହାରି ଭିତରେ ଗଲୱାନ ଗଣ୍ଡଗୋଳର ନୂଆ ଭିଡ଼ିଓ ଜାରି କରି ପୁଣି ପ୍ରୋପାଗଣ୍ଡା ଆରମ୍ଭ କରିଦେଇଛି ଚୀନ । ଏହି ଭିଡିଓରେContinue reading “ସାମ୍ନାକୁ ଆସିଲା ଗଲୱାନ ସଂଘର୍ଷର ନୂଆ ଭିଡ଼ିଓ । ଚୀନ ଗଣମାଧ୍ୟମରେ ସଇତାନ୍ ଷଡ଼ଯନ୍ତ୍ରର ସତ ।”

ଧାନ କିଣା ବିକା ଆଇନ ବହିକୁ  ପୋଡିଲେ ଚାଷୀ । ପଦ୍ମପୁର ସହରର ଭେଉରିଆ ଛକରୁ ଆସିଲା ଅଭାବନୀୟ ଦୃଶ୍ୟ, ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବା ପ୍ରତିବାଦରେ ବହି ପୋଡିବା ସହ ଚାଷୀଙ୍କ ନାରାବାଜି 

କନକ ବ୍ୟୁରୋ : ଧାନ କିଣା ବିକା ଆଇନ ବହିକୁ  ପୋଡିଲେ ଚାଷୀ । ପଦ୍ମପୁର ସହରର ଭେଉରିଆ ଛକରୁ ଆସିଛି ଏଭଳି ଅଭାବନୀୟ  ଦୃଶ୍ୟ । ବହି ପୋଡିବା ସହ ନାରାବାଜି କରିଛନ୍ତି, ପ୍ରତିବାଦକାରୀ ଚାଷୀ । ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବା ପ୍ରତିବାଦରେ ଏଭଳି ଆନ୍ଦୋଳନ କରିଛନ୍ତି ଚାଷୀ ।  ଦିନକୁ ଦିନ ବଢିଚାଲିଛି ଚାଷୀଙ୍କ ସମସ୍ୟା । କୃଷି ଆଇନକୁ ନେଇ ଦେଶରେ ଆନ୍ଦୋଳନ ଜାରି ରହିଥିବାContinue reading “ଧାନ କିଣା ବିକା ଆଇନ ବହିକୁ  ପୋଡିଲେ ଚାଷୀ । ପଦ୍ମପୁର ସହରର ଭେଉରିଆ ଛକରୁ ଆସିଲା ଅଭାବନୀୟ ଦୃଶ୍ୟ, ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବା ପ୍ରତିବାଦରେ ବହି ପୋଡିବା ସହ ଚାଷୀଙ୍କ ନାରାବାଜି “

ଦେଶର ସର୍ବପୁରାତନ ଦଳକୁ ଘାରିଛି ପାଣ୍ଠି ଚିନ୍ତା । ନିଜ ଜାହାଜ ନିଜେ ବଞ୍ଚାଇବାକୁ ରାଜ୍ୟ ସଂଗଠନକୁ ସନ୍ଦେଶ ଦେଲା କଂଗ୍ରେସ 

କନକ ବ୍ୟୁରୋ : କଂଗ୍ରେସକୁ ଘାରିଛି ପାଣ୍ଠି ଚିନ୍ତା । ୨୦୧୪ରେ କଂଗ୍ରେସ କ୍ଷମତାରୁ ଯିବା ପରଠାରୁ ଖାଲି ହେବାରେ ଲାଗିଛି ଏହାର ଦଳୀୟ ପାଣ୍ଠି । ସେଥିପାଇଁ ରାଜ୍ୟ ସଂଗଠନ ଗୁଡିକୁ ପାଣ୍ଠି ସଂଗ୍ରହ ପାଇଁ ସନ୍ଦେଶ ଦେଇଛି ଏଆଇସିସି । କୁହାଯାଉଛି, ସର୍ବ ଭାରତୀୟ କଂଗ୍ରେସ କମିଟିର ବୈଠକରେ ସଂଗଠନ ସଂପର୍କରେ ଚର୍ଚ୍ଚା ହେବା ସହ  ପାଣ୍ଠି ଯୋଗାଡ଼ ନେଇ ଆଲୋଚନା କରାଯାଇଥିଲା । ମହାରାଷ୍ଟ୍ର, ଝାରଖଣ୍ଡ ଓ ପଂଜାବ ନେତାମାନଙ୍କୁ ଅଲଗା ଭାବେContinue reading “ଦେଶର ସର୍ବପୁରାତନ ଦଳକୁ ଘାରିଛି ପାଣ୍ଠି ଚିନ୍ତା । ନିଜ ଜାହାଜ ନିଜେ ବଞ୍ଚାଇବାକୁ ରାଜ୍ୟ ସଂଗଠନକୁ ସନ୍ଦେଶ ଦେଲା କଂଗ୍ରେସ “

୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକିଦେଲେ ରାଜକୁମାର । ଘର ନାହିଁ ହୋଟେଲରେ ରହୁଛନ୍ତି ରାଜା

କନକ ବ୍ୟୁରୋ : ଆଜିକା ଦିନରେ ନିଜର ଘରଖଣ୍ଡେ ବନାଇବା କେତେ ଯେ କଷ୍ଟ । ଘର ନଥିବାରୁ ଅନେକ ଲୋକ ଶୀତ କାକରରେ ରାସ୍ତା କଡରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି । ଏପରି ସ୍ଥଳେ ଘର ନୁହେଁ ଏକ ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ଜଣେ ରାଜକୁମାର ମାତ୍ର ଭାରତୀୟ ମୁଦ୍ରା ୮୭ ଟଙ୍କାରେ ବିକିଦେବା ଖବର ଆପଣଙ୍କୁ ଚକିତ କରିପାରେ । କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ବର୍ଲିିନର ଜଣେ ରାଜକୁମାରContinue reading “୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକିଦେଲେ ରାଜକୁମାର । ଘର ନାହିଁ ହୋଟେଲରେ ରହୁଛନ୍ତି ରାଜା”

ମଣ୍ଡିରେ ଅବ୍ୟବସ୍ଥା ନେଇ ଗୃହରେ ଉତର ରଖିଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀଙ୍କ ବିବୃତିରେ ଅସନ୍ତୁଷ୍ଟ ବିରୋଧୀ, ବିଜେପି କହିଲା, ବଳକା ଧାନର ନାହିଁ ହିସାବ 

କନକ ବ୍ୟୁରୋ : ବିଧାନସଭାରେ ମଣ୍ଡି ତାତି । ଗୃହରେ ମଣ୍ଡିରୁ ଧାନ ସଂଗ୍ରହ ନେଇ ଯୋଗାଣ ମନ୍ତ୍ରୀଙ୍କ ବିବୃତି ପରେ ମଧ୍ୟ ଖୁସି ନାହାନ୍ତି ବିରୋଧୀ ।  ଗୃହ ବାହାରେ ବିଜେପି ବିଧାୟକ ଗାଉନ ପିନ୍ଧି ପ୍ରତିବାଦ କରିଛନ୍ତି ।  ବିଜେପି ବିଧାୟକ ମାନେ କହିଛନ୍ତି,  ଅଧିକ ଧାନ ଅମଳ ହୋଇଥିବାରୁ ଅଧିକ ଧାନ ସଂଗ୍ରହ ହୋଇଛି । ହେଲେ ଏବେ ବି ପଶ୍ଚିମଓଡିଶାରେ ମଣ୍ଡିରେ ଧାନ ପଡିରହିଛି ।  ବଳକା ଧାନ ଉଠାଣ ନେଇContinue reading “ମଣ୍ଡିରେ ଅବ୍ୟବସ୍ଥା ନେଇ ଗୃହରେ ଉତର ରଖିଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀଙ୍କ ବିବୃତିରେ ଅସନ୍ତୁଷ୍ଟ ବିରୋଧୀ, ବିଜେପି କହିଲା, ବଳକା ଧାନର ନାହିଁ ହିସାବ “

ଦିଶାରବି ଟୁଲକିଟ୍ ମାମଲା; ଦିଶାଙ୍କ ସମର୍ଥନରେ ବାହାରିଲେ ଆଉଜଣେ ବିଦେଶୀ ପରିବେଶବିତ୍ । କହିଲେ ବ୍ୟବସ୍ଥା ଚାପରେ ରହିବୁ ନାର୍ହି ଚୁପ୍ ।

କନକ ବ୍ୟୁରୋ : ଟୁଲକିଟ୍ ମାମଲାରେ ଜଳବାୟୁ ଆକ୍ଟିଭିଷ୍ଟ ଦିଶାରବିଙ୍କ ସମର୍ଥନରେ ସାରା ବିଶ୍ୱରୁ ଆବାଜ ଉଠୁଛି । ବିଦେଶୀ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ପରେ ଆମେରିକାର ପରିବେଶ ଆକ୍ଟିଭିଷ୍ଟ ଆଲେକଜାଣ୍ଡ୍ରିଆ ବିଲାସେନୋର ବି ଦିଶାଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି କି ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରିବା ମାନବିକ ଅଧିକାର । ହେଲେ ଏଭଳି ଭାବେ ଗିରଫ୍ କରି କାହାରିକୁ ଚୁପ୍ କରାଯାଇ ପାରିବ ନାହିଁ । ସେ ତାଙ୍କContinue reading “ଦିଶାରବି ଟୁଲକିଟ୍ ମାମଲା; ଦିଶାଙ୍କ ସମର୍ଥନରେ ବାହାରିଲେ ଆଉଜଣେ ବିଦେଶୀ ପରିବେଶବିତ୍ । କହିଲେ ବ୍ୟବସ୍ଥା ଚାପରେ ରହିବୁ ନାର୍ହି ଚୁପ୍ ।”

ମୁମ୍ବାଇ ରାସ୍ତାରେ ପତ୍ନୀଙ୍କ ସହ ବାଇକରେ ଏମିତି ବୁଲୁଥିଲେ ଅଭିନେତା ବିବେକ ଓବ୍ରାଇ । ଭିଡିଓ ହେଲା ଭାଇରାଲ, ପୋଲିସ କାଟିଲା ଚାଲାଣ

କନକ ବ୍ୟୁରୋ : ବିବେକ ଓବ୍ରାଇଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ତାଙ୍କର ପତ୍ନୀଙ୍କୁ ଏକ ଦାମି ବାଇକରେ ବସାଇ ମୁମ୍ବାଇ ରାସ୍ତାରେ ଯାଉଛନ୍ତି । କହିରଖୁ କି ବିବେକଙ୍କର ଏହି ଭିଡିଓ ଏଥିପାଇଁ ଭାଇରାଲ ହେବାରେ ଲାଗିଛି କି ଗାଡି ଚଳାଉଥିବା ବେଳେ ନା ବିବେକଙ୍କ ମୁଣ୍ଡରେ ରହିଛି ହେଲମେଟ୍ ନା ମୁହଁରେ ମାସ୍କ । ଏହି ଭିଡିଓ ଭାଇରାଲ ହେବାପରେ ସାମାଜିକContinue reading “ମୁମ୍ବାଇ ରାସ୍ତାରେ ପତ୍ନୀଙ୍କ ସହ ବାଇକରେ ଏମିତି ବୁଲୁଥିଲେ ଅଭିନେତା ବିବେକ ଓବ୍ରାଇ । ଭିଡିଓ ହେଲା ଭାଇରାଲ, ପୋଲିସ କାଟିଲା ଚାଲାଣ”

Design a site like this with WordPress.com
Get started