କୋଟିଆକୁ ନେଇ ସତର୍କ କରାଇଲେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । କହିଲେ, କୋଟିଆ ପାଇଁ ଏକ ବଡ ଡିଲ ହୋଇଛି ।

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗକୁ ନେଇ ଓଡିଶାକୁ ସତର୍କ କରାଇ ଦେଇଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । ସେ କହିଛନ୍ତି, ନିଜ ଲୋକଙ୍କ ସୁବିଧା ପାଇଁ କାମ ନକରି ଆନ୍ଧ୍ର କାହିଁକି ଓଡିଶା ଲୋକଙ୍କ ପାଇଁ କାମ କରିବାକୁ ଆଗଭର ହେଉଛି । ଶୁଣିବାକୁ ମିଳୁଛି କୋଟିଆ ପାଇଁ ଏକ ବଡ ଡିଲ ହୋଇଛି । କେତେକ କମ୍ପାନୀ ମିଳିତ ଭାବେ କୋଟିଆରେ ଖଣି ଖନନ ଚାହୁଁଛନ୍ତି । ତେଣୁ ସେମାନେ ଫଣ୍ଡିଂ କରିContinue reading “କୋଟିଆକୁ ନେଇ ସତର୍କ କରାଇଲେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । କହିଲେ, କୋଟିଆ ପାଇଁ ଏକ ବଡ ଡିଲ ହୋଇଛି ।”

ଲସ୍କର ଆତଙ୍କବାଦୀଙ୍କ ଗୁଳିରେ ୨ ପୋଲିସକର୍ମୀ ଶହୀଦ୍ । ସିସିଟିଭିରେ କଏଦ ହେଲା ଆଖିବୁଜା ଗୁଳିଚାଳନାର ଦୃଶ୍ୟ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ଶ୍ରୀନଗର ଠାରେ ଦିନ ଦ୍ୱିପ୍ରହରରେ ଆତଙ୍କବାଦୀ ମାନେ ଗୁଳିକରି ଦୁଇଜଣ ପୋଲିସ କର୍ମୀଙ୍କୁ ହତ୍ୟା କରିଛନ୍ତି । ସୂଚନା ମୁତାବକ ଶ୍ରୀନଗରର ଉଚ୍ଚ ସୁରକ୍ଷା ଅଞ୍ଚଳ ହାୱାଇଆଡ୍ଡା ମାର୍ଗର ବଦ୍ଧତ ଅଞ୍ଚଳରେ ଶୁକ୍ରବାର ଲସ୍କର ଆତଙ୍କବାଦୀ ମାନେ ହମଲା କରିଛନ୍ତି । ଏଥିରେ ୨ ଜଣ ପୋଲିସ କର୍ମୀ ଶହୀଦ ହୋଇଥିବା ଖବର ମିଳିଛି । ପୋଲିସ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ ଆତଙ୍କବାଦୀ ମାନେ ପୋଲିସକର୍ମୀଙ୍କ ଉପରକୁ ଅତିContinue reading “ଲସ୍କର ଆତଙ୍କବାଦୀଙ୍କ ଗୁଳିରେ ୨ ପୋଲିସକର୍ମୀ ଶହୀଦ୍ । ସିସିଟିଭିରେ କଏଦ ହେଲା ଆଖିବୁଜା ଗୁଳିଚାଳନାର ଦୃଶ୍ୟ”

ଅସ୍ତରଙ୍ଗରେ ଚିନ୍ତା ବଢାଇଛନ୍ତି ହରିଣ : ରାତିରେ ବିଲରେ ପଶି ଫସଲ ନଷ୍ଟ କରୁଛନ୍ତି; ନିଆଁ ଜାଳି ରାତି ଅନିଦ୍ରା ହେଉଛନ୍ତି ଚାଷୀ

କନକ ବ୍ୟୁରୋ : ପୁରୀ ବନ୍ୟ ପ୍ରାଣୀ ବିଭାଗର ଅସ୍ତରଙ୍ଗ ବ୍ଳକର ୫ଟି ଗାଁରେ ଏବେ ଚିତ୍ରା ହରିଣଙ୍କ ଆତଙ୍କ । ରାତି ହେଲା ମାତ୍ରେ ପଲ ପଲ ଚିତ୍ରା ହରିଣ ଚାଷ ଜମିରେ ଥିବା ମାଣ୍ଡିଆ, ମୁଗ, ବିରି, ସୂର୍ଯ୍ୟମୁଖି ସହ କୋଳଥ ଚାଷକୁ ଖାଇ ଯାଉଛନ୍ତି । ଏହି ରବି ଫସଲକୁ ହରିଣଙ୍କ ପାଦ୍ରୁର୍ଭାବରୁ ରକ୍ଷା କରିବା ପାଇଁ ରାତି ହେଲାମାତ୍ରେ ଚାଷୀମାନେ ହରିଣ ଘଉଡେଇବାରେ ଲାଗୁପଡୁଛନ୍ତି । ଜମି ଉପରେ କିଏ ପଲ୍ଲାContinue reading “ଅସ୍ତରଙ୍ଗରେ ଚିନ୍ତା ବଢାଇଛନ୍ତି ହରିଣ : ରାତିରେ ବିଲରେ ପଶି ଫସଲ ନଷ୍ଟ କରୁଛନ୍ତି; ନିଆଁ ଜାଳି ରାତି ଅନିଦ୍ରା ହେଉଛନ୍ତି ଚାଷୀ”

କୋଟିଆ ପ୍ରସଙ୍ଗରେ କାଦୁଅ ଫୋପଡା ଫୋପଡି : ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ; କହିଲେ, ସୀମାନ୍ତ ଗାଁକୁ ନେଇଯିବାକୁ ବସିଛି ଆନ୍ଧ୍ର

କନକ ବ୍ୟୁରୋ : କୋଟିଆ  କଳିକୁ ନେଇ ଦେଶର  ସର୍ବୋଚ୍ଚ ନ୍ୟାୟଳୟ ସୁପ୍ରିମକୋର୍ଟଙ୍କ ଉପରେ ନଜର ରହିଥିଲା । ଓଡିଶା ପକ୍ଷରୁ ହୋଇଥିବା ଅଦାଲତ ଅବମାନନା ସଂପର୍କିତ ରିଟ ପିଟିସନର ଆଜି ଶୁଣାଣୀ ହୋଇଛି । ଆବେଦନର ଶୁଣାଣୀ କରି ସୁପ୍ରିମକୋର୍ଟ ଓଡିଶାକୁ ୪ ସପ୍ତାହର ମହଲତ ଦେଇଛନ୍ତି ।  ଏହି ସମୟ ମଧ୍ୟରେ ଓଡିଶା ପ୍ରତି ଜବାବ ଦାଖଲ କରିବ । କାରଣ, ପୂର୍ବରୁ ୫୦ ପୃଷ୍ଟାର ସତ୍ୟପାଠ ଦାଖଲ କରି କୋଟିଆର ୩ଟି ଗାଁContinue reading “କୋଟିଆ ପ୍ରସଙ୍ଗରେ କାଦୁଅ ଫୋପଡା ଫୋପଡି : ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ; କହିଲେ, ସୀମାନ୍ତ ଗାଁକୁ ନେଇଯିବାକୁ ବସିଛି ଆନ୍ଧ୍ର”

ମୟୂରଭଞ୍ଜ ସାରସକଣା ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା : ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ମିଳିବ ସହାୟତା

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାର ସାରସକଣା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଏ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ ଓଡିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡର ଅଧିବାସୀ । ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହିତ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । from Kanak News viaContinue reading “ମୟୂରଭଞ୍ଜ ସାରସକଣା ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା : ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ମିଳିବ ସହାୟତା”

ଏଣିକି ଅନଲାଇନରେ ହାଇସ୍କୁଲ ପିଲାଙ୍କୁ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍ : ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପଦକ୍ଷେପ

କନକ ବ୍ୟୁରୋ : ଏଥର ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଟୁଇଟ କରି ସୂଚନା ଦିଆଯାଇଛି ।  ସାର୍ଟିଫିକେଟ ସହ ସମସ୍ତ ଦସ୍ତାବିଜ ହାଇସ୍କୁଲ ପିଲାଙ୍କୁ ଅନଲାଇନରେ ମିଳିବ । ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଗଣଶିକ୍ଷା ବିଭାଗ ଓ ଓକାକର ମିଳିତ ପ୍ରୟାସରେ ହାଇସ୍କୁଲଙ୍କୁ ପିଲାଙ୍କୁ ସାର୍ଟିଫିକେଟ ଅନଲାଇନରେ ମିଳିବ । ଚଳିତବର୍ଷ ମେ ୩ ସୋମବାରଠାରୁ ଆରମ୍ଭ ହୋଇContinue reading “ଏଣିକି ଅନଲାଇନରେ ହାଇସ୍କୁଲ ପିଲାଙ୍କୁ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍ : ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପଦକ୍ଷେପ”

ନାସାର ମିଶନ ମଙ୍ଗଳର ସଫଳତା ପଛରେ ଭାରତୀୟ ବଂଶୋଦ୍ଭବ ମହିଳା । ଯାହାଙ୍କ ବିନା ଲାଲ ଗ୍ରହରେ ଓହ୍ଲାଇ ପାରିନଥାନ୍ତା ରୋଭର । ଜାଣନ୍ତୁ କିଏ ସେହି ଭାରତୀୟ ବଂଶୋଦ୍ଭବ ମହିଳା ।

କନକ ବ୍ୟୁରୋ : ପୃଥିବୀରୁ ମଙ୍ଗଳ ଗ୍ରହକୁ ଯାଇଛି ନୂଆ ଅତିଥି । ନାସା ପକ୍ଷରୁ ପଠାଯାଇଥିବା ରୋଭର ରାତି ପ୍ରାୟ ୨ଟା ୩୦ ମିନିଟରେ ସଫଳତାର ନିର୍ଧାରିତ ସ୍ଥାନରେ ଅବତରଣ କରିଛି । ମାର୍ସ ପର୍ସିଭେରେନ୍ସ ରୋଭର ମଙ୍ଗଳ ପୃଷ୍ଠରେ ଥିବା ଜେଜେରୋ କ୍ରେଟରରେ ସଫଳତାର ସହ ଅବତରଣ କରିଛି । ଏହି କ୍ରେଟର ବା ଘାତ ହେଉଛି ପୂର୍ବରୁ ମଙ୍ଗଳ ଗ୍ରହରେ ବୋହୁଥିବା ଏକ ନଦୀ ବୋଲି ବୈଜ୍ଞାନିକ ମତ ଦିଅନ୍ତି । ତେବେContinue reading “ନାସାର ମିଶନ ମଙ୍ଗଳର ସଫଳତା ପଛରେ ଭାରତୀୟ ବଂଶୋଦ୍ଭବ ମହିଳା । ଯାହାଙ୍କ ବିନା ଲାଲ ଗ୍ରହରେ ଓହ୍ଲାଇ ପାରିନଥାନ୍ତା ରୋଭର । ଜାଣନ୍ତୁ କିଏ ସେହି ଭାରତୀୟ ବଂଶୋଦ୍ଭବ ମହିଳା ।”

୩ହଜାର ଡାଇନାମାଇଟ୍ ଲଗାଇ ଉଡାଇଦେଲେ ଟ୍ରମ୍ପଙ୍କ ୩୪ ମହଲା ବିଲ୍ଡିଂ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଲ୍ଡିଂ ଭାଙ୍ଗିବା ବେଳର ଦୃଶ୍ୟ

କନକ ବ୍ୟୁରୋ : ମାଟିରେ ମିଶିଲା ଟ୍ରମ୍ପଙ୍କ ପ୍ଲାଜା । ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ଲାଜାକୁ ହଜାର ହଜାର ଡାଇନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଛି । ଆମେରିକାର ଆଣ୍ଟଲାଟିକା ସହର ଉପରେ ସ୍ଥିତ ଏହି ପ୍ଲାଜା କସିନୋ ପାଇଁ ଜଣାଯାଉଥିଲା । କିନ୍ତୁ ଏବେ ଟ୍ରମ୍ପଙ୍କ ଏହି ପ୍ଲାଜାକୁ ୩ହଜାର ଡାଇନାମାଇଟ୍ ଲଗାଇ ମାଟିରେ ମିଶାଇ ଦିଆଯାଇଛି । ଆଉ ସେହି ସମୟର ଦୃଶ୍ୟକୁ ଲୋକେ ଦେଖିବା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଥିଲାContinue reading “୩ହଜାର ଡାଇନାମାଇଟ୍ ଲଗାଇ ଉଡାଇଦେଲେ ଟ୍ରମ୍ପଙ୍କ ୩୪ ମହଲା ବିଲ୍ଡିଂ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଲ୍ଡିଂ ଭାଙ୍ଗିବା ବେଳର ଦୃଶ୍ୟ”

ବିହାର ବିଧାନସଭାରେ ବିଚିତ୍ର ଚିତ୍ର । ରୋଷେଇ ଗ୍ୟାସ ଦରବୃଦ୍ଧିକୁ ନେଇ ଅଭିନବ ପ୍ରତିବାଦ । ମାଟି ଚୁଲା ଓ କାଠ ଜାଳେଣି ନେଇ ବିଧାନସଭା ପହଂଚିଲେ କଂଗ୍ରେସ ବିଧାୟକ

କନକ ବ୍ୟୁରୋ : ଲଗାତର ଭାବେ ୧୧ ଦିନ ହେବ ପେଟ୍ରୋଲ, ଡିଜେଲର ଦର ବଢିବା ସହ ରୋଷେଇ ଗ୍ୟାସ ବି ମହଙ୍ଗା ହେବାରେ ଲାଗିଛି   । ଏହାକୁ ନେଇ ସାଧାରଣ ଲୋକ ଏବେ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି । ସାଧାରଣ ଲୋକଙ୍କ ସ୍ୱରରେ ସ୍ୱର ମିଳାଇବାକୁ ବିହାର କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ବିଧାନସଭା ଭିତରେ ଅଭିନବ ପ୍ରତିବାଦ କରିଛନ୍ତି । ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ଖାନ୍ ମାଟିContinue reading “ବିହାର ବିଧାନସଭାରେ ବିଚିତ୍ର ଚିତ୍ର । ରୋଷେଇ ଗ୍ୟାସ ଦରବୃଦ୍ଧିକୁ ନେଇ ଅଭିନବ ପ୍ରତିବାଦ । ମାଟି ଚୁଲା ଓ କାଠ ଜାଳେଣି ନେଇ ବିଧାନସଭା ପହଂଚିଲେ କଂଗ୍ରେସ ବିଧାୟକ”

ଓଡିଶା ସୀମାରେ ପଶି ନିର୍ମାଣ କାମ ଚଳାଇଛି ଆନ୍ଧ୍ର : ରାୟଗଡା ସାନଲୁକୁଟି ଗାଁରେ ରାସ୍ତା ଓ ବ୍ରିଜ ନିର୍ମାଣ

କନକ ବ୍ୟୁରୋ : କୋରାପୁଟର କୋଟିଆକୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାବେଳେ ଏବେ ଆନ୍ଧ୍ରର ନଜର ପଡ଼ିଛି ରାୟଗଡ଼ା ଜିଲ୍ଲା ସିମାନ୍ତରେ ଥିବା ସାନ ଲୁକୁଟି ଗାଁ ଉପରେ  । ଓଡ଼ିଶାର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପୁଣି ଆନ୍ଧ୍ର ଆରମ୍ଭ କରିଛି  ଗୋଟି ଚାଳନା। ଓଡ଼ିଶା ସୀମାରେ ଖୁଲାମ ଖୁଲା ବ୍ରିଜ ଓ ରାସ୍ତା ନିର୍ମାଣ ଆରମ୍ଭ କରିଦେଇଛି ଆନ୍ଧ୍ର। ଏ ହେଉଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ ବୈରାଗୀ ହଲୁଆ ପଚାଂୟତର ସାନ ଲୁକୁଟିContinue reading “ଓଡିଶା ସୀମାରେ ପଶି ନିର୍ମାଣ କାମ ଚଳାଇଛି ଆନ୍ଧ୍ର : ରାୟଗଡା ସାନଲୁକୁଟି ଗାଁରେ ରାସ୍ତା ଓ ବ୍ରିଜ ନିର୍ମାଣ”

Design a site like this with WordPress.com
Get started