ପୁଣି ଏକାମ୍ରକ୍ଷେତ୍ର ବାଇ-ଲକୁ ନେଇ ଅପରାଜିତାଙ୍କ ଟୁଇଟ : କହିଲେ, ଐତିହ୍ୟ କ୍ଷେତ୍ର ପାଇଁ ୧୯୫୮ରୁ ଅଛି ଆମସାର ଆଇନ୍

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ମତରେ ଅଟଳ ରହିଛନ୍ତି । ଟ୍ୱିଟକରି ଅପରାଜିତା ଲେଖିଛନ୍ତି, ଏତିହ୍ୟ କ୍ଷେତ୍ରର ବିକାଶ ହେବା ଉଚିତ୍ । କିନ୍ତୁ ବାଇ-ଲକୁ ଏଡାଇ ଏଭଳି ବିକାଶ ହେବା ଉଚିତ ନୁହେଁ । ୧୯୫୮ ଆମସର ଆକ୍ଟ ସବୁ ଆଇନର ଉର୍ଦ୍ଧ୍ବରେ । ତେଣୁ ରାଜ୍ୟ ସରକାର କୌଣସି ବିକାଶମୂଳକ କାମ କରିବା ପର୍ବରୁ ଜାତୀୟ କିର୍ତ୍ତୀରାଜି କର୍ତ୍ତୃପକ୍ଷ କିମ୍ବା ଭାରତୀୟ ପ୍ରତ୍ନତତ୍ୱ ବିଭାଗଠାରୁ ଆବଶ୍ୟକ ଅନୁମତି ନେବାକଥାContinue reading “ପୁଣି ଏକାମ୍ରକ୍ଷେତ୍ର ବାଇ-ଲକୁ ନେଇ ଅପରାଜିତାଙ୍କ ଟୁଇଟ : କହିଲେ, ଐତିହ୍ୟ କ୍ଷେତ୍ର ପାଇଁ ୧୯୫୮ରୁ ଅଛି ଆମସାର ଆଇନ୍”

ବିଧାନସଭା ବଜେଟ ଅଧିବେଶନ ପ୍ରଶ୍ନକାଳ ଆରମ୍ଭରୁ ଅଚଳ : ମଣ୍ଡି ପ୍ରସଙ୍ଗରେ ବିରୋଧୀଙ୍କ ହୋହାଲ୍ଳା ଯୋଗୁ ଚାଲିପାରିଲାନି ଗୃହ; ଅପରାହ୍ନ ୪ଟା ଯାଏ ମୁଲତବୀ

କନକ ବ୍ୟୁରୋ : ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ଗୃହ ଅଚଳ । ଚାଷୀ ଓ ମଣ୍ଡି ପ୍ରସଙ୍ଗକୁ ନେଇ ପ୍ରଶକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ଆଜି ଅଧିବେଶନର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ସାଢେ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବାContinue reading “ବିଧାନସଭା ବଜେଟ ଅଧିବେଶନ ପ୍ରଶ୍ନକାଳ ଆରମ୍ଭରୁ ଅଚଳ : ମଣ୍ଡି ପ୍ରସଙ୍ଗରେ ବିରୋଧୀଙ୍କ ହୋହାଲ୍ଳା ଯୋଗୁ ଚାଲିପାରିଲାନି ଗୃହ; ଅପରାହ୍ନ ୪ଟା ଯାଏ ମୁଲତବୀ”

ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି : ଉତ୍ତର ରଖିବାକୁ ଓଡିଶା ସରକାରଙ୍କୁ ୪ ସପ୍ତାହର ମହଲତ ଦେଲେ ସର୍ବୋଚ୍ଚ ନ୍ୟାୟଳୟ

କନକ ବ୍ୟୁରୋ : କୋଟିଆ କଳିକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟଳୟ ସୁପ୍ରିମକୋର୍ଟଙ୍କ ଉପରେ ନଜର ରହିଥିଲା । ଓଡିଶା ପକ୍ଷରୁ ହୋଇଥିବା ଅଦାଲତ ଅବମାନନା ସଂପର୍କିତ ରିଟ ପିଟିସନର ଆଜି ଶୁଣାଣୀ ହୋଇଛି । ଆବେଦନର ଶୁଣାଣୀ କରି ସୁପ୍ରିମକୋର୍ଟ ଓଡିଶାକୁ ୪ ସପ୍ତାହର ମହଲତ ଦେଇଛନ୍ତି । ଏହି ସମୟ ମଧ୍ୟରେ ଓଡିଶା ପ୍ରତି ଜବାବ ଦାଖଲ କରିବ । କାରଣ, ପୂର୍ବରୁ ୫୦ ପୃଷ୍ଟାର ସତ୍ୟପାଠ ଦାଖଲ କରି କୋଟିଆର ୩ଟି ଗାଁContinue reading “ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି : ଉତ୍ତର ରଖିବାକୁ ଓଡିଶା ସରକାରଙ୍କୁ ୪ ସପ୍ତାହର ମହଲତ ଦେଲେ ସର୍ବୋଚ୍ଚ ନ୍ୟାୟଳୟ”

ବଲିଉଡ୍ ସୁପରଷ୍ଟାର ବିଗ୍-ବି ଓ ଖିଲାଡି କୁମାରଙ୍କୁ କଂଗ୍ରେସର ଟାର୍ଗେଟ୍ । ଦୁଇ କଳାକାରଙ୍କ ଫିଲ୍ମ ବନ୍ଦ କରିବାକୁ ଧମକ ଦେଲା କଂଗ୍ରେସ

ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ପୂର୍ବରୁ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରୁଥିବା‌ ଅଭିନେତାମାନେ ଏବେ ତୈଳ ଦର ବୃଦ୍ଧି ‌ନେଇ ନିରବ ରହିଛନ୍ତି। ଯାହାକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଶିଳ୍ପନଗରୀରୁ ସେମାନଙ୍କ ସୁଟିଂ ବନ୍ଦ କରିବା ପାଇଁ ଧମକ ଦେଇଛି। ଏପରିକି ଯଦି ସେମାନେ ଅଭିନୟ କରନ୍ତି, ସେମାନଙ୍କ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରାଇଦିଆଯିବନି ବୋଲି ମହାରାଷ୍ଟ୍ର ରାଜ୍ୟ କଂଗ୍ରେସ ମୁଖ୍ୟ କହିଛନ୍ତି । ବିଶେଷ କରି ବିଗ ବି’ ଅମିତାଭ ବଚ୍ଚନ ଓ ଅକ୍ଷୟContinue reading “ବଲିଉଡ୍ ସୁପରଷ୍ଟାର ବିଗ୍-ବି ଓ ଖିଲାଡି କୁମାରଙ୍କୁ କଂଗ୍ରେସର ଟାର୍ଗେଟ୍ । ଦୁଇ କଳାକାରଙ୍କ ଫିଲ୍ମ ବନ୍ଦ କରିବାକୁ ଧମକ ଦେଲା କଂଗ୍ରେସ”

ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହାତୀ ଆତଙ୍କ : ନରାଜ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ରାତି ଅଧିଆ ହାତୀଙ୍କ ଉତ୍ପାତ

କନକ ବ୍ୟୁରୋ : କଟକ ସହର ଭିତରକୁ ପଶିଲେ ହାତୀ । ସିଡିଏ ସେକ୍ଟର- ୧୩ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ ନିକଟରେ ଦୁଇଟି ହାତୀ ପଶି ଆସିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ମହାନଦୀ ପାର ହୋଇ ଦୁଇଟି ହାତୀ ନରାଜସ୍ଥିତ ବ୍ରଜବିହାରୀପୁର ଗ୍ରାମ ଦେଇ ସହର ଭିତରକୁ ପଶି ଆସିଥିଲେ । ସେହି ଦୁଇ ହାତୀ ସିଡିଏ ‌ସେକ୍ଟର-୧୩ ରେଭେନ୍ସା କମ୍ପ୍ୟାସର ପାଚେରୀ ଭାଙ୍ଗି କ୍ୟାମ୍ପସ ଭିତରକୁ ପଶି ଆତଙ୍କContinue reading “ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହାତୀ ଆତଙ୍କ : ନରାଜ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ରାତି ଅଧିଆ ହାତୀଙ୍କ ଉତ୍ପାତ”

ପୂର୍ବ କେନ୍ଦ୍ରମନ୍ତ୍ରୀ ସତୀଶ ଶର୍ମାଙ୍କ ଶବକୁ କାନ୍ଧରେ ବୋହିନେଲେ ରାହୁଲ ଗାନ୍ଧୀ । ଦୁଇଦିନ ପୂର୍ବରୁ ହୋଇଥିଲା ନିଧନ

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତୀଶ ଶର୍ମାଙ୍କର ବୁଧବାର ଦିନ ଗୋଆ ଠାରେ ଦେହାନ୍ତ ହୋଇଥିଲା । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସତୀଶଙ୍କ କୋକେଇକୁ କାନ୍ଧ ଦେଇଥିବା ଦେଖିବାକୁ ମିଳିଛି । ରାହୁଲ ନିଜ କାନ୍ଧରେ ଅନ୍ୟମାନଙ୍କ ସହ ସତୀଶଙ୍କ କୋକେଇ ନେଉଥିବାର ଫଟୋ ଏବେ ବେସ୍ ଭାଇରାଲ ହେବାରେ ଲାଗିଛି । କହିରଖୁ କିContinue reading “ପୂର୍ବ କେନ୍ଦ୍ରମନ୍ତ୍ରୀ ସତୀଶ ଶର୍ମାଙ୍କ ଶବକୁ କାନ୍ଧରେ ବୋହିନେଲେ ରାହୁଲ ଗାନ୍ଧୀ । ଦୁଇଦିନ ପୂର୍ବରୁ ହୋଇଥିଲା ନିଧନ”

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଳା : ଚାଷୀ ସମସ୍ୟ, ଧାନ ମଣ୍ଡି ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ନିକଟରେ କଂଗ୍ରସ , ବିଜେପି ବିଧାୟକଙ୍କ ନାରାବାଜି

କନକ ବ୍ୟୁରୋ : ଆଜି ଗୃହକାର୍ଯ୍ୟ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି । ଚାଷୀଙ୍କ ସମସ୍ୟା ସହ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହୋହାଲ୍କା ଓ ନାରାବାଜି ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ପ୍ରତିବାଦ କରିଛନ୍ତି । ଗୃହ କାର୍ଯ୍ୟକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ବିଜେପି ସଦସ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ଗାଉନ ପିନ୍ଧି ଗୃହ ମଧ୍ୟ ଭାଗରେ ନାରାବାଜି କରିଥିଲେ। ଗୃହରେ ହଟ୍ଟଗୋଳକୁ ନେଇContinue reading “ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଳା : ଚାଷୀ ସମସ୍ୟ, ଧାନ ମଣ୍ଡି ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ନିକଟରେ କଂଗ୍ରସ , ବିଜେପି ବିଧାୟକଙ୍କ ନାରାବାଜି”

କରୋନାର ନୂଆ ଔଷଧ ଲଞ୍ଚ୍ କଲେ ବାବା ରାମଦେବ : କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ଲଞ୍ଚ ହେଲା ଔଷଧ

କନକ ବ୍ୟୁରୋ : ଯୋଗଗୁରୁ ବାବା ରାମଦେବ କରୋନା ମହାମାରୀ ପାଇଁ ଏକ ଔଷଧ ଲଞ୍ଚ କରିଛନ୍ତି । ଏହି ଲଞ୍ଚ ବେଳେ ପତଞ୍ଜଳି ଦାବି କରିଛି କି ଏହି ଔଷଧ ସ୍ୱାସ୍ଥ୍ୟ ଉପରେ ଆଧାରିତ । ଏହି ଔଷଧ ଲଂଚ ବେଳେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଉପସ୍ଥିତ ଥିଲେ । ଏହି ଅବସରରେ ବାବା ରାମଦେବ କହିଛନ୍ତି କି ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ଓ ବିଶ୍ୱ ନେତୃତ୍ୱ ହେବାକୁContinue reading “କରୋନାର ନୂଆ ଔଷଧ ଲଞ୍ଚ୍ କଲେ ବାବା ରାମଦେବ : କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ଲଞ୍ଚ ହେଲା ଔଷଧ”

କରୋନା ମହାମାରୀ ବେଳେ ବିଗିଡିଥିବା ଅର୍ଥନୀତି, ଗରିବ ଦେଶ ମାନଙ୍କୁ ଟିକା ଉପଲବ୍ଧ କରାଇବା ନେଇ ହୋଇପାରେ ଆଲୋଚନା । ଅତିଥି ଭାବେ ଭାରତକୁ ନିମନ୍ତ୍ରଣ

କନକ ବ୍ରୁରୋ : ଶୁକ୍ରବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଅଧ୍ୟକ୍ଷତାରେ ଜି-୭ ର ଭର୍ଚୁଆଲ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ଜୁନ୍ ରେ ହେବାକୁ ଥିବା ଜି-୭ ବୈଠକରେ ଏହା ଏକ ଅଂଶ ବୋଲି କୁହାଯାଉଛି । ଏହି ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ ବୋଲି ସୂଚନା ମିଳିଛି । ଏହି ବୈଠକରେ କରୋନା ମହାମାରୀ ବେଳେ ବିଶ୍ୱ ଅର୍ଥନୀତିର ସ୍ଥିତି, ଟିକା ଓ ବିଶ୍ୱContinue reading “କରୋନା ମହାମାରୀ ବେଳେ ବିଗିଡିଥିବା ଅର୍ଥନୀତି, ଗରିବ ଦେଶ ମାନଙ୍କୁ ଟିକା ଉପଲବ୍ଧ କରାଇବା ନେଇ ହୋଇପାରେ ଆଲୋଚନା । ଅତିଥି ଭାବେ ଭାରତକୁ ନିମନ୍ତ୍ରଣ”

କୃଷକଙ୍କ ପରେ ରାସ୍ତାକୁ ଓହ୍ଲାଇବ ବ୍ୟବସାୟୀ ସଂଘ । ୨୬ ରେ ଭାରତବନ୍ଦ କରିବାକୁ ବ୍ୟବସାୟୀ ସଂଘର ଡାକରା । ସାମିଲ ହେବେ ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂସ୍ଥା

କନକ ବ୍ୟୁରୋ : ଗୋଳମାଳିଆ ଜିଏସଟି ବ୍ୟବସ୍ଥା ଓ ଜିଏସଟି ଅଧିକାରୀଙ୍କ ଏକଚାଟିଆ ମନୋଭାବକୁ ବିରୋଧ କରି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ବା ସିଏଆଇଟି ଚଳିତ ମାସ ୨୬ ତାରିଖରେ ଭାରତ ବନ୍ଦ ଡକରା ଦେଇଛି । ସିଏଆଇଟି ସୂଚନା ଦେଇଛି କି ଏହି ଭାରତ ବନ୍ଦ କୁ ଦେଶର ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂସ୍ଥା ସମର୍ଥନ ଜଣାଇଛନ୍ତି । ସଂଘ ପକ୍ଷରୁ କୁହାଯାଇଛି କି ସମଗ୍ର ଦେଶରେ ଥିବା ସିଏଆଇଟିର ପ୍ରତିନିଧି ମାନେContinue reading “କୃଷକଙ୍କ ପରେ ରାସ୍ତାକୁ ଓହ୍ଲାଇବ ବ୍ୟବସାୟୀ ସଂଘ । ୨୬ ରେ ଭାରତବନ୍ଦ କରିବାକୁ ବ୍ୟବସାୟୀ ସଂଘର ଡାକରା । ସାମିଲ ହେବେ ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂସ୍ଥା”

Design a site like this with WordPress.com
Get started