କନକ ବ୍ୟୁରୋ: ବାଇ-ଲ ପ୍ରସଙ୍ଗକୁ ନେଇ ବିବାଦ ଥମିନଥିବା ବେଳେ ଏହାକୁ ନେଇ ବକ୍ତବ୍ୟ ରଖିଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଇ ସେ କହିଛନ୍ତି, ସେ ନିଜେ ଜଣେ ଆଇଏଏସ ଅଫିସର ନୁହଁନ୍ତି ଏବଂ ସେ କୌଣସି ଗବେଷଣା କରିନାହାଁନ୍ତି । କିନ୍ତୁ ସେ ଜାଣିଛନ୍ତି ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୋଲକାତା ଠାରେ ଥିବା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତିContinue reading “ବାଇ-ଲ ପ୍ରସଙ୍ଗରେ ସାଂସଦ ଅପରାଜିତାଙ୍କୁ ଜବାବ ଦେଲେ ମାନସ ମଙ୍ଗରାଜ । କହିଲେ, ମିଥ୍ୟା ତଥ୍ୟ ଦ୍ୱାରା ଓଡିଶା ଲୋକଙ୍କୁ ବୋକା ବନାନ୍ତୁ ନାହିଁ ।”
Author Archives: Raghaba
ଚାଷୀ ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କ ଉପରେ ଚାପ ପକାଇବାକୁ କାଲି ଦେଶସାରା ରେଳରୋକ କରିବେ ଚାଷୀ ସଂଗଠନ । ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ଟା ଯାଏ ବନ୍ଦ ରହିବ ରେଳ ସେବା
କନକ ବ୍ୟୁରୋ : ସଂଯୁକ୍ତ କିଷାନ ମୋର୍ଚ୍ଚା କାଲି ସାରା ଦେଶରେ ରେଳରୋକ୍ ଆନ୍ଦୋଳନ କରିବ ବୋଲି ଡାକରା ଦେଇଛି । କାଲି ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଦେଶର ସମସ୍ତ ରେଳ ଲାଇନରେ ଧାରଣା ଦେଇ ରେଳ ରୋକ୍ କରିବ କୃଷକ ସଂଗଠନ । ସିଂଘୁ ସୀମାରେ ଧାରଣାରେ ବସିଥିବା କୃଷକ ନେତା ମଞ୍ଜିତ୍ ସିଂ ଧନେର କହିଛନ୍ତି କି ଯେଉଁ କୃଷକ ମାନେ ଟିକରୀ, ସିଂଘୁ, ଓ ଗାଜିପୁର ସୀମାରେ ଧାରଣାରେContinue reading “ଚାଷୀ ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କ ଉପରେ ଚାପ ପକାଇବାକୁ କାଲି ଦେଶସାରା ରେଳରୋକ କରିବେ ଚାଷୀ ସଂଗଠନ । ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ଟା ଯାଏ ବନ୍ଦ ରହିବ ରେଳ ସେବା”
କଳିଙ୍ଗ ଷ୍ଟୁଡିଓରେ ପ୍ରତିଷ୍ଠା ହେବ ‘ଷ୍ଟେଟ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ସିନେମା ଷ୍ଟୁଡିଓ । ଖର୍ଚ୍ଚ ହେବ ପ୍ରାୟ ୨୦୦ କୋଟି ଟଙ୍କା ।
କନକ ବ୍ୟୁରୋ: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମକୁ ଦିଆଯିବ ନୂଆ ରୂପ । ଯେଉଁଠି ପ୍ରତିଷ୍ଠା ହେବ ‘ଷ୍ଟେଟ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ । ବୁଧବାର ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ସହିତ ପୁନଃର୍ବିନ୍ୟାସ ଯୋଜନା ଅନୁମୋଦିତ ହୋଇଛି । ଏଥିପାଇଁ ମୋଟ ୨ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଷ୍ଟୁଡିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟ୍ ଏବଂContinue reading “କଳିଙ୍ଗ ଷ୍ଟୁଡିଓରେ ପ୍ରତିଷ୍ଠା ହେବ ‘ଷ୍ଟେଟ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ସିନେମା ଷ୍ଟୁଡିଓ । ଖର୍ଚ୍ଚ ହେବ ପ୍ରାୟ ୨୦୦ କୋଟି ଟଙ୍କା ।”
ମା ସମଲେଶ୍ୱରୀ ମନ୍ଦିର ପାଇଁ ସରକାରଙ୍କ ବଡ ଘୋଷଣା । ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ଖର୍ଚ୍ଚ ହେବ ୨୦୦ କୋଟି
କନକ ବ୍ୟୁରୋ : ପୁରୀର ଶ୍ରୀଜଗନ୍ନାଥ ଓ ଭୁବନେଶ୍ବରର ଶ୍ରୀ ଲିଙ୍ଗରାଜ ମନ୍ଦିର ପରେ ୫-ଟି ଉପକ୍ରମ ଅଧୀନରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବୀ ପୀଠ ସମ୍ବଲପୁରର ମା ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏ ସଂପର୍କରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ଚିଠା ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପସ୍ଥାପନା କରାଯାଇଥିଲା । ମା ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟContinue reading “ମା ସମଲେଶ୍ୱରୀ ମନ୍ଦିର ପାଇଁ ସରକାରଙ୍କ ବଡ ଘୋଷଣା । ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ଖର୍ଚ୍ଚ ହେବ ୨୦୦ କୋଟି”
କେମିତି ଆରମ୍ଭ ହୋଇଥିଲା ୱାନ ଡେ କ୍ରିକେଟ୍? ଜାଣନ୍ତୁ, ୫୦ ବର୍ଷ ତଳର କାହାଣୀ ।
କନକ ବ୍ୟୁରୋ: ଆଜିର ଦିନରେ କ୍ରିକେଟକୁ ନେଇ ସମସ୍ତେ ଉତ୍ସାହିତ । ବିଶେଷକରି ଫଟାଫଟ କ୍ରିକେଟର ମଜା ଲୁଟିବାକୁ ଯୁବପୀଢୀମାନେ ବେଶ ପସନ୍ଦ କରୁଛନ୍ତିି । ହେଲେ ଦିନ ଥିଲା କ୍ରିକେଟ ମାନେ କେବଳ ଟେଷ୍ଟ କ୍ରିକେଟକୁ ବୁଝୋଉଥିଲା । କ୍ରିକେଟ ଜନ୍ମ ନେବା ପରଠାରୁ ଦୀର୍ଘ ବର୍ଷ ଧରି ଖେଳାଳିମାନେ ଟେଷ୍ଟ ଫର୍ମାଟରେ କ୍ରିକେଟ୍ ଖେଳିଆସୁଥିଲେ । ହେଲେ ଏବେ କ୍ରିକେଟରୁ ଅନେକ ରୂପ । ଦିନିକିଆ, ଟି-୨୦ ପରେ ଏବେ ବିଶ୍ୱର କିଛି ଯାଗାରେContinue reading “କେମିତି ଆରମ୍ଭ ହୋଇଥିଲା ୱାନ ଡେ କ୍ରିକେଟ୍? ଜାଣନ୍ତୁ, ୫୦ ବର୍ଷ ତଳର କାହାଣୀ ।”
ଗଞ୍ଜାମ ଜିଲ୍ଲାର ଐତିହ୍ୟସ୍ଥଳୀ ମହୁରୀଗଡ । ଦୀର୍ଘ ଦିନ ହେଲା ପଡିରହିଛି ଜରାଜୀର୍ଣ୍ଣ ଅବସ୍ଥାରେ । ପୁନଃରୁଦ୍ଧାର କରିବାକୁ ଦାବି ।
କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ରହିଛି ରାଜରାଜୁଡା ଅମଳର ଅନେକ ଐତିହ୍ୟ ସମ୍ପର୍ଣ୍ଣ ସ୍ଥଳୀ । ଯାହାକି ବିକାଶ ଠାରୁ ଦୂରରେ ଥିବାରୁ ଲୋକଲୋଚନକୁ ଆସିପାରୁନାହିଁ । କିନ୍ତୁ ଶହଶହ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ସେହି କଳାକୃତିର ଭଗ୍ନାବଶେଷ ଓ କିମ୍ବଦନ୍ତୀ ଆଜି ବି ଉଜ୍ଜୀବିତ ହୋଇ ରହିଛି । ରାଜାରାଜୁଡା ଓ ବ୍ରିଟିଶ ଅମଳର କିଛି ଭଗ୍ନାବିଶେଷ ଓ କିମ୍ବଦନ୍ତୀ ଏମିତି ପଡିରହିଛି । ବ୍ରହ୍ମପୁର ସହର ଠାରୁ ପୁରୁଣା ବ୍ରହ୍ମପୁର ପରେ ଲାଠିContinue reading “ଗଞ୍ଜାମ ଜିଲ୍ଲାର ଐତିହ୍ୟସ୍ଥଳୀ ମହୁରୀଗଡ । ଦୀର୍ଘ ଦିନ ହେଲା ପଡିରହିଛି ଜରାଜୀର୍ଣ୍ଣ ଅବସ୍ଥାରେ । ପୁନଃରୁଦ୍ଧାର କରିବାକୁ ଦାବି ।”
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍.କେ ଆକବରଙ୍କୁ କୋର୍ଟର ଝଟକା । ପ୍ରିୟା ରମାନୀଙ୍କ ବିରୋଧରେ କରିଥିବା ମାନହାନି ମକଦ୍ଦମା ଖାରଜ ।
କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ.ଜେ ଆକବର ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଦାୟର କରିଥିବା ଅପରାଧିକ ମାନହାନି ମକଦ୍ଦମାକୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି। ଅଦାଲତ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଦଶନ୍ଧି ପରେ ମଧ୍ୟ ମହିଳାଙ୍କୁ ତାଙ୍କ ଅଭିଯୋଗ ଦାଖଲ କରିବାର ଅଧିକାର ରହିଛି। ଏହା ସହିତ ରାଉଜ ଆଭେନ୍ୟୁ କୋର୍ଟ ମାନହାନି ମାମଲାରେ ପ୍ରିୟା ରମାନୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଦାଲତ କହିଛନ୍ତି, ‘ଯୌନ ଶୋଷଣ ଆତ୍ମସମ୍ମାନ ଏବଂContinue reading “ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍.କେ ଆକବରଙ୍କୁ କୋର୍ଟର ଝଟକା । ପ୍ରିୟା ରମାନୀଙ୍କ ବିରୋଧରେ କରିଥିବା ମାନହାନି ମକଦ୍ଦମା ଖାରଜ ।”
ଓଡିଶାର ସବୁଠୁ ବଡ଼ ସାଇବର ଠକେଇ । ଡାକ୍ତରଙ୍କ ଆକାଉଂଟରୁ ୭୭ ଲକ୍ଷ ଲୁଟିନେଲେ ସାଇବର ଠକ । କଟକରୁ ଆସିଲା ଚାଂଚଲ୍ୟକର ଖବର ।
କନକ ବ୍ୟୁରୋ: ଡାକ୍ତରଙ୍କ ଆକାଉଂଟରେ କଳାକନା ବୁଲାଇଲେ ସାଇବର ଠକ ଆଉ ଲୁଟିନେଲେ ୭୭ ଲକ୍ଷ ଟଙ୍କା । କଟକରୁ ଆସିଛି ଏଭଳି ଏକ ଚାଂଚଲ୍ୟକର ଖବର ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଆଉ ଏହାର ଶିକାର ହୋଇଛନ୍ତି ଡାକ୍ତର ସନାତନ ମହାନ୍ତି । ଡାକ୍ତରଙ୍କ ଫୋନକୁ ଏକ ଆଠ ଡିଜିଟ ନମ୍ବରରୁ କଲ ଆସିଥିଲା, ଆଉ ଏଟିଏମ କାର୍ଡ ଜରିଆରେ ନମ୍ବରରେ ରିଚାର୍ଜ ନକଲେ ନମ୍ବର ବ୍ଲକ ହୋଇଯିବ ବୋଲି କହିଥିଲେ ସାଇବର ଠକContinue reading “ଓଡିଶାର ସବୁଠୁ ବଡ଼ ସାଇବର ଠକେଇ । ଡାକ୍ତରଙ୍କ ଆକାଉଂଟରୁ ୭୭ ଲକ୍ଷ ଲୁଟିନେଲେ ସାଇବର ଠକ । କଟକରୁ ଆସିଲା ଚାଂଚଲ୍ୟକର ଖବର ।”
ପଞ୍ଜାବ ମ୍ୟୁନିସପାଲଟି ନିର୍ବାଚନରେ ଚାଷୀ ଆନ୍ଦୋଳନର ପ୍ରଭାବ । କଂଗ୍ରେସକୁ ବହୁମତ, ଦ୍ୱିତୀୟରେ ଅକାଳୀ ଦଳ , ସର୍ତ୍ତା ଖୋଜୁଛି ବିଜେପି
କନକ ବ୍ୟୁରୋ : ପଞ୍ଜାବ ମ୍ୟୁନିସପାଲଟି ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ହୋଇଛି । ବୁଧବାର ପ୍ରକାଶ ପାଇଥିବା ଫଳା ଫଳ ମୁତାବକ ନଗର ନିଗମ ଓ ନଗର ପଞ୍ଜାୟତରେ କଂଗ୍ରେସ ଦଳକୁ ଅଶାତୀତ ସଫଳତା ମିଳିଛି । ଖବର ଲେଖାହେବା ଯାଏ ୮ଟି ନଗର ନିଗମରୁ କଂଗ୍ରେସ ୭ ଟିରେ ବିଜୟ ଲାଭ କରିଛି । ଏହାସହ ୯୮ ଟି ମ୍ୟୁନିସପାଲଟି କାଉଁସିଲରେ ବି କଂଗ୍ରେସ ବିଜୟ ଲାଭ କରିସାରିଛି । ଏହି ନିର୍ବାଚନର ଫଳାContinue reading “ପଞ୍ଜାବ ମ୍ୟୁନିସପାଲଟି ନିର୍ବାଚନରେ ଚାଷୀ ଆନ୍ଦୋଳନର ପ୍ରଭାବ । କଂଗ୍ରେସକୁ ବହୁମତ, ଦ୍ୱିତୀୟରେ ଅକାଳୀ ଦଳ , ସର୍ତ୍ତା ଖୋଜୁଛି ବିଜେପି”
ମୋହନାରେ କେବେ ନିର୍ମାଣ ହେବ ବସଷ୍ଟାଣ୍ଡ । ଦୁଇ ଦୁଇ ଥର ଭିତ୍ତିପ୍ରସ୍ତର ସ୍ଥାପନ କରି ବସିପଡିଛି ପ୍ରଶାସନ ।
କନକ ବ୍ୟୁରୋ: ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ ସବୁଠି ବିକାଶ ଲାଗି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଖର୍ଚ୍ଚ କରିଆସୁଛନ୍ତି କୋଟିକୋଟି ଟଙ୍କା । ଏଥିପାଇଁ ବିକାଶ ନାଁରେ ଡିଣ୍ଡିମ ପିଟି ବାଃ ବାଃ ନେଉଛନ୍ତି ନେତା ଓ ମନ୍ତ୍ରୀ। ହେଲେ ମୋହନା ସହରରେ ଦୀର୍ଘ ବର୍ଷ ବର୍ଷ ଧରି ବସଷ୍ଟାଣ୍ଡର ଆବଶ୍ୟକତା ନେଇ ଅଞ୍ଚଳବାସୀ ଦାବୀ କରିଆସୁଥିବା ବେଳେ ବାରମ୍ବାର ଭିତିପ୍ରସ୍ତର ସ୍ଥାପନ କରି ଜନସାଧାରଣଙ୍କୁ କେବଳ ସ୍ୱପ୍ନ ଦେଖାଇContinue reading “ମୋହନାରେ କେବେ ନିର୍ମାଣ ହେବ ବସଷ୍ଟାଣ୍ଡ । ଦୁଇ ଦୁଇ ଥର ଭିତ୍ତିପ୍ରସ୍ତର ସ୍ଥାପନ କରି ବସିପଡିଛି ପ୍ରଶାସନ ।”