ବଜେଟ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ଏଥର ରହିବ ପ୍ରଶ୍ନକାଳ, ଆସନ୍ତା ୨୨ରେ ଆଗତ ହେବ ବଜେଟ୍

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ଏହା ପୂର୍ବରୁ ବାଚସ୍ପତି ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ତାକୁ ନେଇ ଆଲୋଚନା କରାଯାଉଛି । ବିଧାନସଭା କନ୍ଫରେନ୍ସ ହଲରେ ଚାଲିଥିବା ଆଲୋଚନାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକContinue reading “ବଜେଟ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ଏଥର ରହିବ ପ୍ରଶ୍ନକାଳ, ଆସନ୍ତା ୨୨ରେ ଆଗତ ହେବ ବଜେଟ୍”

ଗୋପାଳପୁରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ ଯୋଜନା । ହେଲେ ବ୍ଲୁ-ଫ୍ଲାଗ୍ କୁ ମତ୍ସଜୀବୀଙ୍କ ବିରୋଧ

କନକ ବ୍ୟୁରୋ : ପୁରୀ ପରେ ଗୋପାଳପୁର ବିଚ୍ ର ବିକାଶ ପାଇଁ ରାଜ୍ୟ ସରକାର ବଡ ଯୋଜନା ପ୍ରସ୍ତୁତ କରିଛନ୍ତି । ପୁରୀ ଭଳି ଗୋପାଳପୁର ସି ବିଚ୍ କୁ ବ୍ଲୁ-ଫ୍ଲାଗ୍ ବିଚ୍ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ବିରୋଧୀ କରିଛନ୍ତି ସ୍ଥାନୀୟ ମତ୍ସଜୀବୀ । ବ୍ଲୁ-ଫ୍ଲାଗ ବିଚ୍ କାମ ଆରମ୍ଭ ହେବା ପୂର୍ବରୁ ସମୁଦ୍ର କୂଳରୁ ଡଙ୍ଗା ଗୁଡିକୁ ହଟାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋପାଳପୁର ମତ୍ସଜୀବୀContinue reading “ଗୋପାଳପୁରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ ଯୋଜନା । ହେଲେ ବ୍ଲୁ-ଫ୍ଲାଗ୍ କୁ ମତ୍ସଜୀବୀଙ୍କ ବିରୋଧ”

କଳାହାଣ୍ଡି ତେନ୍ତୁଳି ଖୁଂଟି ଗାଁରୁ ଆସିଲା ଅଭାବନୀୟ କାହାଣୀ : ବିବାହ ପୂର୍ବରୁ ଫେରାର ହୋଇଗଲା ବଡ ଭଉଣୀ; ସାନ ଭଉଣୀ ସହ ବିବାହ କରାଇଲେ ପରିବାର ଲୋକ

କନକ ବ୍ୟୁରୋ : କଳାହାଣ୍ଡି ତେନ୍ତୁଳିଖୁଂଟି ଗାଁରୁ ଆସିଛି ଏହି ଅଭାବନୀୟ ଖବର । ବିବାହ ପୂର୍ବରୁ ଫେରାର ହୋଇଗଲା ବଡ଼ ଭଉଣୀ । ବର ଶିଶୁପାଳ ହୋଇ ଫେରିବା ଆଶଙ୍କାରେ ସାନ ଭଉଣୀ ସହ ବିବାହ କରାଇଦେଲେ ପରିବାର ଲୋକ । ସମାଜରେ ଉଭୟ ପକ୍ଷର ଇଜ୍ଜତ ରହିଗଲା । ହେଲେ ବିବାହ କରିଥିବା ସାନ ଭଉଣୀକୁ ପୁରି ନଥିଲା ୧୮ ବର୍ଷ । ନାବାଳିକା ବିବାହ ହୋଇଥିବାରୁ ବିଶେଷ ସୂତ୍ରରୁ ଖବର ପାଇ ପହଚିଂଥିଲାContinue reading “କଳାହାଣ୍ଡି ତେନ୍ତୁଳି ଖୁଂଟି ଗାଁରୁ ଆସିଲା ଅଭାବନୀୟ କାହାଣୀ : ବିବାହ ପୂର୍ବରୁ ଫେରାର ହୋଇଗଲା ବଡ ଭଉଣୀ; ସାନ ଭଉଣୀ ସହ ବିବାହ କରାଇଲେ ପରିବାର ଲୋକ”

ଜମ୍ମୁ-କାଶ୍ମୀରର ସ୍ଥିତି ଅନୁଧ୍ୟାନ କରିବାକୁ ପହଂଚିଲେ ୨୪ ଦେଶର ପ୍ରତିନିଧି । ଧାରା ୩୭୦ ଉଚ୍ଛେଦ ପରେ ଚତୁର୍ଥ ଥର ଜମ୍ମୁ-କାଶ୍ମୀର ଗସ୍ତରେ ବିଦେଶୀ ପ୍ରତିନିଧି

କନକ ବ୍ୟୁରୋ : ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଚତୁର୍ଥ ଥର ପାଇଁ ବିଦେଶୀ ପ୍ରତିନିଧି ଦଳ ଏଠାରେ ପହଂଚିଛନ୍ତି । ଏଥର ଏହି ଦଳରେ ୨୪ ଟି ଦେଶର ରାଜନୈତିକ ପ୍ରତିନିଧି ରହିଛନ୍ତି । ମଧ୍ୟ-ପୂର୍ବ ଆଫ୍ରିକା ଓ ୟୁରୋପୀୟ ଦେଶରେ ପତିନିଧିଙ୍କୁ ଏହି ଦଳରେ ସାମିଲ କରାଯାଇଛି । କୁହାଯାଉଛି କି ୟୁରୋପୀୟ ସଂଘର ଏହି ପ୍ରତିିନିଧି ଦଳ ତଳ ସ୍ତରରୁ ଲୋକତନ୍ତ୍ରର ସ୍ଥିତି ପରଖିବାକୁContinue reading “ଜମ୍ମୁ-କାଶ୍ମୀରର ସ୍ଥିତି ଅନୁଧ୍ୟାନ କରିବାକୁ ପହଂଚିଲେ ୨୪ ଦେଶର ପ୍ରତିନିଧି । ଧାରା ୩୭୦ ଉଚ୍ଛେଦ ପରେ ଚତୁର୍ଥ ଥର ଜମ୍ମୁ-କାଶ୍ମୀର ଗସ୍ତରେ ବିଦେଶୀ ପ୍ରତିନିଧି”

ଓଡ଼ିଶାର ଅପହଂଚ ଅଂଚଳରେ ଆନ୍ଧ୍ରର ଆଖି : ମାଲକାନଗିରି ଜୁମଡାଙ୍ଗରେ ଆନ୍ଧ୍ରର ସରପଂଚ ପ୍ରାର୍ଥୀ ନିନ୍ଦ୍ୱନ୍ଦରେ ନିର୍ବାଚିତ

କନକ ବ୍ୟୁରୋ : ଓଡିଶାର ବିରୋଧ ସତ୍ୱେ କୋରାପୁଟ ଜିଲ୍ଲୀର କୋଟିଆରେ ପଂଚାତୟ ନିର୍ବାଚନ କରିସାରିଛି ଆନ୍ଧ୍ର । ଓଡିଶାର ଆପତି ନେଇ ଆଗାମୀ ୧୯ରେ ଶୁଣାଣୀ ଅଛି । ଆଉ ଏହାରି ଭିତରେ ମାଲକାନଗିରି ସୀମାନ୍ତବର୍ତୀ ଅଂଚଳରେ ଆଜି ଆନ୍ଧ୍ରର ପଂଚାୟତ ନିର୍ବାଚନ ଚାଲିଛି । ବିଶାଖପାଟଣା ଜିଲ୍ଲା ଇଂଜାରି ପଂଚାୟତରେ ମାଲକାନଗିରିର ଜୁମଡାଙ୍ଗ ଗାଁକୁ ଦର୍ଶାଇଛି ଆନ୍ଧ୍ର । ଯଦି ଓ ଏଠାରେ ସରପଂଚ ପ୍ରାର୍ଥୀ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି, ଏହି ଗାଁର ୧୮Continue reading “ଓଡ଼ିଶାର ଅପହଂଚ ଅଂଚଳରେ ଆନ୍ଧ୍ରର ଆଖି : ମାଲକାନଗିରି ଜୁମଡାଙ୍ଗରେ ଆନ୍ଧ୍ରର ସରପଂଚ ପ୍ରାର୍ଥୀ ନିନ୍ଦ୍ୱନ୍ଦରେ ନିର୍ବାଚିତ”

ଆଦର୍ଶ ନା ସାବତ ପଞ୍ଚାୟତ ? ୨ଥର ପୁରସ୍କୃତ, ଅଥଚ ପିଇବା ପାଣି, ସ୍ୱାସ୍ଥ୍ୟସେବା ଅପହଞ୍ଚ..

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲାରେ ଦୁଇଦୁଇଥର ଆଦର୍ଶ ପଞ୍ଚାୟତ ଭାବେ ପୁରସ୍କୃତ ଏରସମା ବ୍ଲକ୍‌ର ପଦ୍ମପୁର ପଞ୍ଚାୟତରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳଯୋଗାଣ ଓ ସ୍ୱାସ୍ଥ୍ୟସେବା ଭଳି ସର୍ବନିମ୍ନ ସୁବିଧା ନାହିଁ । ସ୍ୱାଧୀନତାର ୬୦ବର୍ଷ ପରେ ମଧ୍ୟ ଏହି ପଞ୍ଚାୟତ ସର୍ବନିମ୍ନ ସ୍ୱାସ୍ଥ୍ୟସେବା ଓ ପାନୀୟଜଳ ସୁବିଧାରୁ ବଞ୍ଚିତ ହୋଇ ଅବହେଳିତ ଜୀବନ ବିତାଉଛନ୍ତି । ଏହି ପଞ୍ଚାୟତ ୨୦୧୨-୧୩ରେ ସରପଞ୍ଚ ସୁନିତା ସାହୁ ଓ ୨୦୧୫/୧୬ରେ କେଶବ ଚନ୍ଦ୍ର ପାତ୍ର ସରପଞ୍ଚ ଥିବା ବେଳେContinue reading “ଆଦର୍ଶ ନା ସାବତ ପଞ୍ଚାୟତ ? ୨ଥର ପୁରସ୍କୃତ, ଅଥଚ ପିଇବା ପାଣି, ସ୍ୱାସ୍ଥ୍ୟସେବା ଅପହଞ୍ଚ..”

ମୋବାଇଲ ବ୍ୟବହାରକାରୀଙ୍କ ଉପରେ ପଡିପାରେ ମହଙ୍ଗା ମାଡ । ଟାରିଫ୍ ପ୍ଲାନର ଦର ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି ଟେଲିକମ୍ କମ୍ପାନୀ । ଏପ୍ରିଲ ପହିଲାରୁ ହୋଇପାରେ ଲାଗୁ ।

କନକ ବ୍ୟୁରୋ : ଦେଶରେ କେବଳ କରୋନାର ପ୍ରାର୍ଦୁଭାବ କମିଛି । ହେଲେ ସମସ୍ତ ନିତ୍ୟାବଶକୀୟ ସାମଗ୍ରୀର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ବିଶେଷ ଭାବେ ରୋଷେଇ ଗ୍ୟାସ ଓ ପେଟ୍ରୋଲ ଡିଜେଲର ଦର ଏବେ ଆକାଶଛୁଆଁ ହୋଇଛି । ଏନେଇ ଗ୍ରାହକ ମାନଙ୍କ ପକେଟ୍ ଉପରେ ସିଧା ମାଡ ହେଉଥିବା ବେଳେ କିଛିବର୍ଷ ହେବ ଅତ୍ୟାବଶକୀୟ ସାମଗ୍ରୀ ସହିତ ଯୋଡି ହୋଇଥିବା ମୋବାଇଲ ସେବାର ଦର ପୁଣି ଟେଲିକମ୍ କମ୍ପାନୀ ମାନେContinue reading “ମୋବାଇଲ ବ୍ୟବହାରକାରୀଙ୍କ ଉପରେ ପଡିପାରେ ମହଙ୍ଗା ମାଡ । ଟାରିଫ୍ ପ୍ଲାନର ଦର ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି ଟେଲିକମ୍ କମ୍ପାନୀ । ଏପ୍ରିଲ ପହିଲାରୁ ହୋଇପାରେ ଲାଗୁ ।”

ବଜେଟ ଅଧିବେଶନ ବସିଲା ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅଧିବେଶନ ପରିଚାଳନା ନେଇ ବିସ୍ତୃତ ଆଲୋଚନା ।

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ଏହା ପୂର୍ବରୁ ବାଚସ୍ପତି ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ତାକୁ ନେଇ ଆଲୋଚନା କରାଯାଉଛି । ବିଧାନସଭା କନ୍ଫରେନ୍ସ ହଲରେ ଚାଲିଥିବା ଆଲୋଚନାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖContinue reading “ବଜେଟ ଅଧିବେଶନ ବସିଲା ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅଧିବେଶନ ପରିଚାଳନା ନେଇ ବିସ୍ତୃତ ଆଲୋଚନା ।”

ରାଜନୀତିରେ ରନ୍ଧା ଖାଦ୍ୟ : ଗରିବଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ପ୍ରତିଯୋଗିତାରେ ସାମିଲ ହେଲା ପଶ୍ଚିମବଙ୍ଗ

କନକ ବ୍ୟୁରୋ : ସବସିଡି ଦରରେ ରାସନ ସାମଗ୍ରୀ ଯୋଗାଣ କିମ୍ବା ଗରିବଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ରାଜନୀତିରେ ପ୍ରୟୋଗ ଦୀର୍ଘ ଦିନରୁ ରହିଆସିଛି । ଏହି ପ୍ରତିଯୋଗିତାରେ ଏବେ ସାମିଲ ହୋଇଛି ପଶ୍ଚିମବଙ୍ଗ । ପୂର୍ବାଂଚଳର ଏହି ରାଜ୍ୟରେ ପଦ୍ମ ଫୁଟାଇବାକୁ ସବୁ ବଳ ଲଗାଇ ଦେଇଛି ବିଜେପି । ହେଲେ ବିଜେପିର ରଣନୀତିକୁ ଭଣ୍ଡୁର କରିବା ପାଇଁ ଏକ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟର ଗରିବ ଜନତାଙ୍କୁContinue reading “ରାଜନୀତିରେ ରନ୍ଧା ଖାଦ୍ୟ : ଗରିବଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ପ୍ରତିଯୋଗିତାରେ ସାମିଲ ହେଲା ପଶ୍ଚିମବଙ୍ଗ”

କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି । ଭୁବନେଶ୍ୱର ଆଇଏଲଏସ ଠାରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋ ଟେକ୍ନୋଲୋଜୀ ପ୍ରତିଷ୍ଠା କରିବାକୁ ଅନୁରୋଧ

କନକ ବ୍ୟୁରୋ : ଭୁବନେଶ୍ୱର ସ୍ଥିତ ଲାଇଫ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ (ଆଇଏଲଏସ) ଠାରେ ସେଂଟର ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା କରିବା ଦିଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ସୁଦୀର୍ଘ ସୁନ୍ଦର ବେଳାଭୂମି ଶତାବ୍ଦୀ ଶତାବ୍ଦୀ ଧରି ରାଜ୍ୟର ଏକ ହଲମାର୍କ ଭାବରେContinue reading “କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି । ଭୁବନେଶ୍ୱର ଆଇଏଲଏସ ଠାରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋ ଟେକ୍ନୋଲୋଜୀ ପ୍ରତିଷ୍ଠା କରିବାକୁ ଅନୁରୋଧ”

Design a site like this with WordPress.com
Get started