କନକ ବ୍ୟୁରୋ : ମାଲକାନଗିରି ଚିତ୍ରକୋଣ୍ଡା ଥାନା ଭିତରେ ଥାର୍ଡ ଡିଗ୍ରୀ ଘଟଣା ବେଳକୁ ବେଳ ବିବାଦୀୟ ହେଉଛି । ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ମୁହଁ ଖୋଲିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ । ସେ କହିଛନ୍ତି ଥାନାରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟକୁ ସଂପୂର୍ଣ୍ଣ ସମ୍ମାନ ଦିଆଯାଇଛି । ଆଇନ୍ ଉଲ୍ଲଂଘନ କରାଯାଇନାହିଁ । ଥାନା ଭିତରେ ନାବାଳକ ଅଭିଯୁକ୍ତଙ୍କ ଉରରେ ଥାର୍ଡ ଡିଗ୍ରୀ ହୋଇନାହିଁ । ସେପଟେ ଅପରContinue reading “ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା : ମୁହଁ ଖୋଲିଲେ ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ୍; କହିଲେ, ହୋଇନି ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଉଲ୍ଲଂଘନ”
Author Archives: Raghaba
ଲିଙ୍ଗରାଜ ମନ୍ଦିର ମରାମତିରେ ଏଏସଆଇର ଅବହେଳା । ଗର୍ଭଗୃହ ଦ୍ୱାରବନ୍ଧର ଫାଟ ମେଲି ଆଁ କଲାଣି, ଏଯାଏଁ ଅନୁଧ୍ୟାନ କରୁଛି ଏଏସଆଇ ।
କନକ ବ୍ୟୁରୋ : ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ଏଏସଆଇର ଅବହେଳାକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ମନ୍ଦିର ମରାମତି କ୍ଷେତ୍ରରେ ଏଏସଆଇ କରି ଆସୁଥିବା ଅବ ହେଳାର ଚିତ୍ର ମଧ୍ୟ ବଢ଼ିବାରେ ଲାଗିଛି। ମୁଖ୍ୟ ମନ୍ଦିରରୁ ପାଣି ଗଳିବା, ସିଂହଦ୍ୱାର କବାଟରେ ଫାଟ ଓ ଆର୍ଥିଂ ନ ଥିବା ସମସ୍ୟା ପରେ ଏବେ ଆଉ ଏକ ସମସ୍ୟା ପଦାକୁ ଆସିଛି। ମନ୍ଦିର ଗର୍ଭଗୃହ ଦ୍ବାରବନ୍ଧରେ ସୃଷ୍ଟି ହୋଇଥିବା ଫାଟ ବଢ଼ିବାରେ ଲାଗିଛି। ପୂର୍ବରୁ ସରୁContinue reading “ଲିଙ୍ଗରାଜ ମନ୍ଦିର ମରାମତିରେ ଏଏସଆଇର ଅବହେଳା । ଗର୍ଭଗୃହ ଦ୍ୱାରବନ୍ଧର ଫାଟ ମେଲି ଆଁ କଲାଣି, ଏଯାଏଁ ଅନୁଧ୍ୟାନ କରୁଛି ଏଏସଆଇ ।”
ଦିଅଁ ନାହାନ୍ତି, ଦେଉଳ ଅଛି : ପୂଜା ପାଉଛନ୍ତି ମାଆଙ୍କ ଆସ୍ଥାନ; କେନ୍ଦ୍ରାପଡା ସାତଭାୟାର ସାତବରାହୀ ମନ୍ଦିରରେ ଦେବୀଙ୍କ ଆସ୍ଥାନ ପୂଜା କରୁଛନ୍ତି ଶ୍ରଦ୍ଧାଳୁ
କନକ ବ୍ୟୁରୋ : କେନ୍ଦ୍ରାପଡା ରାଜନଗର ବ୍ଲକ ସାତଭାୟାରେ ଶହଶହ ବର୍ଷ ତଳୁ ପୂଜା ପାଉଥିଲେ ମାଆ ପଂଚୁବରାହୀ । ବଂଗୋପସାଗର ଉପକୂଳରେ ପୂର୍ବ ମୁଖା ହୋଇ ଏକ ଛାତ ଘରର ମନ୍ଦିରରେ କଳା ମୁଗୁନି ପଥରରେ ସ୍ଥାପିତ ୫ଗୋଟି ନାରୀ ମୂର୍ତି ହିଁ ପଂଚୁବରାହୀ ଭାବେ ପ୍ରଖ୍ୟାତ । ଗଠନ ଶୈଳୀ ଦୃଷ୍ଠିରୁ ପାରମ୍ପାରିକ ଦେବୀ ମୂର୍ତିମାନଙ୍କ ଠାରୁ ପଂଚୁବରାହିଙ୍କ ମୂର୍ତି ଭିନ୍ନ ବୋଲି କୁହାଯାଏ । ବଂଗୋପସାଗର ଉପକୂଳରେ ଶହଶହ ବର୍ଷ ତଳୁ ସାତଭୟାରେContinue reading “ଦିଅଁ ନାହାନ୍ତି, ଦେଉଳ ଅଛି : ପୂଜା ପାଉଛନ୍ତି ମାଆଙ୍କ ଆସ୍ଥାନ; କେନ୍ଦ୍ରାପଡା ସାତଭାୟାର ସାତବରାହୀ ମନ୍ଦିରରେ ଦେବୀଙ୍କ ଆସ୍ଥାନ ପୂଜା କରୁଛନ୍ତି ଶ୍ରଦ୍ଧାଳୁ”
କନ୍ଧମାଳରେ ଲାଗିଲା ମାଓ ପୋଷ୍ଟର : ପୋଲିସ ଇନଫର୍ମରମାନଙ୍କୁ ଦିଆଗଲା ଚେତାବନୀ
କନକ ବ୍ୟୁରୋ : କନ୍ଧମାଳରେ ମାଓ ପୋଷ୍ଟର । ବେଲଘର ଥାନା ଝିରିପାଣି ଗାଁରେ ବିଜିଏନ ମାଓ ଡିଭିଜନ ପକ୍ଷରୁ ହାତଲେଖା ପୋଷ୍ଟର ମରାଯାଇଛି । ଏହି ପୋଷ୍ଟରରେ ପୋଲିସ ଇନଫର୍ମରମାନଙ୍କୁ ଚେତାବନୀ ଦିଆଯାଇଛି । ଖୁବଶୀଘ୍ର ସେମାନେ ଜନ ଅଦାଲତରେ ଆତ୍ମସମର୍ପଣ କରନ୍ତୁ ନ ହେଲେ ଗତ ୨୯ ତାରିଖରେ ଦିନଶଙ୍କର ଓ ହେମନ୍ତ, ଦୁଇ ଯୁବକଙ୍କୁ ଯେଭଳି ମୃତ୍ୟୁଦଣ୍ଡ ଦିଆଗଲା ସେହିଭଳି ଦଣ୍ଡ ସେମାନଙ୍କୁ ମଧ୍ୟ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।Continue reading “କନ୍ଧମାଳରେ ଲାଗିଲା ମାଓ ପୋଷ୍ଟର : ପୋଲିସ ଇନଫର୍ମରମାନଙ୍କୁ ଦିଆଗଲା ଚେତାବନୀ”
ଆସନ୍ତା କାଲି ଠାରୁ ବିଧାନସଭାର ବଜେଟ ଅଧିବେଶନ । ଗୃହରେ କଣ ରହିବ ଆଭିମୁଖ୍ୟ, ଆଜି ରଣନୀତି ପ୍ରସ୍ତୁତ କରିବେ ସବୁ ଦଳ ।
କନକ ବ୍ୟୁରୋ : ୧୮ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ୍ ୯ ତାରିଖ ଯାଏଁ ଚାଲିବ। ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବୁଧବାର ଦିନ ତିନି ପ୍ରମୁଖ ରାଜନୈତିକ ଦଳର ବିଧାୟକ ଦଳ ବୈଠକ ବସିବ। ବିଜେଡି ବିଧାୟକ ଦଳ ବୈଠକ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ। ବିଜେପି ବିଧାୟକ ଦଳ ବୈଠକ ଆସନ୍ତାକାଲିContinue reading “ଆସନ୍ତା କାଲି ଠାରୁ ବିଧାନସଭାର ବଜେଟ ଅଧିବେଶନ । ଗୃହରେ କଣ ରହିବ ଆଭିମୁଖ୍ୟ, ଆଜି ରଣନୀତି ପ୍ରସ୍ତୁତ କରିବେ ସବୁ ଦଳ । “
ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ : ପୂର୍ବତନ ଆପିଏସଙ୍କୁ ହଟାଇବା ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ବି. ନାରାୟଣସ୍ୱାମୀ
କନକ ବ୍ୟୁରୋ : ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଛି । ତାଙ୍କ ସ୍ଥାନରେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟରାଜନଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ଆଇପିଏସ ଅଫିସର କିରଣ ବେଦୀଙ୍କୁ ୨୦୧୬ ମେ’ ୨୯ ତାରିଖରେ ପୁଡୁଚେରୀ ଉପରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଥିଲା । ହେଲେ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀରେ କଂଗ୍ରେସ ସରକାର ଓ କିରଣ ବେଦୀଙ୍କ ଭିତରେContinue reading “ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ : ପୂର୍ବତନ ଆପିଏସଙ୍କୁ ହଟାଇବା ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ବି. ନାରାୟଣସ୍ୱାମୀ”
ଭାରତରେ କରୋନା ଭୂତାଣୁର ନୂଆ ରୂପ : ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଲା ନୂଆ ଷ୍ଟ୍ରେନ; ଆଇସୋଲେସନରେ ଅଛନ୍ତି ଆକ୍ରାନ୍ତ
କନକ ବ୍ୟୁରୋ : ଭାରତରେ କରୋନା ଭୂତାଣୁର ନୂଆ ରୂପ । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଛି ଏହି ନୂଆ ଷ୍ଟ୍ରେନ । ଏନେଇ ସୂଚନା ଦେଇଛନ୍ତି ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ । ସମସ୍ତ ଆକ୍ରାନ୍ତ ଆଇସୋଲେସନରେ ଥିବା କୁହାଯାଇଛି । ଏଙ୍ଗୋଲାରୁ ଜଣେ, ତାଂଜାନିଆରୁ ଜଣେ ଓ ଦକ୍ଷିଣ ଆଫ୍ରିକାରୁ ଦୁଇ ଜଣ ଆସିଥିବା ସୂଚନା ରହିଛି । ଏହି ନୂଆ ଷ୍ଟ୍ରେନ ବ୍ରିଟେନରେ ଦେଖାଦେଇଥିବା ନୂଆ ଷ୍ଟ୍ରେନଠାରୁ ଅଧିକ କ୍ଷୀପ୍ରContinue reading “ଭାରତରେ କରୋନା ଭୂତାଣୁର ନୂଆ ରୂପ : ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଲା ନୂଆ ଷ୍ଟ୍ରେନ; ଆଇସୋଲେସନରେ ଅଛନ୍ତି ଆକ୍ରାନ୍ତ “
ସୁଡଙ୍ଗ ଭିତରେ ମାଲିକ ବାହାରେ ଜଗିଛି କୁକୁର । ଉତ୍ତରାଖଣ୍ଡ ପ୍ରଳୟକୁ ୧୦ଦିନ ବିତିଥିଲେ ବି ସୁଡଙ୍ଗ ବାହାରେ ଜଗି ରହିଛି କୁକୁର ବ୍ଲାକି
କନକ ବ୍ୟୁରୋ: ଉତରାଖଣ୍ଡ ପ୍ରଳୟକୁ ୧୦ଦିନ ବିତିଛି । ଏବେବି ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ସୁଡଙ୍ଗ ବାହାରେ ନିଜ ମାଲିକଙ୍କୁ ଅପେକ୍ଷା କରି ରହିଛି ଏକ କୁକୁର । ଗଲା ୧୦ଦିନ ହେଲା ଉଦ୍ଧାର କାମ ଚାଲିଥିବା ଅଂଚଳରୁ ଯେତିକି ତଡିଲେ ମଧ୍ୟ ଏହି କୁକୁର ପୁଣି ଏହି ଅଂଚଳକୁ ଫେରିଆସୁଛି । ହିମସ୍ଖଳନରେ ଏହି କୁକୁରର ଯତ୍ନ ନେଉଥିବା ଲୋକେ ମଧ୍ୟ ଫସିଯାଇଥିବା କହିଛନ୍ତି ଉଦ୍ଧାରକାରୀ ଦଳ । ଯେଉଁଥିପାଇଁ ବୋଧହୁଏ ଏହି ଅଂଚଳ ଛାଡିContinue reading “ସୁଡଙ୍ଗ ଭିତରେ ମାଲିକ ବାହାରେ ଜଗିଛି କୁକୁର । ଉତ୍ତରାଖଣ୍ଡ ପ୍ରଳୟକୁ ୧୦ଦିନ ବିତିଥିଲେ ବି ସୁଡଙ୍ଗ ବାହାରେ ଜଗି ରହିଛି କୁକୁର ବ୍ଲାକି “
ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ପଛକୁ ହଟିଲା ଚୀନ୍ ସେନା । ପେଙ୍ଗଙ୍ଗ ହ୍ରଦ ନିକଟବର୍ତୀ ଫିଙ୍ଗର ୮ଅଂଚଳରୁ ପଛକୁ ଫେରିଗଲା ପିଏଲଏ ।
କନକ ବ୍ୟୁରୋ: ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ପଛକୁ ହଟିଲା ଚୀନ୍ ସେନା । ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ପଟରେ ଫିଙ୍ଗର ୮ରୁ ଆଗକୁ ମାଡି ଆସିଥିବା ଚୀନ୍ ପଛକୁ ହଟିଛି । ଏପରିକି ସେଠାରେ କରାଯାଇଥିବା ଅସ୍ଥାୟୀ ନିର୍ମାଣକୁ ମଧ୍ୟ ଭାଙ୍ଗିଦିଆଯାଇଛି । ଏନେଇ ଭାରତୀୟ ସେନା ଏକ ଭିଡିଓ ଜାରି କରିଛି । ଭାରତ ଚୀନ୍ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଫିଟୁଛି ବାଟ । ଉତର ଲଦାଖର ପେଙ୍ଗଙ୍ଗ ହ୍ରଦContinue reading “ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ପଛକୁ ହଟିଲା ଚୀନ୍ ସେନା । ପେଙ୍ଗଙ୍ଗ ହ୍ରଦ ନିକଟବର୍ତୀ ଫିଙ୍ଗର ୮ଅଂଚଳରୁ ପଛକୁ ଫେରିଗଲା ପିଏଲଏ ।”
ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ । ତେଲେଙ୍ଗାନା ରାଜ୍ୟପାଳଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ଭାବେ ମିଳିଲା ଅତିରିକ୍ତ ଦାୟିତ୍ୱ
କନକ ବ୍ୟୁରୋ : ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇଦିଆଯାଇଛି । ତେଲେଙ୍ଗାନାର ରାଜ୍ୟପାଳ ଡ. ତାମିଲସାଇ ସୁନ୍ଦରରାଜନଙ୍କୁ ପୁଡ଼ୁଚେରୀର ଉପ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । କିରଣ ବେଦୀ ୨୦୧୬, ମେ ୨୯ରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ତେବେ ପୁଡୁଚେରୀରେ କଂଗ୍ରେସ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ସହ ତାଙ୍କ ଅନେକ ସମୟରେ ମତଭେଦ ରହୁଥିଲା । ତାଙ୍କୁ ହଟାଇବା ଲାଗିContinue reading “ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ । ତେଲେଙ୍ଗାନା ରାଜ୍ୟପାଳଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ଭାବେ ମିଳିଲା ଅତିରିକ୍ତ ଦାୟିତ୍ୱ “