କନକ ବ୍ୟୁରୋ : ଏକାମ୍ରକ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବିରେ ସେବାୟତଙ୍କ ପ୍ରତିବାଦ । ନିଖିଳ ଓଡ଼ିଶା ସେବାୟତ ସମିତି ପକ୍ଷରୁ ସାରା ରାଜ୍ୟର ମନ୍ଦିର ଗୁଡ଼ିକରେ ଘଂଟମାଡ଼ ପ୍ରତିବାଦ କରାଯାଇଛି । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଏକାଠି ହୋଇଥିଲେ ସେବାୟତ । ଶ୍ରୀକ୍ଷେତ୍ର ଭଳି ଏକାମ୍ରକ୍ଷେତ୍ରରୁ ମଧ୍ୟ ଜାତୀୟ ସ୍ମାରକୀ ପ୍ରାଧିକରଣର ପ୍ରସ୍ତାବିତ ଚିଠା ପ୍ରସ୍ତାବକୁ ପ୍ରତ୍ୟାହାର ଦାବି କରିଆସୁଛନ୍ତି ସେବାୟତ ଓ ସାଧାରଣ ଭକ୍ତ । ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ କରିଡରକୁ ବାଧା ଦେବାକୁ ଆସିଥିବାContinue reading “ଏକାମ୍ରକ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବିରେ ସେବାୟତଙ୍କ ପ୍ରତିବାଦ : ନିଖିଳ ଓଡ଼ିଶା ସେବାୟତ ସମିତି ପକ୍ଷରୁ ସାରା ରାଜ୍ୟର ମନ୍ଦିର ଗୁଡ଼ିକରେ ଘଂଟମାଡ଼ ପ୍ରତିବାଦ”
Author Archives: Raghaba
ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନାଳକୁ ଖସିଲା ବସ୍ । ୩୮ ଶବ ଉଦ୍ଧାର । ମୃତକଙ୍କ ପରିବାରକୁ ୫ ଲକ୍ଷର ସହାୟତା
କନକ ବ୍ୟୁରୋ : ମଙ୍ଗଳବାର ସକାଳୁ ମଧ୍ୟପ୍ରଦେଶର ସିଦ୍ଧିରୁ ସତାନା ଯାଉଥିବା ଏକ ଘରୋଇ ବସ୍ ଦୁର୍ଘଟଣାରେ ଶିକାର ହୋଇଛି । ରାସ୍ତାକଡରେ ଥିବା ନାଳକୁ ବସଟି ଓଲଟି ପଡିବାରୁ ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୮ ଜଣଙ୍କର ଜୀବନ ଯାଇଛି । ସୂଚନା ମୁତାବକ ଦୁର୍ଘଟଣା ବେଳେ ବସରେ ୬୦ ଜଣ ଯାତ୍ରୀ ଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ନାଳ ଭିତରୁ ୩୮ ଜଣଙ୍କ ଶବ ଉଦ୍ଧାର କରାଯାଇଛି ।Continue reading “ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନାଳକୁ ଖସିଲା ବସ୍ । ୩୮ ଶବ ଉଦ୍ଧାର । ମୃତକଙ୍କ ପରିବାରକୁ ୫ ଲକ୍ଷର ସହାୟତା”
ସମ୍ବଲପୁରୀରେ ଭାଷଣ ଆରମ୍ଭ କଲେ, ପୁରୁଷ ବିଶ୍ୱକପ ହକିକୁ ନେଇ ବଡ ବାର୍ତ୍ତା ଦେଲେ ନବୀନ ।
କନକ ବ୍ୟୁରୋ : ରାଉରକେଲା ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ସମ୍ବଲପୁରୀ ଭାଷାରେ ଉଦବୋଧନ ଆରମ୍ଭ କରିବା ସହ ବିର୍ସା ମୁଣ୍ଡାଙ୍କୁ ମନେ ପକାଇଲେ ନବୀନ । ରାଉରକେଲାକୁ ଆଶାର ସହର କହିବା ସହ ସୁନ୍ଦରଗଡ ବିକାଶରେ ରାଉରକେଲାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନବୀନ । ରାଉରକେଲାରେ ଶିଳ୍ପର ମୁଳଦୂଆ ପଡିଥିଲା । ଯାହା ଏବେ ସୁନ୍ଦରଗଡକୁ ବିକାଶ ପଥରେ ଆଗେଇ ନେଇଛି । ୨୦୦୦ ପରଠାରୁ ରାଉରକେଲାର ଦ୍ରୁତ ବିକାଶ ହୋଇଛି ।Continue reading “ସମ୍ବଲପୁରୀରେ ଭାଷଣ ଆରମ୍ଭ କଲେ, ପୁରୁଷ ବିଶ୍ୱକପ ହକିକୁ ନେଇ ବଡ ବାର୍ତ୍ତା ଦେଲେ ନବୀନ ।”
କୋଟିଆ ପ୍ରସଙ୍ଗ: ବିଜେଡି ବିଧାୟକ କହିଲେ ପ୍ରଶାସନିକ ସ୍ତରରେ ହୋଇଛି ଅବହେଳା, ଏପଟେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ସମସ୍ତ କାଗଜ ପତ୍ର ପ୍ରସ୍ତୁତ ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ
କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ରାଜନୀତି ଜୋର ଧରୁଥିବାବେଳେ ମୁହଁ ଖୋଲିଛନ୍ତି ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କୋଟିଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୌମ୍ୟ କହିଛନ୍ତି କି, ପ୍ରଶାସନିକ ସ୍ତରରେ ଅବହେଳାକୁ ସେ ସ୍ୱୀକାର କରୁଛନ୍ତି । କୋଟିଆ ପ୍ରସଙ୍ଗରେ ଆଗରୁ ଚାହିଁଥିଲେ ସମାଧାନ ହୋଇପାରିଥାଆନ୍ତା । କିନ୍ତୁ ବିଳମ୍ବରେ ହେଲେ ମଧ୍ୟ ସରକାର ଲଢ଼େଇ ପାଇଁ ବାହାରିଛନ୍ତି । ତେଣୁ ସଭିଏଁ ମିଳିମିଶି ଏହି ପ୍ରସଙ୍ଗରେ ଛିଡ଼ା ହେବା । ସେପଟେ ଆଇନଗତContinue reading “କୋଟିଆ ପ୍ରସଙ୍ଗ: ବିଜେଡି ବିଧାୟକ କହିଲେ ପ୍ରଶାସନିକ ସ୍ତରରେ ହୋଇଛି ଅବହେଳା, ଏପଟେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ସମସ୍ତ କାଗଜ ପତ୍ର ପ୍ରସ୍ତୁତ ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ”
ପୁଡୁଚେରୀରେ ଭାଙ୍ଗିବ କି କଂଗ୍ରେସ ସରକାର । ରାହୁଲଙ୍କ ଗସ୍ତ ପୂର୍ବରୁ ସଂଖ୍ୟା ଗରିଷ୍ଠତା ହରାଇଲା କଂଗ୍ରେସ । ଇସ୍ତଫା ଦେଲେଣି ୪ ବିଧାୟକ
କନକ ବ୍ୟୁରୋ : ଦେଶର ମାନଚିତ୍ରରୁ କଂଗ୍ରେସ ଶାସିତ ରାଜ୍ୟ ଦିନକୁ ଦିନ କମିବାରେ ଲାଗିଛି । ମଧ୍ୟପ୍ରଦେଶ ପରେ ଏବେ ପୁଡୁଚେରୀରେ କଂଗ୍ରେସ ସରକାର ଭାଙ୍ଗିବ ବୋଲି ଆଶଂକା କରାଯାଉଛି । ବୁଧବାର ଦିନ କଂଗ୍ରେସର ଯୁବନେତା ତଥା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କୁହାଯାଉଥିବା ରାହୁଲ ଗାନ୍ଧୀଙ୍କ ପୁଡୁଚେରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ତାହା ପୂର୍ବରୁ ସେଠାରେ କଂଗ୍ରେସ ସରକାର ତା’ର ସଂଖ୍ୟା ଗରିଷ୍ଠତା ହରାଇଛି । ଏପର୍ଯ୍ୟନ୍ତ ଦଳର ୪ ଜଣContinue reading “ପୁଡୁଚେରୀରେ ଭାଙ୍ଗିବ କି କଂଗ୍ରେସ ସରକାର । ରାହୁଲଙ୍କ ଗସ୍ତ ପୂର୍ବରୁ ସଂଖ୍ୟା ଗରିଷ୍ଠତା ହରାଇଲା କଂଗ୍ରେସ । ଇସ୍ତଫା ଦେଲେଣି ୪ ବିଧାୟକ”
ପଦ୍ମପୁର ଉପଖଣ୍ଡରେ ବାଇକ୍ ଚୋରିର ପର୍ଦ୍ଦାଫାଶ : ୧୭ଟି ଚୋରା ବାଇକ୍ ଜବତ, ୩ଚୋର ଗିରଫ
କନକ ବ୍ୟୁରୋ : ପଦ୍ମପୁର ଉପଖଣ୍ଡରେ ହୋଇଥିବା ବଡଧରଣର ବାଇକ ଚୋରୀର ପର୍ଦଫାଶ କରିଛି ପଦ୍ମପୁର ପୋଲିସ। ପଦ୍ମପୁର ଉପଖଣ୍ଡର ବିଭିନ୍ନ ଥାନା ଅଂଚଳରୁ ବାଇକ ଚୋରୀ ହେଉଥିବା ଘଟଣା ସାମନାକୁ ଆସିଛି । ଗତ ଫେବୃଆରି ମାସ ଦୁଇ ତାରିଖ ଦିନ ଗାଇସିଲାଟ ଥାନା ତାଳପାଲି ମାର୍କେଟରୁ ଗୋଟିଏ ମୋଟର ସାକେଲ ଚୋରି ହୋଇଥିବା ବିରେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଗାଇସିଲାଟ ଥାନାରେ ଅଭିଯୋଗ କରିଥିଲେ । ଏ ସମ୍ବନ୍ଧରେ ଗାଇସିଲାଟ ଥାନାରେ ଏକContinue reading “ପଦ୍ମପୁର ଉପଖଣ୍ଡରେ ବାଇକ୍ ଚୋରିର ପର୍ଦ୍ଦାଫାଶ : ୧୭ଟି ଚୋରା ବାଇକ୍ ଜବତ, ୩ଚୋର ଗିରଫ “
ଚେନ୍ନାଇରେ କମାଲ କଲେ ଭାରତୀୟ ସ୍ପିନର । ଅକ୍ଷର ଓ ଅଶ୍ୱିନୀଙ୍କ ସ୍ପିନ ଆଗରେ ମୁଣ୍ଡ ନୁଆଁଇଲା ଇଂଲଣ୍ଡ, ୩୧୭ ରନର ବଡ ବ୍ୟବଧାନରେ ବଡ ବିଜୟ ହାସଲ କଲା ବିରାଟ ବାହିନୀ ।
କନକ ବ୍ୟୁରୋ : ଅକ୍ଷର ଓ ଅଶ୍ୱିନୀଙ୍କ ସ୍ପିନ ଯାଦୁ ଆଗରେ ମୁଣ୍ଡ ନୁଆଁଇଲା ଟିମ୍ ଇଂଲଣ୍ଡ । ଦ୍ୱିତୀୟ ଟେଷ୍ଟରେ ୩୧୭ ରନରେ ଇଂଲଣ୍ଡକୁ ମାତ୍ ଦେଲା ବିରାଟ ବାହିନୀ । ଆଉ ଏହାସହ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୧-୧ରେ ସିରିଜ ବରାବର କରିଛନ୍ତି । ଆଉ ଏହାସହ ପ୍ରଥମ ଟେଷ୍ଟ ମ୍ୟାଚ ପରାଜୟର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ । ଚେନ୍ନାଇରେ ଖେଳାଯାଇଥିବାContinue reading “ଚେନ୍ନାଇରେ କମାଲ କଲେ ଭାରତୀୟ ସ୍ପିନର । ଅକ୍ଷର ଓ ଅଶ୍ୱିନୀଙ୍କ ସ୍ପିନ ଆଗରେ ମୁଣ୍ଡ ନୁଆଁଇଲା ଇଂଲଣ୍ଡ, ୩୧୭ ରନର ବଡ ବ୍ୟବଧାନରେ ବଡ ବିଜୟ ହାସଲ କଲା ବିରାଟ ବାହିନୀ । “
ଜୋର ଧରିଲା ଏକାମ୍ରକ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବି ପ୍ରସଙ୍ଗ । ପୁଣି ସାମ୍ବାଦିକ ସମ୍ମଳିନୀରେ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ, ସେପଟେ ଖଣ୍ଡପଡ଼ା ବିଧାୟକ ବିଜେପିର ଭୂମିକା ନେଇ ଉଠାଇଲେ ପ୍ରଶ୍ନ
କନକ ବ୍ୟୁରୋ: ବଢୁଛି ଏକାମ୍ର କ୍ଷେତ୍ର ବାଇ-ଲ ବିବାଦ । ଏହାକୁ ନେଇ ଦୁଇ ଦଳ ଆଜି କଥା କଟାକଟି ହୋଇଛନ୍ତି । ସାଂସଦ ଅପରାଜିଡା ଷଡଙ୍ଗା ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗରେ ଆଜି ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କରିବା ପରେ ଭୁବନେଶ୍ୱର ବିଜେପି ସାଂସଦଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟରଂଜନ କହିଛନ୍ତି କି, ଏକାମ୍ର କ୍ଷେତ୍ର ଓ ବାଇ-ଲ ପ୍ରସଙ୍ଗରେ ରାଜନୀତି ହେବା ଉଚିତ ନୁହେଁ ।Continue reading “ଜୋର ଧରିଲା ଏକାମ୍ରକ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବି ପ୍ରସଙ୍ଗ । ପୁଣି ସାମ୍ବାଦିକ ସମ୍ମଳିନୀରେ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ, ସେପଟେ ଖଣ୍ଡପଡ଼ା ବିଧାୟକ ବିଜେପିର ଭୂମିକା ନେଇ ଉଠାଇଲେ ପ୍ରଶ୍ନ”
ଶ୍ରାବସ୍ତିର ମହାନ ଯୋଦ୍ଧା ମହାରାଜା ସୁହେଲଦେବଙ୍କ ପ୍ରତିମାର ନିର୍ମାଣ ସମେତ ସ୍ମାରକର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ଇତିହାସକୁ ନେଇ କହିଲେ ଏମିତି କଥା
କନକ ବ୍ୟୁରୋ : ମଙ୍ଗଳବାର ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରାବସ୍ତିର ମହାନ ଯୋଦ୍ଧା ମହାରାଜା ସୁହେଲଦେବଙ୍କ ୪.୨୦ ମିଟର ଉଚ୍ଚ ପ୍ରତିମାର ନିର୍ମାଣ ସହ ସ୍ମାରକର ଶିଳାନ୍ୟାସ କରିଛନ୍ତି । ଏହି ଶିଳାନ୍ୟାସ ଉତ୍ସବକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବସନ୍ତ ପଞ୍ଚମୀର ଶୁଭକାମନା ଜଣାଇଥିଲେ । ଏହାସହ ସୁହେଲଦେବଙ୍କ ନାମରେ ହୋଇଥିବା ମେଡିକାଲ କଲେଜ ମାଧ୍ୟମରେ ଜନତା ଉପକୃତ ହେବେ ବୋଲି ସେ କହିଛନ୍ତି । ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ଓContinue reading “ଶ୍ରାବସ୍ତିର ମହାନ ଯୋଦ୍ଧା ମହାରାଜା ସୁହେଲଦେବଙ୍କ ପ୍ରତିମାର ନିର୍ମାଣ ସମେତ ସ୍ମାରକର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ଇତିହାସକୁ ନେଇ କହିଲେ ଏମିତି କଥା”
ସୁନ୍ଦରଗଡକୁ ନବୀନଙ୍କ ୪୯୧୫ କୋଟି ଟଙ୍କାର ଭେଟି । ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଦେଶର ବଡ ହକି ଷ୍ଟାଡିୟମର କଲେ ଭିତ୍ତିପ୍ରସ୍ତର ସ୍ଥାପନ ।
କନକ ବ୍ୟୁରୋ : ସୁନ୍ଦରଗଡକୁ ୪୯୧୫ କୋଟି ଟଙ୍କାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାର ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ସୁନ୍ଦରଗଡବାସୀଙ୍କୁ ଏହି ବଡ ଭେଟି ଦେଇଛନ୍ତି ନବୀନ । ସୁନ୍ଦରଗଡ଼ ଜିଲ୍ଲାଗସ୍ତ କରି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପାନୀୟ ଜଳ ପ୍ରକଳ୍ପ ପାଇଁ ୧ ହଜାରContinue reading “ସୁନ୍ଦରଗଡକୁ ନବୀନଙ୍କ ୪୯୧୫ କୋଟି ଟଙ୍କାର ଭେଟି । ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଦେଶର ବଡ ହକି ଷ୍ଟାଡିୟମର କଲେ ଭିତ୍ତିପ୍ରସ୍ତର ସ୍ଥାପନ ।”