ଦିଦିଙ୍କ ଦୟାରେ ପୁରିବ ଗରିବଙ୍କ ପେଟ । ୫ ଟଙ୍କାରେ ମିଳିବ ଭାତ, ଡାଲି, ଅଣ୍ଡା ଓ ପରିବା ତରକାରୀ  । ନିର୍ବାଚନ ପୂର୍ବରୁ ପେଡି ଖୋଲୁଛନ୍ତି ମମତା ବାନାର୍ଜୀ

କନକ ବ୍ୟୁରୋ : ଆଗାମୀ ବିଧାନସଭା ନିର୍ବାଚନରେ ସହରି ଗରିବ ଲୋକଙ୍କ ଭୋଟ ହାତେଇବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ସହରୀ ଗରିବ ମାନଙ୍କୁ ମାତ୍ର ୫ ଟଙ୍କା ମୂଲ୍ୟରେ ଖାଦ୍ୟ ଯୋଗାଇବେ ମମତା ସରକାର । ଗରିବ ଲୋକମାନେ ମାତ୍ର ୫ ଟଙ୍କା ଦେଇ ଭାତ, ଡାଲି, ଅଣ୍ଡା ଓ ପରିବା ତରକାରୀ ପାଇ ପାରିବେ । ମଧ୍ୟାହ୍ନ ଭୋଜନରେ ଏହି ଖାଦ୍ୟ ଯୋଗାଇ ଦିଆଯିବContinue reading “ଦିଦିଙ୍କ ଦୟାରେ ପୁରିବ ଗରିବଙ୍କ ପେଟ । ୫ ଟଙ୍କାରେ ମିଳିବ ଭାତ, ଡାଲି, ଅଣ୍ଡା ଓ ପରିବା ତରକାରୀ  । ନିର୍ବାଚନ ପୂର୍ବରୁ ପେଡି ଖୋଲୁଛନ୍ତି ମମତା ବାନାର୍ଜୀ”

ଫେରାଇଲେ ୪୬ହଜାର ଟଙ୍କା… ବସରେ ହୋଇଥିଲା ବ୍ୟାଗ୍ ଅଦଳ ବଦଳ : ହୋମଗାର୍ଡ ପ୍ରତାପଙ୍କ ସହଯୋଗରେ ଟଙ୍କା ଫେରିପାଇଲେ ଯୁବକ

କନକ ବ୍ୟୁରୋ : ହଜିଥିବା ଟଙ୍କା ଫେରିପାଇଲେ ଯୁବକ । ଟଙ୍କା ଫେରାଇ ମହାନତା କାମ କଲେ ସହଯାତ୍ରୀ । ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ୪୬ ହଜାର ଟଙ୍କା ଧରି ଭୁବନେଶ୍ୱର ମେଡ଼ିକାଲକୁ ଆସୁଥିଲେ ଜଣେ ଯୁବକ । କିନ୍ତୁ ଭୁବନେଶ୍ୱର ରସୁଲଗଡ଼ ଛକରେ ବ୍ୟାଗ ଅଦଳବଦଳ କାରଣରୁ ଆଉ ଜଣେ ବ୍ୟକ୍ତି ତାଙ୍କ ବ୍ୟାଗ ଧରି ଓହ୍ଲାଇପଡ଼ିଥିଲେ । ଓହ୍ଲାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପୋଷ୍ଟାଲ କର୍ମଚାରୀ । ବ୍ୟାଗରେContinue reading “ଫେରାଇଲେ ୪୬ହଜାର ଟଙ୍କା… ବସରେ ହୋଇଥିଲା ବ୍ୟାଗ୍ ଅଦଳ ବଦଳ : ହୋମଗାର୍ଡ ପ୍ରତାପଙ୍କ ସହଯୋଗରେ ଟଙ୍କା ଫେରିପାଇଲେ ଯୁବକ”

ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ :  ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଆଦି ୧୪ଟି ପ୍ରକଳ୍ପ ପାଇଁ ୪ ହଜାର ୯୧୫ କୋଟି ପ୍ରକଳ୍ପର ଶୁଭାରମ୍ଭ କରିବେ ନବୀନ 

କନକ ବ୍ୟୁରୋ : ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । ମୋଟ ୪ ହଜାର ୯ଶହ ୧୫ କୋଟି ପ୍ରକଳ୍ପର ଶିଳନ୍ୟାସ କରିବେ । ପାନୀୟ ଜଳ ପ୍ରକଳ୍ପ ପାଇଁ ୧ ହଜାର ୬ଶହ ୧୧କୋଟି, ଜଳସେଚନ ପାଇଁ ୩ଶହ ୨୦ କୋଟି, ସ୍ୱାସ୍ଥ୍ୟସେବା ପାଇଁ ଶହେ ୧୧ କୋଟି, ରାସ୍ତାର ବିକାଶ ପାଇଁ ହଜାରେ ୬୦Continue reading “ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ :  ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଆଦି ୧୪ଟି ପ୍ରକଳ୍ପ ପାଇଁ ୪ ହଜାର ୯୧୫ କୋଟି ପ୍ରକଳ୍ପର ଶୁଭାରମ୍ଭ କରିବେ ନବୀନ “

ବିଜେପିରୁ ପ୍ରାର୍ଥୀ ହେବେ କି ମିଥୁନ ଚକ୍ରବର୍ତ୍ତି ।  ମିଥୁନ ଦା ଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ୍  । ପଶ୍ଚିମବଙ୍ଗ ରାଜନୀତି ସରଗରମ

କନକ ବ୍ୟୁରୋ : କିଛିଦିନ ମଧ୍ୟରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପୁରା ବଙ୍ଗଳାରେ ନିର୍ବାଚନ ମାହୋଲ । ଏହାରି ମଧ୍ୟରେ ମଙ୍ଗଳବାର ସକାଳେ ବରିଷ୍ଠ ଚଳଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତିଙ୍କୁ ଭେଟିଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରମୁଖ ମୋହନ ଭାଗବତ । କୁହାଯାଉଛି କି କିଛିଦିନ ପୂର୍ବରୁ ମିଥୁନ ଚକ୍ରବର୍ତ୍ତି ନାଗପୁର ସ୍ଥିତ ଆରଏସଏସ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ସେContinue reading “ବିଜେପିରୁ ପ୍ରାର୍ଥୀ ହେବେ କି ମିଥୁନ ଚକ୍ରବର୍ତ୍ତି ।  ମିଥୁନ ଦା ଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ୍  । ପଶ୍ଚିମବଙ୍ଗ ରାଜନୀତି ସରଗରମ”

ଆଜି ସରସ୍ୱତୀ ପୂଜା : ଜାଣନ୍ତୁ କାହିଁକି ମାଆ ସରସ୍ବତୀଙ୍କ ପୂଜାରେ ହଳଦିଆ ରଂଗକୁ ଦିଆଯାଏ ପ୍ରାଧାନ୍ୟ ?

କନକ ବ୍ୟୁରୋ : ଆଜି ମାଆ ସରସ୍ବତୀଙ୍କ ଆରାଧନାରେ ଦିନ, ପବିତ୍ର ଶ୍ରୀପଞ୍ଚମୀ । ଏହି ଦିନକୁ ଲୋକେ ବସନ୍ତ ପଞ୍ଚମୀ ଭାବେ ମଧ୍ୟ ଜାଣନ୍ତି । ବସନ୍ତ ଋତୁର ଆଗମନକୁ ସ୍ବାଗତ କରିଥାଏ ମାଆ ସରସ୍ବତୀଙ୍କର ଏହି ଦିନ । ଏହି ଦିନକୁ ଦେଶର କୋଣଅନୁକୋଣର ଲୋକ ବିଭିନ୍ନ ତରିକାରେ ପାଳନ କରିଥାନ୍ତି । ମାଆଙ୍କର ଏହି ପୂଜା ଦିନ ହଳଦିଆ ପୋଷାକ ପରିଧାନ କରିବାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ମାଆ ସରସ୍ବତୀଙ୍କୁ ଶିକ୍ଷା,Continue reading “ଆଜି ସରସ୍ୱତୀ ପୂଜା : ଜାଣନ୍ତୁ କାହିଁକି ମାଆ ସରସ୍ବତୀଙ୍କ ପୂଜାରେ ହଳଦିଆ ରଂଗକୁ ଦିଆଯାଏ ପ୍ରାଧାନ୍ୟ ?”

କାଲିମେଳା ବ୍ଲକ୍ ଡକରାଇଯୋଡି ଜଳପ୍ରପାତ ନିକଟରେ ଅଘଟଣ । ଜଳପ୍ରପାତରୁ ଖସିପଡି ଯୁବକ ମୃତ

କନକ ବ୍ୟୁରୋ : ଜଳପ୍ରପାତରୁ ଖସିପଡ଼ି ଯୁବକ ମୃତ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଳକ ଭେଜାଂଗିୱାଡ଼ା ପଂଚାୟତର ଡ଼କରାଇଯୋଡ଼ି ଜଳପ୍ରପାତ ନିକଟରେ । ଗମ୍ପାକୋଣ୍ଡା ପଂଚାୟତ ଅନ୍ତର୍ଗତ ଏମପିଭି-୨୬ ଗ୍ରାମର କିଛି ସାଂଗମାନଙ୍କ ସହିତ ବିଜୁ ମଣ୍ଡଳ ନାମକ ଜଣେ ଯୁବକ ଏହି ଜଳ ପ୍ରପାତକୁ ବୁଲିବାକୁ ଯାଇଥିଲେ । ତେବେ ବିଜୁ ମଣ୍ଡଳ ଡ଼କରାଇଯୋଡ଼ି ଜଳପ୍ରପାତ ଉପରେ ଥିବା ପଥର ଉପରୁ ତଳକୁ ଖସୁଥିବା ବେଳେ ତଳେ ପଡ଼ିContinue reading “କାଲିମେଳା ବ୍ଲକ୍ ଡକରାଇଯୋଡି ଜଳପ୍ରପାତ ନିକଟରେ ଅଘଟଣ । ଜଳପ୍ରପାତରୁ ଖସିପଡି ଯୁବକ ମୃତ”

କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ : ସୁପ୍ରିମକୋର୍ଟରେ ଶୁଣାଣୀ ପୂର୍ବରୁ ସମସ୍ତ କାଗଜ ପତ୍ର ପ୍ରସ୍ତୁତି ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ

ଆନ୍ଧ୍ରର ବିସ୍ତାରବାଦୀ ନିତିକୁ ଆଉ ସହିବନି ଓଡିଶା । ଆଇନଗତ ଲଢ଼େଇ ଲଢ଼ିବା ପାଇଁ ଓଡ଼ିଶାର ସରକାରଙ୍କ ବଡ଼ ଧରଣର ପ୍ରସ୍ତୁତି କରୁଛନ୍ତି । କୋଟିଆରେ ଆନ୍ଧ୍ରର ନିର୍ବାଚନ କରିବା ପ୍ରସଙ୍ଗରେ ସମସ୍ତ କାଗଜ ପତ୍ର ପ୍ରସ୍ତୁତି ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟରେ ଶୁଣାଣୀ ପୂର୍ବରୁ ସମସ୍ତ ଦସ୍ତାବିଜ ନିର୍ଦ୍ଦେଶ ଦେଇଛନ୍ତି । ମାମଲା ଶୁଣାଣି ପୂର୍ବରୁ କାଲି ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛିContinue reading “କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ : ସୁପ୍ରିମକୋର୍ଟରେ ଶୁଣାଣୀ ପୂର୍ବରୁ ସମସ୍ତ କାଗଜ ପତ୍ର ପ୍ରସ୍ତୁତି ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ”

କଣ ଆପଣ ଗାଡିରେ ମୋବାଇଲ୍ ହୋଲ୍ଡର ଲାଗାଇ ନାହାନ୍ତି ? ପୋଲିସ କାଟୁଛି ଚାଲାଣ, ଜାଣି ରଖନ୍ତୁ ପୂରା ଘଟଣା

କନକ ବ୍ୟୁରୋ : ଆଜିକାଲି ଆମେ ଯଦି କୌଣସି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ବା କୌଣସି ସ୍ଥାନକୁ କିଭଳି ଯାତ୍ରା କରିବା ବୋଲି ଭାବୁଛନ୍ତି ତାହେଲେ ଆମେ ସାଧାରଣତ ଗୁଗୁଲ ମ୍ୟାପର ବ୍ୟବହାର କରିଥାନ୍ତି । ଆଜାକାଲି ଗୁଗୁଲ ମ୍ୟାପର ଚାହିଦା ବି ବଢି ଚାଲିଛି । କିନ୍ତୁ ଯଦି ଆପଣ ଡ୍ରାଇଭିଙ୍ଗ ସମୟରେ ମୋବାଇଲ ଧରି ଗୁଗଲ ମ୍ୟାପ କରୁଛନ୍ତି ତାହେଲେ ଆପଣଙ୍କ ପକେଟ ଉପରେ ଏହା ଭାରି ପଡିପାରେ । ଯଦି ଆପଣContinue reading “କଣ ଆପଣ ଗାଡିରେ ମୋବାଇଲ୍ ହୋଲ୍ଡର ଲାଗାଇ ନାହାନ୍ତି ? ପୋଲିସ କାଟୁଛି ଚାଲାଣ, ଜାଣି ରଖନ୍ତୁ ପୂରା ଘଟଣା”

୩୭ ବର୍ଷର ବିରଳ ବନ୍ଧୁତା । ପୋଷ୍ଟମ୍ୟାନ ଓ ରାଜହଂସର ବନ୍ଧୁତାର କାହାଣୀ ।

କନକ ବ୍ୟୁରୋ : ଜଣେ ଅବସରପ୍ରାପ୍ତ ପୋଷ୍ଟମ୍ୟାନ୍ ଏବ˚ ଗୋଟିଏ ରାଜହ˚ସ ମଧ୍ୟରେ ପ୍ରାୟ ଚାରି ଦଶନ୍ଧିର ବିରଳ ବନ୍ଧୁତା ଆଜିକାଲି ଏକାଧିକ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ। ମଣିଷ ଜଣକ ହେଲେ ତୁର୍କୀର ଏଦିର୍ନ୍ଏ‌ ପ୍ରଦେଶର ରେସିପ ମିର୍ଜାନ। ୧୯୮୪ରେ ସେ ଏକ ଆହତ ରାଜହ˚ସ ସ˚ସ୍ପର୍ଶରେ ଆସିଥିଲେ। ଏକ ଖେତ ମଝିରେ ରାଜହ˚ସଟି ପଡ଼ିଥିଲା; ଯନ୍ତ୍ରଣାରେ ଛଟପଟ ହେଉଥିଲା। ତାହାର ଗୋଟିଏ ଡେଣା ଭାଙ୍ଗିଯାଇଥିଲା। ମିର୍ଜାନଙ୍କର ହୃଦବୋଧ ହେଲା ଯେ, ତାହାକୁ ଖେତ ମଝିରେ ଛାଡ଼ିବାରContinue reading “୩୭ ବର୍ଷର ବିରଳ ବନ୍ଧୁତା । ପୋଷ୍ଟମ୍ୟାନ ଓ ରାଜହଂସର ବନ୍ଧୁତାର କାହାଣୀ ।”

ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଶିଶୁ ମନ୍ଦିରରେ ସରସ୍ୱତୀ ପୂଜା : ବିନା ଛାତ୍ରଛାତ୍ରୀରେ ପାଳନ ହେଉଛି ସରସ୍ୱତୀ ପୂଜା

କନକ ବ୍ୟୁରୋ : ବିନା ଛାତ୍ରଛାତ୍ରୀରେ ସରସ୍ୱତୀ ପୂଜା । ସ୍କୁଲରେ ଶ୍ରୀପଂଚମୀ ପୂଜା ପାଳନ ହେଉଥିବା ବେଳେ ଚଳିତ ବର୍ଷ ଅନୁପସ୍ଥିତ ଅଛନ୍ତି ଛାତ୍ରଛାତ୍ରୀ । କରୋନା କଟକଣାକୁ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରସ୍ୱତୀ ପୂଜା ଦିନ ସ୍କୁଲ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶମାନି ଛାତ୍ରଛାତ୍ରୀମାନେ ସ୍କୁଲ ଯାଇନାହାନ୍ତି । ଭୁବନେଶ୍ୱର ୟୁନିଟ-୮ ସରସ୍ୱତୀ ଶିଶୁ ବିଦ୍ୟାଳୟରେ ବିନା ଛାତ୍ରରେ ପାଳନ ହେଉଛି ସରସ୍ୱତୀ ପୂଜା ।Continue reading “ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଶିଶୁ ମନ୍ଦିରରେ ସରସ୍ୱତୀ ପୂଜା : ବିନା ଛାତ୍ରଛାତ୍ରୀରେ ପାଳନ ହେଉଛି ସରସ୍ୱତୀ ପୂଜା”

Design a site like this with WordPress.com
Get started