ବଦଳୁଛି ରାଜଧାନୀ ରାଜରାସ୍ତାର ଚେହେରା… ସାଇକେଲ୍ ଚାଳକଙ୍କ ପାଇଁ ତିଆରି ହେଉଛି ସ୍ୱତନ୍ତ୍ର ଟ୍ରାକ୍, ରାସ୍ତା ମଝିରେ ପଡିଲା ବାଡ

ହକି ବିଶ୍ବକପ୍‌ ପାଇଁ ବଦଳିଥିଲା ରାଜଧାନୀର ଚେହେରା। କଳିଙ୍ଗ ଷ୍ଟାଡିୟମ୍‌ଠାରୁ କିଟ୍‌ ଛକ ପର୍ଯ୍ୟନ୍ତ, ସବୁଠି ତିଆରି ହୋଇଥିଲା ସାଇକେଲ୍‌ ଟ୍ରାକ୍‌। ନୂଆ ରୂପରଙ୍ଗରେ ସଜେଇ ହୋଇଥିଲା। ତେବେ ଦିନ କେଇଟା ଯାଇଛି କି ନାହିଁ, ସବୁ କିଛି ବିଗିଡ଼ି ଯାଇଥିଲା। ରାସ୍ତାରୁ ରଙ୍ଗ ଛାଡ଼ି ଯାଇଥିଲା। କାନ୍ଥରୁ ଚିତ୍ର ଲିଭିଥିଲା। ସାଇକେଲ୍‌ ଟ୍ରାକ୍‌ରେ କାର୍‌, ଅଟୋ, ବାଇକ୍‌ ଗଡ଼ୁଥିଲା। ଏବେ ବି ଅଧିକାଂଶ ରାସ୍ତାରେ ସାଇକେଲ୍‌ ଟ୍ରାକ୍‌ ହିଁ ନାହିଁ, ବରଂ ସାଇକେଲ୍‌ ଟ୍ରାକ୍‌ ଏବେContinue reading “ବଦଳୁଛି ରାଜଧାନୀ ରାଜରାସ୍ତାର ଚେହେରା… ସାଇକେଲ୍ ଚାଳକଙ୍କ ପାଇଁ ତିଆରି ହେଉଛି ସ୍ୱତନ୍ତ୍ର ଟ୍ରାକ୍, ରାସ୍ତା ମଝିରେ ପଡିଲା ବାଡ”

ଥାନା ଭିତରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ : ୩ ଦିନ ଧରି ନିସ୍ତୁକ ମାଡ଼ ମାରିବା ସହ ବିଦ୍ୟୁତ ଝଟକା ଦିଆଯାଇଥିବା ନେଇ ଅଭିଯୋଗ ଆଣିଲେ ଅଭିଭାବକ

କନକ ବ୍ୟୁରୋ : ଥାନା ହାଜତରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ପିଲାଙ୍କୁ ଥାନାରେ ତିନି ଦିନ ଧରି ନିସ୍ତୁକ ମାଡ ସହ ଇଲେକ୍ଟିକ୍ ଶକ ଦିଆ ଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ । ଏପରି ସାଂଘାତିକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରୁ । ଅଭିଯୋଗ ମୁତାବକ ଗତ ୩ ଦିନ ପୁର୍ବେ ଚିତ୍ରକୋଣ୍ଡା ଥାନାର ଜଣେ ହୋମଗାର୍ଡଙ୍କ ଘରୁ କିଛି ସୁନା ଗହଣା ଓ ନଗଦ ୧୦ ହଜାର ଟଙ୍କା ଚୋରୀContinue reading “ଥାନା ଭିତରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ : ୩ ଦିନ ଧରି ନିସ୍ତୁକ ମାଡ଼ ମାରିବା ସହ ବିଦ୍ୟୁତ ଝଟକା ଦିଆଯାଇଥିବା ନେଇ ଅଭିଯୋଗ ଆଣିଲେ ଅଭିଭାବକ”

କରୋନା ପରେ ‘ଇବୋଲା’ ଆତଙ୍କ ! ଗୋଟିଏ ଦିନରେ ଗଲା ୪ ଜୀବନ

ପୁଣି ସାମ୍ନକୁ ଆସିଲା ଇବୋଲା ଆତଙ୍କ । ଟିକା ବାହାରିବା ପରେ ମହାମାରି କରୋନା ଭୂତାଣୁକୁ ଲୋକେ ଟିକେ ଆଶ୍ୱସ୍ତି ହୋଇଥିବା ବେଳେ ଏବେ ଚିନ୍ତା ବଢାଇଛି ଇବୋଲା ଭାଇରସ୍ । ଲୋକଙ୍କୁ ସଂକ୍ରମଣ ହେଉଛି । ଜୀବନ ମଧ୍ୟ ଯାଉଛି । ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଗିନିରେ ପୁଣି ଭୟଙ୍କର ଇବୋଲା ରୋଗ ଦେଖାଦେଇଛି । ଏହି ଭୂତାଣୁ ଜନିତ ରୋଗରେ ୭ ଜଣ ପୀଡ଼ିତ ହୋଇଥିବା ଚିହ୍ନଟ ହୋଇଥିବା‌ ବେଳେ ୪ ଜଣଙ୍କର ମୃତ୍ୟୁContinue reading “କରୋନା ପରେ ‘ଇବୋଲା’ ଆତଙ୍କ ! ଗୋଟିଏ ଦିନରେ ଗଲା ୪ ଜୀବନ”

ପୁଣି ଜଣେ ବଲିଉଡ ଅଭିନେତାଙ୍କ ଆତ୍ମହତ୍ୟା : ମୁମ୍ବାଇ ସ୍ଥିତ ବାସଭବନରେ ଉଦ୍ଧାର ହେଲା ସନ୍ଦିପ ନାହାରଙ୍କ ମୃତଦେହ; ମୃତ୍ୟୁ ପୂର୍ବରୁ ଫେସବୁକରେ ପୋଷ୍ଟ କଲେ ଭିଡ଼ିଓ

କନକ ବ୍ୟୁରୋ : ପୁଣି ଜଣେ ବଲିଉଡ ଅଭିନେତାଙ୍କ ଆତ୍ମହତ୍ୟା ସନ୍ଦେହ । ମୁମ୍ବାଇ ସ୍ଥିତ ବାସଭବନରୁ ଉଦ୍ଧାର ହୋଇଛି ସନ୍ଦିପ ନାହାରଙ୍କ ମୃତଦେହ । ଗତ କିଛି ଦିନ ହେଲା ମାନସିକ ଚାପରେ ରହୁଥିଲେ ସନ୍ଦୀପ । ଏନେଇ ସୋସିଆଲ ମିଡ଼ିଆରେ ନିଜ ମନର କଥା କହିଛନ୍ତି ସନ୍ଦୀପ । କିନ୍ତୁ ମୃତ୍ୟୁର କାରଣ ବର୍ତ୍ତମାନ ସୁଧା ସ୍ପଷ୍ଟ କରାଯାଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସContinue reading “ପୁଣି ଜଣେ ବଲିଉଡ ଅଭିନେତାଙ୍କ ଆତ୍ମହତ୍ୟା : ମୁମ୍ବାଇ ସ୍ଥିତ ବାସଭବନରେ ଉଦ୍ଧାର ହେଲା ସନ୍ଦିପ ନାହାରଙ୍କ ମୃତଦେହ; ମୃତ୍ୟୁ ପୂର୍ବରୁ ଫେସବୁକରେ ପୋଷ୍ଟ କଲେ ଭିଡ଼ିଓ”

ଆଜି ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ । ତିନି ରଥ ପାଇଁ ତିନୋଟି କାଠକୁ ପୂଜାର୍ଚ୍ଚନା ପରେ ଅଲଗା କରାଯିବ ରଥକାଠ 

କନକ ବ୍ୟୁରୋ : ଆଜି ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ । ତିନି ରଥ ପାଇଁ ତିନୋଟି କାଠକୁ ପୂଜାର୍ଚ୍ଚନା ପରେ ଅଲଗା କରାଯିବ ରଥକାଠ । ଧଉରା କାଠକୁ ରଥଖଳାରେ ପୁଷ୍ପମାଲ୍ୟ ଅର୍ପଣ ସହ ହେବ ପୂଜାର୍ଚ୍ଚନା କରାଯିବ ।  ବ୍ରାହ୍ମଣମାନେ ବାଗଦେବୀଙ୍କୁ ଆବାହନ କରିବା ସହ ଫୁଲ ଚନ୍ଦନ, ଅର୍ଘ୍ୟ,  ମହାପ୍ରସାଦ ଆଦି ଅପର୍ଣ କରିବେ । ୩ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ରଥ ଖଳାରେ ପହଂଚିବାContinue reading “ଆଜି ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ । ତିନି ରଥ ପାଇଁ ତିନୋଟି କାଠକୁ ପୂଜାର୍ଚ୍ଚନା ପରେ ଅଲଗା କରାଯିବ ରଥକାଠ “

ଉହାନ୍ରୁ ହିଁ ବ୍ୟାପି ଥିଲା କରୋନା ଭୂତାଣୁ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମିଳିଲା ପ୍ରମାଣ; ଖୁବ ଶୀଘ୍ର ଆସିବ ଆନୁଷ୍ଠାନିକ ରିପୋର୍ଟ

କନକ ବ୍ୟୁରୋ : ମହାମାରୀ କରୋନାର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ପ୍ରମାଣ ଖୋଜିବାକୁ ଚୀନ୍‌ ଗସ୍ତରେ ଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ବିଶେଷଜ୍ଞ ଦଳଙ୍କୁ ଅନେକ ବଳିଷ୍ଠ ପ୍ରମାଣ ମିଳିଛି । ଉହାନରେ ହିଁ କରୋନା ଭାଇରସ୍‌ ସୃଷ୍ଟି ହୋଇଥିଲା ଏବଂ ସେଠାରୁ ସମଗ୍ର ବିଶ୍ବକୁ ଏହି ମହାମାରୀ ବ୍ୟାପିଥିଲା ବୋଲି ବରିଷ୍ଠ ବୈଜ୍ଞାନିକମାନେ ସ୍ପଷ୍ଟ କରିଥିବା ସିଏନ୍‌ଏନ୍‌ ଦାବି କରିଛି। ଖୁବ୍‌ଶୀଘ୍ର ଏ ବାବଦରେ ‘ହୁ’ ଆନୁଷ୍ଠାନିକ ରିପୋର୍ଟ ପ୍ରକାଶ କରିବ ଏବଂ ଏହା ଚୀନ୍‌ରContinue reading “ଉହାନ୍ରୁ ହିଁ ବ୍ୟାପି ଥିଲା କରୋନା ଭୂତାଣୁ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମିଳିଲା ପ୍ରମାଣ; ଖୁବ ଶୀଘ୍ର ଆସିବ ଆନୁଷ୍ଠାନିକ ରିପୋର୍ଟ”

ସାରା ଦୁନିଆରେ ଦିଆଯିବ ସିରମ୍ ଇନଷ୍ଟିଚ୍ୟୁଟର କରୋନା ଟିକା : ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କନକ ବ୍ୟୁରୋ : ସାରା ଦୁନିଆରେ ଦିଆଯିବ ସିରମ୍ ଇନଷ୍ଟିଚ୍ୟୁଟର କରୋନା ଟିକା । ଜରୁରୀକାଳିନ ବ୍ୟବହାର ପାଇଁ ସିରମ୍ ନିର୍ମାଣ କରୁଥିବା ଟିକାକୁ ଅନୁମତି ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଅନୁମତି ଦେବା ପୂର୍ବରୁ ଟିକାର ଗୁଣବତା ଓ ମାନକୁ ଯାଂଚ କରିଛି ଡବ୍ଲୁଏଚ୍ଓ । ସିରମ୍ ଟିକାକୁ ଅନୁମତିି ମିଳିବା ପରେ ଏହି ଟିକା ଗରିବ ରାଷ୍ଟ୍ର ଗୁଡ଼ିକରେ ଟିକାକରଣ କରାଯିବ । ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨ଟି ଟିକାର ଜରୁରୀକାଳିନContinue reading “ସାରା ଦୁନିଆରେ ଦିଆଯିବ ସିରମ୍ ଇନଷ୍ଟିଚ୍ୟୁଟର କରୋନା ଟିକା : ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ”

ଟୋଲ ଗେଟରେ ଆଉ ହେବନି ନଗଦ କାରବାର । ଆଜିଠୁ ଲାଗୁହେଲା ଫାସଟ୍ୟାଗ ବ୍ୟବସ୍ଥା,  ଫାସଟ୍ୟାଗ ନଲଗାଇ ଗଲେ ଟୋଲପ୍ଲାଜାରେ ଗଣିବାକୁ ପଡିବ ଦୁଇଗୁଣା ଶୁଳ୍କ 

କନକ ବ୍ୟୁରୋ : ଆଜିଠୁ ଲାଗୁ ହୋଇଛି ଫାସଟ୍ୟାଗ୍ ବ୍ୟବସ୍ଥା । ଏଣିକି ଆଉ ଟୋଲଗେଟରେ ହେବ ନାହିଁ ନଗଦ କାରବାର । ଫାସଟ୍ୟାଗ୍ ମାଧ୍ୟମରେ ଟଙ୍କା କଟିବ । ଆଉ ଟୋଲଗେଟ୍ ସାମ୍ନାରେ ଲାଗିବନି ଲମ୍ବା ଲାଇନ୍ । କି ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେବକୁ ପଡିବନି । ତେବେ ଆସନ୍ତୁ ଜାଣିବା କେଉଁଠି ଏହି ଫାସଟ୍ୟାଗ୍ ପାଇବା ଆମାଜନ ପେଟିଏମ ଭଳି ଅନଲାଇନ ସଂସ୍ଥା କିମ୍ବା ବ୍ୟାଙ୍କରେ ଏହି ଫାସଟ୍ୟାଗContinue reading “ଟୋଲ ଗେଟରେ ଆଉ ହେବନି ନଗଦ କାରବାର । ଆଜିଠୁ ଲାଗୁହେଲା ଫାସଟ୍ୟାଗ ବ୍ୟବସ୍ଥା,  ଫାସଟ୍ୟାଗ ନଲଗାଇ ଗଲେ ଟୋଲପ୍ଲାଜାରେ ଗଣିବାକୁ ପଡିବ ଦୁଇଗୁଣା ଶୁଳ୍କ “

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ସୁନ୍ଦରଗଡ : ଆଜି ସୁନ୍ଦରଗଡ଼ ଗସ୍ତ କରି ବହୁ ପ୍ରକଳ୍ପର କରିବେ ଶୁଭାରମ୍ଭ ଓ ଶିଳାନ୍ୟାସ

କନକ ବ୍ୟୁରୋ : ଫୋକସରେ ସୁନ୍ଦରଗଡ଼ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାଗସ୍ତ କରି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । ମୋଟ ୪ ହଜାର ୯ଶହ ୧୫ କୋଟି ପ୍ରକଳ୍ପର ଶିଳନ୍ୟାସ କରିବେ । ସେହିପରି ରାଉରକେଲାରେ ଦେଶର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡ଼ିୟମର ଭିତିପ୍ରସ୍ତର ସ୍ଥାପନ କରିବେ । from KanakContinue reading “ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ସୁନ୍ଦରଗଡ : ଆଜି ସୁନ୍ଦରଗଡ଼ ଗସ୍ତ କରି ବହୁ ପ୍ରକଳ୍ପର କରିବେ ଶୁଭାରମ୍ଭ ଓ ଶିଳାନ୍ୟାସ”

ଚେପକ ଟେଷ୍ଟରେ ବିଜୟ ଦ୍ୱାରଦେଶରେ ଭାରତ : ଦ୍ୱିତୀୟ ଇନିଂସରେ ଅଶ୍ୱିନଙ୍କ ଶତକ ବଳରେ ଭାରତ ଦେଲା ୪୮୨ରନର ଟାର୍ଗେଟ

କନକ ବ୍ୟୁରୋ : ଚେପକ୍ ଷ୍ଟାଡିଅମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଏବେ ଭାରତର ନିୟନ୍ତ୍ରଣରେ । ଚେନ୍ନାଇରେ ଖେଳାଯାଉଥିବା ଏହି ମୁକାବିଲା ଏବେ ତାହାର ଶେଷ ପାହାଚରେ ପହଂଚିଛି । ତିନି ଦିନର ଖେଳ ପରେ ଭାରତ ପଲ୍ଲା ଭାରି ରହିଛି । ୪୮୨ ରନର ଟାର୍ଗେଟ ପରେ ଭାରତ ଇଂଲଣ୍ଡର ଦ୍ୱିତୀୟ ପାଳିରେ ୩ଟି ଉଇକେଟ ଖସାଇ ସାରିଛି । ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଅଧିନାୟକ ଜୋରୁଟ୍ ୨ ରନ୍Continue reading “ଚେପକ ଟେଷ୍ଟରେ ବିଜୟ ଦ୍ୱାରଦେଶରେ ଭାରତ : ଦ୍ୱିତୀୟ ଇନିଂସରେ ଅଶ୍ୱିନଙ୍କ ଶତକ ବଳରେ ଭାରତ ଦେଲା ୪୮୨ରନର ଟାର୍ଗେଟ”

Design a site like this with WordPress.com
Get started