ଶଯ୍ୟାଶାୟୀ ହୋଇ ପିଲାଙ୍କର ଗଢୁଛନ୍ତି ଜୀବନ । ଦୀର୍ଘ ୨୦ ବର୍ଷ ଧରି ବୁଣୁଛନ୍ତି ଶିକ୍ଷାର ଆଲୋକ । ହେଲେ ଏବେ ବି ସରକାରୀ ଯୋଜନାଠୁ ଦୂରରେ ସପନ ରାୟ ।

କନକ ବ୍ୟୁରୋ: ବିଛଣାରୁ ଭବିଷ୍ୟତ ଗଢା । ଆମେ କହୁଛୁ ଏମିତି ଜଣେ ଶିକ୍ଷକଙ୍କ କଥା, ଯିଏ ୨୦ ବର୍ଷ ଧରି ବିଛଣାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଚାଳ ଛପର ତଳେ ଶଯ୍ୟାଶାୟୀ ହୋଇ ମଧ୍ୟ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି । ନିଜ ଜୀବନ ସିନା ଏହି କୁଡିଆ ଭିତରେ ସୀମତ ହୋଇଯାଇଛି, କିନ୍ତୁ ଛୋଟଛୋଟ ପିଲାଙ୍କୁ ଦୁନିଆରେ ଆଗକୁ ବଢିବା ପାଇଁ ବୁଣୁଛନ୍ତି ଶିକ୍ଷାର ଆଲୋକ । ତେବେ ବିଡମ୍ବନା ରାଜ୍ୟContinue reading “ଶଯ୍ୟାଶାୟୀ ହୋଇ ପିଲାଙ୍କର ଗଢୁଛନ୍ତି ଜୀବନ । ଦୀର୍ଘ ୨୦ ବର୍ଷ ଧରି ବୁଣୁଛନ୍ତି ଶିକ୍ଷାର ଆଲୋକ । ହେଲେ ଏବେ ବି ସରକାରୀ ଯୋଜନାଠୁ ଦୂରରେ ସପନ ରାୟ ।”

ଏକାମ୍ର କ୍ଷେତ୍ର ବାଇ-ଲ ନିଷ୍ପତ୍ତି ନେଇ ସାଂସଦ ଅପରାଜିତାଙ୍କ ପ୍ରେସମିଟ । ରାଜ୍ୟ ସରକାଙ୍କୁ ପଚାରିଲେ ୫ ପ୍ରଶ୍ନ

କନକ ବ୍ୟୁରୋ: ଏକାମ୍ର କ୍ଷେତ୍ର ବାଇ-ଲ ନିଷ୍ପତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କହିଛନ୍ତି କେତେକ ନିର୍ଦ୍ଧିଷ୍ଟ ପ୍ରସଙ୍ଗରେ ଲୋକଙ୍କୁ ଭ୍ରମିତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ବାଇ-ଲକୁ ନେଇ ହେଉଥିବା ଅଭିଯୋଗର ଉତର ରଖିବା ସହ ରାଜ୍ୟ ସରକାର ପାଲଟା ୫ଟି ପ୍ରଶ୍ନ ପଚାରିଛନ୍ତି ଅପରାଜିତା । କୀର୍ତିରାଜି ଅଂଚଳରେ ଉଚ୍ଛେଦ ପ୍ରକ୍ରିୟାରେ ଏଏସଆଇକୁ ସାମିଲ କରାଯାଇନାହିଁ । ଏଏସଆଈକୁ ରାଜ୍ୟ ସରକାରContinue reading “ଏକାମ୍ର କ୍ଷେତ୍ର ବାଇ-ଲ ନିଷ୍ପତ୍ତି ନେଇ ସାଂସଦ ଅପରାଜିତାଙ୍କ ପ୍ରେସମିଟ । ରାଜ୍ୟ ସରକାଙ୍କୁ ପଚାରିଲେ ୫ ପ୍ରଶ୍ନ”

ତୋର ମୋର ଯୋଡି, ବିହି ଦେଇଛି ଗଢି… ରଙ୍ଗ ନମ୍ବରରୁ ପ୍ରେମ, ଦେଖା ଚାହାଁ ପରେ ବାହାଘର । ଆକର୍ଷଣ, ଆତ୍ମୀୟତା ଆଗରେ ହାରମାନିଲା ଉଚ୍ଚତା ।

କନକ ବ୍ୟୁରୋ: ତୋର ମୋର ଯୋଡି, ବିହି ଦେଇଛି ଗଢି… ରଙ୍ଗ ନମ୍ବରରୁ ପ୍ରେମ, ଦେଖା ଚାହାଁ ପରେ ବାହାଘର । ଆକର୍ଷଣ, ଆତ୍ମୀୟତା ଆଗରେ ହାରମାନିଲା ଉଚ୍ଚତା । ୩ ଫୁଟ ୩ ଇଞ୍ଚର ପ୍ରେମକୁ ଆପଣାଇନେଲା ୫ ଫୁଟ ୨ ଇଞ୍ଚର ପ୍ରେମିକା । ସାମ୍ନାକୁ ଆସିଲା ସୋର ସିମୁଳିଆ ଅଞ୍ଚଳର ତାପସ, ସଂଯୁକ୍ତାଙ୍କ ପ୍ରେମକାହାଣୀ… ମୋ ଆଖିର ଆଇନା ତୁ, ମୋ ମନର ମଇନା ତୁ… ତୁ ବି ମୋ ଦିଲର ଧଡକନContinue reading “ତୋର ମୋର ଯୋଡି, ବିହି ଦେଇଛି ଗଢି… ରଙ୍ଗ ନମ୍ବରରୁ ପ୍ରେମ, ଦେଖା ଚାହାଁ ପରେ ବାହାଘର । ଆକର୍ଷଣ, ଆତ୍ମୀୟତା ଆଗରେ ହାରମାନିଲା ଉଚ୍ଚତା ।”

ବଢିବ ଭାରତୀୟ ସେନାର ଶକ୍ତି । ଥରି ଉଠିବ ଶତ୍ରୁ । ଦେଶର ସୈନ୍ୟବାହିନୀକୁ ଶକ୍ତି ଯୋଗାଇବାକୁ ସେନାରେ ସାମିଲ ହେଲା ‘ଅର୍ଜୁନ’ ଟ୍ୟାଙ୍କ 

କନକ ବ୍ୟୁରୋ : ବଢିବ ଭାରତୀୟ ସେନାର ଶକ୍ତି । ଥରି ଉଠିବ ଶତ୍ରୁ । ଏଣିକି ଶତ୍ରୁ ଦେଶକୁ କଡା ଜବାବ ଦେବ ଭାରତ । ଦେଶ ଉପରେ ଆକ୍ରମଣ କଲେ ଆଉ ଚୁପ ବସିବନି ଭାରତ । କାରଣ ଦେଶର ସୈନବାହିନୀକୁ ଶକ୍ତି ଯୋଗାଇବାକୁ ଆସି ଯାଇଛି ଅର୍ଜୁନ ମେନ ବ୍ୟାଟେଲ ଟ୍ୟାଙ୍କ ଏମକେ-୧ଏ । ଶତ୍ରୁ ଦେଶକୁ ମାତ ଦେବାକୁ ସେନାରେ ସାମିଲ ହୋଇଛି ଏହି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଟ୍ୟାଙ୍କContinue reading “ବଢିବ ଭାରତୀୟ ସେନାର ଶକ୍ତି । ଥରି ଉଠିବ ଶତ୍ରୁ । ଦେଶର ସୈନ୍ୟବାହିନୀକୁ ଶକ୍ତି ଯୋଗାଇବାକୁ ସେନାରେ ସାମିଲ ହେଲା ‘ଅର୍ଜୁନ’ ଟ୍ୟାଙ୍କ “

ନିଖୋଜ ପୋଷ୍ଟର ନେଇ ଅପରାଜିତାଙ୍କ ଜବାବ । କହିଲେ ଯିଏ ପୋଷ୍ଟର ମାରିଛନ୍ତି ସେମାନେ ମୋ ଶୁଭେଚ୍ଛୁ । ବାଇ-ଲ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ ।

କନକ ବ୍ୟୁରୋ: ନିଖୋଜ ପୋଷ୍ଟର ନେଇ ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା । ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ଅପରାଜିତା ଷଡଙ୍ଗୀ । ନିଖୋଜ ପୋଷ୍ଟର ହ୍ୱାଟ୍ସଆପରେ ପାଇଲି । ପୋଷ୍ଟର ଲଗାଇଥିବାରୁ ବନ୍ଧୁମାନଙ୍କୁ ଧନ୍ୟବାଦ । ସଂସଦ ଚାଲିଥିବାରୁ ମୁଁ ଦିଲ୍ଲୀରେ ଉପସ୍ଥିତ ଥିଲି । ମୁଁ ପୁଣି ସଂସଦର ଅଧିବେଶନରେ ଭାଗ ନେବି. ଏଥର ଗଳିଗଳିରେ ପୋଷ୍ଟର ଲଗାନ୍ତୁ । ଯେଉଁମାନେ ପୋଷ୍ଟର ଲଗାଇଥିଲେ ସେମାନେ ମୋର ଶୁଭେଚ୍ଛୁ । ତେବେ ବାଇ-ଲ ପ୍ରସଙ୍ଗରେ ବିContinue reading “ନିଖୋଜ ପୋଷ୍ଟର ନେଇ ଅପରାଜିତାଙ୍କ ଜବାବ । କହିଲେ ଯିଏ ପୋଷ୍ଟର ମାରିଛନ୍ତି ସେମାନେ ମୋ ଶୁଭେଚ୍ଛୁ । ବାଇ-ଲ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ ।”

ଢେଉ ମାଡରେ ନଦୀ ବନ୍ଧରୁ ଖସୁଛି ଅତଡା । ନଦୀ ଗର୍ଭକୁ ଚାଲିଯାଉଛି ଚାଷଜମି ଓ ଲୁଣା ଜଙ୍ଗଲ । ଚିନ୍ତାରେ ମହାକାଳପଡାରୁ ନଈକୂଳିଆ ଗ୍ରାମବାସୀ ।

କନକ ବ୍ୟୁରୋ: କୂଳ ଖାଉଛି ମହାନଦୀ । ଆଉ ନଦୀ ଗର୍ଭରେ ଲୀନ ହୋଇଯାଉଛି ଜମିବାଡି ସାଙ୍ଗକୁ ହେକ୍ଟର ହେକ୍ଟର କାଜୁ ଜଙ୍ଗଲ । ନଦୀର ପ୍ରଖର ଶ୍ରୋତ ସହିତ ଜୁଆର ମାଡ ହୋଇ ଅତଡା ଖାଉଛି ଆଉ ଆଗକୁ ଆଗକୁ ମାଡିଚାଲିଛି ମହାନଦୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବାହାକୁଦ, ବରଜ ବାହାକୁଦ ଏବଂ ପିତାପାଟ ଗାଁର ଲୋକଙ୍କ ନିଦ ହଜେଇ ଦେଇଛି ମହାନଦୀ । ନଦୀ ନାଳ ଘେରା ବ୍ଲକରେ ଏମିତି ଅନେକContinue reading “ଢେଉ ମାଡରେ ନଦୀ ବନ୍ଧରୁ ଖସୁଛି ଅତଡା । ନଦୀ ଗର୍ଭକୁ ଚାଲିଯାଉଛି ଚାଷଜମି ଓ ଲୁଣା ଜଙ୍ଗଲ । ଚିନ୍ତାରେ ମହାକାଳପଡାରୁ ନଈକୂଳିଆ ଗ୍ରାମବାସୀ ।”

ମୋ କିଡନୀ ନେଇ ବଞ୍ଚିବୁ ତୁ… ଭାଲେଣ୍ଟାଇନ ଡେ’ରେ ସ୍ୱାମୀ ଦେଲା ସ୍ତ୍ରୀକୁ ଅମୂଲ୍ୟ ଉପହାର । କିଡନୀ ଦାନ କରି ଜୀବନସାଥୀକୁ ନୂଆ ଜୀବନ ଦେଲେ ସ୍ୱାମୀ ।

କନକ ବ୍ୟୁରୋ : ପ୍ରେମଦିବସକୁ ପ୍ରୀତିଭରା କରିବାକୁ, ଭାଲେଣ୍ଟାଇନ ଡେକୁ ମନେରଖିବାକୁ କିଏ କେତେ କଣ କରୁଛି । କିଏ ନିଜ ଜୀବନ ସାଥୀକୁ ଦାମୀ ଉପହାର ଦେଉଛି ତ ଆଉ କିଏ ଅଜଣା ରାଇଜକୁ ବୁଲେଇ ନେଉଛି । ସବୁ ମୁହୂର୍ତ୍ତ, ପ୍ରତି ପଲକରେ କେମିତି ରୋମାଣ୍ଟିକପଣ ଭରି ଦେଇହେବ ସେଥିପାଇଁ ଭିନ୍ନଭିନ୍ନ ପ୍ଲାନ କରିଥାନ୍ତି ପ୍ରେମିକମାନେ । ହେଲେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଏହି ଦିନ ଏଭଳି ଏକ ଗିଫ୍ଟ ଦେଇଛନ୍ତି ଯାହାContinue reading “ମୋ କିଡନୀ ନେଇ ବଞ୍ଚିବୁ ତୁ… ଭାଲେଣ୍ଟାଇନ ଡେ’ରେ ସ୍ୱାମୀ ଦେଲା ସ୍ତ୍ରୀକୁ ଅମୂଲ୍ୟ ଉପହାର । କିଡନୀ ଦାନ କରି ଜୀବନସାଥୀକୁ ନୂଆ ଜୀବନ ଦେଲେ ସ୍ୱାମୀ ।”

ସ୍ୱାଧୀନତାର ସାତ ଦଶନ୍ଧି ପରେ ବିକାଶର ସ୍ୱାଦ ଚାଖିନି ‘ହୁଏରୀ’ ଗାଁ । ଗଜପତି ଜିଲ୍ଲା ମୋହନା ବ୍ଲକରୁ ଆସିଲା ଆଦିବାସୀ ଲୋକଙ୍କ ଦୁଃଖର ଚିତ୍ର ।

କନକ ବ୍ୟୁରୋ: ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ଅନେକ ଗ୍ରାମ ରହିଛି ଯେଉଁଠି ବିକାଶର ସ୍ୱାଦ ଚାଖିନାହାଁନ୍ତି ଗ୍ରାମବାସୀ । ଗାଁକୁ ଯିବାକୁ ପାଦଚଲା ରାସ୍ତାଟିଏ ବି ନଥିବା ହେତୁ ଅକଥନୀୟ ଦୁର୍ଦ୍ଦଶାରେ ପେସି ହେଉଛନ୍ତି ଲୋକେ । ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ କୁଢ କୁଢ ପ୍ୟାକେଜ ଘୋଷଣା କରି ବିକାଶ କରିଆସିଥିବା ନେଇ ବାଃ.. ବାଃ.. ନେଉଛନ୍ତି ସରକାର । ହେଲେ ଦୀପ ତଳ ଅନ୍ଧାର ସଦୃଶ୍ୟ ଗଜପତିContinue reading “ସ୍ୱାଧୀନତାର ସାତ ଦଶନ୍ଧି ପରେ ବିକାଶର ସ୍ୱାଦ ଚାଖିନି ‘ହୁଏରୀ’ ଗାଁ । ଗଜପତି ଜିଲ୍ଲା ମୋହନା ବ୍ଲକରୁ ଆସିଲା ଆଦିବାସୀ ଲୋକଙ୍କ ଦୁଃଖର ଚିତ୍ର ।”

ବିବାଦ ବନ୍ଧନରେ ବାନ୍ଧି ହେଲେ ମାଓବାଦୀ । ୧୪ ମାଓ ପ୍ରେମୀ ଯୁଗଳଙ୍କୁ ବିବାହ କରାଇଲା ପୋଲିସ ।

କନକ ବ୍ୟୁରୋ: ଲାଲଗଡରେ ଗୋଲାପି ମୋଡ । ବିବାହ ବନ୍ଧନରେ ବାନ୍ଧି ହେଲେ ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ମାଓବାଦୀ । ଆଉ ମାଓବାଦୀଙ୍କ ବାହାଘରେ ବରଯାତ୍ରୀ ସାଜିଲେ ଏସପି । ମାଲକାନଗିରି ସୀମାନ୍ତବର୍ତୀ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରୁ ଆସିଛି ଏଭଳି ଚିତ୍ର । ମାଓ ସଙ୍ଗଠନର କଠୋର ନୀତିକୁ ପଛରେ ପକାଇ ବିବାହ ବନ୍ଧନରେ ବାନ୍ଧି ହେଲେ ମାଓବାଦୀ । ଗୋଟିଏ ନୁହଁ କି ଦୁଇଟି ନୁହଁ । ୧୪ଟି ମାଓ ପ୍ରେମୀ ଯୁଗଳଙ୍କ ବାହାଘରContinue reading “ବିବାଦ ବନ୍ଧନରେ ବାନ୍ଧି ହେଲେ ମାଓବାଦୀ । ୧୪ ମାଓ ପ୍ରେମୀ ଯୁଗଳଙ୍କୁ ବିବାହ କରାଇଲା ପୋଲିସ ।”

ଢେଙ୍କାନାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ରଙ୍ଗରୁଟରେ ଆସୁଥିବା ବେଳେ ଚଢିଗଲା ଭ୍ୟାନ, ୨ ଭଉଣୀ ମୃତ 

କନକ ବ୍ୟୁରୋ : ଢେଙ୍କାନାଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରଙ୍ଗରୁଟରେ ଆସୁଥିବା ବେଳେ ୨ ଜଣ ନାବାଳିକାଙ୍କ ଉପରେ ଭ୍ୟାନ ଚଢିଯାଇଛି । ବାଜିଚୌକ ଫ୍ଲାଏ ଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳିକା ଗୁରୁତର ଆହତ ହୋଇଛି । ଆହତ ନାବାଳିକାକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ନାବାଳିକାଙ୍କ ବୟସ ୫ ଓ ୭Continue reading “ଢେଙ୍କାନାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ରଙ୍ଗରୁଟରେ ଆସୁଥିବା ବେଳେ ଚଢିଗଲା ଭ୍ୟାନ, ୨ ଭଉଣୀ ମୃତ “

Design a site like this with WordPress.com
Get started