ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ : ପଦ୍ମପୁରରୁ ଆସିଲା ଅଭାବନୀୟ ଚିତ୍ର; କଷ୍ଟ ଅର୍ଜିତ ଧାନରେ ନିଆଁ ଲଗାଇଦେଲେ ଚାଷୀ

କନକ ବ୍ୟୁରୋ : ମଣ୍ଡିରୁ ପଡି ରହିଛି ଧାନ ଗଦା । ଧାନ ଗଦା ହୋଇ ରହିଥିବାରୁ ଚିନ୍ତାରେ ଚାଷୀ । ପଦ୍ମପୁର ଉପଖଣ୍ଡରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ମଣ୍ଡିରୁ ଧାନ ଉଠୁନଥିବାରୁ କଷ୍ଟ ଅର୍ଜିତ ଧାନରେ ନିଆଁ ଲଗାଇ ଦେଇଛନ୍ତି ଚାଷୀ । ପଦ୍ମପୁର ଉପଖଣ୍ଡ ଲଖମରା ମଣ୍ଡିରେ ଚାଷୀ ଯୁଧିଷ୍ଠର ସର୍ବ ସମ୍ମୁଖରେ ନିଜ ଧାନରେ ନିଆଁ ଲଗାଇଦେବା ସହ ପ୍ରଶାସନିକ ଅଧିକାରୀଙ୍କ ଗାଡି ଆଗରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତିContinue reading “ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ : ପଦ୍ମପୁରରୁ ଆସିଲା ଅଭାବନୀୟ ଚିତ୍ର; କଷ୍ଟ ଅର୍ଜିତ ଧାନରେ ନିଆଁ ଲଗାଇଦେଲେ ଚାଷୀ”

ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ : କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ ଆସିଲେ କଂଗ୍ରେସ କର୍ମୀ

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ ଜାରି ରହିଛି। ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ସାରା ରାଜ୍ୟରେ ପଡ଼ିଛି । ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ ଜାରି ରହିଥିବାବେଳେ କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ କଂଗ୍ରେସ କର୍ମୀ ଆସିଥିବାର ଦେଖିବାକୁ ମିଳିଛି। ତେବେ ଏହାଯୋଗୁଁ ରାଜରାସ୍ତାରେ ଗାଡ଼ିContinue reading “ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ : କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ ଆସିଲେ କଂଗ୍ରେସ କର୍ମୀ”

ପୁରୀ ଶ୍ରୀମନ୍ଦିରରେ ସେବାୟତ ମୁହାଁମୁହିଁ: କୁଡୁଆରେ ଯାତ୍ରୀ ସହାୟକଙ୍କ ମୁଣ୍ଡକୁ ପିଟିଦେଲେ ସେବାୟତ ।

କନକ ବ୍ୟୁରୋ: ଓଡ଼ିଶା ବନ୍ଦ ଭିତରେ ଏକ ବଡ଼ ଖବର ପୁରୀ ଶ୍ରୀମନ୍ଦିରରୁ ଆସିଛି । ଶ୍ରୀମନ୍ଦିରରେ ସେବାୟତ ମୁହାଁମୁହିଁ ହୋଇଛନ୍ତି । ପୁରୀ ଶ୍ରୀମନ୍ଦିର ଯାତ୍ରୀ ସହାୟକ ଓ ସୁଆର ସେବାୟତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଏପରିକି ଯାତ୍ରୀ ସହାୟକ ଦାମୋର ଗୋଚ୍ଛିକାର ଓ ସୁଆର ସେବାୟତ ଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଛି । ସାମାନ୍ୟ ବଚସାରୁ ଯାତ୍ରୀ ସହାୟକଙ୍କ ମୁଣ୍ଡକୁ କୁଡୁଆରେ ଛେଚି ଦେଲେ ସୁଆର ସେବାୟତ । ଦାମୋଦର ଗୋଚ୍ଛିକାରContinue reading “ପୁରୀ ଶ୍ରୀମନ୍ଦିରରେ ସେବାୟତ ମୁହାଁମୁହିଁ: କୁଡୁଆରେ ଯାତ୍ରୀ ସହାୟକଙ୍କ ମୁଣ୍ଡକୁ ପିଟିଦେଲେ ସେବାୟତ ।”

କଂଗ୍ରେସର ଓଡିଶା ବନ୍ଦ ନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା : କହିଲେ, ଓଡିଶା ବନ୍ଦକୁ ମିିଳିଛି ଅଭୁତପୂର୍ବ ସଫଳତା

କନକ ବ୍ୟୁରୋ : କଂଗ୍ରେସର ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଥିବା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟାନାୟକ କହିଛନ୍ତି । ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ଭାବିଛି । ତୈଳ ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ । ରାଜ୍ୟ ସରକାର ୧୦ ଟଙ୍କା ଲିଟର ପିଛା ତୈଳ ଦର ହ୍ରାସ କରିବାକୁ କହିଛନ୍ତି ନିରଂଜନ । ବନ୍ଦ ପାଳନ ବେଳେ ଯଦି କୌଣସି ସ୍ଥାନରେ ହିସାଂକାଣ୍ଡContinue reading “କଂଗ୍ରେସର ଓଡିଶା ବନ୍ଦ ନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା : କହିଲେ, ଓଡିଶା ବନ୍ଦକୁ ମିିଳିଛି ଅଭୁତପୂର୍ବ ସଫଳତା”

ଅଜସ୍ର ପ୍ରେମ ଦୁହିଁଙ୍କୁ କଲା ଏକାଠି: ୩୦ ବର୍ଷ ତଳୁ ନିଖୋଜ ହୋଇଯାଇଥିବା ସମ୍ପର୍କର ପୁନର୍ଜନ୍ମ…

କନକ ବ୍ୟୁରୋ : କୋଲକାତାରୁ ନେଇ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ୍ ‌ତାଙ୍କୁ କେତେ କେଉଁଠି ଖୋଜିଛନ୍ତି । କେଉଁଠି ବି ସେ ମିଳିଲେ ନାହିଁ । ଜୀବନର ଝଡ଼ ଝଞ୍ଜା ଭିତରେ ବେଳେବେଳେ ଭାଙ୍ଗି ଯାଇଥିଲେ। କିନ୍ତୁ ହାର୍ ମାନି ନଥିଲେ। ବେଳେବେଳେ ମନକୁ ପାପ ଛୁଏଁ ସିନା, କିନ୍ତୁ ପୁଣି ନିଜକୁ ବୁଝେଇ ଦିଅନ୍ତି। ମନକୁ ଦମ୍ଭ କରି ସାନ୍ତ୍ୱନା ଦିଏ ଯେ ମୋ ଜୀବନ ସାଥୀ ମିଳିଯିବେ । ନିଜ ଉପରେ ଅଗାଢ଼ ବିଶ୍ୱାସ ,Continue reading “ଅଜସ୍ର ପ୍ରେମ ଦୁହିଁଙ୍କୁ କଲା ଏକାଠି: ୩୦ ବର୍ଷ ତଳୁ ନିଖୋଜ ହୋଇଯାଇଥିବା ସମ୍ପର୍କର ପୁନର୍ଜନ୍ମ…”

ହାତୀ-ମଣିଷ ଲଢ଼େଇରେ ହଟହଟା । କାହିଁକି ଜନବସତି ମୁହାଁ ହାତୀ, ମଣିଷ କରୁଛି କେଉଁ ଭୁଲ?

କନକ ବ୍ୟୁରୋ : ହାତୀ ଏବଂ ମଣିଷ ଲଢ଼େଇରେ ଜୀବନ-ଜୀବିକା ସଂପୂର୍ଣ୍ଣ ବିପନ୍ନ ହୋଇପଡ଼ୁଛି । ଜନବସତିରେ ପଶି ହାତୀ ଘରଦ୍ୱାର ନଷ୍ଟ କରିବା ସହିତ ଫସଲ ଖାଉଛି, ନଷ୍ଟ କରୁଛି । ଏହିସବୁ କ୍ଷତିର କ୍ଷତ ଭରଣା କରିବା ସହଜ ହେଉନାହିଁ। ଜଙ୍ଗଲ କ୍ଷୟ, ଖାଦ୍ୟାଭାବ ଏବଂ ଅନ୍ୟାନ୍ୟ କେତେକ ଆନୁଷଙ୍ଗିକ ପ୍ରମୁଖ କାରଣ ହାତୀଙ୍କୁ ବିପଦମୁହଁକୁ ଠେଲି ଦେଉଥିବା ବେଳେ ଆହାର ଅନ୍ବେଷଣରେ ହାତୀ ହେଉଛି ଜନବସତି ମୁହାଁ । ଘରଦ୍ୱାର ଭାଙ୍ଗି ଖାଇContinue reading “ହାତୀ-ମଣିଷ ଲଢ଼େଇରେ ହଟହଟା । କାହିଁକି ଜନବସତି ମୁହାଁ ହାତୀ, ମଣିଷ କରୁଛି କେଉଁ ଭୁଲ?”

ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ । କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ ଆସିଲେ କଂଗ୍ରେସ କର୍ମୀ, ଗାଡି ଚଳାଚଳ ବାଧାପ୍ରାପ୍ତ ।

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଂଟିଆ ବନ୍ଦ ପାଳନ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯିବ । ବନ୍ଦରେ ରୋଗୀ, ଗଣମାଧ୍ୟମ ପ୍ରତିନିଧି, ବାହାଘର ଗାଡି, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୌଣସି ବାଧା ଦିଆଯିବ ନାହିଁ ବୋଲି ପିସିସି ସଭାପତି କହିଛନ୍ତି । ଆମ୍ବୁଲାନ୍ସ ଓ ଦୁଗ୍ଧ ଗାଡି ଅବାଧରେ ଗଡିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେContinue reading “ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ । କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ ଆସିଲେ କଂଗ୍ରେସ କର୍ମୀ, ଗାଡି ଚଳାଚଳ ବାଧାପ୍ରାପ୍ତ ।”

ଚିନ୍ତା ବଢାଇଲା ଦରଦାମ ବୃଦ୍ଧି : ତୈଳ ଦର ବୃଦ୍ଧି ପରେ ମହଙ୍ଗା ହେଲା ଏଲପିଜି ଗ୍ୟାସ

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ୍‌ ଦରରେ ନିଆଁ ଲଗାଇଥିବା ସରକାରୀ ତେଲ କମ୍ପାନି ପୁଣି ଏଲ୍‌ପିଜି ଦର ବୃଦ୍ଧି କରିଛନ୍ତି । ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଆଜିଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ଓଡ଼ିଶାରେ ନୂଆ ଦର ୮୦୦ ଟଙ୍କା ଛୁଇଁବ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ଗତ ୪ ତାରିଖରେ ଏଲ୍‌ପିଜି ଦରରେContinue reading “ଚିନ୍ତା ବଢାଇଲା ଦରଦାମ ବୃଦ୍ଧି : ତୈଳ ଦର ବୃଦ୍ଧି ପରେ ମହଙ୍ଗା ହେଲା ଏଲପିଜି ଗ୍ୟାସ”

କ˚ଗ୍ରେସର ବନ୍ଦ ଡାକରା : ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ୮୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧି ପ୍ରତିବାଦରେ ଆଜି କ˚ଗ୍ରେସର ବନ୍ଦ ଡାକରା ଦେଇଥିବାବେଳେ ବ୍ୟାପକ ପ୍ରସ୍ତୁତି କରିଛି ଓଡ଼ିଶା ପୁଲିସ । ରାଜ୍ୟରେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ମୋଟ ୮୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ରାଜ୍ୟରେ ସକାଳ ୭ଟାରୁ ଦିନ ୧ଟା ଯାଏ ନିୟୋଜିତ ହୋଇଛନ୍ତି । କେବଳ କଟକ-ଭୁବନେଶ୍ବର କମିସନରେଟ୍‌ ପୁଲିସରେ ୩୭ ପ୍ଲାଟୁନ୍‌ ଏବ˚ ପୁରୀରେ ୧୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ କରିଛନ୍ତି ।Continue reading “କ˚ଗ୍ରେସର ବନ୍ଦ ଡାକରା : ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ୮୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ”

ଆଜି କଂଗ୍ରେସର ଓଡିଶା ବନ୍ଦ ଡାକରା: ଜାଣନ୍ତୁ, କ’ଣ ଖୋଲା କ’ଣ ବନ୍ଦ?

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଂଟିଆ ବନ୍ଦ ପାଳନ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯିବ । ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏହି ବନ୍ଦ ପାଳନ ହେବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । ତେବେ ଜାଣନ୍ତୁ ଏହି ସମୟରେ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ… ବନ୍ଦ ରହିବ  ପେଟ୍ରୋଲ ପମ୍ପ ଘରୋଇ ବସ ସମସ୍ତContinue reading “ଆଜି କଂଗ୍ରେସର ଓଡିଶା ବନ୍ଦ ଡାକରା: ଜାଣନ୍ତୁ, କ’ଣ ଖୋଲା କ’ଣ ବନ୍ଦ?”

Design a site like this with WordPress.com
Get started