ଭୁବନେଶ୍ୱରରେ ଓଡିଶା ବନ୍ଦର ପ୍ରଭାବ : ମାଷ୍ଟରକ୍ୟାଂଟିନ ଷ୍ଟେସନରେ ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ

କନକ ବ୍ୟୁରୋ : ଭୁବନେଶ୍ୱରରେ ଓଡିଶା ବନ୍ଦର ପ୍ରଭାବ । ମାଷ୍ଟରକ୍ୟାଂଟିନ ଷ୍ଟେସନରେ ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ଲୋକମାନ୍ୟ ତିଲକ ଟ୍ରେନକୁ ଅଟକାଇଲେ । ଆରପିଏଫ କଥା ନମାନି ଷ୍ଟେସନରେ ଟ୍ରାକ ଉପରେ ଛିଡା ହୋଇଥିଲେ । ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସହ କଂଗ୍ରେସ କର୍ମୀମାନେ ଷ୍ଟେସନ ଭିତରକୁ ପଶିବା ସହ ରେଳ ଧାରଣା ଉପରେ ଛିଡା ହୋଇ ପ୍ରତିବାଦContinue reading “ଭୁବନେଶ୍ୱରରେ ଓଡିଶା ବନ୍ଦର ପ୍ରଭାବ : ମାଷ୍ଟରକ୍ୟାଂଟିନ ଷ୍ଟେସନରେ ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ”

ଆଜି ୭ ଘଣ୍ଟା ପାଇଁ ବନ୍ଦ ରହିବ ‘ମୋ ବସ’ ସେବା : କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ କ୍ରୁଟ ପକ୍ଷରୁ ସୂଚନା

କନକ ବ୍ୟୁରୋ : ବସ ଯାତ୍ରୀଙ୍କ ପାଇଁ ବଡ ଖବର । ଆଜି ୭ ଘଣ୍ଟା ପାଇଁ ବନ୍ଦ ରହିବ ମୋ ବସ ସେବା । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ କ୍ରୁଟ ପକ୍ଷରୁ ସୂଚନା । ସକାଳ ୭ରୁ ଦିନ ୨ଟା ଯାଏଁ ବନ୍ଦ ରହିବ ମୋ ବସ ସେବା । ଦିନ ୨ଟା ପରେ ସ୍ୱାଭାବିକ ହେବ ବସ ଚଳାଚଳ । ସେହିପରି ବନ୍ଦ ପାଳନ ଯୋଗୁଁ ଘରୋଇ ବସ ସେବା ମଧ୍ୟContinue reading “ଆଜି ୭ ଘଣ୍ଟା ପାଇଁ ବନ୍ଦ ରହିବ ‘ମୋ ବସ’ ସେବା : କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ କ୍ରୁଟ ପକ୍ଷରୁ ସୂଚନା”

କଳାହାଣ୍ଡି ଜିଲ୍ଲା କର୍ଲାପାଟରେ ହାତୀ ମୃତ୍ୟୁର ଚାଲିଛି କାରଣ ଖୋଜା : ଭବାନୀପାଟଣାରେ ପହଂଚିଲେ ଭୁବନେଶ୍ୱର ଓୟୁଏଟିର ବିଶେଷଜ୍ଞ ଦଳ

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଗତ ୨ସପ୍ତାହରେ ୬ଟି ହାତୀର ମୃତ୍ୟୁ ହେବା ଘଟଣା ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ରବିବାର ୧୪ ତାରିଖରେ ଆଉ ଏକ ବୟସ୍କ ହାତୀର ମୃତ୍ୟୁ ଘଟିଛି ଘୁଷୁରୀଗୁଡ଼ି ଝରଣା ପାଖରେ। ଷଷ୍ଠ ହାତୀ ମୃତ୍ୟୁବରଣ କରିବା ପରେ ବେଲଗାମ ହୋଇପଡ଼ିଛି ହାତୀ ମଡ଼କ । ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ଘଟୁଥିବା ବେଳେ ବନ ବିଭାଗ ଅନ୍ଧାରରେ ବାଡ଼ି ବୁଲାଇବା ଛଡ଼ା ଅନ୍ୟ କିଛି ଉପାୟContinue reading “କଳାହାଣ୍ଡି ଜିଲ୍ଲା କର୍ଲାପାଟରେ ହାତୀ ମୃତ୍ୟୁର ଚାଲିଛି କାରଣ ଖୋଜା : ଭବାନୀପାଟଣାରେ ପହଂଚିଲେ ଭୁବନେଶ୍ୱର ଓୟୁଏଟିର ବିଶେଷଜ୍ଞ ଦଳ”

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍ କରୋନା ଟିକାକରଣ : ଜାନୁଆରୀ ୧୬ରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍ କରୋନା ଟିକାକରଣ । ସାରାଦେଶରେ ଜାନୁଆରୀ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବାବେଳେ, ଆମ ରାଜ୍ୟରେ ମଧ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ କରୋନା ଟିକା ଦିଆଯାଇଥିଲା । ତେବେ ଚଳିତମାସ ୧୦ ତାରିଖ ସୁଦ୍ଧା ରାଜ୍ୟରେ ପଞ୍ଜିକୃତ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବାପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ହେଲେ ଅନେକ ସ୍ୱାସ୍ଥ୍ୟକର୍ମୀ ଟିକା ନେଇନଥିବାରୁContinue reading “ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍ କରୋନା ଟିକାକରଣ : ଜାନୁଆରୀ ୧୬ରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍”

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ସକାଳ ୭ରୁ ଦିନ ଗୋଟାଏ ଯାଏଁ କଂଗ୍ରେସର ବନ୍ଦ ପାଳନ : ୬ ଘଂଟିଆ ବନ୍ଦରୁ ବାଦ ରହିବ ଅତ୍ୟାବଶ୍ୟକ ସେବା

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଂଟିଆ ବନ୍ଦ ପାଳନ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯିବ । ହେଲେ ବନ୍ଦ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେବ । ଏପରିକି ବନ୍ଦରେ ରୋଗୀ, ଗଣମାଧ୍ୟମ ପ୍ରତିନିଧି, ବାହାଘର ଗାଡି, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୌଣସି ବାଧା ଦିଆଯିବ ନାହିଁ ବୋଲି କହିଛନ୍ତି ପିସିସି ସଭାପତି । ଆମ୍ବୁଲାନ୍ସ ଓ ଦୁଗ୍ଧContinue reading “ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ସକାଳ ୭ରୁ ଦିନ ଗୋଟାଏ ଯାଏଁ କଂଗ୍ରେସର ବନ୍ଦ ପାଳନ : ୬ ଘଂଟିଆ ବନ୍ଦରୁ ବାଦ ରହିବ ଅତ୍ୟାବଶ୍ୟକ ସେବା”

ଭୁବନେଶ୍ୱର ମୁଣ୍ଡବିହୀନ ଶବ ମିଳିବା ଘଟଣା । ମୃତ ପୁଷ୍ପଲତାଙ୍କ ସ୍କୁଟି ଜବତ କଲା ପୋଲିସ 

କନକ ବ୍ୟୁରୋ : ଚନ୍ଦକା ଅଞ୍ଚଳରୁ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ କମିସନରେଟ ପୁଲିସ ଅଭିଯୁକ୍ତ ଗିରଫ କରିବ । ପରେ ଆଜି ଏଥିରେ ବ୍ୟବହୃତ ସ୍କୁଟିକୁ ଘୁ.ଉଦୟଗିରି ଥାନା ଅଞ୍ଚଳରୁ ଜବତ କରିଛି । ଜବତ ସ୍କୁଟିକୁ କିଣିଥିବା ଅଭିଯୋଗରେ କଳିଙ୍ଗ । ପଞ୍ଚାୟତର ତାରବାଡ଼ ଗ୍ରାମର ଶୁଭ୍ରାଂଶୁ ନାୟକଙ୍କୁ ଗିରଫ କରି ଭୁବନେଶ୍ବର ନେଇଛି । ଶୁକ୍ରବାର ଅପରାହ୍ନରେ ମୁଖ୍ୟ ଅଭିଯୁକ୍ତ ଅଙ୍ଗଦ ଦାସ ଓରଫ୍ ସଞ୍ଜୟ ଏବଂ ଶ୍ରୀକାନ୍ତ ସାହୁ ଓରଫ୍Continue reading “ଭୁବନେଶ୍ୱର ମୁଣ୍ଡବିହୀନ ଶବ ମିଳିବା ଘଟଣା । ମୃତ ପୁଷ୍ପଲତାଙ୍କ ସ୍କୁଟି ଜବତ କଲା ପୋଲିସ “

ଭାଷଣ ଦେଲା ବେଳେ ମଞ୍ଚରେ ଟଳି ପଡିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ । ହସ୍ପିଟାଲରେ ଭର୍ତ୍ତି । 

କନକ ବ୍ୟୁରୋ : ଆଜି ଗୁଜୁରାଟର ଭରୋଦରାଠାରେ ଅନୁଷ୍ଠିତ ହେଉଥିବା ଏକ ନିର୍ବାଚନୀ ସଭାରେ ଭାଷଣ ଦେବାବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ  ବିଜୟ ରୁପାନି ହଠାତ ଖସିପଡ଼ିଥିଲେ । ଅସୁସ୍ଥତା କାରଣରୁ ସେ ଖସିପଡ଼ିଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ଖସିପଡ଼ିବା ବେଳେ ତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଧରିପକାଇଥିଲେ । ମଞ୍ଚରେ ଡାକ୍ତରୀ ଦଳ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ । ତେବେ ଏହାପରେ ତାଙ୍କୁ ଅହମଦାବାଦସ୍ଥିତ ୟୁଏନ ମେହେଟ୍ଟାContinue reading “ଭାଷଣ ଦେଲା ବେଳେ ମଞ୍ଚରେ ଟଳି ପଡିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ । ହସ୍ପିଟାଲରେ ଭର୍ତ୍ତି । “

ଭୋଜି ଖାଇ ଫେରିବାବେଳେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ । ୧୦ ବରଯାତ୍ରୀ ଗୁରୁତର, ୨୦ରୁ ଅଧିକ ଆହତ

କନକ ବ୍ୟୁରୋ : ବାହାଭୋଜି ଖାଇ ଫେରିବା ବେଳେ ସାଲେପୁର ଶିଶୁଆ ନିକଟରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ । ବସରେ ଥିବା ବରଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଓ ୨୦ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ପ୍ରିନ୍ସ ବସରେ ୫୦ରୁ ଉର୍ଦ୍ଧ ବରଯାତ୍ରୀ କଟକରୁ ଭୋଜି ଖାଇ ଫେରୁଥିଲେ । ସାଲେପୁର-ଶିଶୁଆ ନିକଟରେ ବସଟି ଭାରସାମ୍ୟ ହରାଇ ଏକ କାରକୁ ଧକ୍କା ଦେଇଥିଲା । ତାପରେ ରାସ୍ତା କଡରେ ଥିବା ଏକContinue reading “ଭୋଜି ଖାଇ ଫେରିବାବେଳେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ । ୧୦ ବରଯାତ୍ରୀ ଗୁରୁତର, ୨୦ରୁ ଅଧିକ ଆହତ”

ପଟ୍ଟାମୁଣ୍ଡାଇ ପ୍ରବେଶ ତୋରଣର ଲେଖା ବଦଳିଲା । ଥିଲା ପ୍ଲମ୍ବିଂ ସହର ହେଲା ଆମ ସହର ପଟ୍ଟମୁଣ୍ଡାଇ । 

କନକ ବ୍ୟୁରୋ : ବଦଳିଲା କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପ୍ରବେଶ ତୋରଣର ଲେଖା । ତୋରଣରେ ଥିଲା ପ୍ଲମ୍ବିଂ ସହର ପଟ୍ଟାମୁଣ୍ଡାଇ । ଏବେ ତୋରଣରେ ଲେଖା ହେଲା ଆମ ସହର ପଟ୍ଟାମୁଣ୍ଡାଇ । ତୋରଣର ଲେଖା ବଦଳାଇଲା ପଟ୍ଟମୁଣ୍ଡାଇ ପୌରପାଳିକା । ତୋରଣରେ ପ୍ଲମ୍ବିଂ ସହର ଲେଖାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବଦଳିଲା ତୋରଣ । from Kanak News via <a href="https://ifttt.com/?

ଓଡିଶା ପାଇଁ ଗର୍ବ ଆଣିଲା ଲାଲଚାନ୍ଦ ଜୁଏଲର୍ସ । ଇଣ୍ଡିଆଜ ମୋଷ୍ଟ ପ୍ରୋମିନେଂଟ ଇଣ୍ଡିଆନ୍ ଆଇକନ୍ ଆୱାର୍ଡ-୨୦୨୧ରେ ସମ୍ମାନିତ ହେଲା

କନକ ବ୍ୟୁରୋ : ରାଜ୍ୟର ଭରଷା ଯୋଗ୍ୟ ଗହଣା ସୋରୁମ୍ ଲାଲଚାନ୍ଦ ଜୁଏଲର୍ସ ଜାତୀୟ ସ୍ତରୀୟ ପୁରସ୍କାର ଜିତି ଓଡିଶାକୁ ଗର୍ବିତ କରିଛି । ମେରିଟ୍ ଆୱାର୍ଡସ ଓ ମାର୍କେଟ ରିସର୍ଚ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଲାଲଚାନ୍ଦ ଜୁଏଲର୍ସକୁ ବେଷ୍ଟ ମଲ୍ଟିବ୍ରାଣ୍ଡ ଜୁଏଲାରୀ କଲେକ୍ସନ କାଟେଗୋରୀରେ ବିଜୟୀ ଘୋଷଣା କରାଯିବା ସହ, ଇଣ୍ଡିଆଜ ମୋଷ୍ଟ ପ୍ରୋମିନେଂଟ ଇଣ୍ଡିଆନ୍ ଆଇକନ୍ ଆୱାର୍ଡ-୨୦୨୧ରେ ସମ୍ମାନିତ କରାଯାଇଛି । କ୍ରିକେଟ କିମ୍ବଦନ୍ତି କପିଲ ଦେବ ଓ ବଲିଉଡ୍ ଅଭିନେତ୍ରୀ ତଥା ମିସContinue reading “ଓଡିଶା ପାଇଁ ଗର୍ବ ଆଣିଲା ଲାଲଚାନ୍ଦ ଜୁଏଲର୍ସ । ଇଣ୍ଡିଆଜ ମୋଷ୍ଟ ପ୍ରୋମିନେଂଟ ଇଣ୍ଡିଆନ୍ ଆଇକନ୍ ଆୱାର୍ଡ-୨୦୨୧ରେ ସମ୍ମାନିତ ହେଲା”

Design a site like this with WordPress.com
Get started