କନକ ବ୍ୟୁରୋ : ପୁଲୱାମା ଆକ୍ରମଣକୁ ବର୍ଷେ ପୂରିଲା ୨ ବର୍ଷ । ୨ ବର୍ଷ ପୁର୍ବେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଦେଶ । ଇତି ମଧ୍ୟରେ ୨ ବିତିଯାଇଛି, ହେଲେ ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମା’ମାଟି । ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛି ମାତୃଭୂମି । ସେଦିନ ଥିଲା ଫେବୃୟାରୀ ୧୪ ତାରିଖ ।Continue reading “ପୁଲୱାମା ଆକ୍ରମଣକୁ ପୂରିଲା ୨ ବର୍ଷ : ସାରା ଦେଶକୁ ଦୋହଲାଇ ଦେଇଥିବା ଦୁଃଖର ଦିନକୁ ପୂରିଛି ଦୁଇବର୍ଷ । ବୀର ପୁତ୍ରକୁ ମନେ ପକାଇ ଗୁମୁରି କାନ୍ଦୁଛି ମା’ମାଟି”
Author Archives: Raghaba
ଅନଶନରେ ଅନ୍ନଦାତା । ମଣ୍ଡିରୁ ଧାନ ଉଠାଇବା ଦାବିରେ ଖୋର୍ଦ୍ଧା ଶ୍ରୀଚନ୍ଦନପୁରରେ ଚାଷୀଙ୍କ ଆମରଣ ଅନଶନ, ରାତି ତମାମ ଶୀତକାକରରେ ପଡିରହିଛନ୍ତି ଚାଷୀ
କନକ ବ୍ୟୁରୋ : ଅନଶନରେ ଅନ୍ନଦାତା । ଦାବି ପୂରଣ ନ ହେବା ଯାଏଁ ଜାରି ରହିବ ଆନ୍ଦୋଳନ । ଏହି ଦୃଶ୍ୟ ହେଉଛି ଖୋର୍ଦ୍ଧା ଶ୍ରୀଚନ୍ଦନପୁର ସେବା ସମବାୟ ସମ୍ମୁଖର । ରାତି ତମାମ ଶୀତକାକରରେ ପଡିରହିଛନ୍ତି ଚାଷୀ । ଦ୍ୱିତୀୟ ଦିନରେ ଜାରି ରହିଛି ଚାଷୀଙ୍କ ଅନଶନ । ନିଜ ଅମଳ ଧାନର ହକ ପାଇଁ ଶୀତକାକରରେ ବସିଛନ୍ତି ଚାଷୀ । ଗତ ୨ ତାରିଖ ଦିନ ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାଜରାସ୍ତାContinue reading “ଅନଶନରେ ଅନ୍ନଦାତା । ମଣ୍ଡିରୁ ଧାନ ଉଠାଇବା ଦାବିରେ ଖୋର୍ଦ୍ଧା ଶ୍ରୀଚନ୍ଦନପୁରରେ ଚାଷୀଙ୍କ ଆମରଣ ଅନଶନ, ରାତି ତମାମ ଶୀତକାକରରେ ପଡିରହିଛନ୍ତି ଚାଷୀ”
ଧାରଣାରେ ବସିଛନ୍ତି ଚାଷୀ, ସେପଟେ ବିଜେପି କରିଛି ଚକାଜାମ୍ । ତୁରନ୍ତ ମଣ୍ଡି ସମସ୍ୟାର ସମାଧାନ ନହେଲେ, ରାଜ୍ୟରେ ଆନ୍ଦୋଳନ ଜୋରଦାର ହେବ ବୋଲି କହିଲେ ଚାଷୀ ନେତା
କନକ ବ୍ୟୁରୋ : ସାରା ରାଜ୍ୟରେ ଧାନ ମଣ୍ଡିର ସମସ୍ୟାକୁ ନେଇ ଚାଷୀ କରିଛନ୍ତି ଆନ୍ଦୋଳନ । ଆଜି ପଶ୍ଚିମ ଓଡିଶାରେ ଏହାର ପ୍ରତିବାଦରେ ୩ ଘଂଟିଆ ଚକାଜାମ୍ କରିଥିଲା ବିଜେପି । ଏପଟେ ଧାରଣାରେ ବସିଛନ୍ତି ଚାଷୀ, ସେପଟେ ବିଜେପି କରିଛି ଚକାଜାମ୍ । ଏହାରି ଭିତରେ ତୁରନ୍ତ ମଣ୍ଡି ସମସ୍ୟା ସମାଧାନ ନହେଲେ, ରାଜ୍ୟରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚାଷୀ ନେତାଏଁ ଚେତାବନୀ ଦେଇଛନ୍ତି । ରାସ୍ତା ଉପରେ ଠିଆ ହୋଇଛି ଶହContinue reading “ଧାରଣାରେ ବସିଛନ୍ତି ଚାଷୀ, ସେପଟେ ବିଜେପି କରିଛି ଚକାଜାମ୍ । ତୁରନ୍ତ ମଣ୍ଡି ସମସ୍ୟାର ସମାଧାନ ନହେଲେ, ରାଜ୍ୟରେ ଆନ୍ଦୋଳନ ଜୋରଦାର ହେବ ବୋଲି କହିଲେ ଚାଷୀ ନେତା”
ଥରିଲା ଜାପାନ: ଫୁକୁସିମା ଅଞ୍ଚଳରେ ବଡ ଧରଣର ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ତୀବ୍ରତା ୭.୧ ।
କନକ ବ୍ୟୁରୋ: ଜାପାନରେ ଆଜି ଏକ ବଡ ଭୂକମ୍ପ ଅନୁଭୂତ ହୋଇଛି | ଜାପାନର ଫୁକୁସିମା ଅଂଚଳରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି | ମିଳିଥିବା ସୂଚନା ମୁତାବକ ଶନିବାର ଦିନ ରାତିରେ ଜାପାନର ସମୁଦ୍ର ତଟବର୍ତ୍ତୀ ଅଂଚଳରେ ଏହି ଭୂକମ୍ପ ହୋଇଥିବା ବେଳେ ସୁନାମି ନେଇ କୌଣସି ସତର୍କତା ଜାରି କରାଯାଇନାହିଁ | ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶContinue reading “ଥରିଲା ଜାପାନ: ଫୁକୁସିମା ଅଞ୍ଚଳରେ ବଡ ଧରଣର ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ତୀବ୍ରତା ୭.୧ ।”
ଅହିରାଜ ଓ ନେଉଳ ମଧ୍ୟରେ ଲଢେଇ । ପ୍ରସିଦ୍ଧ ଶୈବପୀଠ ପଂଚଲିଙ୍ଗେଶ୍ୱରରେ ଦେଖିବାକୁ ମିଳିଲା ଚତ୍ମକାର ଦୃଶ୍ୟ ।
କନକ ବ୍ୟୁରୋ: ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରିର ବାବା ପଂଚଲିଙ୍ଗେଶ୍ୱରରେ ଆଜି ଏକ ଚତ୍ମକାର ଦୃଶ୍ୟ ଦେଖିବାକୁ ମିଳିଛି। ବିରାଟକାୟ ୧୨ ଫୁଟିଆ ଅହିରାଜ ସାପ ସହିତ ଏକ ନେଉଳର ଜୋରଦାର ଲଢେଇ ହୋଇଥିବା ଦେଖାଯାଇଛି। ସାପ ମାନଙ୍କର ରାଜା ଅହିରାଜକୁ ଦେଖିଲେ ଯେକେହି ପଛ ଘୁଞ୍ଚାଦେଵ। ହେଲେ ଏକ ଛୋଟ ନେଉଳ ଆଜି ଲଢେଇ କରି ତାକୁ ଘାଇଲା କରି ପକାଇଛି। ଯାହା ଫଳରେ ସେହି ସ୍ଥାନରେ ସାପଟି ଗୁରୁତର ହୋଇପଡିଥିଲା। ସାପଟି ଜୀବନContinue reading “ଅହିରାଜ ଓ ନେଉଳ ମଧ୍ୟରେ ଲଢେଇ । ପ୍ରସିଦ୍ଧ ଶୈବପୀଠ ପଂଚଲିଙ୍ଗେଶ୍ୱରରେ ଦେଖିବାକୁ ମିଳିଲା ଚତ୍ମକାର ଦୃଶ୍ୟ ।”
ଭୋପାଳରେ ଶହେ ଟପିଲା ପେଟ୍ରୋଲ ଦାମ । ତେଲ ଦର ମାଡରେ ପେଟ୍ରୋଲ ପମ୍ପ ଅକାମୀ । ଓଡିଶାରେ ବି ଉପରମୁହାଁ ତେଲଦର ।
କନକ ବ୍ୟରୋ: ତେଲ ଦରକୁ ନେଇ କିଛି ଦିନ ହେବ ଯେଉଁ ଆଶଙ୍କା କରାଯାଉଥିଲା , ତାହା ହିଁ ହୋଇଛି । ଭୋପାଳରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଛୁଇଁଛି । ସହରରେ ପ୍ରିମିୟମ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ହେବା ଯୋଗୁଁ ପୁରୁଣା ପେଟ୍ରୋଲ ପମ୍ପ ଗୁଡିକରେ ବ୍ୟବସାୟ ପ୍ରଭାବିତ ହୋଇଛି । ମଧ୍ୟ ପ୍ରଦେଶ ପେଟ୍ରୋଲ ପମ୍ପ ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି, ଆଜି ପେଟ୍ରୋଲ ଦର ୧୦୦ଟଙ୍କାContinue reading “ଭୋପାଳରେ ଶହେ ଟପିଲା ପେଟ୍ରୋଲ ଦାମ । ତେଲ ଦର ମାଡରେ ପେଟ୍ରୋଲ ପମ୍ପ ଅକାମୀ । ଓଡିଶାରେ ବି ଉପରମୁହାଁ ତେଲଦର ।”
କର୍ଲାପାଟ ଅଭୟାରଣ୍ୟରେ ପୁଣି ହାତୀର ମୃତଦେହ ଉଦ୍ଧାର । ୧୩ ଦିନରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ।
କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଆଜି ପୁଣି ଏକ ହାତୀର ମୃତ୍ୟୁ ହୋଇଛି। ବନ ବିଭାଗର କର୍ମଚାରୀମାନେ ଘୁଷୁରିଗୁଡ଼ା ନାଳରୁ ହାତୀର ମୃତଦେହ ଉଦ୍ଧାର କରିଛନ୍ତି। ବନ ବିଭାଗ ପକ୍ଷରୁ ସୂଚନା ଦିିଆଯାଇଛି ଯେ, ସଂକ୍ରମଣ ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ସଂଦେହ କରାଯାଉଛି। ତେବେ ଅଳ୍ପ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। କଳାହାଣ୍ଡି ଜିଲ୍ଲାରେ ଶୁକ୍ରବାର ଏକ ମାଈ ହାତୀର ମୃତ୍ୟୁ ହେବା ପରେContinue reading “କର୍ଲାପାଟ ଅଭୟାରଣ୍ୟରେ ପୁଣି ହାତୀର ମୃତଦେହ ଉଦ୍ଧାର । ୧୩ ଦିନରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ।”
ଜାନୁୟାରୀ ୨୬ ଲାଲକିଲ୍ଲା ଘଟଣାରେ ସିନ୍ ରିକ୍ରିଏଟ କଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଦୀପ ସିଦ୍ଧୁ ଓ ଇକବାଲକୁ ନେଇ ଲାଲକିଲ୍ଲାରେ କରାଗଲା ସିନ ରିକ୍ରିଏଟ ।
କନକ ବ୍ୟୁରୋ : ଜାନୁୟାରୀ ୨୬ ଲାଲକିଲ୍ଲା ଘଟଣାର ସିନ ରିକ୍ରିଏଟ କଲା କ୍ରାଇମବ୍ରାଂଚ । ଗଣତନ୍ତ୍ର ଦିବସ ଦିନ କିପରି ଆନ୍ଦୋଳନରତ ଚାଷୀ ଲାଲକିଲ୍ଲା ନିଜ କବଜାକୁ ନେଇଥିଲେ ଏବଂ ଶିଖ ଧାମିର୍କ ପତାକା ଲଗାଇଥିଲେ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ଅଭିଯୁକ୍ତ ଦୀପ ସିଦ୍ଧୁ ଓ ଇକବାଲ ସିଂ । ଟ୍ରାକ୍ଟର ରାଲି ବେଳେ ପୋଲିସ ଦେଇଥିବା ରୁଟ ବଦଳରେ ଚାଷୀଙ୍କୁ ଉସୁକାଇ ଲାଲକିଲ୍ଲା ନିଆଯାଇଥିବା ଦୀପ ସିଦ୍ଧିୁଙ୍କ ନାଁରେ ଅଭିଯୋଗ ରହିଛିContinue reading “ଜାନୁୟାରୀ ୨୬ ଲାଲକିଲ୍ଲା ଘଟଣାରେ ସିନ୍ ରିକ୍ରିଏଟ କଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଦୀପ ସିଦ୍ଧୁ ଓ ଇକବାଲକୁ ନେଇ ଲାଲକିଲ୍ଲାରେ କରାଗଲା ସିନ ରିକ୍ରିଏଟ ।”
ଟ୍ରାକ୍ଟର ଚଲେଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଜସ୍ଥାନ ଗସ୍ତ ବେଳେ ଦେଖିବାକୁ ମିଳିଲା ନୂଆ ଅବତାର
କନକ ବ୍ୟୁରୋ: ଟ୍ରାକ୍ଟର ଚଳାଇଲେ ରାହୁଲ ଗାନ୍ଧୀ । ରାଜସ୍ଥାନ ଗସ୍ତ ବେଳେ ରାହୁଲଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି । ରାହୁଲ ଗାନ୍ଧୀ ଆଜି ଅଜମେର ଓ ନାଗୋର ଦୁଇଟି ଜିଲ୍ଲା ଗସ୍ତ କରି ଟ୍ରାକ୍ଟର ଓ ଟ୍ରଲି ରାଲିରେ ଭାଗ ନେଇଥିଲେ । ଶତାଧିକ ଚାଷୀ ଟ୍ରାକ୍ଟର ସହ ରୁପନଗଡରେ ଆୟୋଜିତ ରାଲିରେ ଯୋଗ ଦେଇଥିଲେ । ଟ୍ରାକ୍ଟର ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ନୂଆ କୃଷି ଆଇନ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତିContinue reading “ଟ୍ରାକ୍ଟର ଚଲେଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଜସ୍ଥାନ ଗସ୍ତ ବେଳେ ଦେଖିବାକୁ ମିଳିଲା ନୂଆ ଅବତାର”
ଦୁଇ ଦିନିଆ କେରଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବ କୋଚି ରିଫାଇନାରୀର ପିଡ଼ିପିପି ପ୍ଲାଟ୍ ।
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେରଳ ଗସ୍ତର ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦୁଇଦିନିଆ କେରଳ ଗସ୍ତରେ ଯାଇଛନ୍ତି । ସେଠାରେ ଉଦଘାଟନ ଓ ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ କରକମଳରେ ରବିବାର ଉଦଘାଟନ ହେବାକୁ ଥିବା ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍(ବିପିସିଏଲ୍) କୋଚି ରିଫାଇନାରୀର ପ୍ରୋପିଲିନ୍ ଡେରିଭେଟିଭ୍ ପେଟ୍ରୋକେମିକାଲ ପ୍ରୋଜେକ୍ଟ (ପିଡ଼ିପିପି) ପ୍ଲାଂଟContinue reading “ଦୁଇ ଦିନିଆ କେରଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବ କୋଚି ରିଫାଇନାରୀର ପିଡ଼ିପିପି ପ୍ଲାଟ୍ ।”