କନକ ବ୍ୟୁରୋ : ଅନୁସୂଚିତ ଜାତିକୁ ନେଇ ରାଜ୍ୟସଭାରେ ବଡ ବୟାନ ରଖିଛନ୍ତି ଆଇନମନ୍ତ୍ରୀ ରବିଶଂକର ପ୍ରସାଦ । ଆଜି ରାଜ୍ୟସଭାରେ ଶ୍ରୀ ପ୍ରସାଦ କହିଛନ୍ତି କି ଯଦି ଅନୁସୂଚିତ ଜାତିର କୌଣସି ବ୍ୟକ୍ତି ଈସାଈ କିମ୍ବା ଇସ୍ଲାମ ଧର୍ମ ଗ୍ରହଣ କରେ ତେବେ ତାକୁ ସଂରକ୍ଷଣ ସୁବିଧାରୁ ବଞ୍ଚିତ କରାଯିବ । ଏହା ସହ ସେମାନେ ସଂରକ୍ଷଣ ସଂସଦୀୟ କିମ୍ବା ବିଧାନସଭା ଆସନରୁ ନିର୍ବାଚନ ଲଢି ପାରିବେ ନାହିଁ । ଆଜି ରାଜ୍ୟସଭାରେ ବିଜେପି ସାଂସଦContinue reading “ଈସାଈ କିମ୍ବା ଇସ୍ଲାମ ଧର୍ମ ପରିବର୍ତ୍ତନ କରୁଥିବା ଦଳିତ ମାନଙ୍କୁ ମିଳିବନି ସଂରକ୍ଷଣ ସୁବିଧା । ସଂରକ୍ଷିତ ଆସନରୁ ଲଢି ପାରିବେନି ନିର୍ବାଚନ”
Author Archives: Raghaba
ବିପର୍ଯ୍ୟୟ ରିଲିଫ୍ ବାବଦକୁ ୩, ୦୦୦ କୋଟିରୁ ଅଧିକ ଟଙ୍କା ପାଇବେ ୫ଟି ରାଜ୍ୟ: କେନ୍ଦ୍ର ସରକାର
କନକ ବ୍ୟୁରୋ: ୨୦୨୦ରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ କୀଟପତଙ୍ଗ ଆକ୍ରମଣର ସରବ୍ୟ ହୋଇଥିବା ୫ ରାଜ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱାଧୀନ ଏକ ଉଚ୍ଚସ୍ତରୀୟ କମିଟି ଶନିବାର ଦିନ ପ୍ରାୟ ୩,୧୧୩ କୋଟି ଟଙ୍କା ମଞ୍ଜୁର କରିଛି। ‘ନ୍ୟାସ୍ନାଲ୍ ଡିଜାଷ୍ଟର୍ ରିସ୍କ୍ ମ୍ୟାନେଜ୍ମେଣ୍ଟ୍ ଫଣ୍ଡ୍’ରୁ ଏହି ଅତିରିକ୍ତ କେନ୍ଦ୍ରୀୟ ସହାୟତା ପାଇବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି, ଆନ୍ଧ୍ର ପ୍ରଦେଶ, ବିହାର, ତାମିଲନାଡୁ, ପୁଡୁଚେରୀ ଏବଂ ମଧ୍ୟପ୍ରଦେଶ ବୋଲି ଗୃହମନ୍ତ୍ରାଳୟ ଜାରିContinue reading “ବିପର୍ଯ୍ୟୟ ରିଲିଫ୍ ବାବଦକୁ ୩, ୦୦୦ କୋଟିରୁ ଅଧିକ ଟଙ୍କା ପାଇବେ ୫ଟି ରାଜ୍ୟ: କେନ୍ଦ୍ର ସରକାର”
କଟାମୁଣ୍ଡ କାହାଣୀ: ପୁଷ୍ପଲତାଙ୍କୁ କେମିତି କରିଥିଲେ ହତ୍ୟା , ଫୁଲେଶ୍ୱରୀ ବସ୍ତିରେ ଡେମୋ ଦେଖାଇଲେ ସଂଜୟ ଓ ଚନ୍ଦୁ ।
କନକ ବ୍ୟୁରୋ: ରାଜଧାନୀରେ ବିଭତ୍ସ କଟାମୁଣ୍ଡ ମାମଲାର ସିନ ରିକ୍ରିଏସନ । ୨ ଅଭିଯୁକ୍ତଙ୍କୁ ଧରି ଫୁଲେଶ୍ୱରୀ ବସ୍ତିକୁ ନେଇଛି ପୁଲିସ । ପୁଷ୍ପଲତାଙ୍କୁ ସଂଜୟ ହତ୍ୟା କରିଥିଲା ସେ ନେଇ ଡୋମୋ କରିକି ଦେଖାଉଛି । ଦୁଇ ଅଭିଯୁକ୍ତ ସଂଜୟ ଓ ଚନ୍ଦୁକୁ ପୁଲିସ ଫୁଲେଶ୍ୱରୀ ବସ୍ତିକୁ ନେଇଛି । ବିବାହ ବିବାଦରୁ ପୁଷ୍ପଲତାକୁ ହତ୍ୟା କରିଥିଲା ସଂଜୟ । ତଂଟି ଚିପ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ମୁଣ୍ଡଠୁ ଶରୀରରୁ ଅଲଗା କରିବାContinue reading “କଟାମୁଣ୍ଡ କାହାଣୀ: ପୁଷ୍ପଲତାଙ୍କୁ କେମିତି କରିଥିଲେ ହତ୍ୟା , ଫୁଲେଶ୍ୱରୀ ବସ୍ତିରେ ଡେମୋ ଦେଖାଇଲେ ସଂଜୟ ଓ ଚନ୍ଦୁ ।”
ଯମ ଜଗିଥିଲା ରାସ୍ତା ମଝିରେ । ଘନ କୁହୁଡି ଯୋଗୁଁ ଟ୍ରକ ତଳେ ପଶିଗଲା କାର, ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ସୂଚନା ।
କନକ ବ୍ୟୁରୋ : ଶୀତ କମିଥିବା ବେଳେ ଅନେକ ସ୍ଥାନରେ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ଘନ କୁହୁଡି ପଡ଼ୁଥିବା ହେତୁ ପାଣିପାଗ କେନ୍ଦ୍ର ବିଭିନ୍ନ ସମୟରେ ଯାତାୟାତ ପାଇଁ ଲୋକମାନଙ୍କୁ ସର୍ତକ କରାଉଛି। ଏହାପରେ ବି ଘନ କୁହୁଡି ହେତୁ ଦୁର୍ଘଟଣା ଘଟୁଥିବାର ଅନେକ ଖବର ପ୍ରତିଦିନ ସାମ୍ନାକୁ ଆସୁଛି।। ଉତ୍ତର ପ୍ରଦେଶର କନ୍ନୋଜ ଜିଲ୍ଲା ତାଲଗ୍ରାମ୍ ଆଗ୍ରା ଏକ୍ସପ୍ରେସ୍ ଓ୍ୱେରେ ଶନିବାର ଘନ କୁହୁଡି ହେତୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାContinue reading “ଯମ ଜଗିଥିଲା ରାସ୍ତା ମଝିରେ । ଘନ କୁହୁଡି ଯୋଗୁଁ ଟ୍ରକ ତଳେ ପଶିଗଲା କାର, ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ସୂଚନା ।”
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ଜୋରଦାର ପ୍ରସ୍ତୁତି । ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ବସିଲା ବୈଠକ ।
କନକ ବ୍ୟୁରୋ: କୋଭିଡ କାଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ଯୋରଦାର ପ୍ରସ୍ତୁତି । ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟତଃ ୪ଟି ବିଷୟରେ ଆଲୋଚନା ହୋଇଯାଇଛି । ଶହେ ଦିନିଆ ପାଠପଢ଼ା, କୋଭିଡ଼ ଉପରେ ସଚେତନତା, ପରୀକ୍ଷା ଦର୍ପଣ ଏବଂ ସ୍କୁଲର ସୁରକ୍ଷା ଓ ଉନ୍ନତି ଉପରେ ଆଲୋଚନା କରାଯାଇଛି । ରାଜ୍ୟବ୍ୟାପି ଗୋଟିଏ ଦିନ ବୈଠକ କରିବାକୁ ବିଦ୍ୟାଳୟକContinue reading “ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ଜୋରଦାର ପ୍ରସ୍ତୁତି । ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ବସିଲା ବୈଠକ ।”
କୋଟିଆରେ କଡ଼ା ସୁରକ୍ଷା ମଧ୍ୟରେ ସରିଲା ଆନ୍ଧ୍ରର ପଂଚାୟତ ନିର୍ବାଚନ । ୬୧୫ ଜଣ ଭୋଟର କଲେ ମତଦାନ, ବିଜୟନଗରମ୍ ଜିଲ୍ଲାପାଳଙ୍କୁ କୋରାପୁଟ ଜିଲ୍ଲାପାଳଙ୍କ ଚିଠି ସତ୍ୱେ ହୋଇଛି ମତଦାନ
କନକ ବ୍ୟୁରୋ : ଓଡ଼ିଶା ଗାଁରେ ପଡ଼ିଶା ଭୋଟ୍ ଶେଷ । କୋରାପୁଟ ଜିଲ୍ଲା କୋଟିଆର ୩ଟି ପଂଚାୟତ ତଳଗଂଜେଇପଦର, ଫଗୁଣସିନେରି ଓ ଫାଟୁସିନେରିରେ ନିର୍ବାଚନ କରିଛି ଆନ୍ଧ୍ର । ଦୁଇଟି ପଂଚାୟତ ତଳଗଂଜେଇପଦର ଓ ଫଗୁଣସିନେରିରେ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଫାଟୁସିନେରି ପଂଚାୟତରେ ମତ ସାବ୍ୟସ୍ତ କରିଛନ୍ତି ଓଡିଶା ଭୋଟର । ୬୧୫ ଜଣ ଭୋଟ ଦେଇଛନ୍ତି । ସାଲୁର ପଂଚାୟତ ଅଫିସର ଏନେଇ ସୂଚନା ଦେଇଛନ୍ତି । ଏମାନଙ୍କ ପାଖରେ ଦୁଇଟିContinue reading “କୋଟିଆରେ କଡ଼ା ସୁରକ୍ଷା ମଧ୍ୟରେ ସରିଲା ଆନ୍ଧ୍ରର ପଂଚାୟତ ନିର୍ବାଚନ । ୬୧୫ ଜଣ ଭୋଟର କଲେ ମତଦାନ, ବିଜୟନଗରମ୍ ଜିଲ୍ଲାପାଳଙ୍କୁ କୋରାପୁଟ ଜିଲ୍ଲାପାଳଙ୍କ ଚିଠି ସତ୍ୱେ ହୋଇଛି ମତଦାନ “
କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ । ପ୍ରହଲାଦ ଜୋସୀଙ୍କୁ ଭେଟି ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟେଇବା ପାଇଁ କଲେ ଦାବି
କନକ ବ୍ୟୁରୋ : କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ । ପ୍ରହଲାଦ ଜୋସୀଙ୍କୁ ଭେଟି ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟେଇବା ପାଇଁ କଲେ ଦାବି ଶ୍ରୀମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ହେବା ପରେ ଏକ୍ରାମ କ୍ଷେତ୍ରର ବିକାଶରେ ବାଧା ହଟାଇବାକୁ ଦିଲ୍ଲୀରେ ଦାବି । ଭୁବନେଶ୍ୱରର ଅନନ୍ତବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଅଂଚଳରୁ ପ୍ରସ୍ତାବିତ ବାଇ-ଲ ହଟେଇବା ପାଇଁ ଦାବି ଯୋରଦାର ହୋଇଛି । ଭୁବନେଶ୍ୱରରେ ଓଡିଶା ମନ୍ଦିର ସେବାୟତContinue reading “କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ । ପ୍ରହଲାଦ ଜୋସୀଙ୍କୁ ଭେଟି ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟେଇବା ପାଇଁ କଲେ ଦାବି “
ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ରୋହିତ ଶର୍ମାଙ୍କ ଦମଦାର ଶତକ, ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ହାସଲ କଲେ ହିଟମ୍ୟାନ୍ ।
କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ରୋହିତ ଶର୍ମାଙ୍କ ଦମଦାର ଶତକ । ଟେଷ୍ଟ କ୍ୟାରିୟର ସପ୍ତମ ଶତକ ହାସଲ କଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ଦ୍ୱିତୀୟ ଟେଷ୍ଟ୍ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିଣି ଭାରତ ପ୍ରଥମେ ବ୍ୟାଟିଙ୍ଗ୍ କରି ବର୍ତ୍ତମାନ ସୁଦ୍ଧା ୪୭ ଓଭର୍ରେ ୩ ଓ୍ଵିକେଟ୍ ବିନିମୟରେ ୧୬୩ ରନ୍ କରିଛି । ଭାରତ ପକ୍ଷରୁ ଓପେନିଙ୍ଗ୍ ବ୍ୟାଟ୍ସ୍ମେନ୍ ଭାବେ କ୍ରିଚ୍କୁ ଯାଇଥିଲେ ରୋହିତ ଶର୍ମା ଏବଂ ଶୁଭମ୍ ଗିଲ୍Continue reading “ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ରୋହିତ ଶର୍ମାଙ୍କ ଦମଦାର ଶତକ, ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ହାସଲ କଲେ ହିଟମ୍ୟାନ୍ ।”
ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି କି ଡୋଭାଲ? ଅଜିତଙ୍କ ଅଫିସର ରେକି କରିଛନ୍ତି ଜୈସ ଆତଙ୍କବାଦୀ, ଭିଡ଼ିଓରୁ ଆସିଲା ସାଂଘାତିକ ସତ ।
କନକ ବ୍ୟୁରୋ : ଜାତୀୟ ସୁରକ୍ଷା ପରାମର୍ଶଦାତା ବା ଏନଏସଏ ଅଜିତ୍ ଡୋଭାଲ ଅଛନ୍ତି କି ଆତଙ୍କୀଙ୍କ ଟାର୍ଗେଟରେ?ଜୈସ ସହ ଜଡିତ ହିଦାୟତ ଉଲ୍ଲାହ ମଲିକ ଠାରୁ ଡୋଭାଲଙ୍କ ଅଫିସର ରେକି ଭିଡ଼ିଓ ମିଳିବା ପରେ ଅଜିତ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କାଶ୍ମୀରରୁ ଆତଙ୍କୀ ଲିଙ୍କରେ ମଲିକକୁ ଗିରଫ କରିବା ପରେ ଏହି ଭିଡ଼ିଓ ବାବଦରେ ଜାଣିବାକୁ ମିଳିଥିଲା । ମିଳିଥିବା ସୂଚନା ମୁତାବକ, ଏହି ରେକି ଗତବର୍ଷ କରାଯାଇଥିଲା । ମଲିକ କେବଳContinue reading “ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି କି ଡୋଭାଲ? ଅଜିତଙ୍କ ଅଫିସର ରେକି କରିଛନ୍ତି ଜୈସ ଆତଙ୍କବାଦୀ, ଭିଡ଼ିଓରୁ ଆସିଲା ସାଂଘାତିକ ସତ ।”
ପୁଣି ଆରମ୍ଭ ହେଲାଣି ବାଲ୍ୟ ବିବାହ ! ଯାଜପୁରରେ ଗତ ୩ମାସରେ ବାହା ହେଲେଣି ୮ ନାବାଳିକା
ଯାଜପୁରର କାଳିଆପାଣି ଅଞ୍ଚଳରେ ଏହି କିଛିିଦିନ ହେବ ଅଧିକ ବାଲ୍ୟବିବାହ ଦୃଷ୍ଟିକୁ ଆସିଛି । କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତର ୭ ଜଣ ନାବାଳିକା ଓ କାଳିଆପାଣିର ଜଣେ ନାବାଳିକା ୩ମାସ ମଧ୍ୟରେ ବିବାହ କରିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ, ଦୁଇଜଣ ଲେଖାଏଁ ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ ଓ ତିନିଜଣ ନବମ ଶ୍ରେଣୀ ଛାତ୍ରୀ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଚିଙ୍ଗୁଡ଼ିପାଳContinue reading “ପୁଣି ଆରମ୍ଭ ହେଲାଣି ବାଲ୍ୟ ବିବାହ ! ଯାଜପୁରରେ ଗତ ୩ମାସରେ ବାହା ହେଲେଣି ୮ ନାବାଳିକା”