କନକ ବ୍ୟୁରୋ : ଦିଲ୍ଲୀ ମଙ୍ଗୋଲପୁର ଅଞ୍ଚଳରେ କିଛି ଦୁର୍ବୃତ୍ତ ରିଙ୍କୁ ଶର୍ମା ନାମକ ଜଣେ ଯୁବକକୁ ଛୁରୀ ମାରି ହତ୍ୟା କରିଦେଇଥିଲେ । ଏହି ମାମଲା ଏବେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରାଯାଇଛି । କ୍ରାଇମବ୍ରାଞ୍ଚ ଏହି ମାମଲାର ଚାର୍ଜସିଟ୍ ୩୦ ଦିନ ମଧ୍ୟରେ କୋର୍ଟରେ ଦାଖଲ କରିବା ବୋଲି ସୂଚନା ମିଳିଛି । ତୁରନ୍ତ ଏହି ମାମଲାର ପର୍ଦ୍ଦାଫାସ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ପୋଲିସ କମିଶନର । ବର୍ତ୍ତମାନContinue reading “ରିଙ୍କୁ ଶର୍ମା ହତ୍ୟା ମାମଲା । ଦିଲ୍ଲୀ କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର । ୫ ଅଭିଯୁକ୍ତ ଗିରଫ୍”
Author Archives: Raghaba
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଏପ୍ରିଲ ମାସରୁ ଟ୍ରାକରେ ଗଡିବ ସମସ୍ତ ଟ୍ରେନ । ଏମିତି ଲାଭ ପାଇବେ ରେଳଯାତ୍ରୀ …..
କନକ ବ୍ୟୁରୋ : ଦେଶରେ କରୋନା ମହାମାରୀର ପ୍ରକୋପ ଏବେ ଧିରେ ଧିରେ କମିବାରେ ଲାଗିଛି । ଏହି କ୍ରମରେ କାରବାର ସମେତ ଅନ୍ୟାନ୍ୟ ଗତିବିଧି ବି ଧିରେ ଧିରେ ସ୍ୱଭାବିକ ହେବାରେ ଲାଗିଲାଣି । ଏହି ସମୟରେ ରେଳଯାତ୍ରୀ ମାନଙ୍କ ପାଇଁ ଏବେ ଏକ ଖୁସି ଖବର ଆସିଛି । ରେଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏପ୍ରିଲ ମାସ ୧ ତାରିଖରୁ ସବୁ ପାସେଞ୍ଜର ଟ୍ରେନ ଚାଲିବ । ଏହା ମଧ୍ୟରେ ଜେନେରାଲContinue reading “ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଏପ୍ରିଲ ମାସରୁ ଟ୍ରାକରେ ଗଡିବ ସମସ୍ତ ଟ୍ରେନ । ଏମିତି ଲାଭ ପାଇବେ ରେଳଯାତ୍ରୀ …..”
‘ବିଜେଡି ସରକାରଙ୍କୁ ଧିକ୍’: କୋଟିଆ ପାଇଁ ବିଜେଡିକୁ କଡ଼ା ସମାଲୋଚନା କଲେ ପିସିସି ସାଭପତି । କହିଲେ, କୋଟିଆକୁ ମିଳିନି ମୌଳିକ ସୁବିଧା…
କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ବିଜେଡିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କଡ଼ା ସମାଲୋଚନା । ଟ୍ୱିଟ୍ କରି ନିରଞ୍ଜନ କହିଲେ, ଓଡ଼ିଶାର ଇଞ୍ଚେ ଜମିକୁ ମଧ୍ୟ ଆନ୍ଧ୍ରପ୍ରଦେଶକୁ ନେବାକୁ ଦେବୁନାହିଁ । ବିଜେଡି ସରକାର ତାର ୨୦ ବର୍ଷର ଶାସନ କାଳରେ କୋଟିଆ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି । ତେଣୁ ଖୁବକମ୍ ଲୋକ ଆନ୍ଧ୍ରପ୍ରଦେଶକୁ ପସନ୍ଦ କରିପାରନ୍ତି । ଏହା ବିଜେଡି ସରକାରଙ୍କ ପାଇଁ ଲଜ୍ଜା । ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେContinue reading “‘ବିଜେଡି ସରକାରଙ୍କୁ ଧିକ୍’: କୋଟିଆ ପାଇଁ ବିଜେଡିକୁ କଡ଼ା ସମାଲୋଚନା କଲେ ପିସିସି ସାଭପତି । କହିଲେ, କୋଟିଆକୁ ମିଳିନି ମୌଳିକ ସୁବିଧା…”
ଆସନ୍ତା ୧୬ରେ ସୁନ୍ଦରଗଡ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରହିଛି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ
କନକ ବ୍ୟୁରୋ : ଆସନ୍ତା ୧୬ରେ ସୁନ୍ଦରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲାର ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରୁଛନ୍ତି । ଏହି ଅବସରରେ ସେ ଜିଲ୍ଲାବାସୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ କରିବେ । ତେବେ ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୮ଶହ ୩୪ ଦଶମିକ ୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୬୮ଟି ପ୍ରକଳ୍ପ ଉଦ୍ଘାଟନ କରିବେContinue reading “ଆସନ୍ତା ୧୬ରେ ସୁନ୍ଦରଗଡ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରହିଛି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ “
ସୀମାନ୍ତବର୍ତୀ ଗଜପତି ଜିଲ୍ଲାରେ ସୀମା ଲଂଘିଲା ଆନ୍ଧ୍ର । ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଲା ନାଲି ଆଖି, ଆନ୍ଧ୍ର ପୁଲିସ ଛଡାଇ ନେଲେ ମୋବାଇଲ୍ ଓ ଆଇଡେଂଟି କାର୍ଡ
କନକ ବ୍ୟୁରୋ : ଆନ୍ଧ୍ର ପାଇଁ ଭୋଟ ଦେଉଛି ଓଡିଶା । ଏତେ ସବୁ ବାଦବିବାଦ ଓ ଟଣଓଟରା ସତ୍ୱେ ଷଡଯନ୍ତ୍ରରୁ ଓହରି ନାହିଁ ପଡୋଶୀ । ମାମଲା ନ୍ୟାୟାଳୟଙ୍କ ପାଖରେ ବିଚାରଧିନ ଥିବାବେଳେ କଡା ସୁରକ୍ଷା ଭିତରେ ମତଦାନ ଚାଲିଛି । ଆଉ ଏସଂପର୍କୀତ ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଦେଉଛି ଆନ୍ଧ୍ର ପୁଲିସ । ଆନ୍ଧ୍ରପ୍ରଦେଶ –ଓଡିଶା ସୀମା ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତରେ ଆନ୍ଧ୍ର ପକ୍ଷରୁ ପଂଚାୟତContinue reading “ସୀମାନ୍ତବର୍ତୀ ଗଜପତି ଜିଲ୍ଲାରେ ସୀମା ଲଂଘିଲା ଆନ୍ଧ୍ର । ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଲା ନାଲି ଆଖି, ଆନ୍ଧ୍ର ପୁଲିସ ଛଡାଇ ନେଲେ ମୋବାଇଲ୍ ଓ ଆଇଡେଂଟି କାର୍ଡ”
ନାଗରକିତା କାନୁନକୁ ନେଇ ଶାହିନବାଗରେ ଧାରଣା ପ୍ରଦର୍ଶନ ପ୍ରସଙ୍ଗ । ସବୁ ସ୍ଥାନରେ ସବୁ ସମୟରେ କରାଯାଇ ପାରିବ ନାହିଁ ବିରୋଧ ପ୍ରଦର୍ଶନ: ସୁପ୍ରିମକୋର୍ଟ
କନକ ବ୍ୟୁରୋ : ନାଗରିକତା କାନୁନ୍ ବିରୋଧରେ ଶାହିନବାଗରେ ଚାଲିଥିବା ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ରାୟ ଉପରେ ପୁଣି ବିଚାର କରିବାକୁ ମନା କରିଦେଇଛନ୍ତି । ଏହା ସହ କୋର୍ଟ କହିଛନ୍ତି କି କୌଣସି ଗୋଟିଏ ସାର୍ବଜନିକ ସ୍ଥାନରେ ଦୀର୍ଘ ସମୟ ଧରି ଧାରଣା ପ୍ରଦର୍ଶନ କରି ଅନ୍ୟ ଲୋକ ମାନଙ୍କର ଅଧିକାରକୁ ପ୍ରଭାବିତ କରାଯାଇ ପାରିବ ନାହିଁ । ବିରୋଧ ପ୍ରଦର୍ଶନ କରିବା ପାଇଁ ସବୁ ସମୟ ଓ ସବୁ ସ୍ଥାନରେ ଅନୁମତିContinue reading “ନାଗରକିତା କାନୁନକୁ ନେଇ ଶାହିନବାଗରେ ଧାରଣା ପ୍ରଦର୍ଶନ ପ୍ରସଙ୍ଗ । ସବୁ ସ୍ଥାନରେ ସବୁ ସମୟରେ କରାଯାଇ ପାରିବ ନାହିଁ ବିରୋଧ ପ୍ରଦର୍ଶନ: ସୁପ୍ରିମକୋର୍ଟ”
ଗତ ୨୪ ଘଣ୍ଟାରେ ଦେଶରେ ୧୨,୧୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ପ୍ରାଣ ହରାଇଛନ୍ତି ୧୦୩ ଜଣ ।
କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୨,୧୪୩ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୧୪୩ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ଓ ୧୦୩ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୮,୯୨,୭୪୬ରେ ପହଞ୍ଚିଛି। ଗତ ୨୪Continue reading “ଗତ ୨୪ ଘଣ୍ଟାରେ ଦେଶରେ ୧୨,୧୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ପ୍ରାଣ ହରାଇଛନ୍ତି ୧୦୩ ଜଣ ।”
ଆରମ୍ଭ ହେଲା ବିଜେପିର ଚକାଜାମ୍ । ୩ଘଣ୍ଟା ଯାଏଁ ରାସ୍ତାରେ ଗଡିବନି ଗାଡି
କନକ ବ୍ୟୁରୋ : ପଶ୍ଚିମ ଓଡିଶାରେ ବିଜେପିର ଆରମ୍ଭ ହେଲା ଚକାଜାମ୍ । ୩ଘଣ୍ଟା ପାଇଁ ଗାଡି ଚଳାଚଳ ବନ୍ଦ ରହିବ । ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆଉପାଦେ ଆଗେଇ ନେଇଛି ରାଜ୍ୟ ବିଜେପି । ପଶ୍ଚିମ ଓଡିଶାର ୫ଟି ଲୋକସଭା ଓ ୩୭ଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ବିଜେପି ଚକାଜାମ ଆନ୍ଦୋଳନ କରିଛି । ପୂର୍ବରୁ ବିଜେପି ପକ୍ଷରୁ ଗତ ଜାନୁଆରୀ ୨୧ ତାରିଖରେContinue reading “ଆରମ୍ଭ ହେଲା ବିଜେପିର ଚକାଜାମ୍ । ୩ଘଣ୍ଟା ଯାଏଁ ରାସ୍ତାରେ ଗଡିବନି ଗାଡି “
ଜମ୍ମୁ-କାଶ୍ମୀରର ଗତବର୍ଷ ୩ ବିଜେପି ହତ୍ୟା କରିଥିବା ଅଭିଯୋଗରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଖାଲିଦ୍ ଗିରଫ୍ । ସାମ୍ବା ଜିଲ୍ଲାରୁ ଗିରଫ୍ କଲା ପୋଲିସ । ଜଣେ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ମାମଲାରେ ବି ରହିଛି ସଂପୃକ୍ତି
କନକ ବ୍ୟୁରୋ : ଗତବର୍ଷ ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ୩ ବିଜେପି ନେତାଙ୍କୁ ଆତଙ୍କବାଦୀ ମାନେ ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟିଆରଏଫ ଆତଙ୍କବାଦୀ ସଂଗଠନର ସଦସ୍ୟ ଜହୁର ଅହମ୍ମଦ ଓରଫ୍ ଖାଲିଦକୁ ଗିରଫ୍ କରିଛି ପୋଲିସ । ସାମ୍ବା ଜିଲ୍ଲାରୁ ଖାଲିଦକୁ ଗିରଫ୍ କରାଯାଇଥିବା ନେଇ ପୋଲିସ ସୂଚାନ ଦେଇଛି । ପୋଲିସର ସୂଚନା ମୁତାବକ କେବଳ ୩ ବିଜେପି ନେତା ନୁହନ୍ତି ଖାଲିଦ୍ ବି ଜଣେContinue reading “ଜମ୍ମୁ-କାଶ୍ମୀରର ଗତବର୍ଷ ୩ ବିଜେପି ହତ୍ୟା କରିଥିବା ଅଭିଯୋଗରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଖାଲିଦ୍ ଗିରଫ୍ । ସାମ୍ବା ଜିଲ୍ଲାରୁ ଗିରଫ୍ କଲା ପୋଲିସ । ଜଣେ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ମାମଲାରେ ବି ରହିଛି ସଂପୃକ୍ତି”
ଆନ୍ଦୋଳନକୁ ଜୋରଦାର କରିବାକୁ ଆସନ୍ତା କାଲି ଠାରୁ ସାରା ଦେଶରେ ହେବ ମହାପଞ୍ଚାୟତ । ଫେବୃଆରୀ ୨୩ ପର୍ଯ୍ୟନ୍ତ ଚାଲିବ ଏହି ବୈଠକ । ୨୩ ପରେ ପ୍ରସ୍ତୁତ ହେବ ଆଗାମୀ ରଣନୀତି
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି କାନୁନକୁ ବିରୋଧ କରି ୨୦୨୦ ନଭେମ୍ବର ମାସରୁ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନକୁ ପାଖା ପାଖି ୩ ମାସ ପୁରିଛି । ଏହାରି ମଧ୍ୟରେ ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ୧୧ ଥର ବୈଠକ ବସି ସାରିଲାଣି । ହେଲେ ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରି ନାହିଁ Continue reading “ଆନ୍ଦୋଳନକୁ ଜୋରଦାର କରିବାକୁ ଆସନ୍ତା କାଲି ଠାରୁ ସାରା ଦେଶରେ ହେବ ମହାପଞ୍ଚାୟତ । ଫେବୃଆରୀ ୨୩ ପର୍ଯ୍ୟନ୍ତ ଚାଲିବ ଏହି ବୈଠକ । ୨୩ ପରେ ପ୍ରସ୍ତୁତ ହେବ ଆଗାମୀ ରଣନୀତି”