କୋଟିଆରେ ଆଜି ଆନ୍ଧ୍ର କରୁଛି ପଂଚାୟତ ନିର୍ବାଚନ । ଭୋଟ୍ ନକରିବାକୁ ବିଜୟନଗରମ୍ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୋରାପୁଟ ଜିଲ୍ଲାପାଳ

ଆଜି ଓଡିଶା ସୀମାନ୍ତ ଗାଁରେ ଆନ୍ଧ୍ର ପ୍ରଦେଶ କରିବ ନିର୍ବାଚନ । ଏହା ଆଗରୁ ବିଜୟନଗରମ୍ ଜିଲ୍ଲାପାଳଙ୍କୁ ବେଆଇନ ନିର୍ବାଚନ ବନ୍ଦ କରିବାକୁ ଚିଠି ଲେଖିଛନ୍ତି କୋରାପୁଟ ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତାର ତାଙ୍କର ପ୍ରତିପକ୍ଷ ବିଜୟନଗରମ୍ ଜିଲ୍ଲାପାଳ ଏମ୍ ହରି ଜବାହରଲାଲଙ୍କ ନିକଟକୁ ଚିଠି ଲେଖି , ନିର୍ବାଚନରୁ ବିରତ ରହିବା ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ଆନ୍ଧ୍ର ସରକାରContinue reading “କୋଟିଆରେ ଆଜି ଆନ୍ଧ୍ର କରୁଛି ପଂଚାୟତ ନିର୍ବାଚନ । ଭୋଟ୍ ନକରିବାକୁ ବିଜୟନଗରମ୍ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୋରାପୁଟ ଜିଲ୍ଲାପାଳ”

ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ : କରୋନା କାଳରେ ପ୍ରଥମ ଥର ପାଇଁ ଗ୍ୟାଲେରିରେ ବସି ଖେଳ ଦେଖିବେ ଦର୍ଶକ

ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । କରୋନା କାଳରେ ପ୍ରଥମ ଥର ପାଇଁ ଗ୍ୟାଲେରିରେ ବସି ଖେଳ ଦେଖିବେ ଦର୍ଶକ । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳ ଦେଖିବା ପାଇଁ ଉତ୍ସାହରେ ଟିକେଟ କାଟିଲେ ଦର୍ଶକ । କରୋନା ମହାମାରୀ ଯୋଗୁଁ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଏବେ ଖେଳ ଦେଖିବା ପାଇଁ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ଅନୁମତି ମିଳିଥିବା ବେଳେ କୋଭିଡ ନିୟମ କଡାକଡି ଭାବେContinue reading “ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ : କରୋନା କାଳରେ ପ୍ରଥମ ଥର ପାଇଁ ଗ୍ୟାଲେରିରେ ବସି ଖେଳ ଦେଖିବେ ଦର୍ଶକ”

ଭୂକମ୍ପ ଝଟକାରେ ଥରିଲା ଉତର ଭାରତ । ଭୂକମ୍ପର ତୀବ୍ରତା ୬.୩ ସୂଚନା, ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା, ଜାମ୍ମୁକାଶ୍ମୀରରେ ଅନୂଭୂତ ହେଲା ଝଟକା

ଭୂକମ୍ପ ଝଟକାରେ ଥରିଲା ଉତର ଭାରତ । ରାଜଧାନୀ ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ସମେତ ସମଗ୍ର ଉତର ଭାରତରେ ଗତକାଲି ରାତିରେ ଭୂମିକମ୍ପ ଅନୁଭୁତ ହୋଇଛି । ଏହି ଭୂମିକମ୍ପର ତିବ୍ରତା ଭାରତରେ ୬.୧ ରେକର୍ଡ କରାଯାଇଛି । ତେବେ ଏହାର କେନ୍ଦ୍ର ତାଜିକସ୍ତାନରେ ରହିଥିଲା । ତାଜିକସ୍ତାନ ଏବଂ ଆଫଗାନିସ୍ତାନର ଫୈଜାବାଦରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି ।  ରାତି ୧୦ଟା୩୧ ମିନିଟରେ ୭୪ କିମି ଗଭୀରତାରେ ଏହି ଭୂକମ୍ପ ଆସିଥିଲା ।Continue reading “ଭୂକମ୍ପ ଝଟକାରେ ଥରିଲା ଉତର ଭାରତ । ଭୂକମ୍ପର ତୀବ୍ରତା ୬.୩ ସୂଚନା, ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା, ଜାମ୍ମୁକାଶ୍ମୀରରେ ଅନୂଭୂତ ହେଲା ଝଟକା”

ରାତିପାହିଲେ ନିର୍ବାଚନ । ଭୋଟ୍ ନକରିବାକୁ ବିଜୟନଗରମ୍ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୋରାପୁଟ ଜିଲ୍ଲାପାଳ ।

କନକ ବ୍ୟୁରୋ : ରାତି ପାହିଲେ ଓଡିଶା ସୀମାନ୍ତ ଗାଁରେ ଆନ୍ଧ୍ର ପ୍ରଦେଶ କରିବ ନିର୍ବାଚନ । ଏହା ଆଗରୁ ବିଜୟନଗରମ୍ ଜିଲ୍ଲାପାଳଙ୍କୁ ବେଆଇନ ନିର୍ବାଚନ ବନ୍ଦ କରିବାକୁ ଚିଠି ଲେଖିଛନ୍ତି କୋରାପୁଟ ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତାର ତାଙ୍କର ପ୍ରତିପକ୍ଷ ବିଜୟନଗରମ୍ ଜିଲ୍ଲାପାଳ ଏମ୍ ହରି ଜବାହରଲାଲଙ୍କ ନିକଟକୁ ଚିଠି ଲେଖି, ନିର୍ବାଚନରୁ ବିରତ ରହିବା ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛିContinue reading “ରାତିପାହିଲେ ନିର୍ବାଚନ । ଭୋଟ୍ ନକରିବାକୁ ବିଜୟନଗରମ୍ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୋରାପୁଟ ଜିଲ୍ଲାପାଳ ।”

ଭୂକମ୍ପରେ ଥରିଲା ଉତ୍ତର ଭାରତ । ଦିଲ୍ଲୀ-ଏନସିଆର୍ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୬.୩

କନକ ବ୍ୟୁରୋ: ଭୂକମ୍ପରେ ଥରିଲା ଉତ୍ତର ଭାରତ । ଶୁକ୍ରବାର ରାତିରେ ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଭୂକମ୍ପର ଝଟକା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ବୋଲି ମପାଯାଇଛି । ରାତି ପ୍ରାୟ ସାଢେ ୧୦ଟା ବେଳକୁ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ହରିୟାଣା, ରାଜସ୍ଥାନ, ଜାମୁ କାଶ୍ମୀର, ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପ ହୋଇଛିା ଯାହାର କେନ୍ଦ୍ରସ୍ଥଳ ତାଜକିସ୍ତାନ ବୋଲି  ସୂଚନା ମିଳିଛି । ଏହି ଭୂମିକମ୍ପ ଫଳରେ ଦିଲ୍ଲୀ ଅଞ୍ଚଳରେContinue reading “ଭୂକମ୍ପରେ ଥରିଲା ଉତ୍ତର ଭାରତ । ଦିଲ୍ଲୀ-ଏନସିଆର୍ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୬.୩”

ବାଇ-ଲ ପ୍ରସଙ୍ଗକୁ ନେଇ ଟ୍ୱିଟ୍ କଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା ମାଧ୍ୟମରେ ହେବ ସମାଧାନ

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଏବେ ବାଇ-ଲ ପ୍ରସଙ୍ଗକୁ ନେଇ ତାତି ବଢିଥିବାବେଳେ ଏହାକୁ ନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କ ସଂସ୍କୃତି, ଗୌରବ ଓ ଭାବାବେଗକୁ ସମ୍ମାନ ଦେବାରେ ପ୍ରଧାନମନ୍ତ୍ରୀ ମୋଦୀ କେବି ବି ଅବହେଳା କରିବେ ନାହିଁ ବୋଲି ଧର୍ମେନ୍ଦ୍ର ଟ୍ୱିଟ୍ କରି ଲେଖିଛନ୍ତି । ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରୁଛି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ @narendramodi ଜୀଙ୍କ ସରକାର ଓଡ଼ିଶା ଜନସାଧାରଣଙ୍କର ସଂସ୍କୃତି, ଗୌରବ ଏବଂ ଭାବାବେଗକୁContinue reading “ବାଇ-ଲ ପ୍ରସଙ୍ଗକୁ ନେଇ ଟ୍ୱିଟ୍ କଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା ମାଧ୍ୟମରେ ହେବ ସମାଧାନ”

ସୀମା ବିବାଦକୁ ନେଇ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ, ଚୀନ ବିରୋଧରେ ଠିଆ ହେବାକୁ ମୋଦୀ ଭୟ କରୁଛନ୍ତି ।

କନକ ବ୍ୟୁରୋ: ଚୀନ୍ ସହ ସୀମା ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀଙ୍କୁ ଭୀରୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଭାରତ ଚୀନ ସୀମା ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ମୋଦୀଙ୍କୁ ଭୀରୁ ବୋଲି କହିବା ସହ ଚୀନ୍ ବିରୋଧରେ ଠିଆ ହେବାକୁ ମୋଦୀ ଭୟ କରୁଥିବା କହିଛନ୍ତି ରାହୁଲContinue reading “ସୀମା ବିବାଦକୁ ନେଇ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ, ଚୀନ ବିରୋଧରେ ଠିଆ ହେବାକୁ ମୋଦୀ ଭୟ କରୁଛନ୍ତି ।”

ଋଷିଗଙ୍ଗା ନଦୀର ପାଣିରେ ଉତ୍ତରାଖଣ୍ଡରେ ସୃଷ୍ଟି ହୋଇଛି କୃତ୍ରିମ ହ୍ରଦ । ଭୂତତ୍ତ୍ୱବିତ କହିଲେ, ଏବେ ବି ଟଳିନି ବିପଦ ।

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଫେବୃଆରୀ ୭ ତାରିଖରେ ହୋଇଥିବା ହିମସ୍ଖଳନ ପରେ ଏବେବି ଟଳିନି ବିପଦ । ଋଷିଗଙ୍ଗା ନଦୀର ପାଣି ଗତ ୭ ତାରିଖରୁ ଏବେ ଯାଏଁ ସେହି ସ୍ଥାନରେ ଜମା ହୋଇ ରହିଛି । ଫଳରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ଯାହା ତଳିଆ ଅଂଚଳ ପାଇଁ କୌଣସି ମୁହୁର୍ତରେ ବିପଦ ଆଣିପାରେ । ଉଚ୍ଚ ପାହାଡରେ ଯେଉଁ ସ୍ଥାନରେ ରୌଠିଗାଡ ନଦୀ ସହ ଋଷିଗଙ୍ଗା ନଦୀର ସଙ୍ଗମ ହୋଇଛି ସେହିContinue reading “ଋଷିଗଙ୍ଗା ନଦୀର ପାଣିରେ ଉତ୍ତରାଖଣ୍ଡରେ ସୃଷ୍ଟି ହୋଇଛି କୃତ୍ରିମ ହ୍ରଦ । ଭୂତତ୍ତ୍ୱବିତ କହିଲେ, ଏବେ ବି ଟଳିନି ବିପଦ ।”

ସରକାରଙ୍କ ଟାର୍ଗେଟରେ ଆମେରିକୀୟ କମ୍ପାନୀ ଟ୍ୱିଟର । ବିବାଦ ପରେ ଦେଶୀ ମାଇକ୍ରୋ ବ୍ଲଗିଂ ସାଇଟ ‘କୁ’ ଏବେ ଚର୍ଚ୍ଚାରେ ।

କନକ ବ୍ୟୁରୋ: ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ଲାଗି ରହିଥିବା ବିବାଦ ଭିତରେ ଚର୍ଚ୍ଚାକୁ ଆସିଛି ଏକ ନୂଆ ମାଇକ୍ରୋ ବ୍ଲଗିଙ୍ଗ ଆପ୍ ‘କୁ’ । ଟ୍ୱିଟରର ବିକଳ୍ପ ଭାବେ ଏହା ୟୁଜର୍ସଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହେବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ ପ୍ଲେ ଷ୍ଟୋରରୁ ଏହାକୁ ବହୁଳ ଭାବେ ଡାଉନଲୋଡ କରାଯାଇଛି । ସୋସିଆଲ ମିଡିଆରେ ମତ ପ୍ରକାଶ କରିବା ଏବଂ ପ୍ରତିକ୍ରିୟା ରଖିବାର ଏକ ପ୍ରମୁଖ ମାଧ୍ୟମ ଟ୍ୱିଟରContinue reading “ସରକାରଙ୍କ ଟାର୍ଗେଟରେ ଆମେରିକୀୟ କମ୍ପାନୀ ଟ୍ୱିଟର । ବିବାଦ ପରେ ଦେଶୀ ମାଇକ୍ରୋ ବ୍ଲଗିଂ ସାଇଟ ‘କୁ’ ଏବେ ଚର୍ଚ୍ଚାରେ ।”

ସରକାରୀ ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ । ପବ୍ଲିକ ଡୋମେନରେ ରହିବ ସମସ୍ତ ତଥ୍ୟ । ବିଜ୍ଞପ୍ତି ଜାରି କଲା ସାଧାରଣ ପ୍ରଶାସନ ବିଭାଗ ।

କନକ ବ୍ୟୁରୋ: ଓଡିଶାରେ ସରକାରୀ ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ । ପ୍ରଶାସନକୁ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ କରିବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଛି  ସାଧାରଣ ପ୍ରଶାସନ ବିଭାଗ । ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଏଣିକି ସମସ୍ତ ବର୍ଗର ସରକାରୀ ଚାକିରିଆ ସେମାନଙ୍କର ଆୟର ବିବରଣୀ ପ୍ରଦାନ କରିବେ । ଏଥିସହ ଏହାକୁ ସମସ୍ତେ ଜାଣିବା ଭଳି ପବ୍ଲିକ ଡୋମେନରେ ମଧ୍ୟ ରଖିବେContinue reading “ସରକାରୀ ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ । ପବ୍ଲିକ ଡୋମେନରେ ରହିବ ସମସ୍ତ ତଥ୍ୟ । ବିଜ୍ଞପ୍ତି ଜାରି କଲା ସାଧାରଣ ପ୍ରଶାସନ ବିଭାଗ ।”

Design a site like this with WordPress.com
Get started