ଭୁବନେଶ୍ୱରରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡ କାଟିବା ମାମଲା । ରିମାଣ୍ଡ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡ କାଟିବା ମାମଲା । ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଜେଏମଏଫସି କୋର୍ଟ । ଶୁକ୍ରବାର କମିଶନରେଟ୍ ପୋଲିସ ଏହି ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ସହିତ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ଯାହାର ବିଚାର କରି ରାୟକୁ ସଂରକ୍ଷିତ ରଖାଯାଇଛି । ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମାମଲାର ଛାନଭିନ୍ କରିContinue reading “ଭୁବନେଶ୍ୱରରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡ କାଟିବା ମାମଲା । ରିମାଣ୍ଡ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ ।”

ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଦଳର ଏକାଧିକ ଯୁବ ଖେଳାଳି ଫିଟନେସ୍ ଟେଷ୍ଟରେ ଫେଲ୍ ।

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦିନିକିଆ ଓ ଟି-୨୦ ସିରିଜରେ ଅଡୁଆରେ ପଡିପାରେ ଟିମ୍ ଇଣ୍ଡିଆ । କାହିଁକି ନା ଦଳର ଏକାଧିକ ଖେଳାଳି ଏବେ ଫିଟନେସ୍ ଟେଷ୍ଟରେ ପାସ୍ ନହୋଇପାରିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଆଗକୁ ଇଂଲଣ୍ଡ ସହ ଲିମିଟେଡ୍ ଓଭର ସିରିଜ୍ ଥିବାରୁ ଫିଟନେସ୍ ସମସ୍ୟା ହେତୁ ଏହି ଖେଳାଳିମାନେ ଦଳରୁ ବାହାର ହୋଇପାରନ୍ତି ବୋଲି କୁହାଯାଉଛି । ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପୂର୍ବରୁ ଖେଳାଳିମାନଙ୍କ ଫିଟନେସ୍Continue reading “ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଦଳର ଏକାଧିକ ଯୁବ ଖେଳାଳି ଫିଟନେସ୍ ଟେଷ୍ଟରେ ଫେଲ୍ ।”

ମାର୍ଚ୍ଚ ୨୮ରୁ ୨୨ଟି ନୂଆ ରୁଟରେ ଫ୍ଲାଇଟ ଚଳାଚଳ ଆରମ୍ଭ କରିବ ଇଣ୍ଡିଗୋ । ଭୁବନେଶ୍ବରରୁ ପାଟନାକୁ ଉଡିବ ଇଣ୍ଡିଗୋ ବିମାନ ।

କନକ ବ୍ୟୁରୋ : ଦେଶର ପ୍ରମୁଖ ଘରୋଇ ବିମାନସେବା କମ୍ପାନି ଇଣ୍ଡିଗୋ ଆସନ୍ତା ମାର୍ଚ୍ଚ ୨୮ରୁ ୨୨ଟି ନୂଆ ରୁଟରେ ଫ୍ଲାଇଟ ଚଳାଚଳ ଆରମ୍ଭ କରିବ ବୋଲି ଘୋଷଣା କରିଛି । ଏହି ୨୨ଟି ନୂଆ ରୁଟ୍ ମଧ୍ୟରେ ଭୁବନେଶ୍ବର-ପାଟନା ରୁଟ୍ ମଧ୍ୟ ରହିଛି । ଏହି ରୁଟରେ ଆସନ୍ତା ମାର୍ଚ୍ଚ ୨୮ରୁ ନୂଆକରି ବିମାନ ଚଳାଚଳ ଆରମ୍ଭ କରିବ ଇଣ୍ଡିଗୋ । ସେହିଭଳି ଇଣ୍ଡିଗୋ ବିମାନ ଅଗରତାଲା-ଆଇଜଲ, ଜୟପୁର-ଭରୋଦରା, ଚେନ୍ନାଇ-ଭରୋଦରା, ବାଙ୍ଗାଲୁରୁ-ଶିରଡି, ପାଟନା-କୋଚି, ରାଜମହେନ୍ଦ୍ରୀ-ତିରୁପତି, କୋଲକତା-ଗୟା,Continue reading “ମାର୍ଚ୍ଚ ୨୮ରୁ ୨୨ଟି ନୂଆ ରୁଟରେ ଫ୍ଲାଇଟ ଚଳାଚଳ ଆରମ୍ଭ କରିବ ଇଣ୍ଡିଗୋ । ଭୁବନେଶ୍ବରରୁ ପାଟନାକୁ ଉଡିବ ଇଣ୍ଡିଗୋ ବିମାନ ।”

ବାରିପଦା ପାଇଁ ଗୌରବ ଆଣିଲେ ସୁନା ଝିଅ ଶୁଭାଙ୍ଗୀ । ଦେଶର ୨୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ପିନ୍ଧିଲେ ଅପେରା ମିସ୍ ଇଣ୍ଡିଆ ୨୦୨୧ ଅନଲାଇନ୍ ସିଜିନ୍-୨ର ତାଜ ।

କନକ ବ୍ୟୁରୋ : କଳା ସଂସ୍କୃତି ଓ ଐତିହ୍ୟର ସହର ବାରିପଦା ପାଇଁ ଗୌରବ ଆଣିଲେ ସୁନା ଝିଅ ଶୁଭାଙ୍ଗୀ । ସାରା ଭାରତ ବର୍ଷର ୨୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୧ ଅପେରା ମିସ୍ ଇଣ୍ଡିଆ ଅନଲାଇନ୍ ସିଜିନ୍-୨ର ତାଜ୍ ପିନ୍ଧିଲେ ମୟୂରଭଞ୍ଜର ସୁନ୍ଦରୀ ଶୁଭାଙ୍ଗୀ ଜାନା । ଛୋଟବେଳୁ ନାଚ,ଗୀତ ଓ ଅଭିନୟରେ ରୁଚି ରଖିଥିବା ଶୁଭାଙ୍ଗୀ ନିଜର ଚେଷ୍ଟା, ଆତ୍ମବିଶ୍ୱାସ ତାଙ୍କୁ ଆଜି ଏହି ସଫଳତା ଆଣିଦେଇଛି । ସର୍ବଭାରତୀୟ ସ୍ତରରେ ଆୟୋଜିତContinue reading “ବାରିପଦା ପାଇଁ ଗୌରବ ଆଣିଲେ ସୁନା ଝିଅ ଶୁଭାଙ୍ଗୀ । ଦେଶର ୨୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ପିନ୍ଧିଲେ ଅପେରା ମିସ୍ ଇଣ୍ଡିଆ ୨୦୨୧ ଅନଲାଇନ୍ ସିଜିନ୍-୨ର ତାଜ ।”

ଭୋକ ମେଣ୍ଟାଇବା ପାଇଁ ଇଟା ଭାଟି ଠିକଣା । ଅଣ୍ଡାଳି ଅଣ୍ଡାଳି ଇଟା ଗଢୁଛନ୍ତି ଦୁନିଆ ଦେଖିପାରୁନଥିବା ମହିଳା ।

କନକ ବ୍ୟୁରୋ: ସେ ଅକ୍ଷମ ହୋଇ ବି ସକ୍ଷମ। ଦୃଷ୍ଟିହୀନ ମଣିଷ ଦେଖାଉଛନ୍ତି ସମାଜ ରେ ଆତ୍ମନିର୍ଭରଶୀଳ ର ମାର୍ଗ। ପେଟ ର ଭୋକ ଆଗରେ ସବୁକିଛି ହାର ମାନେ। ସେ ସକ୍ଷମ ମଣିଷ ହେଉ ବା ଭିନ୍ନକ୍ଷମ। ଯେତେବେଳେ ବଞ୍ଚିବା ପାଇଁ ସଂଘର୍ଷ ର କଥା ପଡ଼େ ସେତେବେଳେ ଜୀବନ କୁ ବାଜି ଲଗାଇ କାମ କରିବାକୁ ବାଧ୍ୟ ହୁଏ ମଣିଷ। ଏମିତି ଏକ ଦୃଷ୍ଟିହୀନ ମହିଳାଙ୍କୁ ଖୋଜି ପାଇଥିଲା ଆମ କନକ ନିଉଜ୍। ଦଇବContinue reading “ଭୋକ ମେଣ୍ଟାଇବା ପାଇଁ ଇଟା ଭାଟି ଠିକଣା । ଅଣ୍ଡାଳି ଅଣ୍ଡାଳି ଇଟା ଗଢୁଛନ୍ତି ଦୁନିଆ ଦେଖିପାରୁନଥିବା ମହିଳା ।”

ଓଡିଶାରେ ଆନ୍ଧ୍ରର ନିର୍ବାଚନ ବେଳେ ଗଜପତି ଗଙ୍ଗାବାଡରେ ବିଜେପି ଟିମ୍ । ସ୍ଥିତି ସଂପର୍କରେ ଆଲୋଚନା ବେଳେ ଅଧାରୁ ଉଠିଗଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ।

କନକ ବ୍ୟୁରୋ : ଆନ୍ଧ୍ରର ସୀମାନ୍ତବର୍ତ୍ତୀ ଗଜପତି ଜିଲ୍ଲାରେ ଥିବା ଗାଁରେ ବିଜେପି ପ୍ରତିନିଧି ଦଳ ସହ ଆଲୋଚନା ବେଳେ ଅଧାରୁ ଉଠି ଚାଲିଯାଇଛନ୍ତି ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେରି ଟିମ ଗଙ୍ଗବାଡ ପଂଚାୟତ ଯାଇଥିଲେ । ଏହି ସମୟରେ ନିର୍ବାଚନ ପରିଚାଳନା ପାଇଁ ଉପସ୍ଥିତ ଥିଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା ବେଳେ ତଥ୍ୟ ଉପସ୍ଥାପନ କରିନପାରି ଅଧାରୁContinue reading “ଓଡିଶାରେ ଆନ୍ଧ୍ରର ନିର୍ବାଚନ ବେଳେ ଗଜପତି ଗଙ୍ଗାବାଡରେ ବିଜେପି ଟିମ୍ । ସ୍ଥିତି ସଂପର୍କରେ ଆଲୋଚନା ବେଳେ ଅଧାରୁ ଉଠିଗଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ।”

ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ । କହିଲେ ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର

କନକ ବ୍ୟୁରୋ : ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ । କହିଲେ ଅନନ୍ତବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ମନ୍ଦିରରୁ ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର । ଏହାସହ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ଆଗରେ ରଖିବାକୁ ରାଜ୍ୟର ସମସ୍ତ ସାଂସଦଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । Central Govt should immediately withdraw the National Monuments Authority Draft Bylaws on Ananta Basudev & Brahmeswar TempleContinue reading “ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ । କହିଲେ ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର”

ତାମିଲନାଡୁର ଏକ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ୧୧ ମୃତ , ଅନେକ ଆହତ

କନକ ବ୍ୟୁରୋ : ତାମିଲନାଡୁର ଭୀରୁଧୁନଗରରେ ଥିବା ଏକ ବାଣ କାରଖାନାରେ ଶୁକ୍ରବାର ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୧ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଆଜି କୌଣସି କାରଣରୁ ଏହି ବାଣ କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ଆଗରୁ ପୁରା କାରଖାନା ନିଆଁ ବଳୟ ଭିତରକୁ ଆସିଯାଇଥିଲା । ଫଳରେ କାରଖାନାରେ କାମContinue reading “ତାମିଲନାଡୁର ଏକ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ୧୧ ମୃତ , ଅନେକ ଆହତ”

ଶ୍ରମିକଙ୍କ ପାସବୁକ୍ ଜରିଆରେ ସରକାରୀ ଟଙ୍କା ଲୁଟ୍ । ଶ୍ରମିକଙ୍କ ପାସବୁକରେ ଟଙ୍କା ଜମାକରି ଏଟିଏମ୍ ଜରିଆରେ ଉଠାଇ ନେଇଛନ୍ତି ଅଧିକାରୀ, ଜାଣି ନାହାନ୍ତି ଶ୍ରମିକ

କନକ ବ୍ୟୁରୋ: ଯାଜପୁର ବନବିଭାଗ ବିରୋଧରେ ମହାଦୁର୍ନୀତିର ଅଭିଯୋଗ । ବନବିଭାଗ ଅଧିକାରୀ ଶ୍ରମିକଙ୍କ ପାସବୁକରେ ଲକ୍ଷ ଲକ୍ଷ ଟଙ୍କା ଜମାକରି ଏଟିଏମ୍ ଜରିଆରେ ଉଠାଇ ନେଇଥିବା ଅଭିଯୋଗ ହୋଇଛି । କରୋନା ବେଳେ ଲୋକମାନେ ଭୋକ ଉପାସରେ ଦିନ କାଟୁଥିବା ବେଳେ ଶ୍ରମିକଙ୍କ ନାଁରେ ହୋଇଥିବା ଦୁର୍ନୀତି ସମ୍ପର୍କରେ କେହି କିଛି ଜାଣିନଥିଲେ । ଆଉ ଏବେ ଏହା ଜଣାପଡିବା ପରେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ସମ୍ପୃକ୍ତ ବନବିଭାଗContinue reading “ଶ୍ରମିକଙ୍କ ପାସବୁକ୍ ଜରିଆରେ ସରକାରୀ ଟଙ୍କା ଲୁଟ୍ । ଶ୍ରମିକଙ୍କ ପାସବୁକରେ ଟଙ୍କା ଜମାକରି ଏଟିଏମ୍ ଜରିଆରେ ଉଠାଇ ନେଇଛନ୍ତି ଅଧିକାରୀ, ଜାଣି ନାହାନ୍ତି ଶ୍ରମିକ”

ରାଜଧାନୀରେ ମହିଳାଙ୍କ କଟାମୁଣ୍ଡ ମାମଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁକୁ କୋର୍ଟରେ ହାଜର କଲା ପୋଲିସ । ୫ ଦିନିଆ ରିମାଣ୍ଡ ପାଇଁ କରିଛି ଆବେଦନ ।

କନକ ବ୍ୟୁରୋ: କୋର୍ଟରେ ପହଂଚିଲେ କଟା ମୁଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁ । କମିଶନରେଟ୍ ପୋଲିସ ସେମାନଙ୍କୁ ଗିରଫ କରିବା ପରେ ଆଜି କୋର୍ଟରେ ହାଜର କରିଛି । ଏଥିସହ ପୋଲିସ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ପାଖରେ ଆବେଦନ କରିଛନ୍ତି । ଏହି ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପରେ  ହତ୍ୟାକାଣ୍ଡ ସଂପର୍କରେ ଅଧିକ ସତ ପଦାକୁ ଆସିବ ବୋଲି କୁହାଯାଉଛି । ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହContinue reading “ରାଜଧାନୀରେ ମହିଳାଙ୍କ କଟାମୁଣ୍ଡ ମାମଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁକୁ କୋର୍ଟରେ ହାଜର କଲା ପୋଲିସ । ୫ ଦିନିଆ ରିମାଣ୍ଡ ପାଇଁ କରିଛି ଆବେଦନ ।”

Design a site like this with WordPress.com
Get started