କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ଭୁବନେଶ୍ୱରରେ ହତ୍ୟା କରିବା ପରେ ଯାଜପୁରରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିବା ପରେ ଝରାଫୁଲଙ୍କ ମର୍ଡର ମିଷ୍ଟ୍ରି ଉପରୁ ଧୀରେ ଧୀରେ ପରଦା ହଟୁଛି । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଓ ମୃତଦେହକୁ ଫୋପାଡିବା ପାଇଁ ଅଭିଯୁକ୍ତ କରିଥିଲା ଷଡ଼ଯନ୍ତ୍ର । ମୃତଦେହକୁ ଦୁଇଜଣ ସ୍କୁଟିରେ ନେଇ ଯାଉଥିବାରContinue reading “ଝରାଫୁଲ ହତ୍ୟା ପଛରେ ପ୍ରେମ ! ଜାଣନ୍ତୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆରେ କାହିଁକି ଫିଙ୍ଗିଲେ ପ୍ରେମିକ ରାକେଶ?”
Author Archives: Raghaba
ବହୁ ଚର୍ଚ୍ଚିତ ମାଲକାନାଗିରି ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା : ରହସ୍ୟ ଖୋଜିବାକୁ ତଦନ୍ତ କରିବ କ୍ରାଇମବ୍ରାଂଚ
କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଲଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ପୁଣି ନୁଆ ମୋଡ । ତତ୍କାଳିନ ମାଲକାନଗିରି ଜିଲ୍ଲାପାଳଙ୍କ ପରେ ଏବେ ମାଲକାନଗିରି ଏସପିଙ୍କ ବିରୋଧରେ କୋର୍ଟରେ ଦ୍ୱାରସ୍ତ ହେଲେ ମୃତ ପିଏଙ୍କ ପରିବାର । ତତ୍କାଳିନ ଜିଲ୍ଲାପାଳ ମନିଷ ଅଗ୍ରଓାଲଙ୍କ ପରେ ଏବେ ମାଲକାନଗିରି ଏସପି ରିଷିକେଶ କିଲ୍ଲାରୀ, ମାଲକାନଗିରି ଥାନା ଆଇଆଇସି ଓ ଓରକେଲ ଥାନା ଆଇଆଇସିଙ୍କ ସମେତ ୬ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଏସଡିଜେଏମ କୋର୍ଟରେ ଦ୍ୱାରସ୍ତContinue reading “ବହୁ ଚର୍ଚ୍ଚିତ ମାଲକାନାଗିରି ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା : ରହସ୍ୟ ଖୋଜିବାକୁ ତଦନ୍ତ କରିବ କ୍ରାଇମବ୍ରାଂଚ”
ପାଲ ତଳେ ଦଶରଥପୁର ବ୍ଲକର ପାଲଟପୁର ପଂଚାୟତ : ଗରିବ ହିତାଧିକାରୀଙ୍କୁ ମିଳୁନାହିଁ ଆବାସ ଯୋଜନାରେ ପକ୍କା ଘର; ଭଙ୍ଗା ଚାଳ ଘରେ ପଲିଥିନ୍ ଟାଣି ମୁଣ୍ଡ ଗୁଂଜିଛନ୍ତି ଲୋକେ
କନକ ବ୍ୟୁରୋ : ଗରିବ ଓ ଅସହାୟଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା କରିଛନ୍ତି । ଯୋଜନା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ପ୍ରଶାସନିକ ଉଦାସିନତା ହେତୁ ପ୍ରକୃତ ହିତାଧିକାରୀ ଯୋଜନାର ଫାଇଦା ପାଇପାରୁନାହାନ୍ତି । ଆଜି ବି ଅନେକ ଲୋକେ ଝାଟିମାଟି ଘରେ ପାଲ ଟାଙ୍ଗି ଜୀବନ କାଟୁଛନ୍ତି । ଯାଜପୁର ଦଶରଥପୁର ବ୍ଲକ ପାଲଟପୁର ପଂଚାୟତର ଏମିତି ଝାଟିମାଟି ଘରେ ରହୁଥିବା ଲୋକଙ୍କ ଉପରେ ପ୍ରଶାସନର ନଜର ପଡୁନିContinue reading “ପାଲ ତଳେ ଦଶରଥପୁର ବ୍ଲକର ପାଲଟପୁର ପଂଚାୟତ : ଗରିବ ହିତାଧିକାରୀଙ୍କୁ ମିଳୁନାହିଁ ଆବାସ ଯୋଜନାରେ ପକ୍କା ଘର; ଭଙ୍ଗା ଚାଳ ଘରେ ପଲିଥିନ୍ ଟାଣି ମୁଣ୍ଡ ଗୁଂଜିଛନ୍ତି ଲୋକେ”
ଭିତରକନିକାରୁ ୩୬ ବଡ କୁମ୍ଭୀର ଗାଏବ! ୬ବର୍ଷ ହେଲା ସଂଖ୍ୟା ବଢୁଥିଲା, ଏବର୍ଷ କମିଗଲା କେମିତି?
କନକ ବ୍ୟୁରୋ : ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକା ଜାତୀୟ ଉଦ୍ୟାନରୁ ଗୋଟିଏ କି ଦୁଇଟି ନୁହେଁ ୩୬ ବଡ଼ କୁମ୍ଭୀର ଗାଏବ ହୋଇଯାଇଛନ୍ତି। ଚଳିତମାସ ୧୫ ରୁ ୨୩ ତାରିଖ ଯାଏ ବନବିଭାଗ ପକ୍ଷରୁ କରାଯାଇଥିବା କୁମ୍ଭୀର ଗଣନା ରିପୋର୍ଟ ଏହି ତଥ୍ୟ କହୁଛି। ଖାଦ୍ୟ ଓ ଖାଦକ ପ୍ରକ୍ରିୟାରେ ଛୋଟ ଛୋଟ କୁମ୍ଭୀରଙ୍କୁ ବଡ଼ କୁମ୍ଭୀର ବା ବଡ଼ ମାଛ ଖାଇଥାନ୍ତି। ମାତ୍ର ୬ ଫୁଟରୁ ବଡ ଅର୍ଥାତ ୪ ବର୍ଷରୁ ଅଧିକ ବୟସ୍କContinue reading “ଭିତରକନିକାରୁ ୩୬ ବଡ କୁମ୍ଭୀର ଗାଏବ! ୬ବର୍ଷ ହେଲା ସଂଖ୍ୟା ବଢୁଥିଲା, ଏବର୍ଷ କମିଗଲା କେମିତି?”
ରାଉରକେଲା ଜିଏସଟି ଠକେଇରେ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ : ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର କିଛି କର୍ମଚାରୀଙ୍କ ନାଁରେ ଅଭିଯୋଗ
କନକ ବ୍ୟୁରୋ : ରାଉରକେଲାରେ କୋଟି କୋଟି ଟଙ୍କାର ଜିଏସଟି ଠକେଇ ନେଇ ଖବର ଆସୁଥିବା ବେଳେ ଏବେ ଏଥିରେ ଆସିଛି ନୂଆ ମୋଡ । ଠକ ରକେଟ୍ ସହ ରାଉରକେଲା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର କିଛି ଅସାଧୁ କର୍ମଚାରୀ ଏଥିରେ ସାମିଲ ଥିବା, କ୍ରମେ ସ୍ପଷ୍ଟ ହେବାରେ ଲାଗିଛି । ଏ ନେଇ ଠକାମୀର ଶିକାର ହୋଇଥିବା ବ୍ୟକ୍ତିଙ୍କ ସମେତ ବ୍ୟାଙ୍କର ପୂର୍ବତନ ସଭାପତି ଅଭିଯୋଗ କରିଥିଲେ । ନକଲି ଆକାଉଂଟ ଖୋଲି ଠକଙ୍କୁ ସହଯୋଗContinue reading “ରାଉରକେଲା ଜିଏସଟି ଠକେଇରେ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ : ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର କିଛି କର୍ମଚାରୀଙ୍କ ନାଁରେ ଅଭିଯୋଗ”
ବିସ୍ଫୋରକ ରୂପ ନେବାକୁ ଯାଉଛି ଚାଷୀ ଆନ୍ଦୋଳନ । ଗାଜିପୁରରେ ଚାଷୀ ନେତାଙ୍କ ଅପିଲ ପରେ ଏକାଠି ହେଉଛନ୍ତି ଚାଷୀ । ଆନ୍ଦୋଳନକୁ ରୋକିବା ପାଇଁ ପୋଲିସ ଫୋର୍ସ ପ୍ରସ୍ତୁତ
ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଆନ୍ଦୋଳନକାରୀ ଚାଷୀଙ୍କ ଟ୍ରାକ୍ଟର ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ପରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଆନ୍ଦୋଳନକାରୀଙ୍କୁ ହଟାଇବା ଲାଗି ୟୁପି ଏବଂ ଦିଲ୍ଳୀ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଗାଜିପୁରେରେ ଧାରଣା ଦେଇଥିବା ଆନ୍ଦୋଳନକାରୀଙ୍କୁ ରାତି ସୁଦ୍ଧା ସ୍ଥାନ ଛାଡ଼ିବା ଲାଗି ସମୟ ଦିଆଯାଇଥିବା ବେଳେ ଚାଷୀ ନେତାମାନେ ଉଠିବାକୁ ମନା କରିଦେଇଛନ୍ତି। ଧମକ ଦେଇଛନ୍ତି ଯେ ଧାରଣା ସ୍ଥଳରୁ ହଟାଇବା ଲାଗି ପୁଲିସ କାର୍ଯ୍ୟାନୁଷ୍ଠାନ ହେଲେ ସେମାନେ ଆତ୍ମହତ୍ୟା କରିବେ। ସେହିଭଳିContinue reading “ବିସ୍ଫୋରକ ରୂପ ନେବାକୁ ଯାଉଛି ଚାଷୀ ଆନ୍ଦୋଳନ । ଗାଜିପୁରରେ ଚାଷୀ ନେତାଙ୍କ ଅପିଲ ପରେ ଏକାଠି ହେଉଛନ୍ତି ଚାଷୀ । ଆନ୍ଦୋଳନକୁ ରୋକିବା ପାଇଁ ପୋଲିସ ଫୋର୍ସ ପ୍ରସ୍ତୁତ”
ଆଫ୍ରିକାକୁ ୧ କୋଟି ଓ ଜାତିସଂଘ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୧୦ ଲକ୍ଷ କୋଭିଡ ଟିକା ଯୋଗାଇ ଦେବ ଭାରତ
କନକ ବ୍ୟୁରୋ : ଭାରତ ଆଫ୍ରିକାକୁ ୧ କୋଟି ଏବଂ ଜାତିସଂଘ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ୧୦ ଲକ୍ଷ ଭାରତରେ ନିର୍ମିତ କୋଭିଡ୍-୧୯ ଟିକା ଯୋଗାଇ ଦେବ। ଏହି ଟିକା ‘ଗ୍ଲୋବାଲ୍ ଆଲିଏନ୍ସ୍ ଫର୍ ଭ୍ୟାକ୍ସିନସ୍ ଆଣ୍ଡ୍ ଇମ୍ୟୁନାଇଜେସନ୍’ (ଗାଭି) ଆଧାରରେ ପ୍ରେରଣ କରାଯିବ। ୨୦୦୦ ମସିହାରେ ସୃଷ୍ଟି ହୋଇଥିବା ‘ଗାଭି’ର ଉଦ୍ଦେଶ୍ୟ ହେଉଛି ବିଶ୍ୱର ଦରିଦ୍ରତମ ରାଷ୍ଟ୍ରଗୁଡ଼ିକରେ ଥିବା ପିଲାମାନଙ୍କୁ ଟିକା ଲାଗି ସମାନ ସୁଯୋଗ ଦେବା। ‘ଗାଭି’ର ‘କୋଭାକ୍ସ୍ ଫ୍ୟାସିଲିଟି’ରେ କୋଭିଡ୍-୧୯ ଟିକାର ସମାନ ଆବଣ୍ଟନContinue reading “ଆଫ୍ରିକାକୁ ୧ କୋଟି ଓ ଜାତିସଂଘ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୧୦ ଲକ୍ଷ କୋଭିଡ ଟିକା ଯୋଗାଇ ଦେବ ଭାରତ”
ଖୋଲିଲା ଟୋକନ୍ ସ୍କାମର ଗୁମର: ଜିଲ୍ଲା ପ୍ରଶାସନର ତନାଘନା ପରେ ସାମ୍ନାକୁ ଆସିଲା ସତ; ଜାଲିଆତି କରି ଟୋକନ ହାତେଇ ମାଲାମାଲ ହେଉଥିଲେ ଦଲାଲ ଓ ସରକାରୀ ବାବୁ
କନକ ବ୍ୟୁରୋ : ସୁନ୍ଦରଗଡ଼ରେ କିଭଳି ଭାବେ ଧାନକିଣାରେ ଅବ୍ୟବସ୍ଥା ହେଉଛି, ଟୋକନ ଜରିଆରେ ଦଲାଲ ଓ ଅଧିକାରୀ ମାଲାମାଲ ହେଉଛନ୍ତି, ପ୍ରକୃତ ଚାଷୀ ଧାନ ବିକିନପାରି ହନ୍ତସନ୍ତ ହେଉଛନ୍ତି, ଏ ନେଇ ବିସ୍ତୃତ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍ । ଖବର ପ୍ରସାରଣ ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିଜେ ଧାନ ମଣ୍ଡି ଓ ମହୁଲପାଲି ଲ୍ୟାମ୍ପସକୁ ଯାଇ ସ୍ଥିତି ପରଖିବା ସହ ଟାଙ୍ଗରପାଲି ତହସିଲଦାର, ସିଏସଓଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ ।Continue reading “ଖୋଲିଲା ଟୋକନ୍ ସ୍କାମର ଗୁମର: ଜିଲ୍ଲା ପ୍ରଶାସନର ତନାଘନା ପରେ ସାମ୍ନାକୁ ଆସିଲା ସତ; ଜାଲିଆତି କରି ଟୋକନ ହାତେଇ ମାଲାମାଲ ହେଉଥିଲେ ଦଲାଲ ଓ ସରକାରୀ ବାବୁ”
ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଜବ ନିୟମ : ଅପରାହ୍ନ ସାଢେ ୫ଟା ପରେ ଅଫିସରେ ରହିବେନି ମହିଳା କର୍ମଚାରୀ
କନକ ବ୍ୟୁରୋ : ମହିଳା କର୍ମଚାରୀଙ୍କୁ ସଂଧ୍ୟା ୫ଟା ୩୦ରେ ଅଫିସ ଛାଡିବାକୁ ନିର୍ଦ୍ଦେଶ । ଏପରି ନିର୍ଦ୍ଦେଶ ଦେଇଛି, ସିଭିଲ୍ ବିଭାଗର ଇଂଜିନିୟରିଂ ଇନ୍ ଚିଫ୍, ଅଫିସ । ସମସ୍ତ କାର୍ଯ୍ୟ ଦିବସରେ ସଂଧ୍ୟା ୫ଟା ୩୦ ସୁଦ୍ଧା ନିଶ୍ଚିତ ଭାବେ ଅଫିସ ଛାଡିବାକୁ କୁହାଯାଇଛି । ଏହା ସହ ଅଫିସ ସମୟ ମଧ୍ୟରେ ମହିଳା କର୍ମଚାରୀମାନଙ୍କୁ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି । ଆଉ ଏହି ସମୟ ମଧ୍ୟରେ ନିଜ ପାଖରେ ଥିବାContinue reading “ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଜବ ନିୟମ : ଅପରାହ୍ନ ସାଢେ ୫ଟା ପରେ ଅଫିସରେ ରହିବେନି ମହିଳା କର୍ମଚାରୀ”
ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡ : ମୁଖ୍ୟ ଅଭିଯୁକ୍ତ ରାକେଶ ଜେନା ଗିରଫ; ପୋଲିସ ଆଗରେ ସତ ଓଗାଳିଲା ରାକେଶ
କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ଜେନାକୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିଛି । ଏହା ପରେ ଯାଜପୁର କୁଆଖିଆ ପୋଲିସକୁ ଅଭିଯୁକ୍ତକୁ ଗତକାଲି ରାତିରେ କରାଯାଇଛି ହସ୍ତାନ୍ତର । ଏହା ପରେ ପରେ ଝରାଫୁଲଙ୍କ ମର୍ଡର ମିଷ୍ଟ୍ରି ଉପରୁ ଧୀରେ ଧୀରେ ପରଦା ହଟୁଛି । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ କରିଥିଲା ଷଡ଼ଯନ୍ତ୍ର । ଏଥିପାଇଁ ରାଜଧାନୀରୁContinue reading “ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡ : ମୁଖ୍ୟ ଅଭିଯୁକ୍ତ ରାକେଶ ଜେନା ଗିରଫ; ପୋଲିସ ଆଗରେ ସତ ଓଗାଳିଲା ରାକେଶ”