ଟିକା ନେଉଛି ଓଡିଶା: କ୍ୟାପିଟଲ ହସ୍ପିଟାଲରେ ଟିକାକରଣ ଆରମ୍ଭ: ପ୍ରଥମେ ଟିକା ନେଲେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ

କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ନେଇଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ବିରଂଚି ନାୟକଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ଟିକା ନେବା ପରେ ସଂପୂର୍ଣ୍ଣ ଭଲ ଅଛନ୍ତି । ତାଙ୍କ ଠାରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ବିରଂଚିଙ୍କ ପରେ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଟିକା ନେଇଛନ୍ତି । ଏବଂ ଟିକା ନେବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଟିକା ନେବାContinue reading “ଟିକା ନେଉଛି ଓଡିଶା: କ୍ୟାପିଟଲ ହସ୍ପିଟାଲରେ ଟିକାକରଣ ଆରମ୍ଭ: ପ୍ରଥମେ ଟିକା ନେଲେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ”

ଟିକା ନେଉଛି ଭାରତ: ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; କହିଲେ, ଟିକା ସତ୍ୱେ ମାନିବାକୁ ପଡ଼ିବ କଟକଣା, ଟିକାକୁ ନେଇ କୌଣସି ପ୍ରକାର ଗୁଜବକୁ ବିଶ୍ୱାସ ନକରିବାକୁ ଅନୁରୋଧ

କନକ ବ୍ୟୁରୋ: ମହାମାରୀ ବିରୋଧରେ ମହାଲଢେଇ । ଇତିହାସ ରଚିଲା ଭାରତ । ଆଜିଠୁ ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣ ।  ଦେଶରେ ଆଜି ପ୍ରଥମ ଦିନରେ ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ୍୧୯ ଟିକାକରଣ କରାଯିବା ସହ ବିଶ୍ୱର ସବୁଠି ବଡ ଟିକାରଣ ଅଭିଯାନ ଆରମ୍ଭ  ଆରମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ଆଜି ଟିକାକରଣର ଶୁଭାରମ୍ଭ କରିଛନ୍ତି ।  ଏହାପରେ ସାରା ଦେଶରେ ଟିକାକରଣ  ଅଭିଯାନରContinue reading “ଟିକା ନେଉଛି ଭାରତ: ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; କହିଲେ, ଟିକା ସତ୍ୱେ ମାନିବାକୁ ପଡ଼ିବ କଟକଣା, ଟିକାକୁ ନେଇ କୌଣସି ପ୍ରକାର ଗୁଜବକୁ ବିଶ୍ୱାସ ନକରିବାକୁ ଅନୁରୋଧ”

କୋଭିଡ୍ ଟିକାକରଣର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ କରାଇଲେ ନୂଆ ଶପଥ ।  କହିଲେ ଚିକିତ୍ସା ସହିତ ସତର୍କତା ଜରୁରୀ । ଟିକାକରଣ ପରେ ବି ମାନିବାକୁ ପଡିବ କୋଭିଡ୍ କଟକଣା

କନକ ବ୍ୟୁରୋ : ଆଜି ଭାରତରେ ବିଶ୍ୱର ସବୁଠାରୁ ବୃହତ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ କି ଆଜିର ଦୀନରେ ରାଷ୍ଟ୍ରକବି ରାମଧାରୀ ସିଂଙ୍କ କବିତା ମନେ ପଡୁଛି । ରାମଧାରୀ ତାଙ୍କର ଏକ କବିତାରେ କହିଥିଲେ କି ମାନବ ଯେତେବେଳେ ଜୋର ଲଗାଇ କୌଣସି କାମରେ ମନୋନିବେଶ କରେ ସେତେବେଳେContinue reading “କୋଭିଡ୍ ଟିକାକରଣର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ କରାଇଲେ ନୂଆ ଶପଥ ।  କହିଲେ ଚିକିତ୍ସା ସହିତ ସତର୍କତା ଜରୁରୀ । ଟିକାକରଣ ପରେ ବି ମାନିବାକୁ ପଡିବ କୋଭିଡ୍ କଟକଣା”

ମହାମାରୀ ବିରୋଧରେ ମହାଲଢେଇ । ଦେଶର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ଯୋଡ଼ି ହୋଇ କଲେ ଶୁଭାରମ୍ଭ

କନକ ବ୍ୟୁରୋ: ମହାମାରୀ ବିରୋଧରେ ମହାଲଢେଇ । ଇତିହାସ ରଚିଲା ଭାରତ । ଆଜିଠୁ ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣ । ଦିନ ସାଢେ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକାକରଣର ଶୁଭାରମ୍ଭ କରିଛନ୍ତି । ବିଶ୍ୱରେ ୩ କୋଟିରୁ କମ୍‌ ଜନସଂଖ୍ୟା ଥିବା ୧୦୦ରୁ ଅଧିକ ଦେଶ ଅଛି। କିନ୍ତୁ, ଆଜି ପ୍ରଥମ ପର୍ଯ୍ୟାୟରେ ଭାରତରେ ୩ କୋଟି ଲୋକଙ୍କୁ ଟିକା ଦିଆଯାଉଛି। Launch of the #LargestVaccineDrive. Let usContinue reading “ମହାମାରୀ ବିରୋଧରେ ମହାଲଢେଇ । ଦେଶର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ଯୋଡ଼ି ହୋଇ କଲେ ଶୁଭାରମ୍ଭ”

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ICDS ସଂଯୋଜକ ମୁହାଁମୁହିଁ । ବସ୍ତା ବ୍ଲକ୍ କାର୍ଯ୍ୟାଳୟରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ତୁମୁଳକାଣ୍ଡ ।

କନକ ବ୍ୟୁରୋ : ବ୍ଲକ କାର୍ଯ୍ୟାଳୟ ଭିତରେ ତୁମୁଳକାଣ୍ଡ । ମୁହାଁମୁହିଁ ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ଓ ଆଇସିଡିଏସ ସଂଯୋଜକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କାର୍ଯ୍ୟାଳୟରେ । ବ୍ଲକର କୁଡିଆ ଗାଁର ସବୁଧା କେନ୍ଦ୍ର ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ୪ଟି ଏସଏଚଗର ପ୍ରାୟ ୩୦ରୁ ଅଧିକ ମହିଳା ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ । ଅନିୟମିତତା ନେଇ ଆଇସିଡିଏସ ସଂଯୋଜକ ଗଜେନ୍ଦ୍ର ମଲ୍ଲିକଙ୍କୁContinue reading “ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ICDS ସଂଯୋଜକ ମୁହାଁମୁହିଁ । ବସ୍ତା ବ୍ଲକ୍ କାର୍ଯ୍ୟାଳୟରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ତୁମୁଳକାଣ୍ଡ ।”

୨ ନିୟୁତ ଟପିଲା ବିଶ୍ୱରେ କରୋନାଜନିତ ମୃତ୍ୟୁ । ଜାତିସଂଘ ମୁଖ୍ୟ କହିଲେ, ବିଜ୍ଞାନ ସଫଳ ହେଉଛି, କିନ୍ତୁ ସହଯୋଗ ବିଫଳ ହେଉଛି । 

କନକ ବ୍ୟୁରୋ : ବିଶ୍ୱରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ଦୁଇ ନିୟୁତ ଟପିବା ପରେ ଶୁକ୍ରବାର ଦିନ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗଟେରେସ୍‌ କହିଛନ୍ତି ଯେ, ଏହି ଭୂତାଣୁର ମୁକାବିଲା କରିବାକୁ ବିଶ୍ୱରେ ସହଯୋଗର ବିଫଳତା ପରିଲକ୍ଷତ ହେଉଛି । ସେ କହିଛନ୍ତି, ଆଜି ଆମେ ଟିକା କ୍ଷେତ୍ରରେ ଏକ ଶୂନ୍ୟତା ଉପଲବ୍ଧି କରୁଛନ୍ତି । ଅଧିକ ଆୟକାରୀ ଦେଶମାନଙ୍କରେ ଟିକା ତୁରନ୍ତ ପହଞ୍ଚି ଯାଉଥିବା ବେଳେ ଗରିବ ରାଷ୍ଟ୍ରମାନେ ଟିକା ପାଉନାହାନ୍ତି । ଚେତାବନୀ ଦେଇ ସେContinue reading “୨ ନିୟୁତ ଟପିଲା ବିଶ୍ୱରେ କରୋନାଜନିତ ମୃତ୍ୟୁ । ଜାତିସଂଘ ମୁଖ୍ୟ କହିଲେ, ବିଜ୍ଞାନ ସଫଳ ହେଉଛି, କିନ୍ତୁ ସହଯୋଗ ବିଫଳ ହେଉଛି । “

ରାଉରକେଲା-କଲୁଙ୍ଗା ଖଇରିବନ୍ଧସ୍ଥିତ କେମିକାଲ କାରଖାନାରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କଲେ ରାଉରକେଲା ଓ ପାନପୋଷର ଦମକଳ ବାହିନୀ ।

କନକ ବ୍ୟୁରୋ : ରାଉରକେଲା-କଲୁଙ୍ଗା ଖଇରିବନ୍ଧ ସ୍ଥିତ ମେସର୍ସ ଶ୍ରୀୟା ମେଟାଲ ଆଣ୍ଡ କେମିକାଲସ କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ରାଉରକେଲା ଓ ପାନପୋଷ ଉପଖଣ୍ଡ ଅଗ୍ନିଶମ ବିଭାଗର ୪ଟି ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି କାରଖାନାରେ ଅଟୋମୋବାଇଲ ଲୁବ୍ରିକାଂଟସ ପ୍ରସ୍ତୁତ ହେଉଥିଲା । ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । କ୍ଷୟକ୍ଷତିର ଆକଳନ ହୋଇପାରିନଥିବା କହିଛନ୍ତି ରାଉରକେଲା ସହକାରୀ ଅଗ୍ନିଶମ ଅଧିକାରୀ ।Continue reading “ରାଉରକେଲା-କଲୁଙ୍ଗା ଖଇରିବନ୍ଧସ୍ଥିତ କେମିକାଲ କାରଖାନାରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କଲେ ରାଉରକେଲା ଓ ପାନପୋଷର ଦମକଳ ବାହିନୀ ।”

ବରଗଡ ଲୁଟ୍ ଘଟଣାରେ ପର୍ଦ୍ଦାଫାସ୍ କଲା ପୋଲିସ : ୩ଜଣଙ୍କୁ ଗିରଫ ସହ ଲୁଟ୍ ଅର୍ଥ ବି ଉଦ୍ଧାର

କନକ ବ୍ୟୁରୋ : ବରଗଡ ପୋଲିସକୁ ମିଳିଛି ବଡ ସଫଳତା । ଏକ ୨୫ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ବରଗଡ ପୋଲିସ । ଏଥିସହ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଲୁଟେରାଙ୍କ ଠାରୁ ପୋଲିସ ୧୮ଲକ୍ଷ ୨୪ହଜାର ଟଙ୍କା, ସୁନା, ରୁପା, ହୀରା ଗହଣା, ଲୁଟରେ ବ୍ୟବହୃତ ବାଇକ, ଛୁରୀ ଆଦି ଜବତ କରିଛି । ବରଗଡର ସହରାପଡାରେ ଗତ ୧୨ ତାରିଖରେ ଦିନ ଦ୍ୱିପ୍ରହରେ ହୋଇଥିଲା ଏହିContinue reading “ବରଗଡ ଲୁଟ୍ ଘଟଣାରେ ପର୍ଦ୍ଦାଫାସ୍ କଲା ପୋଲିସ : ୩ଜଣଙ୍କୁ ଗିରଫ ସହ ଲୁଟ୍ ଅର୍ଥ ବି ଉଦ୍ଧାର”

ଡବଲ ହେଲ୍‌ମେଟ୍‌ ନିୟମ ବଢ଼ାଇଛି ହେଲମେଟ୍‌ ବେପାର । ଜରିମାନାରୁ ବଞ୍ଚିବା ପାଇଁ ‌ଲୋକେ ଅଧିକ କିଣୁଛନ୍ତି ।

କନକ ବ୍ୟୁରୋ : ସରକାରଙ୍କ ଡବଲ ହେଲମେଟ୍‌ ନିୟମ ବଢ଼ାଇଛି ହେଲମେଟ୍‌ ବେପାର। ଜରିମାନା ଭୟରେ ହୁ ହୁ ହୋଇ ବଢ଼ୁଛି ହେଲମେଟ୍‌ ଡିମାଣ୍ତ। ପୂର୍ବରୁ ଗାଡ଼ିଚାଳକ ହେଲମେଟ୍‌‌ ବ୍ୟବହାର ବାଧ୍ୟତାମୂଳକ ଥିବାବେଳେ ଏବେ ପରିବହନ ବିଭାଗ ପକ୍ଷରୁ ଗାଡ଼ି ଚାଳକଙ୍କ ସମତେ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଜାନୁଆରି ୧ ତାରିଖରୁ ଲାଗୁ ହୋଇଥିବାରୁ ସହରବାସୀଙ୍କ ମନରେ ଜରିମାନାର ଭୟ ବଢ଼ିଯାଇଛି। ଏବେ ସେଇଥିପାଇଁ ହେଲ୍‌ମେଟ୍‌ କିଣିବାContinue reading “ଡବଲ ହେଲ୍‌ମେଟ୍‌ ନିୟମ ବଢ଼ାଇଛି ହେଲମେଟ୍‌ ବେପାର । ଜରିମାନାରୁ ବଞ୍ଚିବା ପାଇଁ ‌ଲୋକେ ଅଧିକ କିଣୁଛନ୍ତି ।”

ଆଜି ଟିକାକରଣ : ଟିକା ନେବାକୁ ଯୋଗ୍ୟ କିଏ ? କିଏ ନେବେନାହିଁ କରୋନା ଟିକା ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

କନକ ବ୍ୟୁରୋ : ସାରା ଦେଶ ଯେଉଁ ମୁହୁର୍ତକୁ ଅପେକ୍ଷା କରି ରହିଥିଲା, ସେହି ସମୟ ଆସି ପହଂଚି ଯାଇଛି । ଆଜି ଦେଶରେ ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଛି । – କରୋନା ଟିକାକରଣ ପାଇଁ ସାରାଦେଶରେ ୩ ହଜାର ୬ଟି କେନ୍ଦ୍ର ଚିହ୍ନଟContinue reading “ଆଜି ଟିକାକରଣ : ଟିକା ନେବାକୁ ଯୋଗ୍ୟ କିଏ ? କିଏ ନେବେନାହିଁ କରୋନା ଟିକା ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ”

Design a site like this with WordPress.com
Get started