କନକ ବ୍ୟୁରୋ : ମହାନଦୀ ଜଳବିବାଦ ମାମଲାର ଶୁଣାଣି ଆଜି ଟ୍ରିବ୍ୟୁନାଲରେ କରାଯିବ । ଟ୍ରିବ୍ୟୁନାଲ କମନ୍ ଇନ୍ଫରମେସନ ଫର୍ମାଟକୁ ଚୂଡ଼ାନ୍ତ କରିବା ପରେ ଓଡ଼ିଶା ଓ ଛତିଶଗଡ଼ ମୂଳ ମାମଲାର ଶୁଣାଣି ପାଇଁ ସମୟସୀମା ଧାର୍ଯ୍ୟ ଲାଗି ପୁନର୍ବାର ବୈଠକ କରିବେ ବୋଲି ଜଣାପଡ଼ିଛି । ହୀରାକୁଦ ଜଳଭଣ୍ଡାରକୁ ଅଣମୌସୁମୀ ମାସ ଗୁଡିକରେ (ନଭେମ୍ବର ରୁ ମେ’ ପର୍ଯ୍ୟନ୍ତ) ୧.୭୪ ନିୟୁତ ଏକର ଫୁଟ (ଏମଏଏଫ) ମହାନଦୀ ଜଳପ୍ରବାହ ସୁନିଶ୍ଚିତ କରିବା ପ୍ରସଙ୍ଗରେ ଆଲୋଚନା ମାଧ୍ୟମରେContinue reading “ଆଜି ଟ୍ରିବ୍ୟୁନାଲରେ କରାଯିବ ମହାନଦୀ ଜଳବିବାଦ ମାମଲାର ଶୁଣାଣି ।”
Author Archives: Raghaba
ଘରୋଇ ଶିକ୍ଷାନୁଷ୍ଠାନରେ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ସଂରକ୍ଷଣ ହେଲା କଡ଼ାକଡ଼ି : ଅବହେଳିିତ ବର୍ଗର ପିଲାଙ୍କ ପାଇଁ ୨୫% ସିଟ୍ ସଂରକ୍ଷଣ ରଖିବା ବାଧ୍ୟତାମୂଳକ
କନକ ବ୍ୟୁରୋ : ଦୁର୍ବଳ ଶ୍ରେଣୀର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ସୁନିଶ୍ଚିତ କରାଇବା କ୍ଷେତ୍ରରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଶିକ୍ଷା ଅଧିକାର ଆଇନ-୨୦୦୯ରେ ୬ରୁ ୧୪ ବର୍ଷ ବୟସର ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଆଇନର ପାରା ୧୨.୧(ସି)ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବେସରକାରୀ ସ୍କୁଲରେ ଆର୍ଥିକ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ ରହିବ। ତେବେ ରାଜ୍ୟରେ ଏହିContinue reading “ଘରୋଇ ଶିକ୍ଷାନୁଷ୍ଠାନରେ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ସଂରକ୍ଷଣ ହେଲା କଡ଼ାକଡ଼ି : ଅବହେଳିିତ ବର୍ଗର ପିଲାଙ୍କ ପାଇଁ ୨୫% ସିଟ୍ ସଂରକ୍ଷଣ ରଖିବା ବାଧ୍ୟତାମୂଳକ”
ବ୍ରିସବେନ୍ ଟେଷ୍ଟ : ପ୍ରଥମ ଇନିଂସରେ ୩୬୯ ରନରେ ଅଷ୍ଟ୍ରେଲିଆ ଅଲଆଉଟ୍; ନଟରାଜନ, ଶାର୍ଧୁଳ ଠାକୁର ଏବଂ ୱାଶିଂଟନ ସୁନ୍ଦରଙ୍କୁ ୩ଟି ଲେଖାଏଁ ୱିକେଟ
କନକ ବ୍ୟୁରୋ : ଆଜି ବ୍ରିସବେନ୍ ଟେଷ୍ଟର ପ୍ରଥମ ଇନିଂସରେ ୩୬୯ ରନରେ ଅଲଆଉଟ୍ ହୋଇଛି ଅଷ୍ଟ୍ରେଲିଆ । ଦ୍ୱିତୀୟ ଦିନ ଗତକାଲି ସ୍କୋର ୫ ୱିକେଟରେ ୨୭୪ ରନରୁ ଖେଳ ଆରମ୍ଭ କରି ୩୬୯ ରନରେ ଅଷ୍ଟ୍ରେଲିଆ ଅଲଆଉଟ୍ ହୋଇଛି । ଆଜି ଦଳ ୩୦୦ ରନ୍ ପାର କରିବା ପରେ ପରେ ତାସ୍ ପତା ପରି ଖସିଥିଲା ଘରୋଇ ଦଳର ଉଇକେଟ୍ । ଅର୍ଦ୍ଧଶତକ ପୂରଣ କରି କ୍ୟାପଟେନ୍ ଟିମ୍ ପାଇନେ ପ୍ୟାଭିଲିୟନ୍ ଫେରିବାContinue reading “ବ୍ରିସବେନ୍ ଟେଷ୍ଟ : ପ୍ରଥମ ଇନିଂସରେ ୩୬୯ ରନରେ ଅଷ୍ଟ୍ରେଲିଆ ଅଲଆଉଟ୍; ନଟରାଜନ, ଶାର୍ଧୁଳ ଠାକୁର ଏବଂ ୱାଶିଂଟନ ସୁନ୍ଦରଙ୍କୁ ୩ଟି ଲେଖାଏଁ ୱିକେଟ”
କୋଭାକ୍ସିନ୍ ଟିକାକରଣକୁ ନେଇ ଆସିଲା ବଡ ଖବର : ଟିକାକରଣରେ ବଡ ଧରଣର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ଟିକାନେଇଥିବା ବ୍ୟକ୍ତିଙ୍କୁ ମିଳିବ କ୍ଷତିପୂରଣ
କନକ ବ୍ୟୁରୋ : ଦେଶରେ ଆଜି ଆରମ୍ଭ ହେବ କରୋନା ଟିକାକରଣର ମେଗା ଅଭିଯାନ । ଏହି ଅବସରରେ କରୋନା ଟାକା କୋଭାକ୍ସିନ୍କୁ ନେଇ ଆସିଛି ବଡ ଖବର । ଭାରତୀୟ ଟିକା ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ୍ ଏହି କୋଭାକ୍ସିନ ଟିକାକୁ ପ୍ରସ୍ତୁତ କରିଛି । ଦେଶର କିଛି ସ୍ଥାନରେ ଏହି ଟିକା ଦିଆଯାଉଛି । ତେବେ ଭାରତୀୟ ଟିକା କୋଭାକ୍ସିନ୍ ଦେବା ପରେ କୌଣସି ବଡ ଧରଣର ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଲେ , ଏଥିପାଇଁContinue reading “କୋଭାକ୍ସିନ୍ ଟିକାକରଣକୁ ନେଇ ଆସିଲା ବଡ ଖବର : ଟିକାକରଣରେ ବଡ ଧରଣର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ଟିକାନେଇଥିବା ବ୍ୟକ୍ତିଙ୍କୁ ମିଳିବ କ୍ଷତିପୂରଣ”
କରୋନା ଟିକାକରଣ ନେଇ ବାଲୁକା କଳାରେ ସଚେତନତା : ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବିଶାଳ ବାଲୁକା କଳା; ଟୁଗେଦର ଉଇ କ୍ୟାନର ଦେଲେ ବାର୍ତ୍ତା
କନକ ବ୍ୟୁରୋ : ପୁରୀ ବେଳାଭୂମିରେ କରୋନା ଟିକାକରଣକୁ ନେଇ ସଚେତନତାର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏଥିପାଇଁ ସେ ବାଲିରେ ତିଆରି କରିଛନ୍ତି ବିଶାଳ ବାଲୁକା କଳା । ଟୁଗେଦର ଉଇ କ୍ୟାନର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ । ଆଜି ଦେଶରେ କରୋନା ବିରୋଧରେ ସବୁଠାରୁ ବଡ ଟିକାକରଣର ଶୁଭାରମ୍ଭ ହେଉଥିବା ବେଳେ ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକା କଳା ସମସ୍ତଙ୍କୁ ଟିକାକରଣ ଦିଗରେ ସଚେତନ କରିବ ନିଶ୍ଚୟContinue reading “କରୋନା ଟିକାକରଣ ନେଇ ବାଲୁକା କଳାରେ ସଚେତନତା : ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବିଶାଳ ବାଲୁକା କଳା; ଟୁଗେଦର ଉଇ କ୍ୟାନର ଦେଲେ ବାର୍ତ୍ତା”
ଶୀତରେ ଥରୁଛି ସାରା ରାଜ୍ୟ । ଖସୁଛି ପାରଦ, ବଢୁଛି ଥଣ୍ଡା । ଫୁଲବାଣୀରେ ୬ଡିଗ୍ରିକୁ ଖସିଲା ପାରଦ
ଲୁଚକାଳି ଖେଳୁଛି ଶୀତ । ଗତ କିଛି ଦିନ ହେଲା ରାଜ୍ୟରେ ପାରଦ ଊର୍ଧ୍ବମୁଖା ଥିବା ବେଳେ ଏବେ ପୁଣି ଥଣ୍ଡା ବଢ଼ିବା ଆରମ୍ଭ ହୋଇଛି। ପାଖାପାଖି ୧୦ ଦିନ ପରେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରିକୁ ଖସି ଆସିଛି । ଖାଲି ଫୁଲବାଣୀ ନୁହେଁ, ଆଉ ୪ ସହରର ତାପମାତ୍ରା ମଧ୍ୟ ୧୦ ଡିଗ୍ରି ତଳେ ରହିଛି। ଗତ ୨୪ ଘଣ୍ଟାରେ ଆଭ୍ୟନ୍ତର ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୩ରୁ ୪ଡିଗ୍ରି ଖସିଥିବା ବେଳେ ଉପକୂଳରେContinue reading “ଶୀତରେ ଥରୁଛି ସାରା ରାଜ୍ୟ । ଖସୁଛି ପାରଦ, ବଢୁଛି ଥଣ୍ଡା । ଫୁଲବାଣୀରେ ୬ଡିଗ୍ରିକୁ ଖସିଲା ପାରଦ”
ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ପାଇଁ ୧ ଲକ୍ଷ ୯୨ ହଜାର ୫୫୫ ହିତାଧିକାରୀ ଚିହ୍ନଟ : ଭୁବନେଶ୍ୱରରେ କୋଭାକ୍ସିନ, ଅନ୍ୟ ସବୁଠି ଦିଆଯିବ କୋଭିସିଲ୍ଡ ଟିକା
କନକ ବ୍ୟୁରୋ : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପହଂଚିସାରିଛି ଦୁଇଟି ଟିକା । କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ମିଶାଇ ରାଜ୍ୟର ୩୨ଟି କେନ୍ଦ୍ରକୁ ପଠାଇ ଦିଆଯାଇଛି । ଆଜି ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱରContinue reading “ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ପାଇଁ ୧ ଲକ୍ଷ ୯୨ ହଜାର ୫୫୫ ହିତାଧିକାରୀ ଚିହ୍ନଟ : ଭୁବନେଶ୍ୱରରେ କୋଭାକ୍ସିନ, ଅନ୍ୟ ସବୁଠି ଦିଆଯିବ କୋଭିସିଲ୍ଡ ଟିକା”
କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଭାରତ : ଆଜି ସାରାଦେଶର ୩ ହଜାର କେନ୍ଦ୍ରରେ ହେବ ମେଗା ଟିକାକରଣ; ଦିନ ସାଢେ ୧୦ଟାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ଆଜି ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଛି । କାରଣ ଉଭୟ ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ ସମୂହ ଟିକାକରଣ ଏକ ବଡ ଆହ୍ୱାନ । ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ କାଲି ସାରା ଦେଶର ତିନି ହଜାରContinue reading “କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଭାରତ : ଆଜି ସାରାଦେଶର ୩ ହଜାର କେନ୍ଦ୍ରରେ ହେବ ମେଗା ଟିକାକରଣ; ଦିନ ସାଢେ ୧୦ଟାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ”
ସଚିନଙ୍କ ପୁଅ ଅର୍ଜୁନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଅର୍ଜୁନଙ୍କ ପାଇଁ ଖୋଲିଲା ଆଇପିଏଲ ଗେଟ୍ । ଆଇପିଏଲ ନିଲାମ ପ୍ରକ୍ରିୟା ପାଇଁ ଯୋଗ୍ୟତା ହାସଲ କଲେ ଅର୍ଜୁନ ।
କନକ ବ୍ୟୁରୋ : ସଚିନଙ୍କ ପୁଅ ଅର୍ଜୁନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଅର୍ଜୁନଙ୍କ ପାଇଁ ଖୋଲିଲା ଆଇପିଏଲ ଗେଟ୍୍ । ଏଥର ଅର୍ଜୁନ ତେନ୍ଦୁଲକରଙ୍କ ପାଖରେ ଆଇପିଏଲ ଖେଳିବାର ସୁଯୋଗ ରହିଛି । କାରଣ ଆଇପିଏଲ ନିଲାମ ପ୍ରକ୍ରିୟା ପାଇଁ ଯୋଗ୍ୟତା ହାସଲ କଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ । ଆସନ୍ତା ଫେବ୍ରୁଆରୀ ମାସରେ ହେବାକୁ ଥିବା ଆଇପିଏଲ ନିଲାମ ପ୍ରକ୍ରିୟାରେ ସାମିଲ ହେବେ ଅର୍ଜୁନ । ଯଦି କେଉଁ ଦଳContinue reading “ସଚିନଙ୍କ ପୁଅ ଅର୍ଜୁନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଅର୍ଜୁନଙ୍କ ପାଇଁ ଖୋଲିଲା ଆଇପିଏଲ ଗେଟ୍ । ଆଇପିଏଲ ନିଲାମ ପ୍ରକ୍ରିୟା ପାଇଁ ଯୋଗ୍ୟତା ହାସଲ କଲେ ଅର୍ଜୁନ ।”
ମୋବାଇଲ ଆପ୍ ହେଉଛି ମାରାତ୍ମକ, ନେଉଛି ଜୀବନ । ତେଲେଙ୍ଗାନାରେ ଲୋନ୍ ଆପ ଡାଉନଲୋଡ କରି ଋଣ ନେଇଥିବା ୩ଜଣଙ୍କ ଆତ୍ମହତ୍ୟା ।
କନକ ବ୍ୟୁରୋ : ମୋବାଇଲ ଆପ୍ ହେଉଛି ମାରାତ୍ମକ, ନେଉଛି ଜୀବନ । ତେଲେଙ୍ଗାନାରେ ଲୋନ୍ ଆପ ଡାଉନଲୋଡ କରି ଋଣ ନେଇଥିବା ୩ଜଣ ଆତ୍ମହତ୍ୟା କରିବା ପରେ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ଏହି ମାମାଲାରେ ୨୦ରୁ ଅଧିକ ଲୋକ ଗିରଫ ହୋଇଛନ୍ତି । ଏପରିକି ଏହି ଘଟଣା ପରେ ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ୧୧୮ଟି ଲୋନ୍ ଆପ୍ । ନିକଟରେ ତେଲେଙ୍ଗାନା ପୋଲିସ ଅନଲାଇନ ଆପ୍ ଜରିଆରେ ହେଉଥିବା ଋଣ ନାଁରେContinue reading “ମୋବାଇଲ ଆପ୍ ହେଉଛି ମାରାତ୍ମକ, ନେଉଛି ଜୀବନ । ତେଲେଙ୍ଗାନାରେ ଲୋନ୍ ଆପ ଡାଉନଲୋଡ କରି ଋଣ ନେଇଥିବା ୩ଜଣଙ୍କ ଆତ୍ମହତ୍ୟା । “